Home Left

ରେଳ ବଜେଟରେ ଓଡ଼ିଶାକୁ ୬୯୯୫ କୋଟି ୫୮ ଲକ୍ଷ

ଭୁବନେଶ୍ୱର, ୪।୨(ବ୍ୟୁରୋ): ରେଳ ବଜେଟରେ ଚଳିତ ବର୍ଷ ଓଡ଼ିଶାକୁ ମୋଟ ୬୯୯୫ କୋଟି ୫୮ ଲକ୍ଷ ଟଙ୍କା ଅନୁଦାନ ମିଳିଛି। ଗତବର୍ଷ ଓଡ଼ିଶାକୁ ମୋଟ ୪୩୭୩ କୋଟି ଟଙ୍କାର ଅନୁଦାନ ମିଳିଥିଲା। ଗତବର୍ଷ ଅପେକ୍ଷା ଏବର୍ଷ ୬୦% ଅଧିକ ଅନୁଦାନ ମିଳିଛି…

ସାରା ଜୀବନ ଅବିବାହିତ ଥିଲେ ବଲିଉଡ୍‌ର ଏହି ଅଭିନେତ୍ରୀ; ଲୋକେ ଭାବୁଥିଲେ ଅମିତାଭ ବଚ୍ଚନଙ୍କ ଶାଳି…

ବମ୍ବେ: ବଲିଉଡ୍‌ ଫିଲ୍ମରେ ମା’ ଚରିତ୍ରରେ ଅଭିନୟ କରି ପ୍ରଶଂସାର ପାତ୍ର ହୋଇଥିଲେ ଅଭିନେତ୍ରୀ ରୀତା ଭାଦୁଡ଼ି। ୧୯୫୦ ଜାନୁୟାରୀ ୧୧ରେ ମଧ୍ୟପ୍ରଦେଶର ଇନ୍ଦୋରରେ ତାଙ୍କ ଜନ୍ମ। ରୀତାଙ୍କ ବାପା ଇଂରେଜ ସରକାର ଅମଳରେ କମିଶନର ଥିବା ବେଳେ ମା’ ଚନ୍ଦ୍ରିମା…

ଗାଜିପୁର ସୀମାରେ ବାରିକେଡ ଦେଖି ହରସିମରତ କହିଲେ ପାକିସ୍ତାନ ସୀମାରେ ବି ଦେଖିନାହିଁ ଏମିତି ସୁରକ୍ଷା

ନୂଆଦିଲ୍ଲୀ,୪ ।୨: ଦିଲ୍ଲୀର ଗାଜିପୁର ସୀମା ପୁଣି ଚର୍ଚ୍ଚାରେ । ଗୁରୁବାର ସେଠାରେ କେତେଜଣ ବିରୋଧିଦଳ ନେତା ପହଞ୍ଚିଥିଲେ । ଏମାନଙ୍କ ମଧ୍ୟରେ ୮ ରାଜନୈତିକ ଦଳର ଏମ୍‌ପି ମଧ୍ୟ ଥିଲେ । ସ୍ଥିତି ପରଖିବା ସହ ଏମାନେ କୃଷକଙ୍କ ସହ…

କ୍ରିକେଟ ଛାଡି ବ୍ୟବସାୟ ଆରମ୍ଭ କଲେ ଏହି ଖେଳାଳି

ଗୋଟିଏ ପଟେ ଭାରତୀୟ ଦଳ ଫେବୃୟାରୀ ୫ରୁ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ଅନ୍ୟପଟେ ଦଳର ଦ୍ରୁତ ବୋଲର ମହମ୍ମଦ ଶାମି କ୍ରିକେଟ ଛାଡି ନିଜର ନୂତନ ବ୍ୟବସାୟ ଉପରେ ଧ୍ୟାନ…

ଡିଲିଟ୍ ହେଲା କଙ୍ଗନାଙ୍କ ଟୁଇଟ୍‌

ମୁମ୍ବାଇ: ପ୍ରାୟ ସମସ୍ତ ବିଷୟକୁ ନେଇ ନିଜର ଲାଗାମ ନ ଥିବା ରାୟ ଦେଉଥିବା ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ କିଛି ଟୁଇଟ୍ସକୁ ଟୁଇଟର ତା’ର ପ୍ଲାଟଫର୍ମରୁ ଡିଲିଟ କରିଥିବା ଜଣାପଡିଛି । ଏହାକୁ ନେଇ ଟୁଇଟର କହିଛି କଙ୍ଗନା ତାଙ୍କ…

ମାଓବାଦୀ ଭୟରେ ଭିଟାମାଟି ଛାଡ଼ିଲେ ୮୫ରୁ ଊର୍ଦ୍ଧ୍ୱ ଲୋକ

ଚିତ୍ରକୋଣ୍ଡା,୪।୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ଦୁଇଟି ପଞ୍ଚାୟତ ଯୋଡ଼ାମ୍ବ ଓ ପଣସପୁଟ ପଞ୍ଚାୟତର ବାରଗୋଟି ଗ୍ରାମ ଖଜୁରୀଗୁଡ଼ା, ବିହନଗୁଡ଼ି,ଖାଲପଦର,ତାରାବେଢା,ମାଟିଖାଲ,ଲାଡିଗୁଡ଼ା,ବେଜିଙ୍ଗ,ତାଲପଦର,ପଳାସପଦର,ଡାଳିଆମ୍ବ, ମୁତାମ୍ବ, ଗମେଲପୁଟ,ଦୋରାଗୁଡ଼ା ମାଓବାଦୀ ଭୟ ଏବଂ କାମଧନ୍ଦା ଅଭାବରୁ ଭିଟାମାଟି ଛାଡ଼ିଛନ୍ତି ୮୫ରୁ ଊର୍ଦ୍ଧ୍ୱ ଲୋକ। ଖବର ପାଇ…

