ସ୍ବାମୀଙ୍କ ଭାଗ୍ୟ ଚମକାନ୍ତି ଏହି ରାଶିର ମହିଳା; ହେଲେ ରାଗିଲେ ଏମାନେ କାହାରି ନୁହଁ…

ଜ୍ୟୋତିଷଶାସ୍ତ୍ରରେ ୧୨ଟି ରାଶି ବିଷୟରେ ବର୍ଣ୍ଣନା କରାଯାଇଛି। ସମସ୍ତ ରାଶିର ସ୍ବତନ୍ତ୍ରତା ରହିଛି। ସେଥିରୁ ଗୋଟିଏ ହେଲା ମକର ରାଶି। ଏହି ରାଶିର ସ୍ବାମୀ ଗ୍ରହ ହେଉଛନ୍ତି ଶନି। ମକର ରାଶିରେ ଜନ୍ମିତ ମହିଳାମାନେ ବେଶ ସ୍ବାଭିମାନୀ ହେବା ସହ ତାଙ୍କ ଭିତରେ ସହନଶୀଳତା, ଆତ୍ମନିର୍ଭର ଏବଂ ସାହସୀ ପ୍ରବୃତ୍ତି ବହୁତ ଥାଏ। ହେଲେ ନାକ ଉପରେ ଏମାନଙ୍କ ରାଗ ରହିଥାଏ। ଯେତେ ବଡ଼ ବିପଦ ନ ଆସୁ କାହିଁକି ସେମାନେ ବିଚଳିତ ହୁଅନ୍ତି ନାହିଁ। ବିଶେଷକରି ବିବାହ ପରେ ଏମାନେ ସ୍ବାମୀଙ୍କ ପାଇଁ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଥାନ୍ତି। ଆସନ୍ତୁ ଜାଣିବା ମକର ରାଶିରେ ଜନ୍ମିତ ଝିଅମାନଙ୍କ ବିଷୟରେ ରୋଚକ କଥା:-

-ମକର ରାଶିର ଝିଅମାନେ ପାରିବାରିକ ହୋଇଥାନ୍ତି। ସେମାନେ ସମସ୍ତଙ୍କ ଆବଶ୍ୟକତାକୁ ପୂରଣ କରିଥାନ୍ତି। ଏମାନଙ୍କ ମନରେ ଲୋଭ, ମୋହ ନ ଥାଏ। ସ୍ବଭାବରେ ଶାନ୍ତ ହେଲେ ହେଁ ଆବଶ୍ୟକତା ସମୟରେ ଏମାନେ ଅନ୍ୟମାନଙ୍କ ମୁହଁ ବନ୍ଦ କରିଦେଇଥାନ୍ତି। ଏମାନେ ଭଲ ନିର୍ଣ୍ଣୟ ନେଇଥାନ୍ତି। ପରିଶ୍ରମ କରି ଏମାନେ ଧିରେ ଧିରେ କାର୍ଯ୍ୟସ୍ଥଳରେ ନିଜର ଭିନ୍ନ ପରିଚୟ ସୃଷ୍ଟି କରିଥାନ୍ତି। ବିଶେଷକରି ଆତ୍ମନିର୍ଭର ଗୁଣ ଏମାନଙ୍କ ବଡ଼ ବିଶେଷତା ବୋଲି କୁହାଯାଏ।

-ଏହି ରାଶିର ଯୁବତୀ ନିଜ ପାଇଁ ଆତ୍ମବିଶ୍ୱାସରେ ଭରପୂର ଥିବା ସାଥୀଟିଏ ଚାହିଁଥାନ୍ତି। ସେମାନେ ନିଜ ସାଥୀଙ୍କ ପ୍ରତିଟି ଆବଶ୍ୟକତାର ଯତ୍ନ ନିଅନ୍ତି। ପ୍ରତିଟି ସମ୍ପର୍କକୁ ଏମାନେ ସଚ୍ଚୋଟତାରେ ନିର୍ବାହ କରନ୍ତି। ସ୍ବାମୀ ଓ ପିଲାଙ୍କୁ ଏମାନେ ବହୁତ ଭଲ ପାଇଥାନ୍ତି। ସ୍ବାମୀଙ୍କ ପାଇଁ ଏମାନେ ବହୁତ ଲକି। ଏମାନଙ୍କ ବୈବାହିକ ଜୀବନ ସୁଖମୟ ହୋଇଥାଏ।

-ଏହି ରାଶିର ଯୁବତୀ ବହୁତ ସ୍ବାଭିମାନୀ ହୋଇଥାନ୍ତି। ସ୍ବଭାବରେ ଜିଦ୍ଦି ହୋଇଥିବା ହେତୁ ନିଜ ନିଷ୍ପତ୍ତି ଏମାନେ ପରିବର୍ତ୍ତନ କରନ୍ତି ନାହିଁ। ଭାଗ୍ୟ ଅପେକ୍ଷା ଏମାନେ କର୍ମ ଉପରେ ଭରସା କରନ୍ତି। କାର୍ଯ୍ୟକ୍ଷେତ୍ରରେ ଏମାନେ ଶାସନ କରିବାର କ୍ଷମତା ରଖିଥିବା ହେତୁ ଉଚ୍ଚପଦକୁ ଖୁବ୍‌ଶୀଘ୍ର ଉଠିଯାଇଥାନ୍ତି। ହେଲେ ରାଗ ବେଳେ ଏମାନେ କାହାରିକୁ ମାନନ୍ତି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

‘ମହାପ୍ରଭୁ ଜଗନ୍ନାଥ’ ଚଳଚ୍ଚିତ୍ର ଉପରେ ଅଙ୍କୁଶ ଲଗାଇଲେ କୋର୍ଟ, ଅନ୍ୟାଦେଶ ପର୍ଯ୍ୟନ୍ତ…

କଟକ,୧୫l୭(ପ୍ରଭୁକଲ୍ୟାଣ ପାଲ): ଆନିମେଟେଡ୍ ଚଳଚ୍ଚିତ୍ର (ମହାପ୍ରଭୁ ଜଗନ୍ନାଥ) ମୁକ୍ତିଲାଭ ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇଛନ୍ତି ଓଡ଼ିଶା ହାଇକୋର୍ଟ। ଅନ୍ୟାଦେଶ ପର୍ଯ୍ୟନ୍ତ ଚଳଚ୍ଚିତ୍ର ପ୍ରଦର୍ଶନ ନ କରିବାକୁ ହାଇକୋର୍ଟଙ୍କ…

ଚାଷୀ ପ୍ରତିନିଧି-ଅଧିକାରୀଙ୍କ ଦ୍ୱିପାକ୍ଷିକ ବୈଠକ, ପ୍ରତଶ୍ରୁତି ମିଳିବା ପରେ…

ବରଗଡ଼,୧୫ା୭(ପ୍ରେମାନନ୍ଦ ଖମାରୀ): ଅଧିକ ଧାନ ଉପତ୍ାଦନ ପାଇଁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ମାତ୍ର ଏଠାରେ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଯାଇଛି। ରବିଧାନ ବିକ୍ରିବଟାରେ…

ଇଂଲଣ୍ଡରେ ବଡ଼ ବିବାଦରେ ଛନ୍ଦି ହେଲେ ବିରାଟ କୋହଲି, ବଡିଗାର୍ଡ କଲେ ଏଭଳି କାଣ୍ଡ

ନୂଆଦିଲ୍ଲୀ,୧୫ା୭: ଇଂଲଣ୍ଡ ବିପକ୍ଷ ODI ସିରିଜ୍ ସମୟରେ ବିରାଟ କୋହଲି ଏକ ବଡ଼ ବିବାଦରେ ଫସିଯାଇଛନ୍ତି । ତାଙ୍କ ଅଙ୍ଗରକ୍ଷୀ ଇଂଲଣ୍ଡରେ ଭାରତୀୟ ସାମ୍ବାଦିକଙ୍କ ପ୍ରତି ଖୋଲାଖୋଲି…

ଟିକେଟ୍ ବୁକିଂ ହେବ ସୁପରଫାଷ୍ଟ! ଲଞ୍ଚ ହେଲା IRCTCର ନୂଆ ୱେବସାଇଟ୍‌, ଯାତ୍ରୀଙ୍କୁ ମିଳିବ ଏହି ସବୁ ବଡ଼ ସୁବିଧା

ନୂଆଦିଲ୍ଲୀ,୧୫।୭: ଭାରତୀୟ ରେଳବାଇ ଏହାର ଅନଲାଇନ୍ ଟିକେଟ୍ ବୁକିଂ ସିଷ୍ଟମକୁ ଆଧୁନିକୀକରଣ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। IRCTC ଜନସାଧାରଣଙ୍କ ପାଇଁ ଏହାର ନୂତନ…

ବୋମାମାଡ଼ କରି ହତ୍ୟା ଉଦ୍ୟମ: ମାଷ୍ଟରମାଇଣ୍ଡଙ୍କ ସମେତ ୩ ଗଲେ ଜେଲ୍‌, ଅଭିଯୁକ୍ତଙ୍କ ନାଁରେ ରହିଛି କେସ୍‌ର ଲମ୍ବା ତାଲିକା

ଦିଗପହଣ୍ଡି,୧୫ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ଏସ୍‌.ଶିବ ରେଡ୍ଡୀଙ୍କ ଘର ଉପରକୁ ବୋମାମାଡ଼ କରି ତାଙ୍କୁ ଏବଂ ତାଙ୍କ…

କଂସାମାରି ରାସ୍ତାକଡରେ ଜୁଆ ଖେଳ ବେଳେ ପୋଲିସର ଚଢଉ, ଜବତ ହେଲା…

ଦିଗପହଣ୍ଡି,୧୫।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗାଁ ରାସ୍ତାକଡରେ ଜୁଆ ଖେଳ ଚାଲିଥିବା ବେଳେ ଚଢାଉ କଲା ପୋଲିସ । ବୁଧବାର ଅପରାହ୍ନ…

ନିର୍ମାଣ ହୋଇପାରିନି ଭୋଜନ ଗୃହ, ଖୋଲା ଆକାଶ ତଳେ ମଧ୍ୟାହ୍ନଭୋଜନ ଖାଉଛନ୍ତି ଛାତ୍ରୀଛାତ୍ର

ବରଗଡ଼,୧୫ା୭(ପ୍ରେମାନନ୍ଦ ଖମାରୀ): ପାଠ ପଢ଼, ଦେଶ ଗଢ଼। ବିଦ୍ୟାଳୟଗୁଡ଼ିକରେ ଅନୁଷ୍ଠିତ ବିଭିନ୍ନ ସଭା, ସମିତିରେ ସରକାରୀ କଳର ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ବିଧାୟକ, ଏମ୍‌ପି, ମନ୍ତ୍ରୀ…

ରୁଷିଆରୁ ତେଲ କ୍ରୟ ଉପରେ ଆମେରିକାର ବଡ଼ ନିଷ୍ପତ୍ତି, ଭାରତ ଦେବ…

ଓ୍ବାଶିଂଟନ,୧୫।୭: ରୁଷିଆରୁ ତୈଳ କ୍ରୟ କରୁଥିବା ଦେଶମାନଙ୍କ ଉପରେ ୫୦୦ପ୍ରତିଶତ ଶୁଳ୍କ ଲାଗୁ କରିବାର ପ୍ରସ୍ତାବ ମଧ୍ୟରେ, ଭାରତ ଏବଂ ଚାଇନା ପାଇଁ ଏକ ଆଶ୍ବସ୍ତିକର ଖବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri