Posted inଖେଳ

ଟିମ୍‌ ଇଣ୍ଡିଆ ହାତରୁ ବିଜୟ ଛଡ଼ାଇ ନେଲା ବର୍ଷା

ଟ୍ରେଣ୍ଟ ବ୍ରିଜ୍‌,୮।୮: ଭାରତୀୟ ଦଳ ହାତରୁ ବିଜୟ ଛଡ଼ାଇ ନେଇଛି ବର୍ଷା। ତୁହାକୁ ତୁହା ବର୍ଷା କାରଣରୁ ପ୍ରଥମ ଟେଷ୍ଟ ମ୍ୟାଚ୍‌ର ଅନ୍ତିମ ଦିନ ଖେଳ ସମ୍ଭବ ହୋଇପାରି ନ ଥିଲା। ଏହାକୁ ଦୃଷ୍ଟିରେ ରଖି ମ୍ୟାଚ୍‌ ଅଫିସିଆଲ ଟେଷ୍ଟକୁ ଡ୍ର’ ଘୋଷାଣ କରିଛନ୍ତି।

ପ୍ରଥମ ଇନିଂସରେ ଇଂଲଣ୍ଡ ୧୮୩ ରନ୍‌ କରିଥିବାବେଳେ ଭାରତ ୨୭୮ ରନ୍‌ କରିଥିଲା। ୯୫ ରନ୍‌ରେ ପଛୁଆ ଥିବା ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ୩୦୩ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଫଳରେ ଟିମ୍‌ ଇଣ୍ଡିଆ ଆଗରେ ଧାର୍ଯ୍ୟ ହୋଇଥିଲା ୨୦୯ ରନ୍‌ର ବିଜୟ ଲକ୍ଷ୍ୟ। ଭାରତୀୟ ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ୧ ଉଇକେଟ ହରାଇ ୫୨ ରନ୍‌ କରିଥିଲା। ଦଳକୁ ଜିତିବା ପାଇଁ ବଳକା ୯ ଉଇକେଟରେ ଦରକାର ଥିଲା ୧୫୭ ରନ୍‌। କିନ୍ତୁ ଅନ୍ତିମ ଦିନକୁ ବର୍ଷା ଧୋଇ ନେବାରୁ ମ୍ୟାଚ୍‌ଟି ଡ୍ର’ ଭାବେ ଶେଷ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସର୍ବପ୍ରଥମ ପଦକ ଲକ୍ଷ୍ୟରେ ଓଡ଼ିଶା

ଭୁବନେଶ୍ୱର, ୧୫।୧୨ (ସ୍ପୋଟର୍‌ସ ବ୍ୟୁରୋ)- ଡିସେମ୍ବର ୧୭ରୁ ୨୨ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଜାତୀୟ ସବ୍‌ଜୁନିୟର ବ୍ୟାଡ୍‌ମିଣ୍ଟନ (୧୫ ବର୍ଷ ଓ ୧୭ ବର୍ଷରୁ କମ୍‌ ବାଳିକା...

ନ୍ୟୁଜିଲାଣ୍ଡର କ୍ଲିନ୍‌ ସୁଇପ୍‌

ଓ୍ବେଲିଂଟନ,୨୦ା୩: ଓ୍ବେଲିଂଟନରେ ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟ ମ୍ୟାଚକୁ ଇନିଂସ ସହ ୫୮ ରନ୍‌ରେ ନ୍ୟୁଜିଲାଣ୍ଡ ବିଜୟୀ ହୋଇଛି। ପ୍ରଥମ ଇନିଂସରେ ୪୧୬ ରନ୍‌ ପଛରେ...

ଜାତୀୟ ଓପନ ଆଥଲେଟିକ୍ସ: ସେମିରେ ଦୂତୀ, ଅମିୟ

ଭୁବନେଶ୍ୱର, ୧୧।୧୦(କ୍ରୀଡ଼ା ପ୍ରତିନିଧି)- ରାଞ୍ଚିରେ ଗୁରୁବାରଠାରୁ ଆରମ୍ଭ ହୋଇଛି ଜାତୀୟ ଓପନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ୫୯ତମ ସଂସ୍କରଣ। ପ୍ରଥମ ଦିବସରେ ଅନୁଷ୍ଠିତ ୧୦୦ ମିଟର ରେସ୍‌ରେ...

କ୍ରିକେଟର୍‌ ସବୁ ଫର୍ମାଟରୁ ଅବସର ନେଲେ ଏହି ମହାନ କ୍ରିକେଟର୍‌

ଜୋହାନ୍ସବର୍ଗ,୧୯।୧: ଚଳିତ ବର୍ଷ ଅକ୍ଟୋବରରେ ଭାରତରେ ଦିନିକିଆ ବିଶ୍ୱକପ ଖେଳାଯିବ। ଏହି ଟୁର୍ନାମେଣ୍ଟ ପୂର୍ବରୁ ସେ ସମସ୍ତ ଫର୍ମାଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି...

କୋଲକାତାରେ ଘର କିଣିଲେ ଗାଙ୍ଗୁଲି, ଯାହାର ମୂଲ୍ୟ…

କୋଲକାତା,୨୧।୫: ଭାରତୀୟ କ୍ରିକେଟ ବୋର୍ଡର ମୁଖ୍ୟ ସୌରଭ ଗାଙ୍ଗୁଲି ପଶ୍ଚିମବଙ୍ଗର ସବୁଠାରୁ ଧନୀ ପରିବାର ମଧ୍ୟରୁ ଅନ୍ୟତମ । କୋଲକାତାର ସର୍ବଶ୍ରେଷ୍ଠ ଅଞ୍ଚଳରେ ଏକ ଘର...

୨୬୭ ରନରେ ଆଉଟ୍‌ ହେଲେ କ୍ରଲି

ସାଉଥାମ୍ପଟନ,୨୨।୮(ପି.ଟି.): ସ୍ଥାନୀୟ ରୋଜ ବାଓଲ ଗ୍ରାଉଣ୍ଡରେ ଚାଲିଥିବା ପାକିସ୍ତାନ ବିପକ୍ଷ ତୃତୀୟ ତଥା ଅନ୍ତିମ କ୍ରିକେଟ ଟେଷ୍ଟ ମ୍ୟାଚ୍‌ରେ ଜ୍ୟାକ କ୍ରଲିଙ୍କ ଆକର୍ଷଣୀୟ ଦ୍ୱିଶତକ ଓ...

ଓ୍ବାଶିଂଟନ ଫାଇନାଲରେ କିର୍ଗିୟସ୍‌

ଓ୍ବାଶିଂଟନ,୪।୮(ଏଏଫ୍‌ପି): ଏଠାରେ ଚାଲିଥିବା ଏଟିପି ଓ୍ବାଶିଂଟନ ଓପନ୍‌ ଟୁର୍ନାମେଣ୍ଟରେ ଅଷ୍ଟ୍ରେଲିଆର ନିକ୍‌ ଗିର୍ଗିୟସ୍‌ ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ ସେମିଫାଇନାଲ ମ୍ୟାଚ୍‌ରେ କିର୍ଗିୟସ ଟପ୍‌...

ଫାଇନାଲରେ ମୁକୁଟ ପିନ୍ଧିଲେ ରୁତୁରାଜ

ଦୁବାଇ,୧୫।୧୦: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ର ବ୍ୟାଟିଂ ସେନସେଶନ ରୁତୁରାଜ ଗାଏକ୍ୱାଡ ଶେଷରେ ଅରେଞ୍ଜ କ୍ୟାପର ଅଧିକାରୀ ହୋଇଛନ୍ତି। ଶୁକ୍ରବାର ଦୁବାଇରେ ଖେଳାଯାଇଥିବା କୋଲକାତା ନାଇଟ୍‌...

Advertisement
Archives

Model This Week