ପୁଣିଥରେ କଳାକାରଙ୍କୁ ପଛରେ ପକାଇଲେ ବିରାଟ

ନୂଆଦିଲ୍ଲୀ,୪ ।୧: ଭ୍ରାରତୀୟ କ୍ରିକେଟ ଦଳର କ୍ୟାପଟେନ ବିରାଟ କୋହଲି ୨୩.୭୭କୋଟି ଆମେରିକୀୟ ଡଲାର ବ୍ରାଣ୍ଡ ମୂଲ୍ୟ ସହ ଲଗାତାର ୪ର୍ଥ ଥର ଲାଗି ୨୦୨୦ରେ ସବୁଠାରୁ ମୂଲ୍ୟବାନ ଭାରତୀୟ ସେଲିବ୍ରଟି ପାଲଟି ଯାଇଛନ୍ତି । ଏହି ସୂଚୀରେ ଦ୍ୱିତୀୟ ଓ…

୭ ଲକ୍ଷ ଟଙ୍କାରେ ଘର କିଣିଲେ ଏହି ବ୍ୟକ୍ତି, ଭିତରୁ ଯାହା ପାଇଲେ ରାତାରାତି ହେଲେ କୋଟିପତି

କୁହାଯାଏ, ଭଗବାନ ଯାହାକୁ ଦିଅନ୍ତି ଛପର ଫାଡ଼ି ଦିଅନ୍ତି। ଠିକ୍‌ ଏମିତି ଘଟଣା କାନାଡାର ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ ଘଟିଛି। ଏହି ବ୍ୟକ୍ତି ଜଣକ ୭ ଲକ୍ଷ ଟଙ୍କା ଦେଇ ଏକ ଘର କିଣିଥିଲେ। ଘରେ ପ୍ରବେଶ କରିବା ମାତ୍ରେ ଭିତରୁ…

୬ ମାସ ପର୍ଯ୍ୟନ୍ତ ବୈଦ୍ୟୁତିକ ଯାନ କିଣିବାକୁ ଅପିଲ୍‌ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ, ୪।୨: ଦିଲ୍ଲୀରେ ବୃଦ୍ଧି ପାଉଥିବା ପ୍ରଦୂଷଣ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସରକାର ଲୋକଙ୍କୁ ଆସନ୍ତା ୬ ମାସ ପର୍ଯ୍ୟନ୍ତ ବୈଦ୍ୟୁତିକ ଯାନ କିଣିବାକୁ ଅପିଲ୍‌ କରିଛନ୍ତି। ଲୋକଙ୍କ ସୁବିଧା ଲାଗି ଦିଲ୍ଲୀରେ ୧୦୦ଟି ଚାର୍ଜିଂ ଷ୍ଟେଶନ ସ୍ଥାପନା…

ଗର୍ଭାବସ୍ଥାରେ ବି ଫ୍ୟାଶନ ବଜାୟ ରଖିଛନ୍ତି କରୀନା, ଖୁବ୍‌ଶୀଘ୍ର ହେବେ ମା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ୍‌ ନିଜର ଫ୍ୟାଶନ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ସେ ଏବେ ଦ୍ୱିତୀୟ ଥର ମା ହେବାକୁ ଯାଉଛନ୍ତି। ଗର୍ଭାବସ୍ଥା ସମୟରେ ବି ସେ ନିଜର ଫ୍ୟାଶନ ବଜାୟ ରଖିଛନ୍ତି। କରୀନା ତାଙ୍କର ଖାସ୍‌…

ଏରୋ ଇଣ୍ଡିଆ ଶୋ’: ତେଜସ୍‌ରେ ଉଡିଲେ ଭାଜପା ଏମ୍‌ପି

ବେଙ୍ଗାଲୁରୁ,୪ ।୨: ଭାରତୀୟ ଜନତା ପାର୍ଟି(ଭାଜପା)ର ଏମ୍‌ପି ତେଜସ୍ୱୀ ସୂର୍ଯ୍ୟା ଗୁରୁବାର କର୍ନାଟକର ବେଙ୍ଗାଲୁରୁରେ ଆୟୋଜିତ ଏରୋ ଇଣ୍ଡିଆ ଶୋ’ରେ ଲାଇଟ୍ କାମ୍ବ୍ୟାକ୍ଟ ଏୟାରକ୍ରାପ୍ଟ(ଏଲ୍‌ସିଏ) ତେଜସ ବିମାନରେ ଉଡିଛନ୍ତି । ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ବୁଧବାର କର୍ନାଟକର ରାଜଧାନୀ ବେଙ୍ଗାଲୁରୁରେ ୧୩ତମ…

ଭାଜପାକୁ ୫ ଆସନରେ ସୀମିତ ରଖିବେ ଭୋଟର

ନୂଆଦିଲ୍ଲୀ, ୪।୨: କୃଷି ଆଇନ ବିରୋଧରେ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ଏମ୍‌ପି ସଞ୍ଜୟ ସିଂ ରାଜ୍ୟ ସଭାରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି ଯେ, ଆନ୍ଦୋଳନ କରୁଥିବା ଚାଷୀଙ୍କୁ ସରକାର ଖଲିସ୍ତାନୀ ବୋଲି କହିବା ଦୁର୍ଭାଗ୍ୟପୂର୍ଣ୍ଣ। ଏଏପି ଚାଷୀଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri