ପରିଣିତିଙ୍କ ପ୍ରେମ କାହାଣୀ

ମୁମ୍ବାଇ: ବଲିଉଡ୍ ନାୟିକା ପରିଣିତି ଚୋପ୍ରା ଏବେ ଚର୍ଚ୍ଚାରେ । ସେ ତାଙ୍କର ଫିଲ୍ମ ‘ଦ ଗର୍ଲ ଅନ୍ ଦ ଟ୍ରେନ’କୁ ନେଇ ଅଛନ୍ତି ଚର୍ଚ୍ଚାରେ । ଏହା ଓଟିଟି ପ୍ଲାଟଫର୍ମ ନେଟପ୍ଲିକ୍ସରେ ରିଲିଜ୍ ହୋଇଛି । ଏହି ଫିଲ୍ମ ରିଲିଜ୍ ହେବା ପରେ ପରିଣିତି ଚୋପ୍ରାଙ୍କୁ ଏକ ସାକ୍ଷାତ୍‌କାରରେ ଦେଖିବାକୁ ମିଳିଛି । ଯେଉଁଥିରେ ସେ ତାଙ୍କ ପର୍ସନାଲ ଲାଇଫ୍‌ର ପ୍ରେମ କାହାଣି ସମ୍ପର୍କରେ କହିଛନ୍ତି । ତେବେ ପ୍ରଥମଥର ଲାଗି ସେ ବଲିଉଡ୍ ନାୟକ ଶୈଫ ଅଲି ଖାଁଙ୍କୁ ଏକତରଫା ଭାବେ ମନ ଦେଇ ବସିଥିଲେ ବୋଲି କହିଛନ୍ତି । ହେଲେ ଆଜି ପର୍ଯ୍ୟନ୍ତ ସେ କେବେ କାହାସହ ଡେଟିଂରେ ଯାଇ ନାହାନ୍ତି ବୋଲି ପ୍ରକାଶ କରିଛନ୍ତି । କେବଳ ସେତିକି ନୁହେଁ ମାତ୍ର ୧୮ ବର୍ଷ ବୟସରେ ସେ ପ୍ରଥମେ କିସ୍ କରିଥିବା କଥା ଖୋଲାଖୋଲି କଥା ହୋଇଛନ୍ତି । ଫିଲ୍ମ ଶୁଟିଂରୁ ଅବସର ମିଳିଲେ ସେ ଘରେ ରହି ଟିଭି ଦେଖିବାକୁ ପସନ୍ଦ କରନ୍ତି ବୋଲି କହିଛନ୍ତି । କେବଳ ସେତିକି ନୁହେଁ ବଲିଉଡ୍‌ରେ ପାଦ ରଖିବା ପୂର୍ବରୁ ସେ ଖୁ୍‌ବ୍ ମୋଟା ଥିଲେ ବା ତାଙ୍କ ଶରୀରର ଓଜନ ଅଧିକ ଥିବାରୁ ସେ ଏବେ ଫିଟନେସ୍ ଉପରେ ଗୁରୁତ୍ୱ ଦେଉଥିବା କହିଛନ୍ତି । ପରିଣିତି ଖୁବ୍‌ଶୀଘ୍ର ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହେୱାଲଙ୍କ ବାୟୋପିକରେ ନଜର ଆସିବେ ।


Enter your email to get our daily news in your inbox.

All Right Reserved By Dharitri.Com

ଟିଆରପି ମାମଲାରେ ଅନୁପମାର ଜବାବ ନାହିଁ

ନୂଆଦିଲ୍ଲୀ,୧୦।୧୨- ଚଳିତ ବର୍ଷର ୪୮ତମ ସପ୍ତାହ ବହୁ ଟିଭି ଶୋ ପାଇଁ ଭଲ ରହିଛି। କିଛି ସିରିଏଲ ପୂର୍ବଭଳି ଟିଆରପି ଲିଷ୍ଟରେ ଜମି ରହିଥିବାlବେଳେ କିଛି...

ସୁଶାନ୍ତଙ୍କ ଭଳି ଅବିକଳ ଦେଖାଯାଉଛନ୍ତି ଏହି ଯୁବକ

ମୁମ୍ବାଇ: ବଲିଉଡ୍‌ ଭର୍ସାଟାଇଲ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଏବେ ଚିର ନିଦ୍ରାରେ। ତାଙ୍କ ମୃତ୍ୟୁକୁ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ପ୍ରଶଂସକ ଏହାକୁ ସହଜରେ...

ରାଇନାଙ୍କ ପରେ ଏହି କ୍ରିକେଟରଙ୍କ ସହାୟତା ପାଇଁ ଆଗେଇ ଆସିଲେ ସୋନୁ ସୁଦ୍‌: କହିଲେ…

ବମ୍ବେ: ପରଦାରେ ଖଳନାୟକ ହେଲେ ଅସଲ ଜୀବନରେ ହିରୋ। ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ଙ୍କ ପରିଚୟ ଏବେ କିଛି ଏଭଳି କହିଲେ ଭୁଲ୍‌ ହେବ ନାହିଁ।...

ୟୁନିସେଫ ସହ ହାତ ମିଳାଇଲେ ମାନୁଶି

ମୁମ୍ବାଇ: ପୂର୍ବତନ ମିସ୍‌ ଓ୍ବାର୍ଲଡ ମାନୁଶି ଚ୍ଛିଲର ଏବେ ୟୁନିସେଫ ସହ ହାତ ମିଳାଇଛନ୍ତି। ମାସିକ ଋତୁସ୍ରାବକୁ ନେଇ ସଚେତନତା ସୃଷ୍ଟି କରିବାକୁ ମାନୁଶି ୟୁନିସେଫ...

ଜର୍ଜିଆରେ ‘କାର୍‌ଗିଲ ଗର୍ଲ’ ଶୁଟିଂ

ମୁମ୍ବାଇ: ଜର୍ଜିଆରେ ‘କାର୍‌ଗିଲ ଗର୍ଲ’ର ଶୁଟିଂ ହେବ। ଏଥିପାଇଁ ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ଏବଂ ଅଭିନେତା ଅଙ୍ଗଦ ବେଦୀ ପୂରା ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି।...

ସାରାଙ୍କ ଫରେନ୍‌ ଟ୍ରିପ୍‌

ସାରା ଅଲ୍ଲୀ ଖଁ। ଏବେ ଶ୍ରୀଲଙ୍କାରେ ଡେରା ପକାଇଛନ୍ତି। ଶୁଟିଂ ବ୍ରେକ୍‌ ପାଇବା ମାତ୍ରେ ସେ ମାଇଣ୍ଡ ଫ୍ରି କରିବାକୁ ସେଠାକୁ ଯାଇଛନ୍ତି। କିଛିଦିନ ସେ...

ଫିଲ୍ମରେ ସଲମାନଙ୍କ ବଡ଼ ଭାଇ ଭାବେ ଲୋକପ୍ରିୟ ହୋଇଥିଲେ ଏହି ଅଭିନେତା: ବାସ୍ତବ ଜୀବନରେ ବି କରିଥିଲେ ଏମିତି

ନିଜର ଅଭିନୟ ପାଇଁ ବଲିଉଡରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ମୋହନିଶ ବାହାଲ ଆଜି ତାଙ୍କର ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ମୋହନିଶ ସେହି...

ସ୍ପେଶାଲ ବାର୍ଥ ଡେ’

ବଲିଉଡ୍‌ର ୟଙ୍ଗ୍‌ ସେନ୍‌ସେସନ ଟାଇଗର ଶ୍ରଫ୍‌ଙ୍କୁ ନେଇ ଏବେ ଚର୍ଚ୍ଚା। ନିକଟରେ ସେ ନିଜର ବାର୍ଥ ଡେ’ ପାଳନ କରିଥିଲେ। ଆଉ ଏହାକୁ ଭେରି ଭେରି...

Advertisement
Archives

Model This Week