Home Left

ଏମିତି ରହିଛି ସଲମାନଙ୍କ ଭାଲେଣ୍ଟାଇନ୍‌ ପ୍ଲାନ୍‌

ମୁମ୍ବାଇ: ବଲିଉଡ୍‌ର ବ୍ୟାଚଲର ହିରୋ ତଥା ଦବଙ୍ଗ ଖାନ୍‌ ସଲମାନ ଭାଲେଣ୍ଟାଇନ୍‌ କେମିତି ପାଳିବେ ପ୍ରଶଂସକମାନେ ଜାଣିବା ପାଇଁ ଉତ୍ସୁକ ଅଛନ୍ତି। ସଲମାନ ଏକ ମ୍ୟୁଜିକ୍‌ ଶୋ’ର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ବେଳେ ଜଣେ ଖବରଦାତା ତାଙ୍କୁ ତାଙ୍କର ଭାଲେଣ୍ଟାଇନ୍‌…

ଅଚଳ କାର୍‌କୁ ଘୋଡା କରି ଚଳାଇଲେ ବ୍ୟକ୍ତି, ଆନନ୍ଦ ମହିନ୍ଦ୍ରା କହିଲେ ଏପରି

ପ୍ରତିଷ୍ଠିତ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରାଙ୍କ ଦ୍ୱାରା ଶେୟାର କରାଯାଇଥିବା ଏକ ଭିଡିଓ ପ୍ରମାଣ କରେ ଯେ ଟିକିଏ ଚତୁରତା ଆହୁରି ଆଗକୁ ନେଇପାରେ। ଆନନ୍ଦ ମହିନ୍ଦ୍ରା ଟୁଇଟରରେ ଏକ ଭିଡିଓ ଶେୟାର କରିଛନ୍ତି ଯେଉଁଥିରେ ସେ ଏହା କହିଛନ୍ତି, କୌଶଳ କେବଳ…

କୃଷକ ଆମ ଦେଶର ସବୁଠାରୁ ବଡ ଶକ୍ତି: କୃଷି ମନ୍ତ୍ରୀ

ନୂଆଦିଲ୍ଲୀ,୫ ।୨: ରାଜ୍ୟ ସଭାରେ ଶୁକ୍ରବାର ବି କୃଷକ ଆନ୍ଦୋଳନ କଥାକୁ ନେଇ ଗୃହ ହୋଇଛି ସରଗରମ । ଗୃହରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଚର୍ଚ୍ଚା ଜାରି ରହିଛି । ଅନ୍ୟପଟେ ବିରୋଧୀ ନୂଆ ୩ କୃଷି…

ମା’ ଚାକରାଣୀ, ବାପା ମାଳି; ପୁଅ ସବୁଠୁ ଧନୀ ଫୁଟବଲ ଖେଳାଳି

ଯେତେବେଳେ ବି ଫୁଟବଲ ଖେଳାଳିଙ୍କ କଥା ଆସେ ସର୍ବପ୍ରଥମେ ୩ଟି ନାମ ସାମ୍ନାକୁ ଆସିଥାଏ। ତାହା ହେଲା କ୍ରିଷ୍ଟିଆନୋ ରୋନାଲ୍‌ଡୋ, ମେସି ଏବଂ ନେମାର ଜୁନିୟର। ଫୁଟବଲକୁ ଦୁନିଆର ଏକ ଭିନ୍ନ ସ୍ଥାନକୁ ନେଇପାରିଥିବା କ୍ରିଷ୍ଟିଆନୋ ରୋନାଲଡୋ ଏବଂ ନେମାର ଜୁନିୟରଙ୍କ…

ପୁଅର ଜନ୍ମଦିନରେ ଭାବପ୍ରବଣ ହେଲେ ଅମିତାଭ ବଚ୍ଚନ, କହିଲେ ଏମିତି

ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ ଆଜି ୪୫ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ଏଥିରେ ସାମିଲ ହୋଇଛନ୍ତି ଅଭିଷେକଙ୍କ ପିତା ତଥା ମହାନାୟକ ଅମିତାଭ ବଚ୍ଚନ। ପୁଅର ଜନ୍ମଦିନରେ ଭାବପ୍ରବଣ ହୋଇଯାଇଛନ୍ତି ଅମିତାଭ ବଚ୍ଚନ।…

ଆଜି ରାଜ୍ୟରୁ ୯୭ କରୋନା ପଜିଟିଭ୍‌ ଚିହ୍ନଟ, ୩୩୫୪୬୬ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୫।୨(ବ୍ୟୁରୋ): ଶୁକ୍ରବାର ୧୦୦ ତଳେ ରହିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ତେବେ ଆଜି ୯୭ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୫,୪୬୬ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ…

ସ୍ତ୍ରୀଙ୍କୁ ପିଟିପିଟି ହତ୍ୟା କଲେ ସ୍ବାମୀ

ଭୁବନେଶ୍ୱର,୫।୨(ବ୍ୟୁରୋ): ୨୪ ଘଣ୍ଟା ନ ପୂରୁଣୁ ରାଜଧାନୀରେ ଦୁଇ ଦୁଇଟି ହତ୍ୟାକାଣ୍ଡ। ଗୁରୁବାର ଭୁବନେଶ୍ୱର ଉପକଣ୍ଠ ଦାସପୁର ନିକଟରେ ଜଣେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିଥିବା ବେଳେ ଆଜି ଚନ୍ଦ୍ରଶେଖପୁର ଥାନା ଅନ୍ତର୍ଗତ ବିର୍ସାମୁଣ୍ଡା ବସ୍ତିରେ ଆଉ ଏକ ଅଭାବନୀୟ…

ଗ୍ରାମବାସୀଙ୍କ ରାସ୍ତା ଅବରୋଧ: ମାଳିସାହି ପଞ୍ଚାୟତରେ ଉତ୍ତେଜନା

ନୟାଗଡ଼ ଅଫିସ,୫।୨: ନୟାଗଡ଼ ସଦର ଥାନା ମାଳିସାହି ପଞ୍ଚାୟତରେ ଉତ୍ତେଜନା ପ୍ରକାଶ ପାଇଛି। ରାସ୍ତାରେ ଗଛ ଓ ପଥର ପକାଇ ହଜାର ହଜାର ଗ୍ରାମବାସୀ ଅବରୋଧ କରିଛନ୍ତି। ୧୭ଟି ଗାଁର ଲୋକଙ୍କୁ ଗୁଡୁପାଙ୍ଗୀ ଗାଁ ରାସ୍ତାରେ ଯିବାକୁ ଦେଇନାହାନ୍ତି। ୯ ମାସ…

ପ୍ରାୟ ୪୬ଲକ୍ଷ ଲୋକଙ୍କୁ ଦିଆଗଲାଣି କରୋନା ଭ୍ୟାକ୍ସିନ: ୩୪ ଜଣ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ,୫ ।୨: କରୋନା ମହାମାରୀକୁ ଦୂରେଇବା ଲାଗି ଟିକାକରଣ ପ୍ରକ୍ରିୟା ପାଖାପାଖି ୨୦ ଦିନ ହେବ ଲାଗି ରହିଛି । ମିଳିଥିବା ସରକାରୀ ସୂଚନା ଅନୁଯାୟୀ ଗୁରୁବାର ପର୍ଯ୍ୟନ୍ତ ଦେଶରେ ପ୍ରାୟ ୪୫,୯୩,୪୨୭ ଜଣଙ୍କୁ ଏହି ଟିକା ଦିଆ ସରିଛି ।…

ମୋଦିଙ୍କ ଝିଆରୀଙ୍କୁ ମିଳିଲା ନାହିଁ ଟିକେଟ୍‌

ଅହମଦାବାଦ୍‌,୫।୧: ଗୁଜରାଟ ନଗର ନିର୍ବାଚନ ପାଇଁ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଛି। ଏହି ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଝିଆରୀ ସୋନଲ ମୋଦି ମଧ୍ୟ ଭାଜପା ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। କିନ୍ତୁ ତାହା ଅଧୁରା ରହିଯାଇଛି।…

ସୁନୀଲ ସେଟ୍ଟୀଙ୍କ ଝିଅ ପ୍ରେମରେ ପଡ଼ିଛନ୍ତି ଏହି କ୍ରିକେଟର

କ୍ରିକେଟ ଏବଂ ବଲିଉଡ୍‌ର ଦୁନିଆର ସମ୍ପର୍କ ବହୁତ ପୁରୁଣା। ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କଠାରୁ ଆରମ୍ଭ କରି ହରବଜନ ସିଂହ ଏବଂ ଗୀତା ବସ୍ରାଙ୍କ ପର୍ଯ୍ୟନ୍ତ ଏମିତି ଅନେକ ଯୋଡି ରହିଛନ୍ତି ଯେଉଁମାନେ କ୍ରିକେଟ ଏବଂ ବଲିଉଡ୍‌କୁ ସଂଯୋଗ କରୁଛନ୍ତି।…

ବିରଜା କ୍ଷେତ୍ରକୁ ନୂତନ ରେଳପଥ ସଂଯୋଗ ଆଶା ମଉଳିଲା

ଯାଜପୁର ଅଫିସ,୫।୨: ଚଳିତ ରେଳ ବଜେଟ ଯାଜପୁର ଜିଲା ପାଇଁ ନିରାଶଜନକ ହୋଇଛି । ପୂର୍ବତଟ ରେଳପଥ ଅଧୀନ ଯାଜପୁର-କେଉଁଝରରୋଡ ଷ୍ଟେଶନଠାରୁ ଧାମରା ପର୍ଯ୍ୟନ୍ତ ଭାୟା ବିରଜାକ୍ଷେତ୍ର ପ୍ରସ୍ତାବିତ ନୂତନ ରେଳଲାଇନ ସଂଯୋଗ ପାଇଁ ଦୀର୍ଘବର୍ଷର ଦାବି ଚଳିତ ବଜେଟରେ ମଧ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri