Posted inଜାତୀୟ

ଝିଅକୁ ହରାଇଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୩।୫: କlରୋନା ସାରା ଦେଶରେ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଏହି ଭୂତାଣ ସଂକ୍ରମିତ ହେଉଥିବାବେଳେ ହଜାର ହଜାର ଲୋକ ଏଥିରେ ପ୍ରାଣ ହରାଉଛନ୍ତି। ସୋମବାର କେନ୍ଦ୍ରମନ୍ତ୍ରୀ ଥାଭର ଚାନ୍ଦ ଗେହଲୋଟଙ୍କ ଝିଅ ଯୋଗିତା ସୋଲାଙ୍କିଙ୍କ ହୃତଘାତରେ ପରଲୋକ ଘଟିଛି। ଗତ କିଛିଦିନ ହେବ ସେ କରୋନାରେ ସଂକ୍ରମିତ ଥିଲେ। ଚିକିତ୍ସିତ ହେଉଥିବାବେଳେ ତାଙ୍କ ହୃଦଘାତ ହୋଇଥିଲା। ମୃତ୍ୟୁ ବେଳକୁ ଯୋଗିତାଙ୍କୁ ୪୩ ବର୍ଷ ହୋଇଥିଲା। ସେ ଗତ ୧୫ ଦିନ ହେବ ଇନ୍ଦୋରର ମେଦାନ୍ତା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମସଜିଦ୍‌ରେ କୋଭିଡ଼ ସେଣ୍ଟର…

ଅହମଦାବାଦ,୨୦।୪: ଗୁଜରାଟରେ କରୋନା ସଂକ୍ରମଣ ବେଲଗାମ ହେବାରେ ଲାଗିଛି। ଦିନ କୁ ଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ହସ୍ପିଟାଲରେ ଆଉ ବେଡ୍‌ ଖାଲି...

ବିମାନବନ୍ଦରରେ ଦେଖାଇବାକୁ ପଡ଼ିବ ଆରଟି-ପିସିଆର ନେଗେଟିଭ ରିପୋର୍ଟ

କୋଲକାତା,୧୪।୪: ସାରା ଦେଶରେ କରୋନା ପ୍ରକୋପ ଜାରି ରହିଛି। ଦିନକୁ ଦିନ କରୋନା ମାମଲା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି।...

ଅନ୍ତରୀକ୍ଷ ଯୁଦ୍ଧ ପାଇଁ ଅଣ୍ଟା ଭିଡ଼ିଲା ଭାରତ: ଡିଏସ୍‌ଆର୍‌ଓ ଗଠନକୁ ମଞ୍ଜୁରୀ

ନୂଆଦିଲ୍ଲୀ,୧୨।୬: ଭାରତ ଅନ୍ତରୀକ୍ଷ ଯୁଦ୍ଧ ପାଇଁ ଅଣ୍ଟା ଭିଡ଼ିଛି। ଏହି ମର୍ମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗଠିତ କ୍ୟାବିନେଟ୍‌ କମିଟି ରକ୍ଷା ଅନ୍ତରୀକ୍ଷ ଅନୁସନ୍ଧାନ...

କେରଳ ହଟସ୍ପଟ୍‌ରେ ଚାଲିବନି ବସ୍‌

ଥିରୁଅନନ୍ତପୁରମ,୧୮।୫: କରୋନା ସଂକ୍ରମଣ ପାଇଁ ସୋମବାରଠାରୁ ସାରା ଦେଶରେ ଲାଗୁ ହୋଇଛି ଲକ୍‌ଡାଉନ ୪.୦। ଏହି ସମୟରେ ନିୟମରେ କିଛିଟା କୋହଳ କରାଯାଇଥିବା ବେଳେ ରାଜ୍ୟ...

ଫସଲ ବିକି ୫୦ ହଜାର ଟଙ୍କା ସାଇତି ରଖିଥିଲେ କୃଷକ, ମୂଷା ଟିକି ଟିକି କରିଦେଲା

ଚେନ୍ନାଇ,୨୨।୧୦: ତାମିଲନାଡୁର କୋଏମ୍ବାଟୁର ଜିଲାରେ ଏକ ଅଜବ ଘଟଣା ଘଟିଛି। ଫସଲ ବିକି ୫୦ ହଜାର ଟଙ୍କା ଜଣେ କୃଷକ ବାକ୍ସରେ ସାଇତି ରଖିଥିବାବେଳେ ତାକୁ...

ଖେଳନାରେ ବିଆଇଏସ୍‌ ମାନ ବାଧ୍ୟତାମୂଳକ

ନୂଆଦିଲ୍ଲୀ, ୨୩।୮: ୧୪ ବର୍ଷରୁ କମ୍‌ ବୟସର ପିଲାଙ୍କ ବ୍ୟବହାର ପାଇଁ ଭାରତରେ ତିଆରି ହେଉଥିବା ଏବଂ ବିଦେଶରୁ ଆମଦାନି ହେଉଥିବା ଖେଳନାଗୁଡ଼ିକୁ ସେପ୍ଟେମ୍ବର ୧ରୁ...

ଏନ୍‌ଆର୍‌ସି ବିରୋଧରେ ପ୍ରସ୍ତାବ ଆଣିବେ ମମତା ସରକାର

କୋଲକତା,୪।୯: ଏନ୍‌ଆର୍‌ସି ବିରୋଧରେ ପଶ୍ଚିମବଙ୍ଗ ମମତା ବାନାର୍ଜୀ ସରକାର ଖୁବ୍‌ ଶୀଘ୍ର ଏକ ପ୍ରସ୍ତାବ ଆଣିବାକୁ ଯାଉଛନ୍ତି। ଚଳିତ ସପ୍ତାହରେ ଏହି ପ୍ରସ୍ତାବ ଅଣାଯିବାର ଯୋଜନା...

ଔରଙ୍ଗାବାଦ ରେଳ ଷ୍ଟେଶନର ନାଁ ବଦଳାଇଦେଲେ ଅଜ୍ଞାତ ଯୁବକ

ପୁଣେ, ୧।୭: ମହାରାଷ୍ଟ୍ରର ଔରଙ୍ଗାବାଦ ରେଳ ଷ୍ଟେଶନର ନାଁ ବଦଳାଇ ସଂଭାଜୀନଗର ରଖିଛନ୍ତି ତିନି ଯୁବକ। ଦୁହେଁ ହୋଡିଂରେ ଔରଙ୍ଗାବାଦ ଶବ୍ଦକୁ ହଟାଇ ସଭାଜୀନଗର ଲେଖୁଥିବାର...

Advertisement


Archives

Model This Week

Why Dharitri