Posted inଫୁରସତ

ଏହି ରାଶି-ରାଶି ମଧ୍ୟରେ ବିବାହ କରିବା ଆଦୌ ଉଚିତ୍‌ ନୁହେଁ, ଦାମ୍ପତ୍ୟରେ ଆସିଥାଏ ଝଡ଼

ସାଧାରଣତଃ ବିବାହ ସମୟରେ ଦାମ୍ପତ୍ୟ ଜୀବନ ସୁଖମୟ ହେବା ପାଇଁ ଜାତକ ମିଳା ଯାଇଥାଏ। କିଛି ରାଶି ଅଛି, ଜଣେ ଜଣଙ୍କ ପ୍ରତି ବେଶ୍‌ ଆକର୍ଷିତ ହୋଇଥାନ୍ତି। ଆଉ କିଛି ରାଶିରେ ବିବାହ ଯୋଗ ଆଦୌ ଭଲ ନୁହେଁ। କାରଣ ରାଶି ମେଳ ନ ଖାଇବାରୁ ଦାମ୍ପତ୍ୟ ଜୀବନରେ ଝଡ଼ ଆସେ। ଏପରିକି ଏହି ଝଡ଼ ବିଚ୍ଛେଦର ରୂପ ନିଏ। ତେଣୁ ବିବାହ ସମୟରେ ଜାତକ ମେଳ କରି ବିବାହ କରିବା ସୁଖୀ ଦାମ୍ପତ୍ୟ ଜୀବନର ମୂଳମନ୍ତ୍ର ହୋଇଥାଏ। ଜ୍ୟୋତିଷଶାସ୍ତ୍ର ମତରେ ରାଶି ମେଳକ ନ ଖାଇଲେ ବିବାହ କରିବା ଅନୁଚିତ। ତେବେ ଜାଣନ୍ତୁ କେଉଁ ଦୁଇ ରାଶିର ଦମ୍ପତିଙ୍କ ମଧ୍ୟରେ ଆଦୌ ପଡ଼ି ନ ଥାଏ।


ମକର ଏବଂ ମେଷ: ମକର ରାଶିର ଲୋକେ ଭଲ ସ୍ବଭାବ ଏବଂ ଚିନ୍ତାଧାରାର ହୋଇଥାନ୍ତି। ଏହି ରାଶିର ଲୋକମାନେ ସର୍ବଦା ସ୍ବାଭିମାନ ସହ ଜୀବନ ଜିଇଁବା ପାଇଁ ପସନ୍ଦ କରିଥାନ୍ତି। ମକର ରାଶିରେ ଲୋକମାନେ ମେଷ ରାଶି ଲୋକଙ୍କୁ ନିୟନ୍ତ୍ରଣରେ ରଖିବା ପାଇଁ ଚାହିଁଥାନ୍ତି। ଏଥିପାଇଁ ମେଷ ରାଶି ବ୍ୟକ୍ତିବିଶେଷଙ୍କ ଉପରେ ଅଶାନ୍ତି ହୋଇଥାନ୍ତି। ସେହିଭଳି, ମକର ରାଶିର ଲୋକମାନଙ୍କ ଘରଠାରୁ ଅଫିସ ପର୍ଯ୍ୟନ୍ତ ମନ୍ଥର କାର୍ଯ୍ୟ ହେତୁ ମେଷ ରାଶିର ଲୋକମାନଙ୍କ ସହ ତାଳମେଳ ରହେ ନାହିଁ। ଫଳରେ ମତଭେଦ ଦେଖାଦିଏ।

ମୀନ ଏବଂ ମିଥୁନ: ମୀନ ରାଶିର ବ୍ୟକ୍ତିଙ୍କ ସ୍ବଭାବ ବେଶ୍‌ କଳାତ୍ମକ ଏବଂ ସହଜ। ସେମାନେ ମିଥୁନ ରାଶିକୁ ବୁଝିବାରେ ବହୁତ ଅସୁବିଧା ହୋଇଥାଏ। କାରଣ ମିଥୁନ ରାଶିର ଲୋକମାନେ ସବୁବେଳେ ଦ୍ୱନ୍ଦ୍ୱରେ ରହିଥାନ୍ତି। ଏଥିପାଇଁ ମୀନ ରାଶି ସହିତ ଆଦୌ ପଡ଼େ ନାହିଁ। ଏହି ଦୁଇ ରାଶିଙ୍କ ମଧ୍ୟରେ ବିବାହ ଅଶୁଭ ବିବେଚନା କରାଯାଇଥାଏ।

ସେହିପରି ମେଷ-କର୍କଟ, ବୃଷ-ସିଂହ, ମିଥୁନ-କନ୍ୟା, କର୍କଟ-ତୁଳା,ଧନୁ-ମୀନ, କନ୍ୟା-ଧନୁ, ସିଂହ-ବୃଷ,ତୁଳା-ମକର ରାଶିଙ୍କ ସହ ବିବାହ କଲେ ଦାମ୍ପତ୍ୟ ଜୀବନ ସୁଖମୟ ହୋଇ ନ ଥାଏ ବୋଲି ଜ୍ୟୋତିର୍ବିଦମାନେ ଗଣନା କରି କହିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଷ୍ଟିହୀନ ଶିଶୁଙ୍କ ସନ୍ଧାନରେ ଯିବେ ୬୦୦୦ ଏନଏସଏସ ଛାତ୍ରୀ: ଦୁଇଜଣିଆ ଟିମ କରିବେ ସର୍ଭେ

ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ): ସୁପୋଷିତ ଓଡ଼ିଶା ମିଶନ ଅଧୀନରେ ପୁଷ୍ଟିହୀନ ଶିଶୁଙ୍କ ସର୍ଭେ କାର୍ଯ୍ୟରେ ସାମିଲ ହେବାକୁ ଥିବା ଜାତୀୟ ସେବା ଯୋଜନା (ଏନଏସଏସ) ସ୍ବେଚ୍ଛାସେବୀଙ୍କୁ ନେଇ ସୋମବାର…

ବୈଭବଙ୍କ ବୋଲିଂ ଆକ୍ସନ ଦେଖି ଯୁବରାଜଙ୍କ ମଜାଦାର କମେଣ୍ଟ, କହିଲେ ଏମିତି…ପଡିଗଲା ଚହଳ

ନୂଆଦିଲ୍ଲୀ, ୩୧।୮: ଭାରତୀୟ କ୍ରିକେଟର ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ଏବେ ୨୦୨୬ ଦୁଲୀପ ଟ୍ରଫିରେ ନିଜ ପ୍ରତିଭାର ଝଲକ ଦେଖାଉଛନ୍ତି। ମାତ୍ର ୧୫ ବର୍ଷ ବୟସର…

ରାତିରେ ହେଲା ସ୍ବାମୀ-ସ୍ତ୍ରୀ ପାଟିତୁଣ୍ଡ: ସକାଳୁ ମିଳିଲା…

ଲାଞ୍ଜିଗଡ, ୩୧।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଥାନା ଅନ୍ତର୍ଗତ ଭାଟଗୁଡ଼ା ଗ୍ରାମରେ ଏକ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ମୃତ୍ୟୁର…

ଝିଆରୀଙ୍କୁ ଲିଫ୍ଟ ଦେଇ ବଳାତ୍କାର ଉଦ୍ୟମ କଲେ ଦାଦା: ବାନ୍ଧିଲା ପୋଲିସ

ପାଟଣା,୩୧।୮(ବୀର କିଶୋର ଦାଶ): ଯୁକ୍ତ୨ ପଢୁଥିବା ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ସମ୍ପର୍କୀୟ ଦାଦା ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସୋମବାର ପାଟଣା ପୋଲିସ ଦାଦାଙ୍କୁ…

ପୁଟିନ- ମୋଦିଙ୍କ ମଧ୍ୟରେ ବୈଠକ: ଆଲୋଚନା ଭିତରେ ଆସିଲା ବଡ଼ ଖବର

ନୂଆଦିଲ୍ଲୀ, ୩୧।୮: ଦୁଇ ଦିନିଆ କିର୍ଗିଜସ୍ତାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶକେକ୍‌ରେ ପହଞ୍ଚିବା ପରେ ସୋମବାର ସାଂଘାଇ ସହଯୋଗ ସଂଗଠନ (SCO) ବୈଠକରେ ଯୋଗଦେଇଛନ୍ତି।…

ଭଞ୍ଜନଗର ସହରର ବିକାଶ ଉପରେ ଗୁରୁତ୍ୱ: ବିଧାୟକ କହିଲେ, ମିଳିତ ପ୍ରୟାସ ଆବଶ୍ୟକ

ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ): ଭଞ୍ଜନଗର ମ୍ୟୁନିସିପାଲିଟି ପକ୍ଷରୁ ସୋମବାର ସ୍ବାୟତ୍ତ ଶାସନ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି ଅବସରରେ ମ୍ୟୁନିସିପାଲିଟି କାର୍ଯ୍ୟାଳୟ ପରିସରରେ…

ପ୍ରକାଶ ପାଇଲା ଚିଠା ଭୋଟର ତାଲିକା: ଦିଲ୍ଲୀରେ ବାଦ୍‌ ପଡିଛନ୍ତି ୪୭ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟର

ନୂଆଦିଲ୍ଲୀ,୩୧ା୮: ଦିଲ୍ଲୀରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଚାଲିଥିବାବେଳେ ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ଦିଲ୍ଲୀର ମୋଟ ୧.୪୫ କୋଟି…

ମହଙ୍ଗା ମଧ୍ୟରେ ବଡ଼ ଆଶ୍ୱସ୍ତି: କମିଲା ଚିନି ଦର, ଜାଣନ୍ତୁ କେତେ…

ନୂଆଦିଲ୍ଲୀ, ୩୧।୮: ବଢ଼ୁଥିବା ମହଙ୍ଗା ମଧ୍ୟରେ ଚିନି ଦରକୁ ନେଇ ଚିନ୍ତିତ ଥିବା ଲୋକଙ୍କ ପାଇଁ ଆସିଛି ଆଶ୍ୱସ୍ତିର ଖବର। ମିଲ୍‌ରୁ ବାହାରୁଥିବା ଚିନିର ଦାମ ଅର୍ଥାତ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri