Home Left

ତାଜ୍‌ମହଲରେ ବୋମା ଆତଙ୍କ: ପର୍ଯ୍ୟଟକଙ୍କୁ ବାହାର କରାଗଲା

ଆଗ୍ରା,୪।୩: ତାଜ୍‌ମହଲରେ ବୋମା ଆତଙ୍କ ଯୋଗୁ ଏହାର ପରିସରକୁ ଖାଲି କରି ଦିଆଯାଇଛି। ପର୍ଯ୍ୟଟକଙ୍କୁୁ ସିଆଇଏସ୍‌ଏଫ୍‌ ଟିମ୍‌ ପକ୍ଷରୁ ବାହାର କରାଯାଇଛି। ପରିସରରେ ବୋମା ରହିଥିବା ସୂଚନା ମିଳିବା ପରେ ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ପୋଲିସ କହିଛି।…

ପଞ୍ଜାବର ସ୍ଥପତି ଦେବେ ରାଫାଲ ଜେଟ୍‌ର ଅନୁଭୁତି

ଚଣ୍ଡିଗଡ଼,୪ ।୩: ପଞ୍ଜାବର ସ୍ଥପତି ରାମପାଲ ବେହନିୱାଲ ନିଜର ବୁଦ୍ଧି ଖଟାଇ ଏକ ଯାନ ନିର୍ମାଣ କରିଛନ୍ତି । ଯାହା ଦେଖିବାକୁ ଅବିକଳ ଯୁଦ୍ଧ ବିମାନ ରାଫାଲ ଭଳି । ଏହାର ନାମ ଦେଇଛନ୍ତି ‘ପଞ୍ଜାବ ରାଫାଲ’ । ଏହି ଯାନକୁ…

ମୁଖ୍ୟମନ୍ତ୍ରୀ ମାତା ପିତାଙ୍କ ସହିତ ନେଲେ କରୋନା ଟିକାର ପ୍ରଥମ ଡୋଜ୍‌

ନୂଆଦିଲ୍ଲୀ,୪।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ କରୋନା ଟିକାର ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଅଭିଯାନରେ ଗୁରୁବାର ପ୍ରଥମ ଡୋଜ୍‌ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଦିଲ୍ଲୀର ଲୋକନାୟକ ଜୟପ୍ରକାଶ ହସ୍ପିଟାଲରେ ପହଞ୍ଚି କୋଭିଶିଲ୍ଡ ଟିକା ନେଇଛନ୍ତି। ତାଙ୍କ ସହିତ ମାତା ଗୀତା ଦେବୀ ଏବଂ…

୭୦ ନୁହେଁ ୧୦୭ ଏକର ଜମିରେ ନିର୍ମିତ ହେବ ଭବ୍ୟ ରାମମନ୍ଦିର: ଅଧିକ ଜମି କିଣିଛି ଟ୍ରଷ୍ଟ୍‌

ଅଯୋଧ୍ୟା,୪।୩: ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ରାମମନ୍ଦିର ୭୦ ଏକର ଜମିରେ ନିର୍ମାଣ କରାଯିବ ବୋଲି ପୂର୍ବରୁ କହାଯାଇଥିଲା। ତେବେ ପ୍ରକୃତରେ ମନ୍ଦିର ନିର୍ମାଣ ୧୦୭ ଏକର ଜମିରେ କରାଯିବ ବୋଲି ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ୍‌ ପକ୍ଷରୁ ସୂଚନା…

ଗୁଳିମାଡ଼ରେ ୩୮ ନିହତ

ୟାଙ୍ଗୁନ୍‌, ୪।୩: ମ୍ୟାନ୍‌ମାର ବିକ୍ଷୋଭକାରୀଙ୍କ ଉପରେ ସୁରକ୍ଷା ବଳର ଦମନଲୀଳା ଦିନକୁ ଦିନ ବଢ଼ିବାରେ ଲାଗିଛି। ବୁଧବାର ବିଭିନ୍ନ ସହରରେ ପୋଲିସ ଓ ସେନା ଗୁଳିରେ ୩୮ ବିକ୍ଷୋଭକାରୀ ପ୍ରାଣ ହରାଇଥିବା ସ୍ଥାନୀୟ ଗଣମାଧ୍ୟମ ତଥା ସୋସିଆଲ ମିଡିଆ ରିପୋର୍ଟରୁ ଜଣାପଡିଛି।…

ଆତ୍ମହତ୍ୟାରେ ଶେଷ ଯୌତୁକ ଯନ୍ତ୍ରଣା

ଅହମଦାବାଦ, ୪ା୩: ଗତ ଫେବୃୟାରୀ ୨୫ରେ ସାବରମତୀ ନଦୀକୁ ଲମ୍ଫ ମାରି ଆତ୍ମହତ୍ୟା କରିଥିଲେ ଗୁଜରାଟ ଅହମଦାବାଦର ଆୟେଶା। ଏହା ପୂର୍ବରୁ ସେ ଏକ ଭିଡିଓ କରିଥିଲେ। ଭିଡିଓରେ ସେ କହିଥିଲେ,‘ଯଦି ସେ ମୋଠାରୁ ମୁକ୍ତି ଚାହଁାନ୍ତି ତେବେ ତାଙ୍କୁ ତାହା…

