ଭିନ୍ନ ରୂପରେ ସାରା

ମୁମ୍ବାଇ: ବଲିଉଡ୍ ନାୟିକା ସାରା ଅଲି ଖାଁ ନିଜର ଫିଲ୍ମ, ଫିଟନେସ୍ ଓ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବେଶ୍ ଚର୍ଚ୍ଚିତ । ନିକଟରେ ସେ ଡିସକଭରି ପ୍ଲସ ଶୋ’ ମିଶନ ଫ୍ରଣ୍ଟଲାଇନର ଏକ ଏପିସୋଡ ପାଇଁ ଶୁଟିଂ କରିଥିଲେ । ଯେଉଁଥିରେ ତାଙ୍କର ଅନ୍ଦାଜ ସମସ୍ତଙ୍କୁ ଚକିତ କରିଥିଲା । ଏହି ଏପିସୋଡ ପ୍ରତିରକ୍ଷା ଓ ଅର୍ଦ୍ଧସାମରିକ ବଳରେ କାମ କରୁଥିବା ଲୋକଙ୍କ ଜୀବନକୁ ପାଖରୁ ଦେଖାଇଥାଏ । ସାରା ଅଲି ଖାଁ ଏହି ଏପିସୋଡ ପାଇଁ ଆସାମରେ ଗୋଟିଏ ଦିନ ବିତାଇଛନ୍ତି । ସେଠାରେ ସେ ମହିଳା ସେନାଙ୍କ ସହ ପ୍ରଶିକ୍ଷଣ ନେଇଛନ୍ତି । ଯେଉଁମାନେ ଆସାମ ପୋଲିସରେ ଦେଶର ପ୍ରଥମ ମହିଳା କମାଣ୍ଡୋ ୟୁନିଟ ବୋଲି କୁହାଯାଉଛି । ଏହି ଶୋ’ର ଏକ ଭିଡିଓ ସାରା ଶେୟାର କରିଛନ୍ତି । ଯେଉଁଥିରେ ସେ ମହିଳା ସୁରକ୍ଷାକର୍ମୀଙ୍କ ସହ ଟ୍ରେନିଂ ନେଉଥିବା ଦେଖାଯାଇଛି । ଉକ୍ତ ଭିଡିଓରେ କେତେବେଳେ ସାରା ଏକେ ୪୭ ଚଳାଉଛନ୍ତି ତ ପୁଣି ତେବେଳେ ରକ୍ କ୍ଲାଇମ୍ବିଂ କରୁଥିବା ଦେଖାଯାଇଛି । ଭିଡିଓ ଶେୟାର କରି ସାରା କ୍ୟାପଶନରେ ଲେଖିଛନ୍ତି ମୁଁ ବୀରଙ୍ଗନା ଯୋଦ୍ଧାଙ୍କ ଇଚ୍ଛାଶକ୍ତି ଓ ଶକ୍ତିକୁ ସଲାମ କରୁଛି । ସେମାନେ ଯେଉଁ ମାନସିକ ଦୃଢତା ଓ ଶାରୀରିକ ଦକ୍ଷତା ବିକାଶ କରିବା କଥା ତାହା ପ୍ରଶଂସନୀୟ ଓ ଅତ୍ୟନ୍ତ ପ୍ରେରଣାଦାୟୀ । ସେହି ମହିଳାଙ୍କ ସହ ପ୍ରଶିକ୍ଷଣ ନେବା ଓ ଏକ ମିଶନର ଅଶଂ ହେବା ମୋ ପାଇଁ ଭାଗ୍ୟର କଥା ବୋଲି ସାରା କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟିର ସମ୍ପତ୍ତି ଜବତ କଲା ଇଡି, ଶିଳ୍ପାଙ୍କ ବଙ୍ଗଳା ବି ହେଲା ସିଜ୍‌

ମୁମ୍ବାଇ,୧୮।୪: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଏକ ବଡ଼ ଅଡ଼ୁଆରେ ଫସିଛନ୍ତି। ଇଡି ତାଙ୍କର ୯୭.୭୯ କୋଟି ଟଙ୍କାର ସମ୍ପତ୍ତିକୁ...

ପରପାରିରେ ବିଶିଷ୍ଟ ଅଭିନେତା-ନିର୍ଦ୍ଦେଶକ ସଚ୍ଚି ଦାସ

ଭୁବନେଶ୍ୱର,୧୮।୪: ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ସଚ୍ଚି ଦାସ, କବି ସମ୍ରାଟ...

ଗର୍ଭବତୀ ଥାଇ ବି ଆକ୍ସନ ସିନ୍‌ କରୁଛନ୍ତି ଦୀପିକା!

ମୁମ୍ବାଇ: ବଲିଉଡର ‘ମସ୍ତାନୀ’ ଅର୍ଥାତ୍‌ ଦୀପିକା ପାଦୁକୋନ ୨୦୨୪ ସେପ୍ଟେମ୍ବରରେ ମା’ ହେବାକୁ ଯାଉଛନ୍ତି। ଏହି ମୁହୂର୍ତ୍ତକୁ ଅନୁଭବ କରିବାକୁ ଉଭୟ ଅଭିନେତା ରଣବୀର ସିଂ...

କ୍ରିମନାଲ ଲୟର ହେବାକୁ ଚାହୁଁଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଷ୍ଟାର କିଡଙ୍କ କଥା ଯଦି ଆଲୋଚନାକୁ ନିଆଯାଏ, ତେବେ କୁହାଯାଏ ଯେ ଏମାନେ ପ୍ୟାରେଣ୍ଟସଙ୍କ ପଥ ଅନୁସରଣ କରି ମନୋରଞ୍ଜନ ଦୁନିଆରେ ନିଜର...

ସାଉଥରେ ଡେବ୍ୟୁ କରିବେ ଅକ୍ଷୟ

ହାଇଦ୍ରାବାଦ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ନିଜର ଆକ୍ସନ ଥ୍ରୀଲର ଫିଲ୍ମ ‘ବଡ଼େ ମିୟାଁ ଛୋଟେ ମିୟାଁ’ପରେ ଏବେ ତେଲୁଗୁ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri