Posted inଜାତୀୟ

ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ମୂଲ୍ୟାୟନ ପଦ୍ଧତି ପାଇଁ କମିଟି ଗଠନ

ନୂଆଦିଲ୍ଲୀ, ୫ା୬: ମହାମାରୀ ଯୋଗୁ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ ହେବା ପରେ ଛାତ୍ରୀଛାତ୍ରଙ୍କ ମୂଲ୍ୟାୟନ ପଦ୍ଧତି ନିରୂପଣ ଲାଗି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଶୁକ୍ରବାର ଏକ ୧୩ ଜଣିଆ କମିଟି ଗଠନ କରିଛି। ଉକ୍ତ କମିଟି ୧୦ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଉପଯୁକ୍ତ ପଦ୍ଧତିରେ ଫଳ ପ୍ରକାଶ କରିବା ପାଇଁ ସିବିଏସ୍‌ଇ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ଏହାର ପରୀକ୍ଷା ନିୟନ୍ତ୍ରକ ସନ୍ୟମ୍‌ ଭରଦ୍ୱାଜ କହିଛନ୍ତି। କମିଟିରେ ଭରଦ୍ୱାଜଙ୍କ ସମେତ ଶିକ୍ଷା ମନ୍ତ୍ରଣାଳୟର ଯୁଗ୍ମ ସଚିବ ବିପିନ କୁମାର, ଦିଲ୍ଲୀ ଶିକ୍ଷା ନିର୍ଦ୍ଦେଶକ ଉଦିତ ପ୍ରକାଶ ରାୟ, କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ କମିଶନର ନିଧି ପାଣ୍ଡେ, ନବୋଦୟ ବିଦ୍ୟାଳୟ ସମିତି କମିଶନର ବିନାୟକ ଗର୍ଗ, ଚଣ୍ଡିଗଡ଼ ସ୍କୁଲ୍‌ ଶିକ୍ଷା ନିର୍ଦ୍ଦେଶକ ରୁବିନ୍ଦରଜିତ୍‌ ସିଂ ବ୍ରାର୍‌, ସିବିଏସ୍‌ଇ ନିର୍ଦ୍ଦେଶକ ଅନ୍ତରୀକ୍ଷ ଜୋହରି ଏବଂ ଜୋସେଫ୍‌ ଏମାନୁଏଲ୍‌ ସଦସ୍ୟ ଅଛନ୍ତି। ଏହା ବ୍ୟତୀତ ୟୁଜିସି ଏବଂ ଏନ୍‌ସିଇଆର୍‌ଟିରୁ ଜଣେ ଲେଖାଏ ଓ ସ୍କୁଲ୍‌ ତରଫରୁ ଦୁଇଜଣ ପ୍ରତିନିଧିଙ୍କୁ କମିଟିରେ ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହ୍ବିଲ ଚେୟାରରେ ନଜର ଆସିଲେ ମମତା: ହେଲିକପ୍ଟର ଜରୁରୀ ଅବତରଣ କରିବା ବେଳେ ହୋଇଥିଲେ ଆହାତ

ନୂଆଦିଲ୍ଲୀ,୨୮।୬: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହେଲିକପ୍ଟର ଜରୁରୀ ଅବତରଣ କରିବା ବେଳେ ଆହତ ହୋଇଛନ୍ତି। ତାଙ୍କ ଆଣ୍ଠୁ ଓ ହିପ୍‌ରେ ଆଘାତ ଲାଗିଛି। ଏଥିପାଇଁ...

ଜିଲାପାଳମାନେ କରୋନା ଲଢ଼େଇର ଫିଲ୍ଡ୍‌ କମାଣ୍ଡର: ମୋଦି…

ନୂଆଦିଲ୍ଲୀ,୧୮।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଅସମ୍ଭାଳ ହେବାରେ ଲାଗିଛି। ଏପରିସ୍ଥଳେ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୯ ରାଜ୍ୟର...

କମଲନାଥ ଆରମ୍ଭ କଲେ ସ୍କୁଲ୍‌ ଚଲୋ ଅଭିଯାନ

ଭୋପାଳ,୭।୭: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ରବିବାର ସ୍କୁଲ ଚଲୋ ଅଭିଯାନ ଆରମ୍ଭ କରିଛନ୍ତି। ସ୍ଥାନୀୟ ଛିନ୍ଦ୍‌ଓ୍ବାଡାରେ ଏହି ଅଭିଯାନର ଆରମ୍ଭ କରାଯାଇଛି। ଶିଶୁଙ୍କୁ ଶିକ୍ଷାଦାନ ଅଧିକାରରୁ...

ହରିୟାଣା ମୁଖ୍ୟମନ୍ତ୍ରୀଙ୍କୁ କରୋନା

ଚଣ୍ଡିଗଡ,୨୪।୮-ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ସ୍ବାବ୍‌ ରିପୋର୍ଟ ପଜିଟିଭ ଆସିଛି। ଏ ନେଇ ସେ ନିଜେ ଟୁଇଟ କରି...

ସମ୍ବିଧାନ ଦେଇଛି ନ୍ୟାୟର ଗ୍ୟାରେଣ୍ଟି

ନୂଆଦିଲ୍ଲୀ,୨୬ା୧(ପି.ଟି.): ୭୧ତମ ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ଶନିବାର ସନ୍ଧ୍ୟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରକୁ ସମ୍ବୋଧିତ କରିଛନ୍ତି। ଦେଶର ସମ୍ବିଧାନ ଏହାର ନାଗରିକମାନଙ୍କୁ ନ୍ୟାୟ,...

କରୋନା ସଙ୍କଟରେ ରାଜଧାନୀ: ପଜିଟିଭିଟି ହାର ୪.୩୮ ପ୍ରତିଶତ

ନୂଆଦିଲ୍ଲୀ,୧୧।୫: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ମାମଲା ପୁଣି ଥରେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତକାଲି କମ୍‌ ପରୀକ୍ଷଣ ହେତୁ ଦିଲ୍ଲୀରେ କରୋନା...

ପଶ୍ଚିମବଙ୍ଗବାସୀଙ୍କୁ ‘ଦେଶଭକ୍ତ’ କହିଲେ ନଡ୍ଡା

କୋଲକାତା,୨୩।୧୨: ଭାରତୀୟ ଜନତା ପାଟି(ଭାଜପା)ର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି ନଡ୍ଡା ସୋମବାର ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି। ଏହି ସମୟରେ ସେ ଏକ ସଭାକୁ ଉଦ୍‌ବୋଧନ ଦେବା...

ଏବେ ବି ବଙ୍ଗଳା ଛାଡ଼ି ନାହାନ୍ତି ପୂର୍ବତନ ଏମ୍‌ପି

ନୂଆଦିଲ୍ଲୀ,୭ା୧୦(ପି.ଟି.): ଷୋଡ଼ଶ ଲୋକ ସଭା ଭଙ୍ଗ ହେବା ୫ ମାସ ବିତିଲାଣି। ବାରମ୍ବାର ତାଗିଦ୍‌ ସତ୍ତ୍ୱେ ଏବେ ବି ପାଖାପାଖି ୫୦ ପୂର୍ବତନ ଏମ୍‌ପି ସରକାରୀ...

Advertisement
Archives

Model This Week