Posted inଜାତୀୟ

କେବଳ ଭାଜପା ହିଁ ରାଜ୍ୟର ବିକାଶ କରିପାରିବ: ଅମିତ ଶାହା

ଥିରୁଭାନନ୍ତପୁରମ,୭।୩: ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଭାଜପା ପୂରା ଦମ୍‌ରେ ମୈଦାନକୁ ଓହ୍ଲାଇଛି। ରହିବାର କୋଲକତାରେ ପ୍ରଧାନମନ୍ତ୍ରୀ ମୋଦି ଜୋରଦାର ପ୍ରଚାର କରିଥିବାବେଳେ କେନ୍ଦ୍ର ସ୍ବରାଷ୍ଟ୍ୟ ମନ୍ତ୍ରୀ ଅମିତ ଶାହା କେରଳ ବିଜୟ ଯାତ୍ରା ସମାରୋହରେ ଭାଗ ନେଇଥିଲେ। ଏହି ସମୟରେ କେରଳ ପିପୁଲ୍ସ ପାର୍ଟି ମୁଖ୍ୟ ତଥା ଅଭିନେତା ଦେବନ ଅମିତ ଶାହାଙ୍କ ଉପସ୍ଥିତିରେ ଭାଜପାରେ ଯୋଗ ଦେଇଥିଲେ। ଅମିତ ଶାହାଙ୍କୁ ଦେବନଙ୍କୁ ଭାଜପା ସଦସ୍ୟତା ପ୍ରଦାନ କରିଥିଲେ। ମଞ୍ଚରୁ କେରଳର ଲୋକଙ୍କୁ ସମ୍ବୋଧିତ କରି ଅମିତ ଶାହା କହିଛନ୍ତି ଯେ, ଏହା ଭଗବାନ ପଦ୍ମନାଭଙ୍କ ଭୂମି, ଏଠାକୁ ଆସି ମୁଁ ବହୁତ ଖୁସି। କିନ୍ତୁ ଏହା ଏବେ ଭ୍ରଷ୍ଟାଚାର, ରାଜନୈତିକ ହିଂସାର ଭୂମି ପାଲଟିଛି। ତେଣୁ କେବଳ ଭାଜପା ଏହି ରାଜ୍ୟର ବିକାଶ କରିପାରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ, ଭାଜପା ଉପରେ ବର୍ଷିଲେ ମାୟାବତୀ

ଲକ୍ଷ୍ନୌ, ୧୦ା୨(ପି.ଟି.): କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବାରାଣସୀ ଗସ୍ତକରି ଗୁରୁ ରବିଦାସଙ୍କ ଜୟନ୍ତୀ ଅବସରରେ ମନ୍ଦିର ଯାଇ ପ୍ରାର୍ଥନା କରିଥିବାବେଳେ ଏହାକୁ...

ଭାରତର ସୂର୍ଯ୍ୟ ମିଶନ ‘ଆଦିତ୍ୟ-ଏଲ-୧’…

ନୂଆଦିଲ୍ଲୀ,୫।୧ : ମହାକାଶ ବିଜ୍ଞାନ କ୍ଷେତ୍ରରେ ଆଜି ସମଗ୍ର ବିଶ୍ୱରେ ଭାରତ ଆଗୁଆ ରହିଛି। ପ୍ରତିବର୍ଷ ଇସ୍ରୋ ଅନ୍ୟ ଦେଶର ଉପଗ୍ରହ ଉତକ୍ଷେପଣ କରିବା ଜାରି...

୧୧ ବିଦେଶୀ ନାଗରିକଙ୍କଠାରେ ଓମିକ୍ରନର ସବ୍‌-ଭାରିଆଣ୍ଟ ମାମଲା ଚିହ୍ନଟ

ନୂଆଦିଲ୍ଲୀ,୫।୧: ଭାରତରେ ବିଦେଶୀ ଯାତ୍ରୀମାନଙ୍କ ସ୍କ୍ରିନିଂ ପରେ ଓମିକ୍ରନର ୧୧ଟି ସବ୍‌-ଭାରିଆଣ୍ଟ ମାମଲା ଚିହ୍ନଟ ହୋଇଛନ୍ତି। ଏକ ସରକାରୀ ସୂତ୍ରରୁ ପ୍ରକାଶ ଯେ, ଭାରତକୁ ଆସିଥିବା...

ମତେ ବି ମିଳିଥିଲା ଗୁଆହାଟୀ ଯିବାକୁ ଅଫର, କହିଲେ ସଞ୍ଜୟ…

ମୁମ୍ବାଇ, ୨।୭ : ବରିଷ୍ଠ ଶିବସେନା ନେତା ସଞ୍ଜୟ ରାଉତ ଶନିବାର ପ୍ରକାଶ କରିଛନ୍ତି ଯେ ତାଙ୍କୁ ମଧ୍ୟ ଗୁଆହାଟୀ ଯିବାକୁ ଅଫର ମିଳିଛି। ରାଉତ...

ଘର ବାହାରେ ଖେଳୁଥିବା ୪ ବର୍ଷୀୟା ଝିଅକୁ ବଳାତ୍କାର

ଚେନ୍ନାଇ,୧।୨: ତାମିଲନାଡୁର ଟୁଟିକରିନ ଜିଲାରୁ ଜଣେ ୪ ବର୍ଷୀୟା ଝିଅକୁ ବଳାତ୍କାର କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାରେ ସମ୍ପୃକ୍ତ ୧୪ ବର୍ଷୀୟ ନାବାଳକଙ୍କୁ...

୨୦୨୪ରେ ପୁଣି କ୍ଷମତାକୁ ଫେରିବ ଭାଜପା: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୦।୮: ଲୋକ ସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ମନ୍ତବ୍ୟ ରଖୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି, ୨୦୨୪ ରେ ପୁଣି କ୍ଷମତାକୁ...

କର୍‌ତାରପୁର ଯିବା ଲାଗି ଭାରତୀୟ ଶିଖ୍‌ଙ୍କୁ ପାସ୍‌ପୋର୍ଟ ଦରକାର ନାହିଁ

ଇସ୍‌ଲାମାବାଦ,୨ା୧୧(ପି.ଟି.): କର୍‌ତାରପୁର ଦର୍‌ବାର ସାହିବ ଗୁରୁଦ୍ୱାର ଯିବା ଲାଗି ଭାରତୀୟ ଶିଖ୍‌ ତୀର୍ଥଯାତ୍ରୀମାନଙ୍କ କ୍ଷେତ୍ରରେ ପାସ୍‌ପୋର୍ଟ ଆବଶ୍ୟକ ନାହିଁ। ଏଥିସହିତ ସେମାନଙ୍କୁ ୧୦ଦିନ ପୂର୍ବରୁ ଆଗୁଆ...

ସହମତି ବିନା ଅନଲାଇନ କ୍ଲାସ ପାଇଁ ଶିକ୍ଷାର୍ଥୀଙ୍କୁ ବାଧ୍ୟ କରିପାରିବେ ନାହିଁ କୋଚିଂ ପ୍ରତିଷ୍ଠାନ…

ନୂଆଦିଲ୍ଲୀ,୬।୨ : ଦିଲ୍ଲୀର ଏକ ଉପଭୋକ୍ତା ନିବାରଣ ଆୟୋଗ ଏକ ମେଡିକାଲ କୋଚିଂ ପ୍ରତିଷ୍ଠାନକୁ ଜଣେ ଛାତ୍ର ଦେଇଥିବା ସମସ୍ତ ଅଗ୍ରୀମ କୋର୍ସ ଫି ଫେରସ୍ତ...

Advertisement
Archives

Model This Week