କଂଗ୍ରେସ ହିଁ କେବଳ କରିପାରେ ରକ୍ତରେ ଚାଷ: କୃଷିମନ୍ତ୍ରୀ
ନୂଆଦିଲ୍ଲୀ,୫ ।୨: କେନ୍ଦ୍ରୀୟ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଶୁକ୍ରବାର ରାଜ୍ୟ ସଭାରେ କୃଷି ଆଇନୁ ନେଇ ନିଜର ମତ ରଖିଛନ୍ତି । ସେ ଗାଁ, ଗରିବ ଓ କୃଷକଙ୍କ ଉପରେ କହିବା ବେଳେ ବିରୋଧୀଙ୍କୁ ଟାର୍ଗେଟ କରିଥିଲେ । ସେ…
୧୭ ବର୍ଷ ପରେ ଅବସର ନେଇ ଫେରିଲେ ସେନା, ହାତ ପାପୁଲି ରଖି ସ୍ୱାଗତ କଲେ ଗାଁଲୋକେ
ଭୋପାଳ,୫ ।୨: ଦେଶର ସୀମାରେ ଜାଗ୍ରତ ପ୍ରହରି ସାଜି ନିଜ ଜୀବନକୁ ବାଜି ଲଗାଇ ଦେଶକୁ ସୁରକ୍ଷା ଯୋଗାଇଥାଆନ୍ତି ବୀର ଯବାନ । ଏମାନଙ୍କ ଦେଶଭକ୍ତି ଆଗରେ ସମସ୍ତ ଦେଶବାସୀଙ୍କ ମୁଣ୍ଡ ଆପଣାଛାଏଁ ନଇଁ ଯାଇଥାଏ । ଏହାର ଏକ ଉଦାହରଣ…
ଏହି ଅଭିନେତାଙ୍କ ଝିଅ କରିଥିଲେ ଏମିତି ଭୁଲ୍ : ହରାଇବାକୁ ପଡ଼ିଥିଲା ଆତ୍ମସମ୍ମାନ
ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କ ଝିଅ ତ୍ରିଶାଳା ଦତ୍ତ ନିକଟରେ ଇନ୍ଷ୍ଟାଗ୍ରାମରେ ତାଙ୍କ ଫଲୋଅର୍ସଙ୍କ ସହ ‘ଆକ୍ସ ମି ଏନିଥିଙ୍ଗ’ ସିଜିନ୍ରେ ଯୋଡି ହୋଇଥିଲେ। ଯେଉଁଠାରେ ସେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଅନେକ କଥା କହିଥିଲେ। ତ୍ରିଶାଳା ତାଙ୍କ ପ୍ରଶଂସକଙ୍କ…
ଅଗ୍ନିକାଣ୍ଡ: ଜଳିଗଲା ୪ପରିବାରଙ୍କ ୧୦ ବଖରା
ଭଦ୍ରକ ଅଫିସ, ୫।୨: ଭଦ୍ରକ ଜିଲା କଲେଇ ପଞ୍ଚାୟତ ବଳାଜିତପଡା ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୪ ପରିବାରର ୧୦ ବଖରା ଘର ଜଳି ପାଉଁଶ ହୋଇଯାଇଛି। ଘରେ ଥିବା ସମସ୍ତ ଆସବାବପତ୍ର ସମେତ ଧାନ, ଚାଉଳ,…
ସାରା ବିଶ୍ୱରେ ଏବେ ଚାଉଳ ଅଭାବ, ଏମିତି ପୂରଣ କରିବ ଭାରତ
ନୂଆଦିଲ୍ଲୀ,୫।୨: ସମଗ୍ର ବିଶ୍ୱରେ ଏବେ ଚାଉଳର ଅଭାବ ପରିଲକ୍ଷିତ ହୋଇଛି। ତେଣୁ ଭାରତ ପୁଣି ଥରେ ସମଗ୍ର ବିଶ୍ୱର ଚାଉଳ ଅଭାବ ପୂରଣ କରିବାକୁ ଯାଉଛି। ଭାରତ ସରକାର ଆନ୍ଧ୍ରପ୍ରଦେଶରେ ଏକ ଡିପ୍ ଓ୍ବାଟର ପୋର୍ଟ ଉପଯୋଗ କରିବାକୁ ଯାଉଛନ୍ତି। ଏହା…
୧୦୦ତମ ଟେଷ୍ଟ ଖେଳି ବିଶ୍ୱ ରେକର୍ଡ କଲେ ଇଂଲଣ୍ଡ ଅଧିନାୟକ, ଏକମାତ୍ର କ୍ରିକେଟର ଭାବେ…
ଚେନ୍ନାଇ,୫।୨: ଇଂଲଣ୍ଡ ଅଧିନାୟକ ଜୋ ରୁଟ ଭାରତ ବିପକ୍ଷରେ ଶୁକ୍ରବାର ନିଜ କ୍ୟାରିୟରର ୧୦୦ତମ ଟେଷ୍ଟ ଖେଳୁଛନ୍ତି। ଏପରି କରିବାରେ ସେ ୧୫ତମ ଇଂରେଜ କ୍ରିକେଟର ପାଲଟିଛନ୍ତି। ଏହାଛଡ଼ା ସେ ସଚିନ ତେନ୍ଦୁଲକର, ଏଲିଷ୍ଟର କୁକ୍ଙ୍କ ପରେ ୧୦୦ତମ ଟେଷ୍ଟ ଖେଳିଥିବା…
ନ୍ୟାୟ ନ ମିଳିବାରୁ ଏସ୍ପି ଅଫିସ ସମ୍ମୁଖରେ କିରୋସିନ ଢାଳି ଆତ୍ମାହୁତି ଉଦ୍ୟମ
ଭଦ୍ରକ ଅଫିସ, ୫।୨: ନ୍ୟାୟ ନ ମିଳିବାରୁ ଭଦ୍ରକ ଏସ୍ପିଙ୍କ ଅଫିସ ସମ୍ମୁଖରେ ମା’ ଓ ପୁଅ ଶୁକ୍ରବାର କିରୋସିନ ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି। ସେମାନେ ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବେଲଦା ଗ୍ରାମର ଜୋଶ୍ନାରାଣୀ ପାତ୍ର ଓ…
ଦାନ୍ତ କରିଥାଏ ଭବିଷ୍ୟବାଣୀ
ସାଧାରଣତଃ ଦାନ୍ତ ଖାଦ୍ୟ ଚୋବାଇବା ପାଇଁ ବ୍ୟବହୃତ ହୋଇଥାଏ। ଏହାର ଉପଯୋଗୀତା କେବଳ ଏତିକି ବୋଲି ଆମେ ଜାଣିଛୁ। କିନ୍ତୁ ଭାରତୀୟ ସମୁଦ୍ର ଶାସ୍ତ୍ର ଅନୁଯାୟୀ, ଦାନ୍ତ ଭବିଷ୍ୟ ବିଷୟରେ ବହୁତ କିଛି କହିଥାଏ। କେବଳ ଏହାକୁ ବୁଝିବା ଆବଶ୍ୟକ। ଜାଣିବା…
୧୯୯୪ ପରେ ଭାରତରେ ପ୍ରଥମ ଥର ପାଇଁ ଘଟିଲା ଏପରି, ଚେନ୍ନାଇ ଟେଷ୍ଟରେ…
ଚେନ୍ନାଇ,୫।୨: ଶୁକ୍ରବାରଠାରୁ ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ଭାରତ-ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ସିରିଜ୍। ୧୯୯୪ ଫେବୃୟାରୀ ପରେ ପ୍ରଥମ ଥର ପାଇଁ ଭାରତରେ ଟେଷ୍ଟ ମ୍ୟାଚ୍ରେ ଦୁଇଜଣ ଭାରତୀୟ ଅମ୍ପାୟାର ସାମିଲ ହୋଇଛନ୍ତି। ଚେନ୍ନାଇ ଟେଷ୍ଟରେ ନୀତିନ ମେନନ ଏବଂ…
ହାସ୍ୟ ଅଭିନେତା ମୁନୱାର ଫାରୁକିଙ୍କୁ ଜାମିନ
ଇନ୍ଦୋର,୫।୨: ହାସ୍ୟ ଅଭିନେତା ମୁନୱାର ଫାରୁକିଙ୍କୁ ଜାମିନ ମିଳିଛି। ହାଇକୋର୍ଟର ଇନ୍ଦୋର ବେଞ୍ଚରୁ ତାଙ୍କ ଜାମିନ ଆବେଦନ ପ୍ରତ୍ୟାଖ୍ୟାନ କରାଯିବା ପରେ ମୁନୱାର ସୁପ୍ରିମକୋର୍ଟ ଯାଇଥିଲେ। ଶୁକ୍ରବାର ସୁପ୍ରିମକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ। ସୂଚନାଯୋଗ୍ୟ, ମୁନୱାର ଫାରୁକି ହିନ୍ଦୁ ଦେବତା…
ନିର୍ବନ୍ଧରେ ଦାମୀ ମୁଦି ପିନ୍ଧିଥିଲେ ଶିଳ୍ପା, ମୂଲ୍ୟ ଜାଣିଲେ
ନିର୍ବନ୍ଧ ମୁଦିକୁ ନେଇ ଚର୍ଚ୍ଚାକୁ ଆସିଥିବା ଅଭିନେତ୍ରୀଙ୍କ ମଧ୍ୟରୁ ଶିଳ୍ପା ଶେଟ୍ଟୀ ଅନ୍ୟତମ। ବଲିଉଡର ଗ୍ଲାମର ଅଭିନେତ୍ରୀ କୁହାଯାଉଥିବା ଶିଳ୍ପା ମଧ୍ୟ ତାଙ୍କ ନିର୍ବନ୍ଧରେ ଏକ ମହଙ୍ଗା ରିଙ୍ଗ ପିନ୍ଧିଥିଲେ। ୨୦୦୯ରେ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ସହ ତାଙ୍କର ବିବାହ ହୋଇଥିଲା।…
ବିବାହ ବନ୍ଧନରେ ବାନ୍ଧି ହେଲେ ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କ ପୁଅ
ମୁମ୍ବାଇ: ଅଭିନେତ୍ରୀ ପଦ୍ମିନୀ କୋହ୍ଲାପୁରୀଙ୍କ ପୁଅ ପ୍ରିୟାଙ୍କ ଶର୍ମା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପ୍ରିୟାଙ୍କ ଫିଲ୍ମ ନିର୍ମାତା କରୀମ ମୋରାନୀଙ୍କ ସାନ ଝିଅ ଶାଜା ମୋରାନୀଙ୍କୁୁ ବିବାହ କରିଛନ୍ତି। ଦୁଇଜଣ ଗୁରୁବାର ସକାଳେ କୋର୍ଟରେ ବିବାହ କରିଛନ୍ତି। ଏହା ପରେ…
Archives


