Home Left

ପୁଡୁଚେରୀ ବାଚସ୍ପତିଙ୍କ ଇସ୍ତଫା

ନୂଆଦିଲ୍ଲୀ,୨୮।୨୧: ପୁଡୁଚେରୀ ବିଧାନସଭା ବାଚସ୍ପତି ଭି.ପି ସିଭାକୋଲୁଣ୍ଡୁ ରବିବାର ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ୨୦୧୬ ବିଧାନସଭା ର୍ନିବାଚନରେ ସିଭାକୋଲୁନ୍ଧୁ ଲସ୍‌ପେଟ ର୍ନିବାଚନମଣ୍ଡଳୀରୁ କଂଗ୍ରେସ ଟିକେଟ ପାଇ ବିଜୟୀ ହୋଇଥିଲେ। ସୂଚନା ଯୋଗ୍ୟ, ଏକାଧିକ କଂଗ୍ରେସ…

୧୦ହଜାର ଟଙ୍କା ପାଇଁ ପୋଲିସ ମଧ୍ୟରେ ଝଗଡା

ପାଟନା,୨୮।୨: ବିହାରର ବକ୍ସରରେ କିଛି ପୋଲିସ କର୍ମଚାରୀଙ୍କ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ୧୦ ହଜାର ଟଙ୍କାକୁ ନେଇ ପୋଲିସ କର୍ମଚାରୀଙ୍କ ମଧ୍ୟରେ ଝଗଡା ହେଉଥିବା ଦେଖାଯାଇଛି। ରାଜପୁର ଥାନାର ପୋଲିସଙ୍କ ମଧ୍ୟରେ ଏହି ଝଗଡା ହୋଇଥିବା ଜଣାପଡିଛି।…

୫ଟି ନୁହେଁ ୬ଟି ଭେନ୍ୟୁରେ ଖେଳାଯିବ ଆଇପିଏଲ

ମୁମ୍ବାଇ,୨୮।୨ : ଚଳିତ ବର୍ଷ ହେବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଲାଗି ବିସିସିଆଇ ୬ଟି ଭେନ୍ୟୁ ଚୂଡ଼ାନ୍ତ କରିଛି। ବାଙ୍ଗାଲୋର, ଚେନ୍ନାଇ, କୋଲକାତା, ଅହମ୍ମଦାବାଦ ଓ ଦିଲ୍ଲୀ ପରେ ମୁମ୍ବାଇରେ ଆଇପିଏଲ ମ୍ୟାଚ୍‌ ଆୟୋଜନ କରିବାକୁ ମିଳିଛି ଅନୁମତି।…

ପଶ୍ଚିମବଙ୍ଗରେ ଭାଜପା କର୍ମୀଙ୍କୁ ଘରେ ପଶି ଆକ୍ରମଣ

କୋଲକତା,୨୮।୨: ପଶ୍ଚିମବଙ୍ଗ ନିର୍ବାଚନରେ ରକ୍ତପାତ ହେବାର ସମ୍ଭାବନା ସତ ପ୍ରମାଣିତ ହେବାରେ ଲାଗିଛି। ରାଜ୍ୟର ଉତ୍ତର ୨୪ ପରଗଣା ଜିଲାରେ ଜଣେ ଭାଜପା ନେତାଙ୍କୁ ଘରେ ପଶି ଆକ୍ରମଣ କରାଯାଇଛି। ଭାଜପା କାର୍ଯ୍ୟକର୍ତ୍ତା ଗୋପାଳ ମଜୁମଦାର ଅଭିଯୋଗ କରିଛନ୍ତି ଯେ ତିନିଜଣ…

ପ୍ରେମିକ ଅନ୍ୟତ୍ର ବିବାହ କରୁଥିବାରୁ ଥାନାରେ ଏମିତି କଲେ ପ୍ରେମିକା

ଭୁବନେଶ୍ୱର,୨୮।୨: କମିଶନରେଟ ପୋଲିସ ଅଧୀନ ବାଲିପାଟଣା ଥାନା ପରିସରରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମିକ ଜଣକ ଅନ୍ୟତ୍ର ବିବାହ କରୁଥିବା ଖବର ପାଇ ପ୍ରେମିକା ଜଣକ ଥାନାକୁ ଆସି ବିଷ ପିଇଦେଇଥିବା ଜଣାପଡ଼ିଛି। ଯୁବତୀଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ…

ଟିକ୍‌ଟକ୍‌ ଷ୍ଟାର୍‌ ଆତ୍ମହତ୍ୟା ମାମଲାରେ ମନ୍ତ୍ରୀ ଦେଲେ ଇସ୍ତଫା

ପୁଣେ,୨୮।୨: ମହାରାଷ୍ଟ୍ରର ପରିବେଶ ମନ୍ତ୍ରୀ ତଥା ଶିବସେନା ନେତା ସଞ୍ଜୟ ରାଠୋର ରବିବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ପୁଣେର ଜଣେ ଟିକ୍‌ଟକ୍‌ ଷ୍ଟାର୍‌ଙ୍କ ମୃତ୍ୟୁ ମାମଲାରେ ତାଙ୍କ ନାଁ ଆସିବା ପରେ ସେ ଇସ୍ତଫା ଦେଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ,…

ଭାରତ ଡବ୍ଲ୍ୟୁଟିସି ଫାଇନାଲରେ ପ୍ରବେଶ କଲେ ବାତିଲ ହେବ ଏସିଆ କପ୍‌

କରାଚୀ,୨୮।୨ : ଆସନ୍ତା ୪ ତାରିଖରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ୪ ମ୍ୟାଚ୍‌ ଟେଷ୍ଟ ସିରିଜ୍‌ର ଅନ୍ତିମ ମ୍ୟାଚ୍‌। ଏହି ମ୍ୟାଚ୍‌କୁ ଅତିକମ୍‌ରେ ଡ୍ର’ ରଖିବାକୁ ସକ୍ଷମ ହେଲେ ଭାରତୀୟ ଦଳ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌…

ଭାଇ ଡେବ୍ୟୁ କରିବାକୁ ନେଇ ଖୁସିରେ ଆତ୍ମହରା ହେଲେ ଏହି କ୍ରିକେଟର୍‌

କୋଲକତା,୨୮।୨: ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ଭାଇ ମହମ୍ମଦ କୈଫ ବଙ୍ଗଳା ପକ୍ଷରୁ ବିଜୟ ହଜାରେ ଟ୍ରଫିରେ ଡେବ୍ୟୁ କରୁଛନ୍ତି। ସେ ଜମ୍ମୁ-କଶ୍ମୀର ବିରୋଧରେ ନିଜର ଜଲଓ୍ବା ଦେଖାଇବେ। ବେଙ୍ଗଲ ସିନିୟର ଦଳରେ ମନୋନୀତ ହେବା ପୂର୍ବରୁ କୈଫ କିଛି…

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ କଂଗ୍ରେସର ବରିଷ୍ଠ ନେତା

ନୂଆଦିଲ୍ଲୀ,୨୮।୨: କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ଜମ୍ମୁରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗୁଜରାଟ ସମ୍ପ୍ରଦାୟକୁ ସମ୍ବୋଧିତ କରି ଆଜାଦ କହିଛନ୍ତି, ନରେନ୍ଦ୍ର ମୋଦିଙ୍କଠାରୁ ଲୋକମାନେ ଶିଖିବା ଆବଶ୍ୟକ, ଯିଏ ପ୍ରଧାନମନ୍ତ୍ରୀ…

ଦୀପିକାଙ୍କ ମନ୍ତ୍ର

ମୁମ୍ବାଇ: ବଲିଉଡ୍ ନାୟିକା ଦୀପିକା ପାଦୁକୋନ ନିଜ ଭିନ୍ନ ଅନ୍ଦାଜ ପାଇଁ ସବୁେବେଳ ଥାଆନ୍ତି ଚର୍ଚ୍ଚାରେ । ହେଲେ ଏବେ ତାଙ୍କର ଯେଉଁ ଭିଡିଓ ଭାଇରାଲ ହେଉଛି ସେଥିରେ ସେ ମହିଳାଙ୍କୁ ଆତ୍ମବିଶ୍ୱାସୀ ହେବାର ମନ୍ତ୍ର ଦେଇଛନ୍ତି ବୋଲି କୁହାଯାଉଛି ।…

ଜୀବନର ସର୍ବଶ୍ରେଷ୍ଠ ର଼୍ୟାଙ୍କିଙ୍ଗ ହାସଲ କଲେ ରୋହିତ ଶର୍ମା

ଅହମଦାବାଦ,୨୮।୨: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଜବରଦସ୍ତ ବ୍ୟାଟିଂ କରିଛନ୍ତି ଭାରତୀୟ ଓପନର୍‌ ରୋହିତ ଶର୍ମା। ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ପ୍ରକାଶିତ ସର୍ବଶ୍ରେଷ୍ଠ ଟେଷ୍ଟ ବ୍ୟାଟ୍ସମ୍ୟାନ ତାଲିକାର ଅଷ୍ଟମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି ରୋହିତ। ସେ ୬ଟି ସ୍ଥାନ ଉପରକୁ…

ଶିଖ୍ ସେନା ଅଧିକାରୀ ଭୂମିକାରେ ନଜର ଆସିବେ କଙ୍ଗନା

ମୁମ୍ବାଇ: ବେଶ୍ କିଛିଦିନ ହେବ କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ରହୁଥିବା ବଲିଉଡ୍ ନାୟିକା କଙ୍ଗନା ରାନାୱତ ଏଥର କିନ୍ତୁ ନିଜ ପ୍ରୋଜେକ୍ଟକୁ ନେଇ ଆସିଛନ୍ତି ଚର୍ଚ୍ଚାକୁ । ଖୁବ୍‌ଶୀଘ୍ର ତାଙ୍କର କିଛି ନୂଆ ଫିଲ୍ମ ରିଲିଜ୍ ହେବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri