Posted inଜାତୀୟ

ଶବଦାହ ଗୃହରୁ ଚୋରି କରୁଥିଲେ ମୃତଦେହର ପୋଷାକ

ବାଘପଟ, ୯ା୫ : ଉତ୍ତର ପ୍ରଦେଶର ପୂର୍ବାଞ୍ଚଳ ବାଘପଟର ଶବଦାହ ଗୃହରୁ ମୃତଦେହର ପୋଷାକ ଚୋରି କରୁଥିବା ୭ ଜଣ ଗିରଫ ହୋଇଛନ୍ତି। ଏ ନେଇ ରବିବାର ପୋଲିସ ପକ୍ଷରୁ କୁହାଯାଇଛି। ରାଜ୍ୟରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉୁଥିବାବେଳେ ସାମ୍ନାକୁ ଆସିଛି ଏଭଳି ଘଟଣା।

ମୃତଦେହକୁ ଘୋଡ଼ାଇବା ଲାଗି ବ୍ୟବହୃତ ହେଉଥିବା କଭର, ସେମାନଙ୍କ ପୋଷାକକୁ ଚୋରାଇ ନେଉଥିଲେ ଅଭିଯୁକ୍ତମାନେ। ପଚରାଉଚୁରାବେଳେ ସେମାନେ ମୃତଦେହର ସାଢ଼ୀ, ଚାଦର, ବେଡଶିଟ୍‌ ଚୋରାଇ ନେଉଥିବା ସ୍ବୀକାର କରି ନେଇଛନ୍ତି। ସେମାନଙ୍କ ଠାରୁ ୫୨୦ ବେଡ୍‌ଶିଟ, ୧୨୭ କୁର୍ତା, ୫୨ ଧଳା ସାଢ଼ୀ ଓ ଅନ୍ୟ ପୋଷାକ ଜବତ ହୋଇଥିବା ସର୍କଲ ଅଫିସର ଆଲୋକ ସିଂ କହିଛନ୍ତି।

ଚୋରି ସାମଗ୍ରୀକୁ ଧୋଇଲା ପରେ ଆଇରନ ଦେଇ ଗ୍ବାଲିୟର ଏକ କମ୍ପାନୀର ଲେଭଲ ଲଗାଇ ପୁଣି ଥରେ ମାର୍କେଟରେ ବିକି ଦେଉଥିଲେ।

ଗିରଫ ହୋଇଥିବା ୭ ଜଣ ଗୋଟିଏ ପରିବାରର। ସେମାନେ ୧୦ ବର୍ଷ ହେଲା ଏହି ଚୋରି କରୁଥିଲେ। ମହାମାରୀ ସମୟରେ ଗିରଫ କରାଯାଇଥିବାରୁ ସେମାନଙ୍କ ବିରୋଧରେ ଇପିଡେମିକ୍‌ ଆଇନରେ ଗିରଫ କରାଯାଇଛି ବୋଲି ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା ଧମକ, ମୁମ୍ବାଇ ପୋଲିସକୁ ମିଳିଲା ବାର୍ତ୍ତା, ଯାଞ୍ଚ ଆରମ୍ଭ

ମୁମ୍ବାଇ,୭।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ ଦିଆଯାଇଛି। ଶନିବାର ହ୍ବାଟସ ଆପରେ ମୁମ୍ବାଇ ପୋଲିସ ଏହି ବାର୍ତ୍ତା ଗ୍ରହଣ କରିଛି। ଏହି ବାର୍ତ୍ତା ପାଇବା...

ପ୍ରଶାନ୍ତ କିଶୋରଙ୍କ ବଡ଼ ବୟାନ: ମମତା ଇଣ୍ଡିଆ ଗଠବନ୍ଧନର ମୁଖ୍ୟ ହେଲେ…

ନୂଆଦିଲ୍ଲୀ,୭।୧୨: ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗର ସିଏମ ମମତା ବାନାର୍ଜୀ କହିଛନ୍ତି ଯେ ଯଦି ସୁଯୋଗ ଦିଆଯାଏ ତେବେ ସେ ଇଣ୍ଡିଆ ଗଠବନ୍ଧନର ନେତୃତ୍ୱ ନେଇପାରିବେ।...

ରାଜ୍ୟ ସଭା ନା ଲୋକ ସଭା ଏମପି କିଏ ପାଆନ୍ତି ଅଧିକ ଦରମା, ଟଙ୍କା ଜାଣିଲେ ତାଜୁବ ହେବେ…

ନୂଆଦିଲ୍ଲୀ,୭।୧୨: ଭାରତରେ ଲୋକ ସଭା ଓ ରାଜ୍ୟ ସଭା ଉଭୟ ଗୃହର ବିଭିନ୍ନ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ହୁଅନ୍ତି ଏବଂ ସେମାନଙ୍କର କାର୍ଯ୍ୟଶୈଳୀ ମଧ୍ୟ ଭିନ୍ନ...

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ହିଂସାକୁ ନେଇ ଚମକାଇବା ଭଳି ବୟାନ ଦେଲେ ଫାରୁକ ଅବଦୁଲ୍ଲା

ଶ୍ରୀନଗର,୭।୧୨: ବାଂଲାଦେଶରେ ସରକାର ପରିବର୍ତ୍ତନ ପରଠାରୁ ସେଠାରେ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଟାର୍ଗେଟ କରାଯାଉଛି। ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଲଗାତାର ଆକ୍ରମଣ ହେବାର ଖବର ରହିଛି। ଏହି...

PAN 2.0: ନୂଆ ପାନ କାର୍ଡରେ ଆଧାର ଲିଙ୍କ୍‌ କରିବା ଜରୁରୀ କି? ନହେଲେ କଟିଯିବ…

ନୂଆଦିଲ୍ଲୀ,୭।୧୨: PAN 2.0 ଆସିବା ପରେ PAN କୁ ଆଧାର ସହିତ ଲିଙ୍କ କରିବା ଆବଶ୍ୟକ କି? ଏହାକୁ ନେଇ ପୁଣି ଦ୍ୱନ୍ଦ୍ୱ ଦେଖାଦେଇଛି। ନୂଆ...

ଶରଦ-ଉଦ୍ଧବଙ୍କୁ ଲାଗିଲା ବଡ଼ ଝଟ୍‌କା, ଏମଭିଏରୁ ଅଲଗା ହେଲେ…

ମୁମ୍ବାଇ,୭।୧୨: ମହାରାଷ୍ଟ୍ରର ମହାବିକାଶ ଅଘାଡିରେ ଏକ ବଡ ଓଲଟପାଲଟ ଦେଖାଦେଇଛି। ନିର୍ବାଚନରେ ପରାଜୟର କ୍ଷତ ଏପର୍ଯ୍ୟନ୍ତ ପୂରଣ ହୋଇପାରି ନଥିଲା ବେଳେ ପୁଣି ଶରଦ ପାୱାର...

ମୁଁ ଇଣ୍ଡିଆ ମେଣ୍ଟ ଗଢିଥିଲି, ଦରକାର ପଡିଲେ ତାକୁ…ଇଶାରାରେ କଂଗ୍ରେସକୁ ବଡ଼ ଧମକ ଦେଇଦେଲେ ମମତା!

ନୂଆଦିଲ୍ଲୀ,୭।୧୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଇଣ୍ଡିଆ ମେଣ୍ଟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, ଯଦି ସୁଯୋଗ ଦିଆଯାଏ ତେବେ ସେ...

କିଏ ହେବେ ମମତାଙ୍କ ଉତ୍ତରାଧିକାରୀ? ନିଜେ କରିଦେଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୭।୧୨: କିଏ ହେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉତ୍ତରାଧିକାରୀ? ମମତାଙ୍କ ପରେ କିଏ ସମ୍ଭାଳିବେ ଭବିଷ୍ୟତରେ ଟିଏମସିର କମାଣ? ଏହି ପ୍ରଶ୍ନ ଏବେ ଖାଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri