Posted inଜାତୀୟ

ଶବଦାହ ଗୃହରୁ ଚୋରି କରୁଥିଲେ ମୃତଦେହର ପୋଷାକ

ବାଘପଟ, ୯ା୫ : ଉତ୍ତର ପ୍ରଦେଶର ପୂର୍ବାଞ୍ଚଳ ବାଘପଟର ଶବଦାହ ଗୃହରୁ ମୃତଦେହର ପୋଷାକ ଚୋରି କରୁଥିବା ୭ ଜଣ ଗିରଫ ହୋଇଛନ୍ତି। ଏ ନେଇ ରବିବାର ପୋଲିସ ପକ୍ଷରୁ କୁହାଯାଇଛି। ରାଜ୍ୟରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉୁଥିବାବେଳେ ସାମ୍ନାକୁ ଆସିଛି ଏଭଳି ଘଟଣା।

ମୃତଦେହକୁ ଘୋଡ଼ାଇବା ଲାଗି ବ୍ୟବହୃତ ହେଉଥିବା କଭର, ସେମାନଙ୍କ ପୋଷାକକୁ ଚୋରାଇ ନେଉଥିଲେ ଅଭିଯୁକ୍ତମାନେ। ପଚରାଉଚୁରାବେଳେ ସେମାନେ ମୃତଦେହର ସାଢ଼ୀ, ଚାଦର, ବେଡଶିଟ୍‌ ଚୋରାଇ ନେଉଥିବା ସ୍ବୀକାର କରି ନେଇଛନ୍ତି। ସେମାନଙ୍କ ଠାରୁ ୫୨୦ ବେଡ୍‌ଶିଟ, ୧୨୭ କୁର୍ତା, ୫୨ ଧଳା ସାଢ଼ୀ ଓ ଅନ୍ୟ ପୋଷାକ ଜବତ ହୋଇଥିବା ସର୍କଲ ଅଫିସର ଆଲୋକ ସିଂ କହିଛନ୍ତି।

ଚୋରି ସାମଗ୍ରୀକୁ ଧୋଇଲା ପରେ ଆଇରନ ଦେଇ ଗ୍ବାଲିୟର ଏକ କମ୍ପାନୀର ଲେଭଲ ଲଗାଇ ପୁଣି ଥରେ ମାର୍କେଟରେ ବିକି ଦେଉଥିଲେ।

ଗିରଫ ହୋଇଥିବା ୭ ଜଣ ଗୋଟିଏ ପରିବାରର। ସେମାନେ ୧୦ ବର୍ଷ ହେଲା ଏହି ଚୋରି କରୁଥିଲେ। ମହାମାରୀ ସମୟରେ ଗିରଫ କରାଯାଇଥିବାରୁ ସେମାନଙ୍କ ବିରୋଧରେ ଇପିଡେମିକ୍‌ ଆଇନରେ ଗିରଫ କରାଯାଇଛି ବୋଲି ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ସି/ଏସ୍‌ଟି ଆଇନ ଉପରେ ସୁପ୍ରିମକୋର୍ଟଙ୍କ ରାୟ: ସମୀକ୍ଷା କରିବ ୩ ଜଣିଆ ଖଣ୍ଡପୀଠ

ନୂଆଦିଲ୍ଲୀ,୧୪ା୯(ପି.ଟି.): ଅନୁସୂଚିତ ଜାତି/ଜନଜାତି (ଏସ୍‌ସି/ଏସ୍‌ଟି) ଆଇନ ଉପରେ ସୁପ୍ରିମକୋର୍ଟଙ୍କ ୨୦୧୮ ମାର୍ଚ୍ଚ ୨୦ ତାରିଖ ରାୟକୁ ୩ ଜଣିଆ ଖଣ୍ଡପୀଠ ସମୀକ୍ଷା କରିବେ। ରାୟର ପୁନର୍ବିଚାର...

ଉଦ୍ଧବଙ୍କୁ ଆଶ୍ୱସ୍ତି, ନିର୍ବାଚନ ଚିହ୍ନ ସମ୍ପର୍କରେ ଫଇସଲା କରନ୍ତୁନି ନିର୍ବାଚନ ଆୟୋଗ, କହିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୪।୮ : ସୁପ୍ରିମକୋର୍ଟରେ ଉଦ୍ଧବ ଠାକରେଙ୍କୁ ଆଶ୍ୱସ୍ତି ପ୍ରଦାନ କରାଯାଇଛି। ଏବେ ନିର୍ବାଚନ ଚିହ୍ନ ଉପରେ ନିର୍ବାଚନ ଆୟୋଗ(ଇସି) କୌଣସି ନିଷ୍ପତ୍ତି ନେବେ ନାହିଁ...

ଲଦାଖରେ ଭାରତ-ଚାଇନା ମୁହାଁ ମୁହିଁ: ସ୍ପୁଙ୍ଗୁର ଗ୍ୟାପ୍‌ରେ ଶୁଟିଂ ରେଞ୍ଜ୍‌ରେ ଉଭୟ ପକ୍ଷ

ଲେହ, ୧୩।୯: ପୂର୍ବ ଲଦାଖରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ପେଙ୍ଗୋଙ୍ଗ୍‌ ହ୍ରଦର ଦକ୍ଷିଣରେ ଥିବା ସ୍ପୁଙ୍ଗୁର ଗ୍ୟାପ୍‌ରେ ଉଭୟ ପକ୍ଷ ପରସ୍ପରର...

ଖୁସି ଖବର: ସ୍କୁଲ ପିଲାଙ୍କୁ ଏବେ ମିଳିବ ବ୍ରେକ୍‌ଫାଷ୍ଟ୍‌

ନୂଆଦିଲ୍ଲୀ, ୩।୮: ସରକାରୀ ସ୍କୁଲର ଛୋଟ ପିଲାଙ୍କ ଖୁସି ଖବର। କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଣୟନ କରାଯାଇଥିବା ନୂଆ ଶିକ୍ଷା ନୀତିରେ ସ୍କୁଲ ପିଲାଙ୍କ ପାଇଁ...

ଗ୍ଲୋବାଲ ଲିଡରଶିପ ସମ୍ମାନରେ ସମ୍ମାନୀତ ହେବେ ପ୍ରଧାନ ବିଚାରପତି…

ନୂଆଦିଲ୍ଲୀ,୭।୧ : ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡଙ୍କୁ ଗ୍ଲୋବାଲ ଲିଡରଶିପ ସମ୍ମାନରେ ସମ୍ମାନିତ କରାଯିବ। ଦେଶବ୍ୟାପୀ ତଥା ବିଶ୍ୱସ୍ତରରେ ଆଇନ ବୃତ୍ତିରେ ଆଜୀବନ ସେବା...

ରାହୁଲଙ୍କୁ ସମ୍ପତ୍ତି ଦାନ କଲେ ବୃଦ୍ଧା

ଡେରାଡୁନ୍‌,୫।୪: ଉତ୍ତରାଖଣ୍ଡ ଡେରାଡୁନ୍‌ର ଜଣେ ବୃଦ୍ଧା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଦ୍ୱାରା ପ୍ରଭାବିତ ହୋଇ ତାଙ୍କୁ ନିଜର ସମସ୍ତ ସମ୍ପତ୍ତି ଦାନ କରିଛନ୍ତି। ପୂର୍ବରୁ...

କଂଗ୍ରେସରେ ବଢୁଛି ଫାଟ: ଜି-୨୩ରେ ଯୋଗଦେଲେ ଥରୁର

ନୂଆଦିଲ୍ଲୀ,୧୬।୩: ପାଞ୍ଚଟି ରାଜ୍ୟ ନିର୍ବାଚନରେ କଂଗ୍ରେସର ପରାଜୟ ପରେ ଦଳ ମଧ୍ୟରେ ଫାଟ ବଢିବାରେ ଲାଗିଛି। ଅସନ୍ତୁଷ୍ଟ ଗୋଷ୍ଠୀ ବାରମ୍ବାର ଦଳ ହାଇକମାଣ୍ଡଙ୍କ ଉପରେ ଅସନ୍ତୋଷ...

ପଞ୍ଜାବ ବିଧାନସଭାରେ ଅଗ୍ନିପଥ ଯୋଜନା ବିରୋଧରେ ପ୍ରସ୍ତାବ ପାରିତ

ଚଣ୍ଡିଗଡ,୩୦।୬: ପଞ୍ଜାବ ବିଧାନସଭାରେ କେନ୍ଦ୍ର ସରକାରଙ୍କ ନୂତନ ଅଗ୍ନିପଥ ନିଯୁକ୍ତି ଯୋଜନା ବିରୋଧରେ ଏକ ପ୍ରସ୍ତାବ ପାରିତ ହୋଇଛି। ତେବେ ଭାରତୀୟ ଜନତା ପାର୍ଟିର ଦୁଇଜଣ...

Advertisement
Archives

Model This Week