Home Left

୧୫ କିଲୋ ଓଜନ ବଢାଇଲେ ଏହି ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ କ୍ରିତି ସାନନଙ୍କ ଏବେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଗର୍ଭଧାରଣ ଉପରେ ଆଧାରିତ ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ମିମି’ର ଟ୍ରେଲର ଜୁଲାଇ ୧୩ ରେ ମୁକ୍ତିଲାଭ କରିଛି। ଟ୍ରେଲରରୁ ଜବରଦସ୍ତ ପ୍ରତିକ୍ରିୟା ମିଳୁଛି। ଏହି ଫିଲ୍ମରେ କ୍ରିତି ସାନନଙ୍କୁ…

ଅଦା ବୋଝେଇ ଟ୍ରକରେ ଗଞ୍ଜେଇ

ଜୟପୁର, ୧୫ା୭: ଏକ ଅଦା ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଗୁରୁବାର ସଦରଥାନା ପୋଲିସ ହାତରେ ଧରାପଡିଛି। ଟ୍ରକ (ପିବି୬୫ ଭି-୪୪୫୬) ଯୋଗେ ଅଦା ଭିତରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ପୋଲିସ ଜୟପୁର ଘାଟିରେ ଟ୍ରକକୁ…

ପୂର୍ବ ଲଦାଖରେ କଂକ୍ରିଟ ଶିବିର ନିର୍ମାଣ କରୁଛି ଚାଇନା

ନୂଆଦିଲ୍ଲୀ,୧୫।୭: ପ୍ରକୃତ ନିୟନ୍ତ୍ରଣ ରେଖା(ଏଲ୍‌ଏସି)ରେ ଚାଇନା ଏହାର ସୈନ୍ୟବାହିନୀ ପାଇଁ ପକ୍କା ଘର ନିର୍ମାଣ କରୁଛି। ବେଜିଂ ପୂର୍ବ ଲଦାଖର ନାକୁ ଲା ନିକଟରେ ଏହି ଶିବିର ନିର୍ମାଣ କାର୍ଯ୍ୟ ଚାଲିଥିବା ଜଣାପଡିଛି। କେବଳ ନାକୁ ଲା ନୁହେଁ ପୂର୍ବ ଲଦାଖର…

ଦଳ ଛାଡ଼ିଲେ ଦୀପକ ହୁଡା

ନୂଆଦିଲ୍ଲୀ, ୧୫।୭: ଅଲରାଉଣ୍ଡର ଦୀପକ ହୁଡା ଭଦୋଦ୍ରା କ୍ରିକେଟ ଆସୋସିଏଶନ (ବିସିଏ) ଠାରୁ ଦୂରେଇ ଯାଇଛନ୍ତି। ଆଗାମୀ ଘରୋଇ ସିଜନରେ ସେ ରାଜସ୍ଥାନ ପାଇଁ ଖେଳିବେ। ‘ଦୀପକ ଆମକୁ ଯୋଗ ଦେଉଥିବାରୁ ଆମେ ଉତ୍ସାହିତ’ ବୋଲି ରାଜସ୍ଥାନ କ୍ରିକେଟ ଆସୋସିଏଶନ (ଆରସିଏ)…

ଅଲିମ୍ପିକ୍ସରେ ସବୁଠୁ ବଡ଼ ଦଳ ଚାଇନା

ବେଜିଂ,୧୫।୭: ଟୋକିଓ ଅଲିମ୍ପିକ୍ସକୁ ଚାଇନା ସର୍ବବୃହତ୍‌ ଦଳ ପଠାଇବ। ୪୩୧ଜଣ ଆଥ୍‌ଲେଟଙ୍କୁ ନେଇ ଗଠିତ ଏହି ଦଳକୁ ମିଳିଛି ଅଲିମ୍ପିକ୍ସର ସବୁଠାରୁ ବଡ଼ ଦଳର ମାନ୍ୟତା। ଏହି ଦଳରେ ସ୍ଥାନ ପାଇଛନ୍ତି ୨୪ ଅଲିମ୍ପିକ୍‌ ଚାମ୍ପିୟନ। ଯୋଗ୍ୟତା ହାସଲକାରୀଙ୍କ ଆଥ୍‌ଲେଟଙ୍କ ମଧ୍ୟରେ…

ଏକତରଫା ପ୍ରେମରେ ପଡ଼ିଲା ରକ୍ତର ଛିଟା

ଭଞ୍ଜନଗର,୧୪।୭: ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ବୁଧବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଯୁବକ ବିବାହିତା ମହିଳାଙ୍କୁ ଏକତରଫା ପ୍ରେମ କରି ବିଫଳ ହେବାରୁ ହତ୍ୟା ଉଦ୍ୟମ କରିଥିଲେ। ପରେ ସେ ନିଜେ ଆତ୍ମହତ୍ୟା କରିଛନ୍ତି…

ପୁଅକୁ ତଣ୍ଟି ଚିପି ହତ୍ୟା: ହସ୍ପିଟାଲରେ ଗଲା ମା’ଙ୍କ ଜୀବନ

ଆନନ୍ଦପୁର,୧୫।୭ : କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ଜଗନ୍ନାଥପୁର ଗ୍ରାମର ବିଶ୍ୱଜିତ୍‌ ପ୍ରଧାନଙ୍କ ସ୍ତ୍ରୀ ମୋନାଲିସା ଗତ ମଙ୍ଗଳବାର ନିଜ ୫ ବର୍ଷର ଶିଶୁ ପୁତ୍ରକୁ ତଣ୍ଟି ଚିପି ହତ୍ୟା କରିଥିଲେ। ପରେ ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ।…

୧୦୦ ବର୍ଷରେ ସବୁଠୁ ପ୍ରଳୟଙ୍କରୀ ବନ୍ୟା

ବର୍ଲିନ,୧୫।୭: ୧୦୦ ବର୍ଷର ଇତିହାସରେ ୟୁରୋପର ପୂର୍ବାଞ୍ଚଳରେ ଆସିଛି ସବୁଠୁ ପ୍ରଳୟଙ୍କରୀ ବନ୍ୟା। ଏପର୍ଯ୍ୟନ୍ତ ବନ୍ୟାରେ ୪୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭୦ଜଣ ନିଖୋଜ ଅଛନ୍ତି। ବନ୍ୟାରେ ଭାସିଯାଇଛି ଶତାଧିକ କାର୍‌। ଭୁଶୁଡ଼ି ପଡ଼ିଛି ଅନେକ ବିଲ୍ଡିଂ । ଫୋନ୍‌…

ପ୍ରଶ୍ନ ପଚାରିବାରରୁ ଆର୍‌ଟିଆଇ କର୍ମୀଙ୍କ ହାତଗୋଡ଼ ହାଣିଦେଲେ

ରାମନଗର(କର୍ନାଟକ), ୧୫।୭: ତଥ୍ୟ ଜାଣିବା ଅଧିକାର (ଆର୍‌ଟିଆଇ) ଦ୍ୱାରା କର୍ନାଟକ ସରକାରଙ୍କ ବିଭିନ୍ନ ବିଭାଗର ତଥ୍ୟ ମାଗିଥିଲେ ଜଣେ ବ୍ୟକ୍ତି। ଏଥି ଯୋଗୁ କିଛି ଦୁର୍ବୃତ୍ତ ଗୁରୁବାର ସ୍ପଷ୍ଟ ଦିବାଲୋକରେ ଆର୍‌ଟିଆଇ କର୍ମୀଙ୍କ ହାତ ଗୋଡ଼ ହାଣିଦେଇଛନ୍ତି। ଏଭଳି ଘଟଣା ଘଟିଛି…

ବ୍ରିଟିଶ ଅମଳର ଦେଶଦ୍ରୋହ ଆଇନ କାହିଁକି ହଟାଯାଉ ନାହିଁ

ନୂଆଦିଲ୍ଲୀ,୧୫ା୭: ୭୫ ବର୍ଷ ହେଲା ଦେଶକୁ ସ୍ବାଧୀନତା ମିଳିଲାଣି। କିନ୍ତୁ ବ୍ରିଟିଶ ଅମଳର ଦେଶଦ୍ରୋହ ଆଇନ ଆଜି ବି ଚାଲୁଛି। ସେତେବେଳେ ସ୍ବାଧୀନତା ସଂଗ୍ରାମୀଙ୍କୁ ଏହି ଆଇନରେ ଗିରଫ କରାଯାଉଥିଲା। ଏହି ଆଇନକୁ କାହିଁକି ହଟାଯାଉ ନାହିଁ। ଗୁରୁବାର କେନ୍ଦ୍ରକୁ ଏଭଳି…

କ୍ରୀଡ଼ା ମହାକୁମ୍ଭ ଲାଗି ଗାଇଡ୍‌ଲାଇନ

ଟୋକିଓ,୧୫।୭: ଆଥ୍‌ଲେଟ, ଉପସ୍ଥାପକ (ପ୍ରେଜେଣ୍ଟର୍ସ) ଓ ଭଲ୍ୟୁଟର୍ସ ଗ୍ରୁପ ଫଟୋ ନେଇ ପାରିବେ ନାହିଁ। ପୋଡିୟମରେ ପଦକଧାରୀ ଆଥ୍‌ଲେଟଙ୍କୁ ପୂରା ସମୟ ମାସ୍କ ପିନ୍ଧିବାକୁ ପଡ଼ିବ। ଏଭଳି ଗାଇଡ୍‌ଲାଇନରେ ଖେଳାଯିବ ଟୋକିଓ ଅଲିମ୍ପିକ୍ସ। ଆସନ୍ତା ୨୩ ତାରିଖରୁ ଜାପାନର ରାଜଧାନୀରେ ଆରମ୍ଭ…

ସୋମବାରରୁ ଗଡ଼ିବ ମୋ’ ବସ୍‌

ଭୁବନେଶ୍ୱର,୧୫।୭: ରାଜଧାନୀ ଭୁବନେଶ୍ୱରରେ କଟକଣା କୋହଳ ହେବା ସହ ବସ୍‌ ଚଳାଚଳକୁ ମିଳିଛି ଅନୁମତି । ଏହାକୁ ଦେଖି କ୍ୟାପିଟାଲ୍‌ ରିଜନ୍‌ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ଯାତ୍ରୀମାନଙ୍କୁ ପୂର୍ବପରି ସେବା ଯୋଗାଇ ଦିଆଯିବ ବୋଲି ଗୁରୁବାର ସୂଚନା ଦିଆଯାଇଛି। ଆସନ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?