ଟ୍ରମ୍ପ୍ଙ୍କୁ ମିଳିବନି ସୁରକ୍ଷା ସୂଚନା
ଓ୍ବାଶିିଂଟନ,୬।୨: ଆମେରିକା ଇତିହାସରେ ପ୍ରଥମ ଥର ପାଇଁ ଏକ ଘଟଣା ଘଟିବାକୁ ଯାଉଛି। ପୂର୍ବତନ ରାଷ୍ଟ୍ରପତିଙ୍କୁ ଦେଶର ସୁରକ୍ଷା ସମ୍ପର୍କିତ ସୂଚନା ଯୋଗାଇ ଦିଆଯିବା ଏକ ପ୍ରକାର ସୌଜନ୍ୟତା। ମାତ୍ର ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ସୁରକ୍ଷା ସମ୍ପର୍କିତ କୌଣସି ସୂଚନା…
ୟୁପିଏସ୍ସି ପ୍ରିଲିମ୍ ପାଇଁ ଆଉ ଏକ ସୁଯୋଗ
ନୂଆଦିଲ୍ଲୀ, ୬ା୨: କୋଭିଡ୍ ଯୋଗୁ ଅକ୍ଟୋବର ୨୦୨୦ରେ ଅନୁଷ୍ଠିତ ୟୁନିୟନ ପବ୍ଲିକ ସର୍ଭିସ କମିଶନ (ୟୁପିଏସ୍ସି) ପ୍ରିଲିମ୍ ପରୀକ୍ଷାରୁ ବଞ୍ଚିତ ହୋଇ ଶେଷ ସୁଯୋଗ ହରାଇଥିବା ଆଶାୟୀମାନଙ୍କୁ ଆଉ ଏକ ସୁଯୋଗ ମିଳିବ। ଏ ନେଇ କେନ୍ଦ୍ର ସରକାର ଶୁକ୍ରବାର ସୁପ୍ରିମକୋର୍ଟଙ୍କୁ…
‘ଆଇନରେ କଳା କେଉଁଠି କୁହ’
ନୂଆଦିଲ୍ଲୀ, ୬।୨(ପି.ଟି.): ବିବାଦୀୟ କୃଷି ଆଇନକୁ ପ୍ରତ୍ୟାହାର କରାଯାଇ ତାହା ସ୍ଥାନରେ ବିସ୍ତୃତ ବିଚାର ବିମର୍ଶ କରି ନୂଆ ଆଇନ ଅଣାଯାଉ ବୋଲି ଶୁକ୍ରବାର ରାଜ୍ୟ ସଭାରେ ଶିବସେନା, ଶିରୋମଣି ଅକାଳୀ ଦଳ, ଏନ୍ସିପି, ସମାଜବାଦୀ ପାର୍ଟି ଏବଂ ବାମଦଳଗୁଡ଼ିକ ଦାବି…
ମହାପଞ୍ଚାୟତକୁ ବିପୁଳ ସମର୍ଥନ
ଶାମଲି (ୟୁପି), ୬।୨: ପ୍ରଶାସନର ନିଷିଦ୍ଧାଦେଶକୁ ଭ୍ରୂକ୍ଷେପ ନ କରି ଶୁକ୍ରବାର ଉତ୍ତରପ୍ରଦେଶର ଶାମଲିଠାରେ ହଜାର ହଜାର ଚାଷୀ କିଷାନ ମହାପଞ୍ଚାୟତରେ ଯୋଗଦେଇଛନ୍ତି। ଦିଲ୍ଲୀ ସୀମାରେ ଆନ୍ଦୋଳନରତ କୃଷକଙ୍କ ସମର୍ଥନରେ ଏହି ମହାପଞ୍ଚାୟତର ଆୟୋଜନ କରାଯାଇଥିଲା। ଦୁଇଦିନ ପୂର୍ବରୁ କୋଭିଡ୍ କଟକଣା…
ଆଇପିଏଲ ଅକ୍ଶନ: ଶ୍ରୀସନ୍ଥଙ୍କ ବେସ ପ୍ରାଇସ୍ ୭୫ ଲକ୍ଷ, ସର୍ବନିମ୍ନ ପାହ୍ୟାରେ ଅର୍ଜୁନ
ଚେନ୍ନାଇ, ୬ା୨- ଫେବୃୟାରୀ ୧୮ରେ ହେବାକୁ ଥିବା ବହୁ ପ୍ରତିକ୍ଷୀତ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ନିଲାମ ପ୍ରକ୍ରିୟାରେ ୧୦୯୭ ଜଣ ଖେଳାଳିଙ୍କ ନାମ ପଞ୍ଜୀକୃତ କରାଯାଇଛି। ସେମାନଙ୍କ ମଧ୍ୟରେ ରହିଛନ୍ତି ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ, ବାଂଲାଦେଶ ଅଲରାଉଣ୍ଡର ଶକିବ…
ଦଳଦଳ ହେଲେଣି ଦଳ
ନୂଆଦିଲ୍ଲୀ, ୬।୨(ପି.ଟି.): ପଞ୍ଜୀକୃତ ଅଣସ୍ବୀକୃତ ରାଜନୈତିକ ଦଳ ସଂଖ୍ୟା ୨୦୧୦ରୁ ୨୦୧୯ ମଧ୍ୟରେ ଦୁଇଗୁଣ ବୃଦ୍ଧି ପାଇଛି। ଆସୋସିଏଶନ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର୍) ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହା କୁହାଯାଇଛି। ଅଣସ୍ବୀକୃତ ଦଳ ଅର୍ଥ ଯେଉଁମାନେ ନୂଆ ପଞ୍ଜୀକୃତ ହୋଇଛନ୍ତି…
ସଚିନ ତେନ୍ଦୁଲକରଙ୍କୁ ଅପମାନିତ କଲେ କଂଗ୍ରେସ କର୍ମୀ
କୋଚି, ୬ା୨- ଦେଶରେ ନୂଆ ଚାଷୀ ଆଇନକୁ ପ୍ରବଳ ବିରୋଧ କରାଯାଉଥିବାବେଳେ ଏହି ଆଇନ ସପକ୍ଷରେ ବାହାରିଛନ୍ତି କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର। ଏଥିନେଇ ଦେଶର ମହାନ କ୍ରିକେଟରଙ୍କୁ ଟାର୍ଗେଟ କରିଛି କଂଗ୍ରେସ। ସଚିନଙ୍କୁ ଅପମାନିତ କରିଛନ୍ତି କଂଗ୍ରେସ କର୍ମୀ। କେରଳର…
ଉଦୟପୁର ବେଶିଲ୍ ଇଣ୍ଟରନ୍ୟାଶନାଲରେ ଏନଫୋର୍ସମେଣ୍ଟ ଟିମ୍
ଭୋଗରାଇ, ୬।୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଉଦୟପୁରସ୍ଥିତ ବେଶିଲ ଇଣ୍ଟରନ୍ୟାଶନାଲ ଭଗ୍ନପ୍ରାପ୍ତ ପଞ୍ଚତାରକା ହୋଟେଲରେ କେନ୍ଦ୍ରୀୟ ଏନଫୋର୍ସମେଣ୍ଟର ଗୌହାଟି ଇଡି ଆସିଷ୍ଟାଣ୍ଟ କମିଶନର ଚନ୍ଦ୍ରମଣି ସିକୁମାର ଓ ଭୋଗରାଇ ତହସିଲଦାର କମଳାକାନ୍ତ ପଣ୍ଡା ଶୁକ୍ରବାର ପହଞ୍ଚତ୍ ହୋଟେଲର ସ୍ଥାବର ଓ…
ଆନ୍ଦୋଳନକାରୀଙ୍କୁ ଚାକିରି, ପାସପୋର୍ଟ ମିଳିବା କଷ୍ଟକର
ଡେରାଡୁନ/ପାଟନା, ୬ା୨- ସୋସିଆଲ ମିଡିଆରେ ଦେଶ ବିରୋଧୀ କମେଣ୍ଟ କିମ୍ବା ହାସ୍ଟ୍ୟାଗ ବ୍ୟବହାର କଲେ ଉତ୍ତରାଖଣ୍ଡ ଓ ବିହାରରେ ପାସପୋର୍ଟ ଓ ଅସ୍ତ୍ରଶସ୍ତ୍ର ପାଇଁ ଲାଇସେନ୍ସ ନେବା କଷ୍ଟକର ହେବ। କେବଳ ଏତିକି ନୁହେଁ, ବ୍ୟାଙ୍କରୁ ଋଣ ମିଳିବ ନାହିଁ। ସରକାରୀ…
ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଆର୍ବିଆଇ
ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଆର୍ବିଆଇ) ଚତୁର୍ଥ ଥର ଲାଗି ଏହାର ରେପୋ ରେଟ୍ ( କେନ୍ଦ୍ରୀୟ ବ୍ୟାଙ୍କ ଯେଉଁ ହାରରେ ବାଣିଜି୍ୟକ ବ୍ୟାଙ୍କଗୁଡ଼ିକୁ ଋଣ ଦିଏ)କୁ ଶୁକ୍ରବାର ଅପରିବର୍ତ୍ତିତ ରଖିଛି। କରୋନା ପ୍ରଭାବିତ ଅର୍ଥ ବ୍ୟବସ୍ଥାକୁ ପୁଣି ଥରେ ଛିଡ଼ା…
ଜନସାଧାରଣ ନୁହେଁ, ଶିଳ୍ପପତି ପାଇବେ ଲାଭ
ଅନୁଗୋଳ ଅଫିସ, ୬।୨ ଖୁବ୍ଶୀଘ୍ର ଦେଶରେ ସ୍କ୍ରାପେଜ୍ ନୀତି ଲାଗୁ ହେବ। ଏହାଦ୍ୱାରା ୧୫ ବର୍ଷର ବ୍ୟବସାୟିକ ଓ ୨୦ ବର୍ଷର ଘରୋଇ ଗାଡ଼ିକୁ ରାସ୍ତାରୁ ହଟାଇ ଦିଆଯିବ। ଫଳରେ ପ୍ରଦୂଷଣରୁ ପରିବେଶକୁ ସୁରକ୍ଷା ଦିଆଯିବା ସହ ଇନ୍ଧନ ଶକ୍ତିର ବ୍ୟବହାରକୁ…
Archives


