Advertisement

୩୦ ମିଟର ନୂଆ ମାଟିବନ୍ଧ ଅତଡ଼ା ଧସିଲା

ମହାକାଳପଡ଼ା,୧୬ା୭(ଡି.ଏନ୍‌.ଏ.):କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ଅଧୀନ ରାମନଗର ପଞ୍ଚାୟତ ବାହାକୁଦ ଗ୍ରାମ ସଂଲଗ୍ନ ମହାନଦୀର ସାମୁଦ୍ରିକ ଜୁଆର କୂଳ ଲଙ୍ଘିବାରେ ଲାଗିଛି। ଲୁଣା ଘେରିବନ୍ଧ, ଚଳିତବର୍ଷ ବାହାକୁଦ-ମହାନଦୀ ଫେରି ଘାଟଠାରୁ ୧ କିମି କାଜୁ ଜଙ୍ଗଲକୁ ଏକ ନୂତନ ବନ୍ଧ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ସାମୁଦ୍ରିକ ଜୁଆର ମାଡ଼ରେ ୩୦ ମିଟର ମାଟିବନ୍ଧ ଅତଡ଼ା ଧସିଥିବା ଦେଖିବାକୁ ମିଳିଛି। ଏଠାରେ ୨୫୦ ହେକ୍ଟରରୁ ଅଧିକ କାଜୁ ଜଙ୍ଗଲ ରହିଛି। କେତେଜଣ ଲୋକ ଏହି କାଜୁ ଜଙ୍ଗଲକୁ ବେଆଇନ ଭାବେ ଦଖଲ କରିଥିବା କୁହାଯାଏ। ଆଗାମୀ ଦିନରେ ଏହି ମାଟିବନ୍ଧରେ ପଥର ସ୍ପର କରା ନ ଗଲେ ସମୁଦ୍ର ଜୁଆର ମାଡ଼ରେ ବନ୍ଧ ଭୁଶୁଡ଼ିଯିବା ସହ କାଜୁ ଜଙ୍ଗଲ ଧ୍ୱଂସ ପାଇବ ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି। ତେବେ ୧ କିମି ଦୂର ବନ୍ତନାଶି କନ୍ଧା ପର୍ଯ୍ୟନ୍ତ ମାଟି ଓ ପଥର ବନ୍ଧ ନିର୍ମାଣ ପାଇଁ ଦାବି ଜୋର ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ରାଜପଥରେ ହଠାତ୍‌ ଭାଙ୍ଗି ପଡ଼ିଲା ଗଛ

ଦାରିଙ୍ଗବାଡ଼ି,୨୫।୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ୫୯ ନଂ. ଜାତୀୟ ରାଜପଥର ବାଇମାଳା ଘାଟିରେ ଏକ ବିରାଟକାୟ ଗଛ ଭାଙ୍ଗି ପଡ଼ିଛି। ଫଳରେ ଦାରିଙ୍ଗବାଡ଼ିଠାରୁ...

ମଦ ବୋତଲ ଭାଙ୍ଗି ମଦ ଦୋକାନ ମ୍ୟାନେଜରଙ୍କୁ ଆକ୍ରମଣ ଓ ଟଙ୍କା ଲୁଟ : ୨ଗିରଫ

ଦେବଗଡ଼,୩।୧୨(ଡି.ଏନ.ଏ)- ମଦ ଦେବାରେ ବିଳମ୍ବ ହେବାରୁ ଦେବଗଡ଼ ଜିଲା ବାରକୋଟ ବ୍ଲକ ସଦର ମହକୁମାରେ ଥିବା ବିଦେଶୀ ମଦ ଦୋକାନରେ ମଦ ବୋତଲ ଭାଙ୍ଗି ମ୍ୟାନେଜରଙ୍କୁ...

ଡିସେମ୍ବର ୩୧ ଯାଏ ଗାଡ଼ି କାଗଜପତ୍ର ଅବଧି ବୃଦ୍ଧି

କଟକ ଅଫିସ,୨୫।୮: ସମସ୍ତ ପ୍ରକାର ଯାନବାହନ କାଗଜପତ୍ରର ବୈଧତାକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଏନେଇ...

ଚାଷୀଙ୍କ ବିଭିନ୍ନ ସମସ୍ୟା ସମାଧାନ ଦାବି: ନାଗରିକ ବିକାଶ ସଙ୍ଗଠନ ପକ୍ଷରୁ ଦାବିପତ୍ର

ଜୁନାଗଡ,୨୬।୮(ଡି.ଏନ.ଏ.): କଳାହାଣ୍ଡି ଜିଲା ନାଗରିକ ବିକାଶ ସଙ୍ଗଠନ ପକ୍ଷରୁ ସୋମବାର ଜୁନାଗଡ ସହକାରୀ କୃଷି ଅଧିକାରୀ ନୌକେଶ୍ୱର ନାଗଙ୍କ ଜରିଆରେ ଜିଲା ଉପକୃଷି ନିର୍ଦ୍ଦେଶକଙ୍କୁ ଏକ...

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ଡାକ୍ତର,ଆଜି ହେଲେ ଗିରଫ

ଢେଙ୍କାନାଳ ଅଫିସ,୨୦।୭: ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟ ମେଡ଼ିସିନ ବିଭାଗ ଡାକ୍ତର ଉମାକାନ୍ତ ଖେଜୁରିଆ ବୁଧବାର ଗିରଫ ହୋଇଛନ୍ତି। ମଙ୍ଗଳବାର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ...

ଧାମନଗର ଉପନିର୍ବାଚନ: ଆଜିଠୁ ପ୍ରଚାର ଜୋରଦାର

ଭଦ୍ରକ ଅଫିସ,୧୮।୧୦: ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ ରାଜନୀତି ଏବେ ସରଗରମ। ସୋମବାର ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ ଥିବା...

ଜାନୁୟାରୀ ୮ରେ ବିଭିନ୍ନ ଦାବି ନେଇ କଳାହାଣ୍ଡିରେ ହେବ ଧର୍ମଘଟ

ଭବାନୀପାଟଣା,୨୭।୧୨(ଡି.ଏନ୍‌.ଏ.) : କେନ୍ଦ୍ର ସରକାରଙ୍କ ଦରଦାମ୍‌ ବୃଦ୍ଧି ବନ୍ଦ, ଶ୍ରମିକମାନଙ୍କୁ ମାସିକ ସର୍ବନିମ୍ନ ମଜୁରୀ ୨୧ ହଜାର ଟଙ୍କା ପ୍ରଦାନ, ସମାନ କାମକୁ ସମାନ ଦରମା,...

ପୋଲିସ ମାନୁନି କଟକଣା, ଜନସାଧାରଣଙ୍କୁ ଜରିମାନା

ସମ୍ବଲପୁର, ୧୧।୪(ବ୍ୟୁରୋ): ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଦେଖାଦେଇଛି। ଏହାକୁ ମୁକାବିଲା ପାଇଁ ସରକାର ନୂଆ ଗାଇଡ୍‌ଲାଇନ କରିଛନ୍ତି। ୧୪ ଦିନିଆ ମାସ୍କ ପିନ୍ଧା ଅଭିଯାନ...

Advertisement
Archives

Model This Week