ବାଇଡେନ୍ଙ୍କ ପ୍ରଶାସନିକ ଟିମ୍ରେ ୯ ମୂଳ ଭାରତୀୟ ସ୍ଥାନ ପାଇବା ନେଇ ଚର୍ଚ୍ଚା !
ଓ୍ବାଶିଂଟନ/ନୂଆଦିଲ୍ଲୀ,୯।୧୧: ଆମେରିକାରେ ଜୋ ବାଇଡେନ୍ଙ୍କ ସରକାର ଗଠନ ହେଲେ ୯ ମୂଳ ଭାରତୀୟ ସ୍ଥାନ ପାଇବାର ଆଶା ରହିଛି। ବାଇଡେନ୍ଙ୍କ ପ୍ରଶାସନିକ ଟିମ୍ରେ ସେମାନଙ୍କୁ ସ୍ଥାନ ମିଳିବା ନେଇ ଚର୍ଚ୍ଚା ଜାରି ରହିଛି। ଡ. ବିବେକ ମୂର୍ତ୍ତିଙ୍କୁ କରୋନା ମହାମାରୀ ସଙ୍କଟ…
ଜେଲରେ ଟଳିପଡ଼ିଲେ ବିଚାରାଧୀନ କଏଦୀ
ଗଜପତି, ୯।୧୧(ଡି.ଏନ୍.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ଉପକାରାଗାରରେ ବିଚାରାଧୀନ ଜଣେ କଏଦୀଙ୍କର ସୋମବାର ସକାରେ ମୃତ୍ୟୁ ଘଟିଛି। ସେ ହେଲେ ଜୟପାଲ ସିଂ। ତାଙ୍କ ଘର ହରିଆଣାରେ ବୋଲି ଜଣାପଡ଼ିଛି । ତେବେ ଜୟପାଲ ଗଞ୍ଜେଇ ଚାଲାଣ ମାମଲାରେ ଗତ ଅକ୍ଟୋବର…
ହାରିବା ପରେ ବି ଅଢ଼େଇ ମାସ ପର୍ଯ୍ୟନ୍ତ ପଦବୀ ଛାଡ଼ନ୍ତି ନାହିଁ ଆମେରିକାର ରାଷ୍ଟ୍ରପତି, ଜାଣନ୍ତୁ କାହିଁକି
ଓ୍ବାଶିଂଟନ,୯ା୧୧: ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ପରାସ୍ତ କରିବା ପରେ ନୂତନ ରାଷ୍ଟ୍ରପତି ହୋଇଛନ୍ତି ଜୋ ବାଇଡେନ। ତେବେ ଆସନ୍ତା ଜାନୁୟାରୀ ୨୦ରେ ବାଇଡେନ ରାଷ୍ଟ୍ରପତି କାର୍ଯ୍ୟକାଳ ଆରମ୍ଭ କରିବେ। ଏଭଳି ପରିସ୍ଥିତିରେ ନିର୍ବାଚନ ହାରିଥିଲେ ମଧ୍ୟ ଟ୍ରମ୍ପ୍ଙ୍କୁ ଆସନ୍ତା ଅଢ଼େଇ ମାସ ପର୍ଯ୍ୟନ୍ତ…
ବାପାଙ୍କ ଖୁସି ପାଇଁ ଏହି ଅଭିନେତ୍ରୀଙ୍କଠାରୁ ଅଲଗା ହୋଇଥିଲେ ବବି ଦେଓଲ
ବଲିଉଡ୍ ଅଭିନେତ୍ରୀ ନୀଲମ କୋଠାରୀ ଇତିମଧ୍ୟରେ ୫୧ ବର୍ଷରେ ପଦାର୍ପଣ କରିଛନ୍ତି। ୯ ନଭେମ୍ବର, ୧୯୬୯ରେ ହଂକଂରେ ସେ ଜନ୍ମଗ୍ରହଣ କରିଥିଲେ। ବ୍ୟାଙ୍କକ୍ରେ କିଛି ବର୍ଷ ରହିବା ପରେ ପରିବାର ସହ ସେ ମୁମ୍ବାଇ ଚାଲିଆସିଥିଲେ। ଏହାପରେ ଆରମ୍ଭ ହୋଇଥିଲା ତାଙ୍କର…
ଅନୁଚ୍ଛେଦ ୩୭୦ ନେଇ ପୁଣି ବିବାଦୀୟ ମନ୍ତବ୍ୟ ଦେଲେ ମେହବୁବା
ଶ୍ରୀନଗର,୯।୧୧: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡ଼ିପି ଅଧ୍ୟକ୍ଷା ମେହବୁବା ମୁଫ୍ତି ଅନୁଚ୍ଛେଦ ୩୭୦ ନେଇ ପୁଣି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ରାଜ୍ୟର ପରିଚିତି ଲାଗି ଅନୁଚ୍ଛେଦ ୩୭୦ ଆବଶ୍ୟକ ବୋଲି ସେ କହିଛନ୍ତି। ଏବେ ରାଜ୍ୟରେ ବାହାର ଲୋକେ ଜମି…
ପିତାଙ୍କ ଆଶୀର୍ବାଦ ପାଇବାକୁ ତିନିଥର ଫୋନ୍ କଲେ ତେଜସ୍ୱୀ
ରାଞ୍ଚି,୯ ।୧୧: ବିହାର ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ଏବେ ଆରମ୍ଭ ହୋଉଛି କାଉଣ୍ଟଡାଉନ୍ । ଅନ୍ୟପଟେ ମହାମେଣ୍ଟର ନେତା ତଥା ଆର୍ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜସ୍ୱୀ ଯାଦବଙ୍କର ସୋମବାର ଜନ୍ମଦିନ ପାଳନ କରାଯାଇଛି । ଏହି…
ଅର୍ଜୁନ ରାମପାଲଙ୍କ ଘରେ ଏନ୍ସିବି ଟିମ୍
ମୁମ୍ବାଇ,୯ ।୧୧: ବଲିଉଡ୍ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ରହସ୍ୟଜନକ ମୃତ୍ୟୁର ଯାଞ୍ଚ ସମୟରେ ସାମ୍ନାକୁ ଆସିଥିବା ଡ୍ରଗ୍ସ ମାମଲାରେ କେତେଜଣ ବଲିଉଡ୍ ସେଲିବ୍ରିଟିଙ୍କ ନାମ ଆସି ସାରିଛି । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍ସିବି) ଏହି ମାମଲାରେ କେତେଜଣ ପେଡଲର୍ସଙ୍କୁ ଗିରଫ…
ଭାରତ ପାଇଁ ଗୌରବ ଆଣିଲେ ଗାୟକ ଅରମାନ
ଭାରତରେ ଅନେକ ଗାୟକ ଅଛନ୍ତି, ଯେଉଁମାନେ ଗୀତ ମାଧ୍ୟମରେ ନିଜ ସାଙ୍ଗକୁ ଭାରତର ନାମକୁ ମଧ୍ୟ ବହୁତ ଉପରକୁ ନେଇପାରିଛନ୍ତି। ସେମାନଙ୍କ ଗୀତ ଶୁଣିବା ପାଇଁ ଲୋକମାନେ ପାଗଳପ୍ରାୟ ହୋଇପଡ଼ନ୍ତି। ସେମିତି ଜଣେ ହେଲେ ବଲିଉଡ୍ ଗାୟକ ଅର୍ମାନ ମଲ୍ଲିକ। ଅରମାନ…
ବିଶ୍ୱର ସବୁଠୁ ସୁନ୍ଦରୀ ରାଣୀ, ତାଙ୍କ ରହସ୍ୟମୟ ଜୀବନ ସମ୍ପର୍କରେ ଜାଣନ୍ତୁ…
ଇତିହାସରେ ଅନେକ ରାଣୀଙ୍କ ବିଷୟରେ ଶୁଣିଥିବେ। ମାତ୍ର ବିଶ୍ୱରେ ଏମିତି ଜଣେ ରାଣୀ ଅଛନ୍ତି, ଯେକି ଖୁବ୍ ସୁନ୍ଦର। ତାଙ୍କୁ କେବଳ ସୁନ୍ଦରୀ ଭାବରେ ଗଣନା କରାଯାଏ ନାହିଁ, ତାଙ୍କ ଜୀବନ ମଧ୍ୟ ବେଶ୍ ରହସ୍ୟମୟ ଥିଲା। ଯାହା ଆଜି ବି…
ସ୍ବଦେଶୀ ଉତ୍ପାଦ କିଣିବାକୁ ଅନୁରୋଧ କଲେ ମୋଦି
ନୂଆଦିଲ୍ଲୀ,୯।୧୧: ଦୀପାବଳିରେ ସ୍ବଦେଶ ଉତ୍ପାଦ କିଣିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି। ଏହାଦ୍ୱାରା ଘରୋଇ ଉଦ୍ୟୋଗର ବିକାଶ ସମ୍ଭବ ହୋଇପାରିବ ବୋଲି ମୋଦି କହିଛନ୍ତି। ଦୀପଠାରୁ ଆରମ୍ଭ କରି ବିଦ୍ୟୁତ୍ ଲାଇଟ୍ ସମସ୍ତ ଉତ୍ପାଦ କିଣୁଥିବା ସମୟରେ ଘରୋଇ…
ମୋଦି ବାଇଡେନ୍ଙ୍କୁ ମାଗିଥିଲେ ଗୋଟେ ଗ୍ଲାସ୍ ଗରମ ପାଣି, ଜାଣନ୍ତୁ କାହିଁକି….
ନଭେମ୍ବର ୩ରେ ହୋଇଥିବା ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କୁ ପରାସ୍ତକରି ଜୋ ବାଇଡେନ ବିଜୟୀ ଲାଭ କରିଛନ୍ତି। ବାଇଡେନଙ୍କ ଏହି ସଫଳତା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ତାଙ୍କ ସହ କାମ କରିବାକୁ ନେଇ…
ପ୍ରଦୂଷିତ ସହରରେ ବାଣ ଫୁଟାଇବା ଉପରେ ଲାଗିଲା ପ୍ରତିବନ୍ଧକ
ନୂଆଦିଲ୍ଲୀ,୯ ।୧୧: ଶୀତ ଋତୁ ଆରମ୍ଭରେ ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ ସାଂଘାତିକ ହେବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଆଗକୁ ଆସୁଥିବା ଦୀପାବଳୀରେ ଦିଲ୍ଲୀ ଏନ୍ସିଆର୍ରେ ବାଣ ଫୁଟାଇବା ଉପରେ ପ୍ରତିପବନ୍ଧକ ଲଗାଯାଇଛି । କାରଣ ଦିଲ୍ଲୀ ଏନ୍ସିଆର୍୍ର…
Archives


