Posted inଫୁରସତ

ଭୁଲ୍‌ରେ ଫ୍ୟାମିଲି ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ଚାଲିଗଲା ଯୁବତୀଙ୍କ ଉଲଗ୍ନ ଫଟୋ, ଆଉ ତା’ ପରେ…

ଜଣେ ଟିକ୍‌ଟକ୍‌ ୟୁଜର ନିଜର ଏକ ନିଚ୍ଛକ କାହାଣୀ ଫଲୋଅର୍ସସମାନଙ୍କ ସହ ଶେୟାର କରିଛନ୍ତି। ବେଥ୍‌ନୀ ମାର୍ଗେରିଟ୍‌ ନାମକ ଜଣେ ଯୁବତୀ ଭୁଲ୍‌ରେ କେମିତି ତାଙ୍କର ନଗ୍ନ ଫଟୋ ଫ୍ୟାମିଲି ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ଚାଲିଯାଇଥିଲା ସେ ବିଷୟରେ କହିଛନ୍ତି। ଏହା ପରେ ତାଙ୍କ ଭାଇ ତାଙ୍କୁ ତୁରନ୍ତ ମେସେଜ କରିଥିଲେ।

ବେଥ୍‌ ତାଙ୍କ ପ୍ରଥମ ଭିଡିଓରେ କହିଛନ୍ତି, ତାଙ୍କ ବାନ୍ଧବୀଙ୍କ ସହିତ ସେ ଶପିଂ ପାଇଁ ଯାଇଥିଲେ। ତାଙ୍କୁ ଏକ ଡ୍ରେସ୍‌ ଖୁବ୍‌ ପସନ୍ଦ ଆସିଥିଲା। ଏହି ସମୟରେ ବେଥ୍‌ଙ୍କ ବାନ୍ଧବୀଙ୍କ ଘରୁ କିଛି ଜରୁରୀ କାମ ପଡ଼ିବାରୁ ସେ ଶପିଂ ଅଧାରୁ ଚାଲିଗଲେ। ବେଥ୍‌ କହିଥିଲେ, ମୁଁ ତୁମକୁ ହ୍ବାଟ୍ସଆପ୍‌ରେ ଫଟୋ ଦେବି ଡ୍ରେସ୍‌ ମୋତେ କେମିତି ହେଲା। ଘରକୁ ଯାଇ ବେଥ୍‌ ଡେସ୍‌ ଚେକ୍‌ କରିଥିଲେ। ସାଙ୍ଗକୁ ଏହି ଫଟୋ ପଠାଇବେ କ’ଣ ନିଜର ଫ୍ୟାମିଲି ଗ୍ରୁପ୍‌ରେ ଛାଡ଼ିଦେଲେ। ଯେତେବେଳେ ତାଙ୍କୁ ନୋଟିଫିକେଶନ ଆସିଲା ସେତେବେଳେ ବେଥ୍‌ଙ୍କ ହୋସ୍‌ ଉଡ଼ିଗଲା। ସେ ଭୁଲ୍‌ରେ ବାନ୍ଧବୀଙ୍କ ଜାଗାରେ ପରିବାର ଲୋକଙ୍କୁ ପଠାଇ ଦେଇଛନ୍ତି। ତାଙ୍କ ଭାଇ ତାଙ୍କୁ ଏହି ଫଟୋ ଡିଲିଟ୍‌ କରିବାକୁ କହିଥିଲେ। ସେତେବେଳେ ବେଥ୍‌ ଫଟୋକୁ ଡିଲିଟ୍‌ କରିଥିଲେ। ଏଥିରେ ଖୁବ୍‌ ଲାଜେଇ ଯାଇଥିଲେ ବେଥ୍‌। ସେ ଡିଲିଟ୍‌ କରିବା ପୂର୍ବରୁ ପରିବାରର କିଛି ସଦସ୍ୟ ଏହାକୁ ଦେଖି ସାରିଥିଲେ। ମାତ୍ର ତାଙ୍କ ପରିବାର ଲୋକେ ବେଥ୍‌ଙ୍କୁ ବୁଝାଇଥିଲେ। ଏଥିରେ ବ୍ୟସ୍ତ ନ ହେବାକୁ କହିଥିଲେ। ତାଙ୍କ ଭାଉଜ ତାଙ୍କୁ କହିଥିଲେ, ଫଟୋ ପଠାଇବା ପୂର୍ବରୁ ଭଲ ଭାବେ ଚେକ୍‌ କରିନେବା ଉଚିତ୍‌।

ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। କିଛି ୟୁଜର ତାଙ୍କ ଘର ଲୋକଙ୍କ ସକାରାତ୍ମକ ମନୋଭାବକୁ ପ୍ରଶଂସା କରୁଛନ୍ତି। ଜଣେ ମହିଳା ୟୁଜର କହିଛନ୍ତି, ମୋ ସହ ବି ଥରେ ଏମିତି ଘଟିଥିଲା। ମୋ ପରିବାର ମୋତେ ଗାଳି କରିଥିଲେ। ମାତ୍ର ତୁମ ପରିବାର ଲୋକ ବହୁତ ଭଲ ଯେ, ତୁମକୁ ବୁଝାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାଇନା ବିଶ୍ୱରେ ଏକ ପ୍ରମୁଖ କାଗଜ ଉତ୍ପାଦନ କେନ୍ଦ୍ର ହେବାର ବହୁ ପୂର୍ବରୁ ଭାରତର ଏକ ଛୋଟ ଗାଁର ହାତତିଆରି କାଗଜର ଆଦୃତି ରହିଥିଲା ଏବଂ ପୂର୍ବ…

ଶେୟାର ବଜାରରେ ଯୁବପିଢ଼ି

ଭାରତୀୟ ଶେୟାର ବଜାର କେବଳ ଏକ ଆର୍ଥିକ ପ୍ରତିଷ୍ଠାନ ନୁହେଁ, ଏହା ଦେଶର ବିକାଶ, ଶିଳ୍ପାୟନ ଏବଂ ସମୃଦ୍ଧିର ଏକ ପ୍ରମୁଖ ଇଞ୍ଜିନ। ଏହା ହେଉଛି ଏପରି…

ସାଧୁ ଓ ଲେଖକ

ଭାଗବତ ବାଣୀ ଅଛି – ‘ସାଧୁ ଯେ ମଳୟ ପବନ, କାଷ୍ଠକୁ କରଇ ଚନ୍ଦନ’। ସାଧୁ ଶବ୍ଦଟି ଅତ୍ୟନ୍ତ ପୂତ ପବିତ୍ର। ସାଧୁ ସତ୍‌ ପୁରୁଷ। ସାଧୁ…

ଇସ୍ରାଏଲ ପାଇଁ ସମସ୍ୟା

ଆମେରିକା ଏବଂ ଇରାନ ମଧ୍ୟରେ ପ୍ରାରମ୍ଭିକ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜେ ସୃଷ୍ଟି କରିଥିବା ସଙ୍କଟରୁ ମୁକୁଳିବା ପାଇଁ କେତେ ବ୍ୟାକୁଳ…

କାନ୍ଥ ଉପରେ ମୋବାଇଲ ରଖି ମହିଳାଙ୍କ ଗାଧୁଆ ସମୟର ଭିଡିଓ ଶୁଟିଂ କରୁଥିଲେ ଯୁବକ , ତା’ପରେ…

ଜଳେଶ୍ୱର, ୧୯ା୬ (ନବୀନ ସାହୁ): ମହିଳାଙ୍କ ଗୋପନୀୟତାକୁ ନେଇ ଅତି ସମ୍ବେଦନଶୀଳ ତଥା ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ରାଇବଣିଆ ଥାନା…

ଶ୍ୱଶୁରଙ୍କ ଘରେ ଜ୍ୱାଇଁଙ୍କ ଆତ୍ମହତ୍ୟା, ରାତିରେ ସମସ୍ତେ ଶୋଇଥିବାବେଳେ…

ଦେବଗଡ଼,୧୯ା୬(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଥାନା ଅନ୍ତର୍ଗତ ବେତେଇଝରଣ ଗ୍ରାମସ୍ଥିତ ଶ୍ୱଶୁରଙ୍କ ଘରେ ଫାଶୀ ଲଗାଇ ଜ୍ୱାଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ସୁନ୍ଦରଗଡ଼ ଜିଲା…

ଶ୍ରେଷ୍ଠ ୨୦୦ ମଧ୍ୟରେ ୩ ଭାରତୀୟ ଶିକ୍ଷାନୁଷ୍ଠାନ, ଜାଣନ୍ତୁ ଶୀର୍ଷରେ କିଏ…

ନୂଆଦିଲ୍ଲୀ: ୧୯ା୬: ପ୍ରତିଷ୍ଠିତ ‘କ୍ୟୁଏସ୍‌ ୱାଲର୍‌ଡ ୟୁନିଭର୍ସିଟି ର଼୍ୟାଙ୍କିଙ୍ଗ୍‌ ୨୦୨୭’ର ତାଲିକା ଗୁରୁବାର ପ୍ରକାଶ ପାଇଛି। ଏଥିରେ ବିଶ୍ୱର ଶ୍ରେଷ୍ଠ ୨୦୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ୩ଟି ଭାରତୀୟ…

ଭତ୍ତା ପାଇଁ ଲୋକମାନେ ନୟାନ୍ତ ହେବା ଅତ୍ୟନ୍ତ ଦୁଃଖଦାୟକ: ନବୀନ

ଭୁବନେଶ୍ୱର,୧୯।୬(ସୁନିତ୍‌ ମିଶ୍ର): ରାଜ୍ୟର ଲୋକମାନେ ଭତ୍ତା ପାଇଁ ନୟାନ୍ତ ହେବା ଅତ୍ୟନ୍ତ ଦୁଃଖଦାୟକ। ୨ ବର୍ଷ ପୂରଣ କରିଥିବା ଭାଜପା ସରକାରର ଏଇଆ କ’ଣ ଫାଇଦା କି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri