ଚଳନ୍ତା କାର୍‌ରେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଲେ ଯୁବକ, ଘଟିଲା ଏମିତି…

ଓ୍ବାଶିଂଟନ,୧୯ା୬: ଆମେରିକାର କାଲିଫର୍ନିଆର ସେନ୍‌ ଜୋସ ସହରରେ ଜଣେ ଡ୍ରାଇଭର ଜଣେ ମହିଳାଙ୍କୁ ଦୁର୍ଘଟଣା ଘଟାଇ ମାରିବା ସହ ଦୁଇ ଲୋକଙ୍କୁ ଆହତ କରିଥିବା ଅଭିଯୋଗ ହୋଇଛି। କାରଣ ଏହି ଡ୍ରାଇଭର ଜଣକ ଗାଡ଼ି ଚଳାଇବା ସମୟରେ ସେକ୍ସ କରୁଥିଲେ। ଯାହା ପରେ ଦୁର୍ଘଟଣା ଘଟିଥିଲା। ଏହି ସମୟରେ ଡ୍ରାଇଭର ଜଣକ ନିଶାରେ ଥିଲେ।

ଏହି ଦୁର୍ଘଟଣାରେ ୩୫ ବର୍ଷୀୟା ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଏଥିସହିତ ଆଉ ଦୁଇଜଣ ଆହତ ହୋଇଛନ୍ତି। ଏକ ରିପୋର୍ଟ ଅନୁଯାୟୀ, କାର୍‌ ଡ୍ରାଇଭର ଏଲିକ୍ସ ମୋରିନୋଙ୍କୁ ହତ୍ୟା ଏବଂ ନିଶାରେ ଗାଡ଼ି ଚଳାଉଥିବା ଅଭିଯୋଗରେ ଜେଲ୍‌ ଯିବାକୁ ପଡ଼ିଛି।

ସୂଚନାଯୋଗ୍ୟ, ପାର୍କିଂରେ ଥିବା ଗାଡ଼ିରେ ଯାଇ ବସିପଡ଼ିଲେ ଏଲିକ୍ସ। ପଛରେ କିଏ ଥିବା ନ ଦେଖି ଗାଡ଼ିକୁ ଷ୍ଟାର୍ଟ କରିବା ସହ ପାଖରେ ବସିଥିବା ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଲେ। ଏହି ସମୟରେ ଗାଡ଼ିର ବେଗ ଏତେ ଦ୍ରୁତି ଥିଲା ଯେ, ପଛରେ ଠିଆ ହୋଇଥିବା ଦୁଇଜଣ ଲୋକ ଧକ୍କା ଖାଇ ପଡ଼ିଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିତ ଥାଇ ବି ନିଜକୁ ମୃତ ସାବ୍ୟସ୍ତ କଲେ ମହିଳା: ବୀମା କମ୍ପାନୀଠାରୁ ଲୁଟି ନେଲେ ୧୧ କୋଟି

ଇସଲାମାବାଦ୍‌,୫।୧୨: ପାକିସ୍ତାନରେ ଜଣେ ମହିଳା ନିଜକୁ ମୃତ ସାବ୍ୟସ୍ତ କରି ବୀମା କମ୍ପାନୀଠାରୁ ୧୧ କୋଟି ଟଙ୍କା ଲୁଟି ନେଇଛନ୍ତି। ୯ ବର୍ଷ ପରେ ଏହି...

କରୋନା ରୋକିବାକୁ ଏହି ପରାମର୍ଶ ଦେଲା ଡବ୍ଲ୍ୟୁଏଚ୍‌ଓ

ଓ୍ବାଶିଂଟନ,୯ା୧୨: କରୋନା ସଂକ୍ରମଣ ରୋକିବା ପାଇଁ ପରସ୍ପରକୁ ଆଲିଙ୍ଗନ ନ କରିବାକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ପରାମର୍ଶ ଦେଇଛି। ଡବ୍ଲ୍ୟୁଏଚ୍‌ଓ ଜରୁରିକାଳୀନ ବିଭାଗ ମୁଖ୍ୟ ଡ....

ବିଜୟ ଶପଥ ନେଲେ ପୁଟିନ୍‌

ମସ୍କୋ, ୧୩ା୪: କିଛି ଦିନ ହେଲା ନୀରବ ରହିଥିବା ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ମଙ୍ଗଳବାର ୟୁକ୍ରେନ୍‌ ବିଜୟର ଶପଥ ନେଇଛନ୍ତି। ୟୁକ୍ରେନ୍‌ରେ ରୁଷିଆ ଯୁଦ୍ଧର...

ମାଟି ତଳେ ୫୦ ଘଣ୍ଟା ରହିଲେ ୟୁଟ୍ୟୁବର

ଓ୍ବାଶିଂଟନ,୩।୪: ୟୁଟ୍ୟୁବ୍‌ରେ ପ୍ରତିଦିନ ନୂଆ ନୂଆ ଘଟଣା ସମ୍ପର୍କରେ ଭିଡ଼ିଓ ଅପଲୋଡ୍‌ ହେଉଛି। ସମ୍ପ୍ରତି ଆମେରିକାର ଜଣେ ୟୁଟ୍ୟୁବର ମାଟି ତଳେ କଫିନ୍‌ରେ ୫୦ ଘଣ୍ଟା...

ପାକିସ୍ତାନ ସୈନ୍ୟବାହିନୀରେ ୮ ଅଧିକାରୀଙ୍କୁ କରୋନା: ଡ୍ୟୁଟି କରିବାକୁ ଅମଙ୍ଗ ସୈନ୍ୟ

ଇସଲାମାବାଦ,୧୫।୩: ପାକିସ୍ତାନ ସୈନ୍ୟବାହିନୀରେ ଏବେ ସଙ୍କଟ ଦେଖାଦେଇଥିବା କୁହାଯାଉଛି। ଡ୍ୟୁଟି କରିବାକୁ ସୈନ୍ୟମାନେ ପଛଘୁଞ୍ଚା ଦେବାକୁ ଲାଗିଛନ୍ତି। କୁହାଯାଉଛି ପାକିସ୍ତାନ ସୈନ୍ୟବାହିନୀରେ ୮ ଅଧିକାରୀଙ୍କୁ କରୋନା...

ଇସ୍ତଫା ଦେଲେ ଜର୍ମାନୀର ନୌସେନା ମୁଖ୍ୟ

ବର୍ଲିନ,୨୩ ।୧: ଜର୍ମାନୀର ନୌସେନା ମୁଖ୍ୟ ଏଚିମ ଶୋୟନବାଖ ନିକଟରେ ଭାରତରେ ଏକ କାର୍ଯ୍ୟକ୍ରମରେ ନିଜ ଦେଶର ନୀତି ବିରୋଧରେ ଯାଇ ୟୁକ୍ରେନ ସଙ୍କଟ ଉପରେ...

ରୁଷିଆ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ହୃଦ୍‌ଘାତ

ମସ୍କୋ,୧୫।୪: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ୫୧ ଦିନ ହେବ ଯୁଦ୍ଧ ଜାରି ରହିଛି। ସେପଟେ ରୁଷିଆ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେ ଶୋଏଗୁ ହୃଦ୍‌ଘାତର ଶିକାର...

ହୋଟେଲ କର୍ମଚାରୀଙ୍କୁ ମୁଥ ପରେ ମୁଥ କଷିଦେଲେ ୪ ମହିଳା, ଭିଡିଓ ଦେଖିଲେ…

ଓ୍ବାଶିଂଟନ,୨୧।୩: ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ୪ ଜଣ ମହିଳା ଆମେରିକାର ଫ୍ଲୋରିଡା ରେଷ୍ଟୁରାଣ୍ଟରେ କାମ କରୁଥିବା ଜଣେ କର୍ମଚାରୀ...

Advertisement
Archives

Model This Week