ପ୍ରାର୍ଥିତ୍ୱ ପ୍ରତ୍ୟାହାର କଲେ ନୀରା ଟଣ୍ଡନ

ଓ୍ବାଶିଂଟନ, ୪।୩(ପି.ଟି.): ଭାରତୀୟ ବଂଶୋଦ୍ଭବ ନୀରା ଟଣ୍ଡନଙ୍କୁ ହ୍ବାଇଟ୍‌ ହାଉସ ଅଫିସ ଅଫ୍‌ ମ୍ୟାନେଜମେଣ୍ଟ ଆଣ୍ଡ ବଜେଟର ନିର୍ଦ୍ଦେଶିକା ଭାବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ମନୋନୀତ କରିଥିଲେ। ତେବେ ନିଜ ଦଳ ଡେମୋକ୍ରାଟ ସମେତ ରିପବ୍ଲିକାନ ସିନେଟରଙ୍କ ବିରୋଧ ଯୋଗୁ…

ଏମର୍ଜେନ୍ସି ଭୁଲ୍‌ ଥିଲା

ନୂଆଦିଲ୍ଲୀ,୪ା୩ : ୧୯୭୫ ଜୁନ୍‌ ୨୫ରୁ ୧୯୭୭ ମାର୍ଚ୍ଚ ୨୧ ଏକୋଇଶ ମାସର ଅବଧି। ଏହି କାଳଖଣ୍ଡରେ ସୃଷ୍ଟି ହୋଇଥିଲା ସ୍ବାଧୀନ ଭାରତର ସବୁଠୁ କଳଙ୍କିତ ଓ ବିବାଦୀୟ ଅଧ୍ୟାୟ। ଏହାକୁ ରଚିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ। ଦେଶବ୍ୟାପୀ ଜାରି…

ଭିନ୍ନମତ ଦେଶଦ୍ରୋହ ନୁହେଁ

ନୂଆଦିଲ୍ଲୀ,୪ା୩(ପି.ଟି.): ସରକାରଙ୍କ ଆଭିମୁଖ୍ୟଠାରୁ ଭିନ୍ନମତ ପୋଷଣ କରିବା ଦେଶଦ୍ରୋହ ପଦବାଚ୍ୟ ହେବ ନାହିଁ ବୋଲି ବୁଧବାର ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବ୍‌ଦୁଲ୍ଲାଙ୍କ ବିରୋଧରେ ଦାଏର ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌)କୁ ଖାରଜ କରି ସର୍ବୋଚ୍ଚ ଅଦାଲତ…

ମନୁଭାଇଙ୍କ ହର୍ବାଲ ଚା’

ବାଲେଶ୍ୱର ଅଫିସ, ୪।୩-ହର୍ବାଲ ଚା’। ଏଥିରେ ପଡୁନି ଚା’ ପତି କି ଚିନି। କପ୍‌ ୫ଟଙ୍କାର ଏଇ ଚା’ ପିଇବାକୁ ବି ଭିଡ଼ ଲାଗୁଛି। ବାଲେଶ୍ୱର ସହର ଫକୀରମୋହନ ଗୋଲେଇ ନିିକଟରେ ଏବେ ମନୁଭାଇଙ୍କ ହର୍ବାଲ ଚା’ର ଢେର ଚାହିଦା। ଅବଶ୍ୟ…

ହଲିଉଡ୍‌ରେ ସୁପରହିଟ୍‌ ଏହି ଅଭିନେତ୍ରୀ

ମୁମ୍ବାଇ: କିଛି ଅଭିନେତ୍ରୀ ଖାଲି ବଲିଉଡ୍‌ ନୁହେଁ, ହଲିଉଡ୍‌ରେ ମଧ୍ୟ ବେଶ୍‌ ଦମଦାର ଅଭିନୟ କରି ଦର୍ଶକଙ୍କ ଦୃଦୟ ଜିଣିଛନ୍ତି। ଐଶ୍ୱର୍ଯ୍ୟା ରାୟ: ନିଜର ସୌନ୍ଦର୍ଯ୍ୟ ଆଉ ବଳିଷ୍ଠ ଅଭିନୟକୁ ନେଇ ନୀଳନୟନା ଐଶ୍ୱର୍ଯ୍ୟା କେବଳ ବଲିଉଡ୍‌ରେ ନୁହେଁ ହଲିଉଡ୍‌ରେ ମଧ୍ୟ…

କୋଭିଡ୍‌ ଭାକ୍ସିନ ପ୍ରମାଣପତ୍ରରେ ମୋଦିଙ୍କ ଫଟୋ : ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହେଲା ଟିଏମ୍‌ସି

ନୂଆଦିଲ୍ଲୀ,୩।୩ : ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ବୁଧବାର ନିର୍ବାଚନ ଆୟୋଗ (ଇସି)ଙ୍କ ଦ୍ୱାରସ୍ଥ ହୋଇଛି। ପଶ୍ଚିମ ବଙ୍ଗରେ ବିଭିନ୍ନ କେନ୍ଦ୍ରୀୟ ଯୋଜନା ବିଜ୍ଞାପନରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚେହେରା ବ୍ୟବହାର ହୋଇଛି, ଯାହାକି ସରକାରୀ ଯନ୍ତ୍ରର ଅପବ୍ୟବହାର।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri