Posted inଜାତୀୟ

ଶସ୍ତାରେ ମିଳିବ କରୋନା ଟିକା

ନୂଆଦିଲ୍ଲୀ,୨୪।୪: କୋଭିଡ୍‌ -୧୯ ଟିକା ଆମଦାନୀ ଉପରେ କଷ୍ଟମ୍‌ ଡ୍ୟୁଟି ଛାଡ଼ କଲେ କେନ୍ଦ୍ର ସରକାର। ଅକ୍ସିଜେନ ଉପରୁ ମଧ୍ୟ ସ୍ବାସ୍ଥ୍ୟ ସେସ୍‌ ଛାଡ଼ କରାଯାଇଥିବା ଶନିବାର କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଫଳରେ କରୋନା ଟିକା ଶସ୍ତାରେ ମିଳିବା ନେଇ ବାଟ ଫିଟିଛି। ଏହା ଦେଶରେ ଅକ୍ସଜେନ ଅଭାବ ଦୂର କରିବା ଦିଗରେ ମଧ୍ୟ ସହାୟକ ହେବ। ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ, ପୀୟୁଷ ଗୋଏଲ, ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ, ଏମ୍ସ ଡାଇରେକ୍ଟର ରଣଦୀପ ଗୁଲେରିଆ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀ ଭାଗବଣ୍ଟା: ଜଣେ ସ୍ତ୍ରୀଙ୍କ ପାଖରେ ୩ ଦିନ ରହିବାକୁ ଚୁକ୍ତି

ଲକ୍ଷ୍ନୌ,୯ା୩: ଉତ୍ତରପ୍ରଦେଶର ରାମପୁର ଜିଲାରେ ସ୍ବାମୀ ଭାଗବଣ୍ଟାକୁ ନେଇ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ପୁରୁଷଙ୍କୁ ଦୁଇଜଣ ମହିଳା ବିବାହ କରିବାକୁ...

ପେଶା ଶିକ୍ଷକତା: ନିଶା ପ୍ରତିଦିନ ଗଛ ଲଗାଇବା

ଜୟପୁର,୨୧।୭: ପରିବେଶ ସୁରକ୍ଷା ପ୍ରତି ଜଣେ ଶିକ୍ଷକ ଗତ ୯ ବର୍ଷ ଧରି ପ୍ରତିଦିନ ଗୋଟିଏ ଗଛ ଲଗାଇବା ଜାରି ରଖିଛନ୍ତି। ୨୦୧୦ ଜୁଲାଇ ୧ରୁ...

ଦୀର୍ଘ ସମୟ ଯୁଦ୍ଧ ପାଇଁ ବାୟୁସେନା ପ୍ରସ୍ତୁତ…

ନୂଆଦିଲ୍ଲୀ,୧୦।୧୨ : ବାୟୁସେନା ମୁଖ୍ୟ ଭି.ଆର୍‌ ଚୌଧୁରୀ କହିଛନ୍ତି ଯେ ପୂର୍ବରୁ ଆମେ ନିଜକୁ ଅଳ୍ପ ଦିନିଆ ଏବଂ ଶୀଘ୍ର ଯୁଦ୍ଧ ପାଇଁ ପ୍ରସ୍ତୁତ କରୁଥିଲୁ,...

ହାଇକୋର୍ଟ ଗଲେ ପାଇଲଟ

ଜୟପୁର,୧୬।୭: ରାଜସ୍ଥାନ ରାଜନୀତିରେ ସଙ୍କଟ ଲାଗି ରହିଛି। ସଚିନ ପାଇଲଟଙ୍କୁ ଉପମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦିଆଯିବ ପରେ ଏବେ ସେଠାରେ ରାଜନୀତି ଭିନ୍ନ ମୋଡ ନେଇଛି।...

ଆମେରିକା, ବ୍ରିଟେନରେ ଅଧିକାଂଶ ଶିଶୁ କରୋନା ସଂକ୍ରମିତ: ଭାରତ ପାଇଁ ବିପଦ ସଙ୍କେତ!

ନୂଆଦିଲ୍ଲୀ,୧୨ ।୮: ଭାରତରେ କରୋନାର ତୃତୀୟ ଲହର ଆସିବାକୁ ଥିବା ବେଳେ ଏଥିରେ ଶିଶୁମାନେ ଅଧିକ ପରିମାଣରେ ସଂକ୍ରମିତ ହେବେ ବୋଲି ବିଶେଷଜ୍ଞମାନେ ଅନୁମାନ କରିଛନ୍ତି...

ଅକାରଣେ ମାସେ ଜେଲ

ମୁମ୍ବାଇ/ନୂଆଦିଲ୍ଲୀ,୨୮ା୫: କ୍ରୁଜ୍‌ ଡ୍ରଗ୍ସ ପାର୍ଟି ମାମଲାରେ ବଲିଉଡ୍‌ ଷ୍ଟାର ଶାହରୁଖ୍‌ ଖାନ୍‌ଙ୍କ ପୁଅ ଆର୍ୟନ ଖାନ୍‌ଙ୍କ ନାଟକୀୟ ଗିରଫଦାରି ଆରମ୍ଭରୁ ଚର୍ଚ୍ଚିତ ଥିଲା। ଏହି ମାମଲାରେ...

ଜେଲ୍‌ରେ ଅତିକଙ୍କ ଭାଇ ଅଶରଫଙ୍କୁ ସହାୟତା କରିଥିବା ପୋଲିସ ଗିରଫ

ପ୍ରୟାଗରାଜ,୧୩।୩: ଉମେଶ ପାଲଙ୍କ ହତ୍ୟାକାଣ୍ଡରେ ବରେଲି ଜେଲ୍‌ରେ ବନ୍ଦୀ ଥିବା ବାହୁବଲୀ ବିଧାୟକ ଅତିକ ଅହମଦଙ୍କ ଭାଇ ଅଶରଫଙ୍କୁ ସାହାଯ୍ୟ କରିବା ଅଭିଯୋଗରେ ୟୁପି ପୋଲିସ...

ବିଧାୟକଙ୍କ ବଙ୍ଗଳାରେ ମହିଳାଙ୍କ ଆତ୍ମହତ୍ୟା

ଭୋପାଳ, ୧୮ା୫: କଂଗ୍ରେସ ବିଧାୟକ ତଥା ମଧ୍ୟପ୍ରଦେଶର ପୂର୍ବତନ ମନ୍ତ୍ରୀ ଉମଙ୍ଗ ସିଂଘାରଙ୍କ ଭୋପାଳସ୍ଥିତ ବଙ୍ଗଳାରେ ରବିବାର ଜଣେ ୩୮ ବର୍ଷୀୟା ମହିଳା ଆତ୍ମହତ୍ୟା କରିଛନ୍ତି।...

Advertisement
Archives

Model This Week