Posted inଜାତୀୟ

ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟ୍‌କା: ପୁଡୁଚେରୀରେ ସଂଖ୍ୟା ଗରିଷ୍ଠତା ହରାଇଲେ ସରକାର

ନୂଆଦିଲ୍ଲୀ,୧୬।୨: ଆଗକୁ ପୁଡୁଚେରୀରେ ବିଧାନସଭା ନିର୍ବାଚନ ହେବ। ତେବେ ଏହା ପୂର୍ବରୁ ଏଠାକାର ଶାସକ କଂଗ୍ରେସ ଦଳ ନିଜର ସଂଖ୍ୟା ଗରିଷ୍ଠତା ହରାଇ ବସିଛି। ଦଳର ୪ ଜଣ ବିଧାୟକ ଇସ୍ତଫା ଦେଇସାରିଲେଣି। ଗତ ଦୁଇ ଦିନ ମଧ୍ୟରେ ୨ ଜଣ ବିଧାୟକ ଇସ୍ତଫା ଦେଇଛନ୍ତି। ପୁଡୁଚେରୀ ବିଧାନସଭାର ୩୦ ଜଣ ସଦସ୍ୟଙ୍କ ମଧ୍ୟରୁ କଂଗ୍ରେସ ପାଖରେ ୧୫ ଜଣ ବିଧାୟକ ରହିଥିଲେ। ଦଳକୁ ଡିଏମ୍‌କେର ଜଣେ ଏବଂ ଅନ୍ୟ ଜଣେ ନିର୍ଦ୍ଦଳୀୟ ବିଧାୟକଙ୍କ ସମର୍ଥନ ରହିଛି। ତେବେ କଂଗ୍ରେସ ବିଧାୟକଙ୍କ ଇସ୍ତଫା ଦେବା ପରେ ଏବେ ଶାସକ ଦଳର ବିଧାୟକ ସଂଖ୍ୟା ୧୧କୁ ଖସି ଆସିଛି। ଏହାଦ୍ୱାରା ମୁଖ୍ୟମନ୍ତ୍ରୀ ଭି. ନାରାୟଣସ୍ବାମୀଙ୍କ ସରକାରଙ୍କ ଦୁର୍ବଳ ହୋଇ ପଡ଼ିଛନ୍ତି। ସରକାର ଗଠନ ପାଇଁ କୁହୁକ ସଂଖ୍ୟା ୧୬ ଥିବାବେଳେ ନାରାୟଣସ୍ବାମୀଙ୍କ ପାଖରେ ଆବଶ୍ୟକ ସମର୍ଥନ ନାହିଁ। ଜାନୁୟାରୀ ୨୫ରେ ଏ. ନମଶିବାୟମ୍‌ ଏବଂ ଇ. ଥିପ୍ପାଇଞ୍ଜାନ ଇସ୍ତଫା ଦେଇଥିଲେ। ସେହିପରି ସୋମବାର ଜଣେ ବିଧାୟକ ଇସ୍ତଫା ଦେଇଥିବାବେଳେ ମଙ୍ଗଳବାର ମଧ୍ୟ ଜଣେ ବିଧାୟକ ଇସ୍ତଫା ଦେଇଛନ୍ତି। ବୁଧବାର ରାହୁଲ ଗାନ୍ଧୀଙ୍କ ପୁଡୁଚେରୀ ଗସ୍ତ ପୂର୍ବରୁ ରାଜନୈତିକ ସଙ୍କଟ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରିୟଙ୍କା ହୁଅନ୍ତୁ କଂଗ୍ରେସ ଅଧ୍ୟକ୍ଷ: ଶତ୍ରୁ

ନୂଆଦିଲ୍ଲୀ,୨୨।୭: କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନ ଥିବା ବେଳେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କଂଗ୍ରେସ ଅଧ୍ୟକ୍ଷ...

ଡି କମ୍ପାନୀ ବିଛାଇଛି ଜାଲ୍‌ନୋଟ ଜାଲ

ନୂଆଦିଲ୍ଲୀ,୨ା୬(ଆଇଏଏନ୍‌ଏସ୍‌): କିଛିଦିନର ବ୍ୟବଧାନ ପରେ ଭାରତକୁ ପୁଣି ଆସିବାରେ ଲାଗିଛି ଉଚ୍ଚ ମୂଲ୍ୟର ଭାରତୀୟ ଜାଲ ନୋଟ (ଏଫ୍‌ଆଇସିଏନ୍‌) ଆସିବାରେ ଲାଗିଛି। ଦେଶର ପୂର୍ବାଞ୍ଚଳ ସୀମାରେ...

ଲାଲ୍‌ କିଲ୍ଲାରେ ପ୍ରଥମ ଥର ପାଇଁ ସଲାମୀ ଦେବ ସ୍ବଦେଶୀ ତୋପ…

ନୂଆଦିଲ୍ଲୀ, ୧୧।୮ : ଅଗଷ୍ଟ ୧୫ରେ ୭୫ ତମ ସ୍ବାଧୀନତା ଦିବସ ପାଳନ ଅବସରରେ ପ୍ରଥମ ଥର ପାଇଁ ଲାଲ୍‌ କିଲ୍ଲାରେ ୨୧ ଥର ତୋପ...

ଇପିଏଫ୍‌ ସୁଧହାର ୮.୧୫%କୁ ବୃଦ୍ଧି

ନୂଆଦିଲ୍ଲୀ, ୨୯ା୩: କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫ୍‌ଓ) ୨୦୨୨-୨୩ ଆର୍ଥତ୍କ ବର୍ଷ ଲାଗି ଭବିଷ୍ୟ ନିଧି ଜମା ଉପରେ ସୁଧହାର ୮.୧୫ ପ୍ରତିଶତ ଧାର୍ଯ୍ୟ କରିଛନ୍ତି।...

ପାକ୍‌ର ଅସ୍ତ୍ରଭର୍ତ୍ତି ଡ୍ରୋନ୍‌କୁ ଖସାଇଲା ବିଏସ୍‌ଏଫ୍‌

ଜମ୍ମୁ,୨୧ା୬(ପି.ଟି.): ଅନ୍ତର୍ଜାତୀୟ ସୀମା ନିକଟବର୍ତ୍ତୀ ଜମ୍ମୁ-କଶ୍ମୀରର କଠୁଆ ଜିଲା ଉପରେ ଉଡ଼ୁଥିବା ପାକିସ୍ତାନର ଏକ ଡ୍ରୋନ୍‌କୁ ଭାରତୀୟ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ଶନିବାର ଖସାଇଦେଇଛି।...

ଚେନ୍ନାଇ ଜଳ ସଙ୍କଟ: ଭେଲୋରରୁ ଆସିଲା ପ୍ରଥମ ପାଣି ବୋଝେଇ ଟ୍ରେନ୍‌

ଭେଲୋର,୧୨।୭: ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ ଚେନ୍ନାଇରେ ଦେଖା ଦେଇଥିଲା ଉତ୍କଟ ଜଳ ସଙ୍କଟ। ଏହାକୁ ଦୂର କରିବା ପାଇଁ ତାମିଲନାଡୁରୁ ଟ୍ରେନ୍‌ ଯୋଗେ ପାଣି...

‘ପ୍ରାର୍ଥନା କରୁଥିଲି, ସେହି ମୃତଦେହ ସିଦ୍ଧାର୍ଥଙ୍କର ହୋଇ ନ ଥାଉ’

ବେଙ୍ଗାଲୁରୁ, ୩୧।୭: ‘କାଫେ କଫି ଡେ’ (ସିସିଡି)ର ପ୍ରତିଷ୍ଠାତା ୬୦ ବର୍ଷୀୟ ଭିଜି ସିଦ୍ଧାର୍ଥଙ୍କ ମୃତଦେହ କନର୍ର୍ାଟକର ମେଙ୍ଗାଲୁରୁସ୍ଥିତ ନେତ୍ରବତୀ ନଦୀର ଏକ କୂଳରୁ ଉଦ୍ଧାର...

ଜଗନ ମୋହନଙ୍କ ଜେରୁଜେଲମ ଗସ୍ତ: ସୁରକ୍ଷାରେ ଖର୍ଚ୍ଚ ହେବ ୨୨.୫ ଲକ୍ଷ ଟଙ୍କା

ହାଇଦ୍ରାବାଦ,୨।୮: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଗତ ଗୁରୁବାର ଜେରୁଜେଲମ ଗସ୍ତ କରିଛନ୍ତି। ସେଠାରେ ତାଙ୍କ ସୁରକ୍ଷା ପାଇଁ ସୁରକ୍ଷାକର୍ମୀଙ୍କୁ ୨୨,୫୨,୫୦୦ ଟଙ୍କା...

Advertisement
Archives

Model This Week