Home Left

ଜାନୁୟାରୀ ୧୦ରୁ ମୁସ୍ତାକ ଅଲି ଟି୨୦

ନୂଆଦିଲ୍ଲୀ, ୧୩।୧୨- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ବହୁ ବିଳମ୍ବରେ ଆୟୋଜନ କରିବାକୁ ଯାଉଛି ଘରୋଇ ସିଜନର ସୟଦ ମୁସ୍ତାକ ଅଲି ଟ୍ରଫି। ଏହି ଟି୨୦ ଭିତ୍ତିକ ଇଭେଣ୍ଟ ଜାନୁୟାରୀ ୧୦ରୁ ୩୧ ତାରିଖ ପର୍ଯ୍ୟନ୍ତ ୬ଟି ରାଜ୍ୟରେ ଆୟୋଜନ…

ଉଡାଣ ଭରିବା ପୂର୍ବରୁ ବିମାନ ଡେଣା ଉପରକୁ ଚଢିଗଲେ ଯୁବକ: ତା ପରେ ଘଟିଲା ଏମିତି…

ବିମାନରେ ବସି ରହିଥିଲେ ଯାତ୍ରୀ। ଆଉ କିଛି ମିନିଟ୍‌ ପରେ ଉଡାଣ ଭରିଥାନ୍ତା ବିମାନ। ହେଲେ ଉଡାଣ ଭରିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁକିଛି। ହଠାତ୍‌ ବିମାନର ଡେଣା ଉପରକୁ ଚଢିଗଲେ ଜଣେ ଯୁବକ। ପରେ ସେଠାରେ କିଛି ସମୟ ଚାଲିବା…

ମା’ଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ଝିଅ

ଜୟପୁର,୧୩।୧୨: ରାଜସ୍ଥାନର ବାଡମେର୍‌ ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ଝିଅ ନିଜ ମା’ଙ୍କ ନାଁରେ ସଙ୍ଗୀନ ଅଭିଯୋଗ କରିଛନ୍ତି। ଦୁଇ ବର୍ଷ ହେଲା ତାଙ୍କୁ ଦେହବେପାର କରିବାକୁ ତାଙ୍କ ମା’ ବାଧ୍ୟ କରୁଥିବା ସେ କହିଛନ୍ତି। ୨ ମାସ…

‘ମୋଦି’ ମେଣ୍ଢାକୁ ୭୦ ଲକ୍ଷରେ କିଣିବାକୁ ଲୋକେ ରାଜି, ମାଲିକ ଦେଢ଼ କୋଟି ପର୍ଯ୍ୟନ୍ତ ବଢ଼ାଇଲେ ଦାମ୍‌

ପୁଣେ,୧୩।୧୨: ମହାରାଷ୍ଟ୍ରର ସାଙ୍ଗଲି ଜିଲାରେ ଭଲ ଗୁଣବତ୍ତା ମାଂସ ପାଇଁ ପ୍ରସିଦ୍ଧ ‘ମାଡାଗୟାଲ’ ପ୍ରଜାତିର ଏକ ମେଣ୍ଢା ୭୦ ଲକ୍ଷ ଟଙ୍କାରେ କିଣିବାକୁ ପ୍ରସ୍ତାବ ଦିଆଯାଇଥିଲା, କିନ୍ତୁ ମେଣ୍ଢା ମାଲିକ ଏହାକୁ ବିକ୍ରୟ କରିବାକୁ ମନା କରିଦେଇଥିଲେ ଏବଂ ଏହାର ମୂଲ୍ୟ…

ଦୁର୍ଘଟଣାରେ ପ୍ରାଣ ହରାଇଲେ ଦକ୍ଷିଣ ଆଫ୍ରିକା ଫୁଟବଲର

ଜୋହାନ୍ସବର୍ଗ, ୧୩।୧୨- ଦକ୍ଷିଣ ଆଫ୍ରିକୀୟ ଅନ୍ତର୍ଜାତୀୟ ଡିଫେଣ୍ଡର ମୋଟ୍‌ଜେକ ମଦିଶା ରବିବାର ଜୋହାନ୍ସବର୍ଗରେ ହୋଇଥିବା ଏକ କାର୍‌ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଏ ନେଇ ରବିବାର ସ୍ପଷ୍ଟ କରିଛି ଦକ୍ଷିଣ ଆଫ୍ରିକା ଫୁଟବଲ ଆସୋସିଏଶନ (ଏସ୍‌ଏଏଫ୍‌ଏ)। ଦୁର୍ଘଟଣା ବେଳେ ୨୫ ବର୍ଷୀୟ…

ଭାଜପା ଅଧ୍ୟକ୍ଷ ଜେପି ନଡ୍ଡା କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ,୧୩।୧୨: ଭାରତୀୟ ଜନତା ପାର୍ଟି (ଭଜପା)ର ଅଧ୍ୟକ୍ଷ ଜେପି ନଡ୍ଡା କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେ ଟୁଇଟରରେ ଏହି ସୂଚନା ଦେଇଛନ୍ତି। ଟୁଇଟ୍‌ କରି ସେ କହିଛନ୍ତି ଯେ, କରୋନାର ପ୍ରାରମ୍ଭିକ ଲକ୍ଷଣ ପ୍ରକାଶ ପାଇବା ପରେ ସେ ପରୀକ୍ଷା…

ଗୋଟିଏ ଦିନ ଉପବାସ ରଖନ୍ତୁ ଦେଶବାସୀ: କେଜ୍‌ରିଓ୍ବାଲ୍‌

ଦୂଆଦିଲ୍ଲୀ,୧୩।୧୨: କୃଷକଙ୍କ ସମର୍ଥନରେ ଆସନ୍ତାକାଲି ଅର୍ଥାତ୍‌ ସୋମବାର ଦେଶବାସୀ ଗୋଟିଏ ଦିନ ଉପବାସ ରଖିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ୍‌ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ, ସମସ୍ତେ ନିଜ ଘରେ ଗୋଟିଏ ଦିନ ଉପବାସ ରଖିବା ଏବଂ ଚାଷୀଙ୍କ ଦାବିକୁ…

ପୁଣି ଚର୍ଚ୍ଚାରେ ସୋନୁ ସୁଦ : ଗରିବ ଲୋକଙ୍କୁ ବାଣ୍ଟିବେ ଇ-ରିକ୍ସା

ନୂଆଦିଲ୍ଲୀ,୧୩।୧୨-ପୁଣି ଥରେ ଚର୍ଚ୍ଚାରେ ବଲିଉଡ ଅଭିନେତା ସୋନୁ ସୁଦ। କୋରନା ସମୟରେ ପ୍ରବାସୀଙ୍କୁ ସାହାଯ୍ୟ କରି ପ୍ରତ୍ୟେକ ଭାରତୀୟଙ୍କ ମନ ଜିଣିଥିବା ସୋନୁ ବର୍ତ୍ତମାନ ନିଜର ନୂତନ ପଦକ୍ଷେପ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ମହାମାରୀ କରୋନା ଲକ୍‌ଡାଉନ ଓ ଶଟ୍‌ଡାଉନରେ ଚାକିରି…

ରିପବ୍ଲିକ ଟିଭିର ସିଇଓ ଗିରଫ

ମୁମ୍ବାଇ,୧୩।୧୨: ରିପବ୍ଲିକ ମିଡିଆ ନେଟୱର୍କର ସିଇଓ ବିକାଶ ଖାନଚନ୍ଦାନୀଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ। ଗିରଫର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁି। ନିକଟରେ ପୁଲିସ ରିପବ୍ଲିକ ଟିଭିର ଆସିଷ୍ଟାଣ୍ଟ ଭାଇସ ପ୍ରେସିଡେଣ୍ଟ ଘନଶ୍ୟାମ ସିଂଙ୍କୁ ପୋଲିସ ଟିଆରପି ମାମଲାରେ ଗିରଫ କରିଥିଲା। ରିପବ୍ଲିକ…

ଶାହାରୁଖ ଖାନଙ୍କ ନାୟିକା କରୋନା ପଜିଟିଭ

ମୁମ୍ବାଇ,୧୩।୧୨-ପାକିସ୍ତାନୀ ଅଭିନେତ୍ରୀ ମହିରା ଖାନ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିଛି। ଏ ନେଇ ନିଜେ ମାହିରା ରବିବାର ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଛନ୍ତି। କରୋନା ଆକ୍ରାନ୍ତ ପରେ ବର୍ତ୍ତମାନ ସେ ଆଇସୋଲେଶନରେ ଅଛନ୍ତି।…

ପ୍ରବଳ ରାଗିଗଲେ ଏହି ପ୍ରସିଦ୍ଧ କ୍ରିକେଟର: ଝିଅଙ୍କୁ ନେଇ କହିଲେ ଏମିତି କଥା

କରାଚି, ୧୩।୧୨: ପାକିସ୍ତାନୀ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦି ଅତ୍ୟଧିକ ରାଗି ଯାଇଛନ୍ତି। ଆଫ୍ରିଦି ଅଭିଯୋଗ କରିଛନ୍ତି ଯେ ତାଙ୍କ ଝିଅ ବିଷୟରେ ସୋସିଆଲ ମିଡିଆରେ ମିଥ୍ୟା ଖବର ପ୍ରଚାରିତ ହେଉଛି। କିଛି ଦିନ ପୂର୍ବରୁ ତାଙ୍କ ଝିଅ…

ପୁଅକୁ କୋଳରେ ବସାଇ କ୍ଷୀର ପିଆଇଲେ ହାର୍ଦ୍ଦିକ ପାଣ୍ଡ୍ୟା, କହିଲେ ହୃଦୟସ୍ପର୍ଶୀ କଥା

ଭାରତୀୟ ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପ୍ରାୟ ଚାରି ମାସ ପରେ ଘରକୁ ଫେରିଛନ୍ତି ଏବଂ ଏବେ ତାଙ୍କ ପରିବାର ସହିତ ସମୟ ବିତାଉଛନ୍ତି। ପାଣ୍ଡ୍ୟା ଶୁକ୍ରବାର ଦିନ ଘରକୁ ଫେରି ପୁଅ ଅଗସ୍ତ୍ୟଙ୍କ ସହ ମସ୍ତି କରିବାରେ ବ୍ୟସ୍ତ ଅଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri