ପାରିବାରିକ ଶତ୍ରୁତାକୁ ନେଇ କନଷ୍ଟେବଳଙ୍କୁ ଜାଳିଦେଇଥିଲେ ୨ ଭାଇ
ବାଉଁଶୁଣୀ,୩ା୩: ବୌଦ୍ଧ ଜିଲା ବାଉଁଶୁଣୀ ଥାନା ଅନ୍ତର୍ଗତ ମଲ୍ଲିକପଡ଼ା ଗ୍ରାମରେ ପାରିବାରିକ ଶତ୍ରୁତା ଯୋଗୁ ସାନଭାଇ କନଷ୍ଟେବଳଙ୍କୁ ନିଆଁରେ ପୋଡି ହତ୍ୟା କରିବା ଘଟଣାରେ ପୋଲିସ ଅଭିଯୁକ୍ତ ୨ ବଡଭାଇଙ୍କୁ ବୁଧବାର ଗିରଫ କରିଛି ା ସୂଚନା ଯୋଗ୍ୟ, ଗତ ରବିବାର…
ସନ୍ଦେହର ପରିଣାମ: ପତ୍ନୀ, ଦୁଇ ଝିଅଙ୍କୁ ହାତୁଡ଼ିରେ ଛେଚି ଛେଚି ହତ୍ୟା
ବୁଲନ୍ଦଶାହର,୩।୩ : ସନ୍ଦେହର ପରିଣାମ କେତେ ଯେ, ଭୟଙ୍କର ତାହାର ଆକଳନ କରିବା କଷ୍ଟକର। ଉତ୍ତର ପ୍ରଦେଶର ବୁଲନ୍ଦଶାହରରେ ଏକ ଘଟଣା ସାମ୍ନାକୁ ଆସିଛି। ଅନ୍ୟ ପୁରୁଷଙ୍କ ସହ ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ପତ୍ନୀ ଓ ଦୁଇ ଝିଅଙ୍କୁ…
ଟିକା ନେଲେ ବରିଷ୍ଠ ନାଗରିକ, କାହାଠାରେ ଦେଖାଯାଇନି ପାର୍ଶ୍ୱ ପ୍ରତିକ୍ରିୟା
ହିଞ୍ଜିଳିକାଟୁ,୩।୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁରେ ବରିଷ୍ଠ ନାଗରିକଙ୍କୁ ବୁଧବାରଠାରୁ ଆର୍ଏମ୍ସି ପରିସର ନୂତନ ଉପଖଣ୍ଡ ଚିକିତ୍ସାଳୟରେ କରୋନା ଟିକାକରଣ ଆରମ୍ଭ ହୋଇଛି। ପୌରାଞ୍ଚଳକୁ ୪ଟି ଭାଗରେ ବିଭକ୍ତ କରାଯାଇ ଟିକାକରଣ ପାଇଁ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ହୋଇଛି। ବୁଧବାର ପୌରାଞ୍ଚଳର ୧…
ଓଲଟି ପଡ଼ିଛି ପିଆଜ ଟ୍ରକ, ପାଖରେ ଶୋଇ ଫୋନ୍ରେ ଗପୁଛନ୍ତି ଡ୍ରାଇଭର; ଫଟୋ ଶେୟାର କଲେ ଅରୁଣ ବୋଥ୍ରା
ବେଳେବେଳେ ସୋସିଆଲ ମିଡିଆରେ ଅନେକ ଫଟୋ ଭାଇରାଲ ହୋଇଥାଏ। ସେଥିମଧ୍ୟରୁ ଅନେକ ହସର ଖୋରାକ ଯୋଗାଉଥିବା ବେଳେ ଆଉ କିଛି ଆଶ୍ଚର୍ଯ୍ୟ ଲାଗିଥାଏ। ଏବେ ସେମିତି ଏକ ଫଟୋ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣ ହସି ହସି ଗଡ଼ିବେ। ଭାଇରାଲ…
ଯେତେବେଳେ ଇଚ୍ଛା ନେଇପାରିବେ କରୋନା ଟିକା
ନୂଆଦିଲ୍ଲୀ,୩।୨: ଭାରତରେ ଚାଲିଥିବା କରୋନା ଟିକାକରଣ ଅଭିଯାନକୁ ଆହୁରି ଗତିଶିଳ କରିବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ନିଷ୍ପତ୍ତି ନିଆଯାଇଛି। ଟିକାକରଣ କାର୍ଯ୍ୟକ୍ରମ ୨୪ ଘଣ୍ଟା ଓ ସପ୍ତାହକୁ ୭ ଦିନ ଚାଲିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷ…
ଟିମ୍ ଇଣ୍ଡିଆର ସଫଳତା ପଛର କାରଣ କହିଲେ କୋହଲି
ଅହମ୍ମଦାବାଦ,୩।୩ : ଭାରତୀୟ ଦଳର ସଫଳତା ପଛର କାରଣ ବୁଧବାର ସ୍ପଷ୍ଟ କରିଛନ୍ତି ଅଧିନାୟକ ବିରାଟ କୋହଲି। ଆମେ କଦାପି ପିଚ୍କୁ ସମାଲୋଚନା କରୁନାହିଁ। ପିଚ୍ରେ କେତେ ଘାସ ଅଛି କିମ୍ବା ବଲ କେଉଁଭଳି ଗତି କରୁଛି, ତାହା ପ୍ରତି ଆମେ…
୯ କର୍ମଚାରୀଙ୍କୁ କରୋନା, ୪୮ ଘଣ୍ଟା ପାଇଁ ସିଲ୍ ହେଲା ହୋଟେଲ
ଲକ୍ଷ୍ନୌ,୩।୩: ଉତ୍ତରପ୍ରଦେଶର ଲକ୍ଷ୍ନୌସ୍ଥିତ ଏକ ହୋଟେଲର ୯ ଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ସମସ୍ତ କର୍ମଚାରୀଙ୍କୁ କ୍ୱାରାଣ୍ଟାଇନ୍ରେ ରଖାଯାଇଛି। ଅନ୍ୟପକ୍ଷରେ ହୋଟେଲକୁ ୪୮ ଘଣ୍ଟା ପାଇଁ ସିଲ୍ କରି ଦିଆଯାଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି କର୍ମଚାରୀମାନଙ୍କର…
ରେକର୍ଡ ସହ ଅଷ୍ଟ୍ରେଲିଆକୁ ବିଜୟ ଭେଟି ଦେଲେ ଆଗର
ଓ୍ବେଲିଂଟନ,୩।୩ : ସ୍ପିନର ଆଷ୍ଟୋନ ଆଗରଙ୍କ ଯାଦୁଗରି ବୋଲିଂ ଯୋଗୁ ନ୍ୟୁଜିଲାଣ୍ଡକୁ ୩ୟ ଟି୨୦ ମ୍ୟାଚ୍ରେ ୬୪ ରନ୍ର ବଡ଼ ବ୍ୟବଧାନରେ ହରାଇ ଦେଇଛି ଅଷ୍ଟ୍ରେଲିଆ। ଏହି ବିଜୟ ସହ ପ୍ରଥମ ଦୁଇ ମ୍ୟାଚ୍ରେ ପରାସ୍ତ ହୋଇଥିବା ଭ୍ରମଣକାରୀ ଅଷ୍ଟ୍ରେଲିଆ ୫…
ଏହି ଲ୍ୟାବ୍ରେ କରୋନା ସମ୍ବନ୍ଧିତ ଡାଟା ଲୁଚାଇଛି ଚାଇନା
ଓ୍ବାଶିଂଟନ,୩।୩: ଚାଇନାର ଉହାନ ସହରରେ ସର୍ବପ୍ରଥମେ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା। ମାତ୍ର ଚାଇନା ଏକଥାକୁ ମାନିବାକୁ ନାରାଜ। ତଥାପି ସମ୍ପୂର୍ଣ୍ଣ ଅସ୍ବୀକାର ବି କରୁନି। ଏବେ ଏକ ସର୍ବେକ୍ଷଣରୁ ଜଣାପଡ଼ିଛି, ଚାଇନା ଉହାନ ଲ୍ୟାବ୍ରେ ରହସ୍ୟମୟୀ ଡାର୍କ ଡାଟାବେସକୁ ଲୁଚାଇଛି।…
ବିଶ୍ୱକପ ବିଜେତା ଅଧିନାୟକ ନେଲେ ପ୍ରଥମ ଡୋଜ ଟିକା
ନୂଆଦିଲ୍ଲୀ,୩।୨: ବିଶ୍ୱକପ ବିଜେତା ଅଧିନାୟକ ତଥା ପୂର୍ବତନ ଭାରତ ଅଲ୍ରାଉଣ୍ଡର କପିଲ ଦେବ ବୁଧବାର କରୋନା ଟିକା ନେଇଛନ୍ତି। କପିଲ ହୃଦରୋଗ ନିର୍ଦ୍ଦେଶକ ଡକ୍ଟର ଅତୁଲ ମାଥୁର୍ଙ୍କ ତତ୍ତ୍ୱାବଧାନରେ ଦିଲ୍ଲୀର ଫୋର୍ଟିସ ହସ୍ପିଟାଲ ହାର୍ଟ ଇନ୍ଷ୍ଟିଚ୍ୟୁଟରେ ଟିକା ନେଇଥିଲେ। ଗତ ବର୍ଷ…
ଆଜି ରାଜଧାନୀରୁ ୧୩ ପଜିଟିଭ୍ ଚିହ୍ନଟ, ପୁଣି ବଢ଼ିଲାଣି ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା
ଭୁବନେଶ୍ୱର,୩।୩(ବ୍ୟୁରୋ): ବୁଧବାର ରାଜଧାନୀ ଭୁବନେଶ୍ୱରରୁ ୧୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜଧାନୀରେ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨,୦୧୨ରେ ପହଞ୍ଚିଥିବା ବିଏମ୍ସି ଟୁଇଟ୍ କରି ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୫ ଜଣ ଚିହ୍ନଟ ହୋଇଥିବା ବେଳେ…
ପାକିସ୍ତାନ ସୁପର ଲିଗ୍ ସହ ଆଇପିଏଲ୍କୁ କରିଥିଲେ ତୁଳନା: ଏବେ କ୍ଷମା ମାଗି ଏପରି କହିଲେ ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର୍
ନୂଆଦିଲ୍ଲୀ,୩।୩: ନିକଟରେ ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର୍ ଡେଲ୍ ଷ୍ଟେଇନ ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍) ଏବଂ ପାକିସ୍ତାନ ସୁପର ଲିଗ୍(ପିଏସ୍ଏଲ୍) ମଧ୍ୟରେ ତୁଳନା କରି ବିବାଦୀୟ ବୟାନ ଦେଇଥିଲେ। ଉକ୍ତ ବୟାନକୁ ନେଇ ତାଙ୍କୁ ସମାଲୋଚନା କରାଯାଇଥିଲା। ଆଇପିଏଲ୍ର ପ୍ରଶଂସକ ସୋସିଆଲ…
Archives


