Home Left

ମା’-ବାପାଙ୍କଠୁ ଅଲଗା କଲା ମଦ

ଜାମଟିକ୍ରା,୪ା୭ : ମଦ କାରଣରୁ ମା’-ବାପାଙ୍କ ଠାରୁ ଅଲଗା ହୋଇଯାଇଛି ୧୦ ବର୍ଷର ବାଳକ। ବରଗଡ଼ ଜିଲା ଭେଡେନ ଥାନା ତାଲମେଣ୍ଡା ପଞ୍ଚାୟତର ରଙ୍ଗାଟିକ୍ରା ଗ୍ରାମରେ ଘଟିଛି ଏଭଳି ଘଟଣା। ଗତ ଜୁନ୍‌ ୨୯ ରାତିରେ ରଙ୍ଗାଟିକ୍ରା ଗ୍ରାମର ଟିକେଶ୍ୱର ଖରସେଲ…

ସଂସଦ ବାହାରେ ବିକ୍ଷୋଭ କରିବେ ଚାଷୀ

ନୂଆଦିଲ୍ଲୀ, ୪।୭: ଜୁଲାଇ ୧୯ରୁ ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହି ସମୟରେ କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ୨୦୦ ଚାଷୀ ପ୍ରତିଦିନ ପାର୍ଲାମେଣ୍ଟ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିବେ। ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସ୍‌କେଏମ୍‌)…

ଶିବ ସେନା ଆମ ଶତ୍ରୁ ନୁହେଁ- ଫଡ଼ନାଭିସ

ମୁମ୍ବାଇ,୪।୭: ଶିବ ସେନା ଆମ ଶତ୍ରୁ ନୁହେଁ। ସେମାନେ ଆମ ବନ୍ଧୁ। କିଛି ବିଷୟ ଉପରେ ଆମର ମତଭେଦ ଅଛି। ଦୁଇ ପୂର୍ବତନ ସହଯୋଗୀ ଦଳ ମଧ୍ୟରେ ପୁଣି ଥରେ ପ୍ୟାଚ୍‌ ହେବ କି ନାହିଁ, ତାହା ପରିସ୍ଥିତି ଉପରେ ନିର୍ଭର…

ଯୁବତୀଙ୍କୁ ପ୍ରତାରଣା କରି ପୋଲିସ ଅଧିକାରୀ ଗିରଫ

ଧର୍ମଶାଳା,୪ା୭: ଜଣେ ଯୁବତୀଙ୍କୁ ପ୍ରତରଣା କରିବା ଅଭିଯୋଗରେ ଯାଜପୁର ଜିଲାରେ କାର୍ଯ୍ୟରତ ଜଣେ ପୋଲିସ କର୍ମଚାରୀଙ୍କୁ ଗିରଫ କରାଯାଇଛି। ଏ ସଂକ୍ରାନ୍ତରେ ଧର୍ମଶାଳା ଥାନାରେ ଏକ ମାମଲା(ନଂ.୩୫୦/୨୧) ରୁଜୁ ହୋଇଛି । ସୂଚନା ଅନୁଯାୟୀ, ଧର୍ମଶାଳା ଥାନା ଅଞ୍ଚଳର ଯୁବତୀଙ୍କ ସହିତ…

ଷ୍ଟେଶନରେ ଭୁଲି ଯାଇଥିଲି ଟଙ୍କା ଭର୍ତ୍ତି ବ୍ୟାଗ, ଫେରିପାଇବାର ଆଶା ନ ଥିଲା

ନୂଆଦିଲ୍ଲୀ,୪।୭: ପୂର୍ବ ଦିଲ୍ଲୀରେ ରହୁଥିବା ବିଜୟ କୁମାର ନାମକ ଜଣେ ଶ୍ରମିକ ଜୀବନର ସମସ୍ତ ଜମାପୁଞ୍ଜି ଧରି ନିଜ ଗାଁ ଉତ୍ତର ପ୍ରଦେଶର ଖୁରଜାକୁ ଯାଉଥିଲେ। ଛୁଆଙ୍କ ପାଇଁ ଗାଁରେ ଘର ନିର୍ମାଣ କରିବା ଲାଗି ବ୍ୟାଙ୍କରୁ ଉଠାଇଥିଲେ ୧ ଲକ୍ଷ…

ମାଲ ବୋଝେଇ ଟ୍ରକ୍‌ରୁ ୭.୮କୁଇଣ୍ଟାଲ ଗଞ୍ଜେଇ ଜବତ

ମୁନିଗୁଡ଼ା/ରାୟଗଡ଼ା ଅଫିସ,୪।୭: ଏକ ମାଲ୍‌ ବୋଝେଇ ଟ୍ରକ୍‌ରୁ ରାୟଗଡ଼ା ଜିଲା ମୁନିଗୁଡ଼ା ପୋଲିସ ଶନିବାର ୭୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି। ଏହି ମାମଲାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ସମେତ ୬ ଜଣଙ୍କୁ ଗିରଫ କରାଯିବା ସହ ଏକ ଟ୍ରକ୍‌, ଟ୍ରାକ୍ଟର…

‘ଦେଶକୁ ସର୍ବଦା ଆଗରେ ରଖନ୍ତି ଧୋନୀ’

ନୂଆଦିଲ୍ଲୀ,୪।୭: ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ସର୍ବଦା ଦେଶକୁ ଆଗରେ ରଖନ୍ତି। ଦେଶ କଥା ଉଠିଲେ ସେ ଦ୍ୱିତୀୟ କିଛି ଚିନ୍ତା କରନ୍ତି ନାହିଁ, ଯାହାକି ଅବିଶ୍ୱସନୀୟ। ଧୋନୀଙ୍କୁ ଏଭଳି ପ୍ରଶଂସା କରିଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ। ଫୋର୍ବସ…

ଯାଉଥିଲେ କାର୍ଯ୍ୟରେ ଯୋଗଦେବାକୁ ଚାଲିଗଲା ଜୀବନ

ଖଡିଆଳ,୪।୭: ନୂଆପଡ଼ା ଜିଲା ଖଡ଼ିଆଳ ସାନମହେଶ୍ୱର ଗ୍ରାମ ୩୫୩ ନଂ. ଜାତୀୟ ରାଜପଥରେ ରବିବାର ଏକ ଗାଡି ଧକ୍କାରେ ବାଇକ୍‌ ଚାଳକ ବଳଦେବ ନିଆଲ(୪୫)ଙ୍କ ମୃତ୍ୟୁ ଘଟିଛି। ମୃତକ କଳାହାଣ୍ଡି ଜିଲା ପାଷ୍ଟିଗୁଡିର ବୋଲି ଜଣାପଡିଛି। ସେ ପୂର୍ବତଟ ରେଲୱେ ମୁରିବାହାଲ…

ଯୁବତୀଙ୍କୁ ବଳାତ୍କାର କରି ଗିରଫ ହେଲେ ବନପାଳ

ମାଲକାନଗିରି,୪।୭: ମାଲକାନଗିରି ଜିଲା ଓର୍କେଲ ଥାନା ଅଞ୍ଚଳର ଜଣେ ଯୁବତୀ ବଳାତ୍କାର ଅଭିଯୋଗ ଆଣିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ମାଲକାନଗିରି ବନପାଳ ମୁରଲୀଧର ଅନୁଗୁଳିଆଙ୍କୁ ରବିବାର ଗିରଫ କରିଛି। ମିଳିଥିବା ସୂଚନା ମୁତାବକ, ଯୁବତୀଙ୍କ ସହ ମୁରଲୀଙ୍କ ପୂର୍ବରୁ ପରିଚିତ…

‘୬ ମାସ ନୁହେଁ, ୬ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ପୁଷ୍କର’

ଡେରାଡୁନ,୪।୭: ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି। ରାଜ୍ୟ ରାଜଧାନୀ ଡେରାଡୁନ ସ୍ଥିତ ରାଜ ଭବନରେ ଧାମି ରାଜ୍ୟର ୧୧ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ବେବିରାଣୀ ମୌର୍ଯ୍ୟ ତାଙ୍କୁ…

୫୦ ବର୍ଷ ମଧ୍ୟରେ ଅଂଶୁଘାତ ନେଲାଣି ୧୭ ହଜାରରୁ ଅଧିକ ଲୋକଙ୍କ ଜୀବନ

ନୂଆଦିଲ୍ଲୀ,୪।୭: ଆଜିକାଲି ପୃଥିବୀର ଅନେକ ଦେଶରେ ପ୍ରଚଣ୍ଡ ଖରା ଅନୁଭୂତ ହେଉଛି। ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ କାନାଡାରେ ପ୍ରବଳ ଉତ୍ତାପ ଯୋଗୁ ଶହ ଶହ ଲୋକଙ୍କର ମୃତ୍ୟୁ ଘଟିଛି। ଏଥି ସହିତ, ପାଣିପାଗ ବିଜ୍ଞାନୀମାନେ ଏକ ଅଧ୍ୟୟନରେ କହିଛନ୍ତି ଯେ…

ଇଣ୍ଟରଭ୍ୟୁରେ ବିଳମ୍ବ ହେବାରୁ ଆଶାୟୀଙ୍କ ଆତ୍ମହତ୍ୟା

ପୁଣେ,୪।୭: ଏମ୍‌ପିଏସ୍‌ସି ଫାଇନାଲ ଇଣ୍ଟରଭ୍ୟୁରେ ବିଳମ୍ବ ହେବାରୁ ଡିପ୍ରେଶନର ଶିକାର ହୋଇଥିବା ଜଣେ ୨୪ ବର୍ଷୀୟ ପ୍ରଶାସନିକ ସେବା ଆଶାୟୀ ଶେଷରେ ଆତ୍ମହତ୍ୟା କରିଛନ୍ତି। ପୁଣେର ହାଦାପସାର ଅଞ୍ଚଳରେ ଘଟିଛି ଏଭଳି ଘଟଣା। କୋଭିଡ୍‌-୧୯ ମହାମାରୀ କାରଣରୁ ମହାରାଷ୍ଟ୍ର ପ୍ରଶାସନିକ ସେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?