ମଦ ଦେବାକୁ ମନାକଲେ ବାର କର୍ମଚାରୀ, ପରେ…

ପୁରୁଷୋତ୍ତମପୁର,୧୮ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର ଉପକଣ୍ଠରେ ଥିବା କରୁଣା ବାର୍‌ରେ ଶନିବାର ରାତିରେ ୩ ଜଣ ଯୁବକ ପହଞ୍ଚତ୍ ମଦ୍ୟପାନ କରିବାକୁ କହିଥିଲେ। ମାତ୍ର ଦୋକାନ ବନ୍ଦ ସମୟ ହୋଇ ଯାଇଥିବାରୁ ମଦ୍ୟପାନ ଲାଗି ବାର୍‌ କର୍ମଚାରୀ ମନା କରିଦେଇଥିଲେ। ଏହାକୁ ନେଇ ଉତ୍ତ୍ୟକ୍ତ ଯୁବକମାନେ କର୍ମଚାରୀମାନଙ୍କୁ ଆକ୍ରମଣ କରିବା ସହ କାତି, ପିସ୍ତଲ ଦେଖାଇ ଆତଙ୍କରାଜ ସୃଷ୍ଟି କରିଥିଲେ। ଖବରପାଇ ପୁରୁଷୋତ୍ତମପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ବା ବେଳକୁ ସେମାନେ ସେଠାରୁ ଚମ୍ପଟ୍‌ ମାରିଥିଲେ। ମାତ୍ର ପୋଲିସ ସେମାନଙ୍କ ପିଛା କରି କବିସୂର୍ଯ୍ୟନଗର ଯିବା ରାସ୍ତାରୁ ଗିରଫ କରିଥିଲେ। ସେମାନେ ହେଲେ କବିସୂର୍ଯ୍ୟନଗର ମେଡିକାଲ ସାହିର ନିରଞ୍ଜନ ବିଷୋଇ(୩୨), ଆଠଗଡ଼ ପାଟଣାର ବିଶ୍ବଜିତ୍‌ ପାଇକରାୟ(୩୨) ଓ ନନ୍ଦିଆଗଡାର ମୁକେଶ ସାହୁ(୩୨)। ଏମାନଙ୍କ ନିକଟରୁ ଗୋଟିଏ ପିସ୍ତଲ, କାତି ଓ ୪୫ ହଜାର ଟଙ୍କା ଜବତ କରାଯାଇଛି। ଏ ନେଇ ଥାନାରେ କେସ୍‌ ନଂ. ୩୧୪/୨୧ ମାମଲା ରୁଜୁ ହୋଇ କୋର୍ଟଚାଲାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁଧବାର ବନକଲାଗି, ୪ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ପୁରୀ ଅଫିସ,୨୩ା୧୦:ଶ୍ରୀମନ୍ଦିରରେ ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ନ ପ୍ରାୟ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ୪ ଘଣ୍ଟା ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ...

ଚିନ୍ତା ବଢ଼ାଇଲା ମାଲେସିଆ ଜାହାଜ କଣ୍ଟେନରରେ ୫ଫୁଟର ଫାଟ, ପଶିଲା ପାଣି

ବ୍ରହ୍ମଗିରି/କୃଷ୍ଣପ୍ରସାଦ,୧୯।୮(ଡି.ଏନ୍‌.ଏ.) : ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଚିଲିକା ମୁହଁାଣର ରାଜହଂସ ଓ ଖିରିସାହି ଗଁା ନିକଟ ବଙ୍ଗୋପସାଗର ଉପକୂଳରେ ଲାଗିଥିବା ମାଲେସିଆ ଜାହାଜ...

ଟ୍ରକ୍‌ -ବାଇକ ମୁହାଁମୁହିଁ ଧକ୍କା: ଜଳିଗଲା ଟ୍ରକ୍‌,ବାଇକ

ବୋରିଗୁମ୍ମା,୧୧।୩(ଡି.ଏନ୍‌.ଏ.): କୋରାପୁଟ ଜିଲା ବୋରିଗୁମ୍ମା- କୋଟପାଡ଼ ୬୩ ନଂ. ଜାତୀୟ ରାଜପଥ ଶଶାହାଣ୍ଡି ନିକଟରେ ସୋମବାର ବିଳମ୍ବିତ ରାତିରେ ଟ୍ରକ୍‌ -ବାଇକ ଧକ୍କା ହୋଇ ଟ୍ରକ୍‌,ବାଇକ...

ଆରଟିଓ କାର୍ଯ୍ୟାଳୟ ପାର୍ଶ୍ୱରୁ ଜବରଦଖଲ ଉଚ୍ଛେଦ

ଚଣ୍ଡିଖୋଲ,୪ା୧୦(ଡି.ଏନ୍‌.ଏ.): ରାଜ୍ୟରେ ଥିବା ସମସ୍ତ ଆରଟିଓ(ରିଜିଓନାଲ ଟ୍ରାନ୍ସପୋର୍ଟ ଅଫିସ) କାର୍ଯ୍ୟାଳୟକୁ ଦଲାଲ ମୁକ୍ତ କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ରମରେ ଆର୍‌ଟିଓ...

ସ୍ଥାୟୀ ଅଧ୍ୟାପକ ନିଯୁକ୍ତି ଦାବି: କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି

ଜୟପୁର,୧୯।୮(ନି.ପ୍ର.): କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ସୋମବାର ଛାତ୍ର ଅଶାନ୍ତି ଦେଖାଦେଇଛି। ବିଶ୍ୱବିଦ୍ୟାଳୟରେ ସଂସ୍କୃତ ଏବଂ ମ୍ୟାନେଜମେଣ୍ଟ ବିଭଗ ସ୍ଥାୟୀ ଅଧ୍ୟାପକ ନିଯୁକ୍ତି ଦାବିରେ ଛାତ୍ରୀଛାତ୍ର ଶ୍ରେଣୀ...

ସୁରକ୍ଷାରେ ‘ଡ୍ରୋନ୍‌’ ସହାୟତା

ଢେଙ୍କାନାଳ ଅଫିସ,୨ା୩ – ଜଙ୍ଗଲ ନିଆଁ ରୋକିବାରେ ଡ୍ରୋନ୍‌ କରୁଛି ବଡ଼ ସହାୟତା। କେଉଁ ସ୍ଥାନରେ ଅଗ୍ନିକାଣ୍ଡ ଘଟିଛି ତାହାର ଫଟୋ ଉଠାଇ ପଠାଉଛି ବନ...

ପରୀକ୍ଷାରେ ସଫଳତା ପାଇଁ ୨୧୦ କିମି ଦୌଡି ଜଗନ୍ନାଥଙ୍କ ଆଶୀର୍ବାଦ ଲୋଡିଲେ ଯୁବକ

ପୁରୀ ଅଫିସ, ୨୦।୨: ସେନାବାହିନୀରେ ଚାକିରୀ କରିବା ଲାଗି ଏକାଧିକଥର ପରୀକ୍ଷା ଦେଇ ବିଫଳ ହେଉଥିବା ଜଣେ ଯୁବକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଲୋଡିଛନ୍ତି। ମହାପ୍ରଭୁଙ୍କ...

ବର୍ଷେ ତିଷ୍ଟିଲାନି ପ୍ରେମ ବିବାହ: ଦଉଡି ଦେଲେ ମହିଳା କନଷ୍ଟେବଳ

ଗୋପାଳପୁର,୨୯ା୮(ଡି.ଏନ.ଏ.): ଗୋପାଳପୁର ଥାନା ଅଧୀନ ଆମ୍ବପୁଆ ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ମହିଳା କନଷ୍ଟେବଳ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ଯାଜ୍ଞସିନୀ ବେହେରା(୨୭)। ବ୍ରହ୍ମପୁର...

Advertisement


Archives

Model This Week