Home Left

ଦ୍ୱିତୀୟ ଟେଷ୍ଟ:ଦକ୍ଷିଣ ଆଫ୍ରିକା ଟପ୍‌ ଅର୍ଡରର ବିପର୍ଯ୍ୟୟ

ରାଓ୍ବଲପିଣ୍ଡି,୬।୨(ଏପି): ପାକିସ୍ତାନ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନମାନେ ପୁଣି ଫେଲ ମାରିଛନ୍ତି। ଫଳରେ ଘରୋଇ ଦଳ ସୁବିଧାଜନକ ସ୍ଥିତିରେ ରହିଛି। ସ୍ଥାନୀୟ ରାଓ୍ବଲପିଣ୍ଡି କ୍ରିକେଟ ଷ୍ଟାଡିୟମରେ ଚାଲିଥିବା ଅନ୍ତିମ ମ୍ୟାଚ୍‌ରେ ଟସ୍‌ ଜିତି ପାକିସ୍ତାନ…

୧୮ ମାସ ପରେ ଆରମ୍ଭ ହେଲା ଜମ୍ମୁ-କଶ୍ମୀରରେ 4G ଇଣ୍ଟରନେଟ ସେବା

ଶ୍ରୀନଗର,୬।୨: ଜମ୍ମୁ-କଶ୍ମୀରରେ 4G ମୋବାଇଲ ଇଣ୍ଟରନେଟ ସେବା ଉପରେ ଲାଗିଥିବା ପ୍ରତିବନ୍ଧକ ଶୁକ୍ରବାର ହଟାଇ ଦିଆଯାଇଛି। ଦୀର୍ଘ ୧୮ମାସ ପରେ ଏହି ସେବା ରାଜ୍ୟରେ ଲାଗୁ ହୋଇଛି। ଛାତ୍ରୀଛାତ୍ରଙ୍କ ଅନ୍‌ଲାଇନ ପାଠପଢାରେ ବ୍ୟାଘାତ ହେଉଥିବାରୁ କେନ୍ଦ୍ର ସରକାର 4G ମୋବାଇଲ ଇଣ୍ଟରନେଟ…

ଫୋନ୍‌ କଲ୍‌ରେ ବିଡିଓଙ୍କ ପରିଚୟ ଦେଇ ଲୁଟିନେଲେ ୩୭ହଜାର

ଗୁଡାରି,୬ା୨: ମୁଁ ଗୁଡାରି ବିଡିଓ କହୁଛି। ଆପଣଙ୍କ ବ୍ୟାଙ୍କ ଖାତାକୁ କରୋନାର ମାସ୍କ କିଣା ଏବଂ ସାନିଟାଇଜର ବାବଦକୁ ଟଙ୍କା ଯିବ। ଶୀଘ୍ର ଏଟିଏମ୍‌ କାର୍ଡ ନମ୍ବର, ସିଭିଭି ନମ୍ବର ଏବଂ ଏକ୍ସପାଏରି ଡେଟ୍‌ କୁହନ୍ତୁ। ରାୟଗଡ଼ା ଜିଲା ଗୁଡାରି ବ୍ଲକ୍‌…

କ୍ରିକେଟର ଶ୍ରୀସନ୍ଥଙ୍କ ବିରୋଧରେ ଆସିଥିଲା ଏଭଳି ଅଭିଯୋଗ…

ମୁମ୍ବାଇ,୬।୨: ଭାରତୀୟ କ୍ରିକେଟର ଶାନ୍ଥାକୁମାରନ ଶ୍ରୀସନ୍ଥଙ୍କୁ ଶନିବାର ୩୮ବର୍ଷ ପୂରଣ ହୋଇଛି। ସେ ୩୯ ବର୍ଷରେ ପାଦ ଦେଇଛନ୍ତି। ୧୯୮୩ ଫେବୃୟାରୀ ୬ରେ ସେ କେରଳର କୋଥାମଙ୍ଗଳମ୍‌ ଠାରେ ଜନ୍ମଗ୍ରହଣ କରିଥିଲେ। କ୍ରିକେଟ ପଡ଼ିଆରେ ବେଶ ସଫଳତା ହାସଲ କରିପାରି ନ…

୬ରୁ ସାହାଣୀ କପ୍‌ ଫୁଟବଲ

ସୁୁନ୍ଦରଗଡ଼, ୫।୨: ଫୁଟବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ) ପକ୍ଷରୁ ୬ତାରିଖ ଶନିବାରଠାରୁ ସୁନ୍ଦରଗଡ଼ରେ ୬୧ତମ ଆନ୍ତଃ ଜିଲା ଫୁଟବଲ ପ୍ରତିଯୋଗିତା ସାହାଣୀ କପ୍‌ ୨୦୨୦-୨୧ ଆରମ୍ଭ ହେବ। ଏଥିରେ ରାଜ୍ୟର ୨୯ ଜିଲାର ୩୨ଟି ଦଳ ଭାଗ ନେବେ। ତସଲାଡିହି…

ବଡ଼ଧରଣର ମାଓବାଦୀ ଆକ୍ରମଣ ଯୋଜନାକୁ ପଣ୍ଡ କଲା ପୋଲିସ

କୋରାପୁଟ, ୫ା୨: କୋରାପୁଟ ଜିଲା ନାରାୟଣପାଟଣା ଥାନା ଅନ୍ତର୍ଗତ ବୋରିଗି ଅଞ୍ଚଳରୁ ମାଓବାଦୀମାନେ ଲୁଚାଇ ରଖିଥିବା ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀକୁ ପୋଲିସ ଜବତ କରିଛି। ଶୁକ୍ରବାର ଜିଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍‌ପି ବରୁଣ ଗୁଣ୍ଟିପାଲି…

ନୂଆ କୃଷି ଆଇନରେ କ’ଣ ତ୍ରୁଟି ରହିଛି, ତାହା କହିବାକୁ କେହି ପ୍ରସ୍ତୁତ ନୁହନ୍ତି : କୃଷିମନ୍ତ୍ରୀ

ନୂଆଦିଲ୍ଲୀ, ୫ା୨- “ ନୂଆ କୃଷି ଆଇନରେ କ’ଣ ତ୍ରୁଟି ରହିଛି ? ଏହି ପ୍ରଶ୍ନ ବାରମ୍ବାର ପଚାରିଛି। ହେଲେ କେହି ଏହାର ଉତ୍ତର ଦେଉ ନାହାନ୍ତି ” ବୋଲି ରାଜ୍ୟ ସଭାରେ ଶୁକ୍ରବାର ଏହା କହିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର…

‘ଟିକା ନ ନେଲେ ଭୁଲିଯାଅ ଦରମା ’

କଟକ, ୫ା୨- ପଞ୍ଜୀକରଣ କରି ଟିକା ନ ନେଲେ ସ୍ବାସ୍ଥ୍ୟକର୍ମୀ ଓ ଅଙ୍ଗନବାଡ଼ି କର୍ମୀଙ୍କୁ ଦରମା ମିଳିବ ନାହିଁ। ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି କଟକ ଜିଲାପାଳ ଭବାନୀ ଶଙ୍କର ଚଇନୀ। ରାଜ୍ୟରେ ଟିକାକରଣରେ ପଛରେ ରହିଛି କଟକ ଜିଲା। ଏଣୁ…

ନାବାଳିକାଙ୍କୁ ଅଶ୍ଳିଳ ଫଟୋ ଭାଇରାଲ କରିଦେବାକୁ ଧମକ ଦେଇ ଯୁବକ ଗିରଫ

ଭବାନୀପାଟଣା,୫।୨: ଭବାନୀପାଟଣାର ସହରର ଜଣେ ନାବାଳିକାଙ୍କୁ ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅନ୍ତର୍ଗତ ପୋଇବାଡି ଗ୍ରାମର ଜିତେନ୍ଦ୍ର ବେହେରା(୨୬) ହ୍ବାଟସ ଆପ୍‌ରେ ବ୍ଲାକମେଲିଂ କରି ଗିରଫ ହୋଇଛନ୍ତି। ଉଭୟଙ୍କ ମଧ୍ୟରେ ହ୍ବାଟସ ଆପ୍‌ରେ ବନ୍ଧୁତା ପରେ ମୋବାଇଲରେ ନିୟମିତ ଚାଟିଂ କରିବା…

ଦିଲ୍ଲୀରୁ ଆତଙ୍କବାଦୀ ଗିରଫ

ଶ୍ରୀନଗର,୫।୨: ଦିଲ୍ଲୀ ବିମାନବନ୍ଦରରୁ ଶୁକ୍ରବାର ଜୈଶ-ଏ-ମହମ୍ମଦ ସହିତ ଜଡିତ ଜଣେ ଆତଙ୍କବାଦୀଙ୍କୁ ଜମ୍ମୁ-କଶ୍ମୀର ପୋଲିସ ଗିରଫ କରିଛି। ଗିରଫ ଆତଙ୍କବାଦୀ ହେଲେ ମୁନୀବ ଅହମଦ ସୋଫି। ତାଙ୍କ ଘର ଜମ୍ମୁ-କଶ୍ମୀରର ବିଜବେହାଡାରେ ବୋଲି ସୂଚନା ମିଳିଛି। ଜମ୍ମୁ କଶ୍ମୀର ପୋଲିସ ସୂଚନା…

ରିକି ପଣ୍ଟିଂଙ୍କ ରେକର୍ଡ ପଛରେ ପଡ଼ିଛନ୍ତି କୋହଲି

ନୂଆଦିଲ୍ଲୀ, ୫ା୨- ଅଷ୍ଟ୍ରେଲିଆର ମହାନ କ୍ୟାପଟେନ ରିକି ପଣ୍ଟିଂଙ୍କ ଏକ ବିଶ୍ୱ ରେକର୍ଡ ଏବେ ସଙ୍କଟରେ। କାରଣ ତାଙ୍କ ରେକର୍ଡ ପଛରେ ପଡ଼ିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। କ୍ରିକେଟର ସମସ୍ତ (ଟି୨୦, ଦିନିକିଆ ଓ ଟେଷ୍ଟ) ଫର୍ମାଟରେ ଜଣେ ଅଧିନାୟକ…

ଦିଲ୍ଲୀ ସୀମାରେ ସୁରକ୍ଷା ବଢାଇବାକୁ ଡୋଭାଲଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୫।୨: ସଂସଦ କମ୍ପ୍ଲେକ୍ସରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ଦିଲ୍ଲୀ ପୋଲିସ କମିଶନର ଏସ୍‌.ଏନ୍‌ ଶ୍ରୀବାସ୍ତବ। ଏହି ଅବସରରେ ଏକ ବୈଠକ ହୋଇଥିଲା। ବୈଠକରେ ଫେବୃୟାରୀ ୬ରେ ଚକା ଜାମ ବିରୋଧ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri