Home Left

ନିର୍ବାଚନ ଫଳାଫଳ ବଦଳାଇବାକୁ ଅଧିକାରୀଙ୍କ ଉପରେ ଚାପ ପକାଉଥିଲେ ଟ୍ରମ୍ପ: ଅଡିଓ ଭାଇରାଲ!

ୱାଶିଂଟନ,୪ ।୧: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେନକୁ ବହୁମତ ମିଳିଛି । ଜାନୁୟାରୀ ୨୦ରେ ସେ ଶାସନ କ୍ଷମତା ଗ୍ରହଣ କରିବେ । ଏହାପରେ ବି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ପରାଜୟକୁ ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହଁନ୍ତି ।…

ଦାଦାଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ,୪।୧: ଭାରତୀୟ ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ହୃଦଘାତରେ ଆକ୍ରାନ୍ତ ହୋଇ କୋଲକତାର ବୁଡଲ୍ୟାଣ୍ଡ୍ସ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଗାଙ୍ଗୁଲିଙ୍କ ସଫଳ ଆଞ୍ଜିଓପ୍ଲାଷ୍ଟି ହୋଇଛି। ଗାଙ୍ଗୁଲି ପୂର୍ବ ଅପେକ୍ଷା ଭଲ ଏବଂ ତାଙ୍କ ଅବସ୍ଥା ସ୍ଥିର ରହିଛି।…

ଏକ ଦେଶ, ଏକ ନିର୍ବାଚନ କଂଗ୍ରେସ ଶାସନ ସମୟରେ ବି ହୋଇଛି: ଭାଜପା

ନୂଆଦିଲ୍ଲୀ,୪।୧: ସମ୍ପ୍ରତି ଭାଜପା ନେତୃତ୍ୱାଧୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଏକ ଦେଶ, ଏକ ନିର୍ବାଚନ ଉପରେ ଗୁରୁତ୍ୱାରୋପ କରୁଛନ୍ତି। ତେବେ ଏହାକୁ ଲାଗୁ କରିବା ନେଇ ସମସ୍ତ ରାଜନୈତିକ ଦଳର ସହମତି ଆବଶ୍ୟକ। ଏହାଦ୍ୱାରା ଦେଶର ଅଯଥା ଖର୍ଚ୍ଚ କମ୍‌…

ହାଉସ୍‌ ବୋଟ୍‌ ଚଲାଇଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ହୁମା କ୍ୟୁରେଶି ନୂଆ ବର୍ଷ ନେଇ ଛୁଟି କାଟୁଛନ୍ତି। ଏହି ସମୟର ଫଟୋ ଏବଂ ଭିଡିଓ ସେ ପ୍ରଶଂସକଙ୍କ ସହ ସୋସିଆଲ ମିଡିଆ ମାଧ୍ୟମରେ ଶେୟାର କରିଥାନ୍ତି। ନିକଟରେ ହୁମା ନିଜର ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ଶେୟାର କରିଛନ୍ତି,…

ବୟଫ୍ରେଣ୍ଡ୍‌ଙ୍କ ନୂଆବର୍ଷ ପାଳନ କରିବାକୁ ଯାଇଥିଲେ ଯୁବତୀ, ହୋଟେଲ୍‌ରେ ଘଟିଲା ଏମିତି

ସୁରତ,୪।୧:ଗୁଜରାଟର ସୁରତରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ଯୁବତୀ ବୟଫ୍ରେଣ୍ଡଙ୍କ ସହ ନୂଆବର୍ଷ ପାଳନ ପାଇଁ ଯାଇଥିବାବେଳେ ରହସ୍ୟଜନକ ଭାବେ ହୋଟେଲ୍‌ ରୁମ୍‌ରୁ ତାଙ୍କ ମୃତଦେହ ମିଳିଛି। ପୋଲିସ ଘଟଣାର ଯାଞ୍ଚ୍‌ କରୁତତ୍ବାବେଳେ ଯୁବତୀଙ୍କ ପରିବାର ଲୋକେ ମୃତ…

କୋଭିଡ୍‌-୧୯ ଟିକା

ଦୁଃଖଦ ୨୦୨୦ ବିଦାୟ ନେଇଛି। ଏହା ଗୋଟିଏ ଦୁର୍ବିପାକ ଓ ଦୁର୍ଭାଗ୍ୟ ବର୍ଷ ଥିଲା। ବିଶ୍ୱରେ ୬୪ ନିୟୁତ ଲୋକ କୋଭିଡ୍‌-୧୯ରେ ଆକ୍ରାନ୍ତ ହୋଇଛନ୍ତି ଓ ୧୦୪ ନିୟୁତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଅନେକ ବିଶ୍ୱବାସୀ ଜୀବିକା ହରାଇଛନ୍ତି। ଅନ୍ୟପକ୍ଷରେ ବୈଜ୍ଞାନିକଙ୍କର…

ଅଭିମାନ କଲେ ଭକ୍ତ: ଗରିବକୁ ମିଳିଲାନି ଦର୍ଶନ

ପୁରୀ ଅଫିସ, ୪।୧: ସର୍ବସାଧାରଣ ଦର୍ଶନବେଳେ ବଡଦାଣ୍ଡରେ ରବିବାର ଅନେକ ଏଭଳି ଶ୍ରଦ୍ଧାଳୁଙ୍କୁ ଦେଖିବାକୁ ମିଳିଥିଲା, ଯେଉଁମାନେ ବିନା କୋଭିଡ୍‌ ରିପୋର୍ଟରେ ଆସି ମହାପ୍ରଭୁଙ୍କ ଦୁଆରେ ଠିଆ ହୋଇ ଅଭିମାନ ଜାହିର କରୁଥିଲେ। ମହାପ୍ରଭୁଙ୍କ ଦର୍ଶନ ପାଇଁ କେତେଜଣ ଶ୍ରୀମନ୍ଦିର କର୍ତ୍ତୃପକ୍ଷଙ୍କୁ…

ପୁନାୱାଲାଙ୍କୁ ସଲାମ କଲେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ,୪ ।୧: ଦେଶକୁ କରୋନା ମୁକ୍ତ କରିବାକୁ ସରକାର ପ୍ରଥମେ କୋଭିସିଲ୍ଡ ଭ୍ୟାକ୍ସିନକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହାପରେ ବିଜନେସମ୍ୟାନ ଆନନ୍ଦ ମହିନ୍ଦ୍ରା କହିଛନ୍ତି ଏହାଦ୍ୱାରା କୋଟି କୋଟି ଲୋକଙ୍କ ଜୀବନ ବଞ୍ଚିଯିବ । ରବିବାର ଡ୍ରଗ୍ସ ରେଗୁଲେଟର ମେଡ…

ଆବର୍ଜନାରେ ପୋତିହେବାକୁ ବସିିଛି କେନାଲ

କଣାସ,୪।୧(ସ୍ବ.ପ୍ର); କଣାସ ବ୍ଲକର କଣାସ କେନାଲ ଏବେ ଅଳିଆ ଆବର୍ଜନାରେ ପୋତିହେବାକୁ ବସିଲାଣି। ସ୍ଥାନୀୟ ବାସିନ୍ଦାଙ୍କ ସମେତ କଣାସ ହାଟର ବେପାରୀମାନେ ନିକଟସ୍ଥ ଏହି କେନାଲରେ ପଚାସଢ଼ା ପନିପରିବା ଓ ନାନା ପ୍ରକାର ଆବର୍ଜନା ପକାଉଛନ୍ତି। ଫଳରେ ଦୁର୍ଗନ୍ଧ ହେବା ସହ…

ତୃତୀୟ ଟେଷ୍ଟ ପୂର୍ବରୁ ଭାରତୀୟ ଦଳ ପାଇଁ ଖୁସି ଖବର

ସିଡନୀ, ୪।୧୨: ଆୟୋଜକ ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ଚାରୋଟି ଟେଷ୍ଟ ମ୍ୟାଚର ସିରିଜ ୧-୧ରେ ବରାବର ହୋଇଛି। ଉଭୟ ଦଳ ମଧ୍ୟରେ ତୃତୀୟ ମ୍ୟାଚ ଜାନୁଆରୀ ୭ରୁ ସିଡନୀରେ ଖେଳାଯିବ। ଏଥିପାଇଁ ଟିମ ଇଣ୍ଡିଆ ସୋମବାର ଏକ ଚାର୍ଟାର୍ଡ ବିମାନରେ…

୪ ମନ୍ତ୍ରୀ ପଦ ଖାଲି: ଶିବରାଜଙ୍କ ଉପରେ ଚାପ ବଢ଼ିଲା

ଭୋପାଳ,୪।୧: ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କ ମନ୍ତ୍ରିମଣ୍ଡଳରେ ରବିବାର ସମ୍ପ୍ରସାରଣ ହୋଇଛି। ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥକ ତୁଳସୀରାମ ସିଲାଓ୍ବଟ ଏବଂ ଗୋବିନ୍ଦ ସିଂ ରାଜପୁତଙ୍କୁ ନୂଆ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ସାମିଲ କରାଯାଇଛି। ଖାଲିଥିବା ୬ ମନ୍ତ୍ରୀ ପଦରୁ ଏବେ…

କଳାହୀରାର କଳାବଜାର

ଯାଜପୁର ଅଫିସ,୪।୧: କଳାହୀରା କୋଇଲାର କଳାବଜାର ତାଳଚେରଠାରୁ ଯାଜପୁର ଜିଲା ଷଠିପୁର ପର୍ଯ୍ୟନ୍ତ ଲମ୍ବିଛି। ଏହାର କାରବାର ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ବର୍ଷକ ମଧ୍ୟରେ ଯାଜପୁର ପୋଲିସ ଦ୍ୱାରା ୫ରୁ ଊର୍ଦ୍ଧ୍ୱ ଥର କୋଇଲା କଳାବଜାର ଧରାପଡ଼ିଛି। ରବିବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri