ପାଚେରୀ ଭଳି ଛିଡ଼ା ହୋଇଛନ୍ତି ରୁଟ୍-ବେଆରଷ୍ଟୋ
ଲଡର୍ସ,୧୪।୮: ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ୨ୟ ଦିନ ଆରମ୍ଭରୁ ବଲ ଖୁବ ମୁଭମେଣ୍ଟ କରିଥିଲା, ଯାହା ଫଳରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ପକ୍ଷେ ରନ୍ କରିବା କଷ୍ଟକର ହୋଇଥିଲା। କିନ୍ତୁ ତୃତୀୟ ଦିନ ସେଭଳି କିଛି ଦେଖିବାକୁ ମିଳିନାହିଁ। ଭାରତୀୟ ବୋଲରଙ୍କ…
ଅଗଷ୍ଟ ୧୪ରେ ଦୁଇଭାଗ ହୋଇଥିଲା ଦେଶ; ଲୁହରେ ଭିଜିଥିଲା ଭାରତ ମା’ର ପଣତ
ଭାରତ ଇତିହାସରେ ଅଗଷ୍ଟ ୧୪ ତାରିଖକୁ ଲୁହରେ ଲେଖାଯାଇଛି। କାରଣ ଏହି ଦିନ ଦେଶ ବିଭାଜିତ ହୋଇଥିଲା। ୧୯୪୭ ଅଗଷ୍ଟ ୧୪ରେ ପାକିସ୍ତାନ ଏବଂ ୧୯୪୭ ଅଗଷ୍ଟ ୧୫ରେ ଭାରତ ଏକ ପୃଥକ ରାଷ୍ଟ୍ର ଘୋଷିତ ହୋଇଥିଲା। ଏହା କେବଳ ଦେଶର…
ନୀରଜ ଚୋପ୍ରା ଅସୁସ୍ଥ
ନୂଆଦିଲ୍ଲୀ,୧୪।୮: ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରା ଅସୁସ୍ଥ। ତାଙ୍କୁ ଗତ ଦୁଇଦିନ ଧରି ପ୍ରବଳ ଜ୍ୱର ହୋଇଛି। ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କର କୋଭିଡ ପରୀକ୍ଷା କରାଯାଇଥିବା ବେଳେ ତାର ରିପୋର୍ଟ ନେଗେଟିଭ୍ ଆସିଛି। ସେ ଅସୁସ୍ଥ ଥିବା…
ଖୁବ୍ଶୀଘ୍ର କୋଚ୍ ହୋଇପାରନ୍ତି ଇରଫାନ୍ ପଠାନ! ଏନ୍ସିଏରେ ବିତାଇଲେ ୮ ଦିନ; ଦ୍ରାବିଡଙ୍କୁ କହିଲେ ଧନ୍ୟବାଦ
ନୂଆଦିଲ୍ଲୀ,୧୪।୮: ପୂର୍ବ ଭାରତୀୟ ଦ୍ରୁତ ବୋଲର ଇରଫାନ୍ ପଠାନ ଖୁବ୍ଶୀଘ୍ର କୌଣସି ଟିମ୍ର କୋଚ୍ ଭାବେ ଦାୟିତ୍ୱ ଗ୍ରହଣ କରିପାରନ୍ତି। ପଠାନ ନିଜର ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ଶେୟାର କରି ଏନେଇ ସମ୍ୟକ ସୂଚନା ଦେଇଛନ୍ତି। ସେ ରାଷ୍ଟ୍ରୀୟ କ୍ରିକେଟ…
ସ୍ବାଧୀନତା ଦିବସରେ ଲଞ୍ଚ୍ କରିବ ଓଲା ସ୍କୁଟର, ଭିଡିଓ ଶେୟାର କରି ଏମିତି କହିଲେ କମ୍ପାନୀ ସିଇଓ
ନୂଆଦିଲ୍ଲୀ,୧୪ା୮: ଓଲା ଇଲେକ୍ଟ୍ରିକ୍ କମ୍ପାନୀ ୧୫ ଅଗଷ୍ଟରେ ନିଜର ଇଲେକ୍ଟ୍ରିକ୍ ସ୍କୁଟର ଲଞ୍ଚ୍ କରିବ। ଲଞ୍ଚ୍ ପୂର୍ବରୁ କମ୍ପାନୀର ସିଇଓ ଭବିଶ ଅଗ୍ରଓ୍ବାଲ ଏକ ଭିଡିଓ ଶେୟାର କରିଛନ୍ତି। ଯାହା ଏବେ ଭାଇରାଲ ହେଉଛି। Scooters are coming on Sunday!…
ତ୍ରିରଙ୍ଗା ଲଗାଇବା ସମୟରେ ଦୁର୍ଘଟଣା: ୩ ମୃତ
ଗ୍ୱାଲିୟର,୧୪ ।୮: ଆଉ କିଛି ଘଣ୍ଟା ପରେ ପାଳନ କରାଯିବ ଦେଶରେ ସ୍ୱାଧିନତା ଦିବସ । ସ୍ୱାଧିନତା ଦିବସ ପୂର୍ବରୁ ମଧ୍ୟପ୍ରଦେଶର ଗ୍ୱାଲିୟରରେ ଏକ ଦୁଃଖଦ ଘଟଣା ଘଟିଛି । ସ୍ୱାଧିନତା ଦିବସର ପ୍ରସ୍ତୁତି ସମୟରେ ଗ୍ୱାଲିୟରର ମହାରାଜା ବାଡା ସ୍ଥିତ…
ଖୁବ୍ଶୀଘ୍ର ଧୋନୀଙ୍କୁ କାଟିଦେବେ ପନ୍ତ! ନିଜ ନାମରେ କଲେ ଆଉ ଏକ ରେକର୍ଡ…
ନୂଆଦିଲ୍ଲୀ,୧୪।୮: ପୂର୍ବତନ ମହାନ ଭାରତୀୟ ଅଧିନାୟକ ତଥା ଉଇକେଟକିପର ମହେନ୍ଦ୍ର ସିଂହ ଧୋନୀ କ୍ରିକେଟ ଇତିହାସରେ ନିଜର ଅନେକ ସଫଳତାର ଫର୍ଦ୍ଦ ଯୋଡ଼ିଛନ୍ତି। ସେସବୁର ସମକକ୍ଷ ହେବା କାହା ପାଇଁ ସହଜ ନୁହେଁ। କିନ୍ତୁ ବର୍ତ୍ତମାନ ଟେଷ୍ଟ ଟିମ୍ର ଉଇକେଟକିପର ବ୍ୟାଟ୍ସମ୍ୟାନ…
ଜାଣନ୍ତୁ ଅନିଲ କପୁରଙ୍କ ସାନ ଜ୍ୱାଇଁ କରନ୍ କିଏ; ଆଜି ଯାହାଙ୍କ ହାତ ଧରିବେ ରିୟା…
ବମ୍ବେ: ବିବାହ ବନ୍ଧନରେ ଆବଦ୍ଧ ହେବେ ଅନିଲ କପୁରଙ୍କ ସାନ ଝିଅ ରିୟା କପୁର। ଶନିବାର ପ୍ରେମିକ କରନ ବୁଲାନୀଙ୍କ ହାତ ଧରିବେ ସେ। ଜୁହୁ ସ୍ଥିତ ଅନିଲଙ୍କ ଘରକୁ ବିବାହ ନିମନ୍ତେ ବୋହୂ ପରି ସଜାଯାଇଛି। ୨୨ ବର୍ଷ ବୟସରୁ…
ଜିଲା ବାହାର ଲୋକଙ୍କ ପାଇଁ ୧୬ରୁ ଖୋଲିବ ସ୍ବର୍ଗଦ୍ୱାର
ପୁରୀ ଅଫିସ,୧୪।୮: ଆସନ୍ତା ୧୬ ତାରିଖରୁ ବାହାର ଜିଲାବାସୀଙ୍କ ପାଇଁ ପୁରୀ ସ୍ବର୍ଗଦ୍ୱାର ଖୋଲା ହେବ। ଏଣିକି ଜିଲା ବାହାର ଲୋକେ ନିଜ ପରିଜନଙ୍କ ମୃତଦେହ ସ୍ବର୍ଗଦ୍ୱାରରେ ସତ୍କାର କରିପାରିବେ। ଏହି ସମୟରେ କୋଭିଡ କଟକଣାକୁ କଡ଼ାକଡି ଭାବେ ପାଳନ କରାଯିବ।…
ରାଷ୍ଟ୍ରପତି ଖୋଲିଲେ ମୁହଁ, ଯୁଦ୍ଧ ନୁହେଁ ସମାଧାନ-ପ୍ରଥମେ ଦେଶର ସୁରକ୍ଷା…
କାବୁଲ,୧୪।୮: ଆଫଗାନିସ୍ତାନରେ ତାଲିବାନର ଶକ୍ତି ବୃଦ୍ଧି ପାଉଛି। ଇତିମଧ୍ୟରେ ଅତାଙ୍କବାଦୀ ସଂଗଠନ ପକ୍ଷରୁ ଦେଶର ବହୁ ସହରକୁ ଦଖଲ କରାଯାଇଛି। ଦେଶରେ ଜାରି ରହିଥିବା ଭୟଙ୍କର ଗୃହଯୁଦ୍ଧ ମଧ୍ୟରେ ରାଷ୍ଟ୍ରପତି ଆଶରଫ ଘାନି ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। ସେ…
ପ୍ରଥମ ସ୍ବାମୀଙ୍କଠାରୁ ଛାଡ଼ପତ୍ର ନେଇ ଦିତୀୟ ବିବାହ କରିଛନ୍ତି ଏହି ପ୍ରସିଦ୍ଧ ଗାୟିକା
ମୁମ୍ବାଇ: ଆଜି ଅର୍ଥାତ୍ ଅଗଷ୍ଟ ୧୪ରେ ବଲିଉଡ୍ର ସଫଳ ଗାୟିକା ସୁନିଧି ଚୌହାନଙ୍କ ଜନ୍ମଦିନ। ୧୯୮୩ ମସିହାରେ ସୁନିଧି ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ଛୋଟବେଳୁ ଫିଲ୍ମରେ ଗୀତ ଗାଇ ସେ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ। ଆଜିର ଏହି ଖାସ୍ ଦିନରେ…
ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ପାରଳାଖେମୁଣ୍ଡିରେ ପହଞ୍ଚିଲା କ୍ରଇମବ୍ରାଞ୍ଚ ଟିମ୍
ପାରଳାଖେମୁଣ୍ଡି,୧୪।୮(ଡି.ଏନ୍.ଏ.): ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ) ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାର ତଦନ୍ତ ଭାର କ୍ରଇମବ୍ରାଞ୍ଚ ହାତକୁ ନେଇଛି। ଏ ନେଇ ଶନିବାର ପାରଳାଖେମୁଣ୍ଡିରେ ୩ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚିଛି। ସୂଚନାଯୋଗ୍ୟ, ଡିଜିପି ଅଭୟଙ୍କ ନିର୍ଦ୍ଦେଶ…

