Home Left

ଦଳ କଥା ନ ଭାବି ଫୁଟ୍‌ବଲ୍‌ ମ୍ୟାଚ୍‌ ଦେଖିବାକୁ ଯାଇଥିଲେ; ଏବେ କୋଭିଡ୍‌ ସଂକ୍ରମିତ ହେବାକୁ ନେଇ ରାଗିଗଲେ ପ୍ରଶଂସକ; କହିଲେ…

ଲଣ୍ଡନ,୧୫।୭: କରୋନାରେ ସଂକ୍ରମିତ ହୋଇଛନ୍ତି ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ରିଷଭ ପନ୍ତ। ବିସିସିଆଇ ପକ୍ଷରୁ ଜଣେ କ୍ରିକେଟର ପଜିଟିଭ୍‌ ହୋଇଥିବା ନେଇ କୁହାଯାଇଥିଲା। ପରେ ଦଳ ସହ ପନ୍ତ ନ ଥିବାରୁ ସେ କରୋନା ସଂକ୍ରମିତ ହୋଇଥିବା ନେଇ ଏକ ପ୍ରକାର…

ସୋନିଆଙ୍କୁ ସାକ୍ଷାତ୍ କଲେ କମଲନାଥ

ନୂଆଦିଲ୍ଲୀ,୧୫ ।୭: ଆଗକୁ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ସେମାନଙ୍କ ସ୍ଥିତିକୁ ମଜଭୁତ କରିବାରେ ଲାଗି ପଡିଛନ୍ତି । ବିଶେଷ କରି ଦେଶରେ ନିଜର ସ୍ଥିତିକୁ ହରାଇବାକୁ ଯାଉଥିବା କଂଗ୍ରେସ ଏବେ ପୁଣିଥରେ…

ପୁତୁରାଙ୍କ କଟୁରି ଚୋଟରେ ବଡ଼ ମା’ ମୃତ

ଛତ୍ରପୁର,୧୫ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ସିନ୍ଦୁରପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁତୁରା ସୀତାରାମ ମଣ୍ଡଳଙ୍କ କଟୁରି ଚୋଟରେ ବଡ଼ ମା’ ପଦ୍ମାବତୀ ମଣ୍ଡଳଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ଛତ୍ରପୁର ଥାନା ପୋଲିସ ପହଞ୍ଚି ଛାନ୍‌ଭିନ୍‌…

ସିଦ୍ଧୁ ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ!

ଚଣ୍ଡିଗଡ଼,୧୫ ।୭: ପଞ୍ଜାବ କଂଗ୍ରେସରେ ଲାଗି ରହିଥିବା କଳହ ଧୀରେ ଧୀରେ ସମାଧାନ ହେବାକୁ ଯାଉଛି । ଏଠାରେ କ୍ୟାପଟେନ ଅମରିନ୍ଦର ସିଂ ମୁଖ୍ୟମନ୍ତ୍ରୀ ଆସନ ସମ୍ଭାଳିଥିବା ବେଳେ ଅସନ୍ତୁଷ୍ଟ ନେତା ନବଜୋତ ସିଂ ସିଦ୍ଧୁଙ୍କୁ କୁଆଡେ ପଞ୍ଜାବ ପ୍ରଦେଶ କଂଗ୍ରେସର…

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଆଉ ଏକ ଖୁସି ଖବର

ନୂଆଦିଲ୍ଲୀ,୧୫।୭: କେନ୍ଦ୍ର ସରକାରୀ କର୍ମଚାରୀମାନେ ଦ୍ୱିଗୁଣ ସୁବିଧା ପାଇବାକୁ ଯାଉଛନ୍ତି। ୨୮ ପ୍ରତିଶତ ମହଙ୍ଗା ଭତ୍ତା ପରେ ଏବେ ଘର ଭଡା ଅର୍ଥାତ୍‌ ସରକାରୀ କର୍ମଚାରୀଙ୍କ ‘ଏଚ୍‌ଆର୍‌ଏ’ ମଧ୍ୟ ବୃଦ୍ଧି ପାଇପାରେ। ମହଙ୍ଗା ଭତ୍ତା ବୃଦ୍ଧି ସହିତ, ‘ଏଚ୍‌ଆର୍‌ଏ’ ବୃଦ୍ଧି କରିବାର…

ସାରା ରାଜ୍ୟରେ ଗଡ଼ିବ ବସ୍‌; ହେଲେ ୨୫ ଯାଏ ପୁରୀକୁ ମନା

ଭୁବନେଶ୍ୱର,୧୫।୭(ବ୍ୟୁରୋ): ରାଜ୍ୟ ପାଇଁ ନୂଆ କରୋନା ଗାଇଡଲାଇନ୍‌ ଘେଷଣା କରାଯାଇଛି। ଏଣିକି ସମଗ୍ର ରାଜ୍ୟରେ ବସ୍‌ ସେବା ଚାଲୁ କରାଯିବ। ବସ୍‌ରେ ଯେତିକି ସିଟ୍‌ ସେତିକି ଲୋକ ଯିବାକୁ ଅନୁମତି ମିଳିବ। ବସ୍‌ ଚଳାଚଳ ନେଇ ସମୟ କଟକଣା କିଛି ରହିବ…

ବାପାଙ୍କ ଫଟୋକୁ ଘରେ ଲଗାଇବାକୁ ଅନୁମତି ଦିଅନ୍ତି ନାହିଁ କମେଡି କୁଇନ୍‌: ଜାଣନ୍ତୁ କାହିଁକି

ଟିଭିରେ ସମସ୍ତଙ୍କୁ ହସାଉଥିବା ଭାରତୀ ସିଂଙ୍କ ବ୍ୟକ୍ତିଗତ ଜୀବନ ବେଶ୍‌ ସଂଘର୍ଷମୟ। ନିକଟରେ ସେ ପିଲାଦିନର ଯନ୍ତ୍ରଣା ବିଷୟରେ ବର୍ଣ୍ଣନା କରିଥିଲେ। କୁହାଯାଏ ଯେ ବାପ-ଝିଅଙ୍କ ସମ୍ପର୍କ ଅତ୍ୟନ୍ତ ସ୍ବତନ୍ତ୍ର, କିନ୍ତୁ ହାସ୍ୟ ଅଭିନେତ୍ରୀ ଭାରତୀଙ୍କ କ୍ଷେତ୍ରରେ ଏହା ଟିକେ ଭିନ୍ନ।…

ଶୁକ୍ରବାରଠାରୁ ଖୋଲିବ ପାର୍ଲର, ସ୍ପା, ସେଲୁନ୍‌; ହେଲେ ଏସବୁ ଖୋଲିବା ମନା

ଭୁବନେଶ୍ୱର,୧୫।୭(ବ୍ୟୁରୋ): ପୁଣି ରାଜ୍ୟରେ ଲକ୍‌ଡାଉନ୍‌ କଟକଣାକୁ କୋହଳ କରିଛନ୍ତି ରାଜ୍ୟ ସରକାର। ଆଶିଂକ ଲକ୍‌ଡାଉନ୍‌ ଅବଧିକୁ ଜୁଲାଇ ୧୬ଠାରୁ ଅଗଷ୍ଟ ୧ ଯାଏ ବଢ଼ାଇ ଦିଆଯାଇଛି। ଏହି ସମୟରେ ସାରା ରାଜ୍ୟରେ ପାର୍ଲର, ସ୍ପା, ଜିମ୍‌, ସେଲୁନ୍‌ ଆଦି ଖୋଲିପାରିବ। ଶୁକ୍ରବାରଠାରୁ…

ମୃତଦେହର ଦାନ୍ତରୁ ମୁଦି, କେଶରୁ ନେକ୍‌ଲେସ୍ ତିଆରି କରିବାକୁ ପସନ୍ଦ କରନ୍ତି ଏହି ମହିଳା

କାନବେରା,୧୫ ।୭: କେବଳ ମହିଳା ନୁହେଁ ଏମିତି କେତେଜଣ ପୁରୁଷ ଅଛନ୍ତି ଯେଉଁମାନେ ଗହଣା ପିନ୍ଧିବାକୁ ପସନ୍ଦ କରି ଥାଆନ୍ତି । ତାହା ପୁଣି ଦାମୀ । କେହି କେହି ସୁନା ଅଳଙ୍କାର ପସନ୍ଦ କରୁଥିବା ବେଳେ ଆଉ କେହି ହୀରା,…

ସ୍ବାମୀଙ୍କ ଭାଗ୍ୟ ଚମକାନ୍ତି ଏହି ରାଶିର ମହିଳା; ହେଲେ ରାଗିଲେ ଏମାନେ କାହାରି ନୁହଁ…

ଜ୍ୟୋତିଷଶାସ୍ତ୍ରରେ ୧୨ଟି ରାଶି ବିଷୟରେ ବର୍ଣ୍ଣନା କରାଯାଇଛି। ସମସ୍ତ ରାଶିର ସ୍ବତନ୍ତ୍ରତା ରହିଛି। ସେଥିରୁ ଗୋଟିଏ ହେଲା ମକର ରାଶି। ଏହି ରାଶିର ସ୍ବାମୀ ଗ୍ରହ ହେଉଛନ୍ତି ଶନି। ମକର ରାଶିରେ ଜନ୍ମିତ ମହିଳାମାନେ ବେଶ ସ୍ବାଭିମାନୀ ହେବା ସହ ତାଙ୍କ…

୨ କେଜି ସୁନା ଜବତ

କଟକ ଅଫିସ,୧୫ା୭: ପଞ୍ଜାବରୁ ପୁଳାପୁଳା ସୁନା ଆସି କଟକର ବିଭିନ୍ନ ସୁନା ଦୋକାନରେ ବିକ୍ରି ହେଉଥିଲା। ଏଥିନିମନ୍ତେ ଦୋକାନୀଙ୍କୁ କୌଣସି ଜିଏସ୍‌ଟି ତଥା ଟ୍ୟାକ୍ସ ଦେବାକୁ ପଡୁ ନ ଥିଲା। ଜିଏସ୍‌ଟି ଫାଙ୍କିବା ପାଇଁ ବେପାର ଚାଲିଥିଲା। ଟ୍ରେନରେ କୌଣସି ଧରପଗଡ଼…

ବିବାହିତ ହୋଇ ନ ଥିଲେ ମାଧୁରୀଙ୍କୁ ନିଶ୍ଚୟ ହୃଦୟ ଦେଇଥାନ୍ତି; ଏପରି କହି ଗୋବିନ୍ଦା…

ବମ୍ବେ: ଆଜି ବି କୋଟି କୋଟି ହୃଦୟରେ ରାଜ୍‌ କରୁଛନ୍ତିି ବଲିଉଡ୍‌ ଅଭିନେତ୍ରୀ ମାଧୁରୀ ଦିକ୍ଷିତ। ପ୍ରଶଂସକମାନେ ତାଙ୍କୁ ‘ଡ୍ୟାନ୍ସିଂ ଡିଭା’, ‘ଧକ୍‌ ଧକ୍‌ ଗର୍ଲ’ ଭଳି ଅନେକ ନାମରେ ସମ୍ବୋଧିତ କରିଥାନ୍ତି। କେବଳ ଯେ ପ୍ରଶଂସକ ତାହା ନୁହେଁ ମାଧୁରୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?