Posted inଫୁରସତ

ଅଗଷ୍ଟ ୧୪ରେ ଦୁଇଭାଗ ହୋଇଥିଲା ଦେଶ; ଲୁହରେ ଭିଜିଥିଲା ଭାରତ ମା’ର ପଣତ

ଭାରତ ଇତିହାସରେ ଅଗଷ୍ଟ ୧୪ ତାରିଖକୁ ଲୁହରେ ଲେଖାଯାଇଛି। କାରଣ ଏହି ଦିନ ଦେଶ ବିଭାଜିତ ହୋଇଥିଲା। ୧୯୪୭ ଅଗଷ୍ଟ ୧୪ରେ ପାକିସ୍ତାନ ଏବଂ ୧୯୪୭ ଅଗଷ୍ଟ ୧୫ରେ ଭାରତ ଏକ ପୃଥକ ରାଷ୍ଟ୍ର ଘୋଷିତ ହୋଇଥିଲା। ଏହା କେବଳ ଦେଶର ବିଭାଜନ ଥିବା କହିବା ବାହୁଲ୍ୟ। କାରଣ ଏହା ବାସ୍ତବରେ ହୃଦୟ, ପରିବାର, ସମ୍ପର୍କ ଏବଂ ଭାବର ବିଭାଜନ ଥିଲା। ଭାରତମାତା ଛାତିରେ ଏହି ବିଭାଜନର କ୍ଷତ ଶତାବ୍ଦୀ ଧରି ରହିବ। ଦେଶ ତଥା ବିଶ୍ୱ ଇତିହାସରେ ଅଗଷ୍ଟ ୧୪ ତାରିଖରେ ହୋଇଥିବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମଗୁଡିକ କିଛି ଏଭଳି:

୧୮୬୨: ବମ୍ବେ ହାଇକୋର୍ଟର ପ୍ରତିଷ୍ଠା
୧୮୮୮: ଇଂଲଣ୍ଡର ଫୋକେଷ୍ଟୋନରେ ପ୍ରଥମ ସୁନ୍ଦରୀ ପ୍ରତିଯୋଗିତାର ଆୟୋଜନ
୧୯୧୭: ଜର୍ମାନୀ ଏବଂ ଅଷ୍ଟ୍ରିଆ ବିରୁଦ୍ଧରେ ଚାଇନା ଯୁଦ୍ଧ ଘୋଷଣା କରିଥିଲା
୧୯୨୪: ପ୍ରସିଦ୍ଧ ଲେଖକ ତଥା ସାମ୍ବାଦିକ କୁଲଦୀପ ନାୟାରଙ୍କ ଜନ୍ମ
୧୯୩୮: ଟେଲିଭିଜନରେ ବିବିସିର ପ୍ରଥମ ଫିଚର ଫିଲ୍ମ (ଷ୍ଟୁଡେଣ୍ଟ ଅଫ ପ୍ରାଗ) ପ୍ରସାରିତ ହୋଇଥିଲା
୧୯୪୭: ଭାରତ ବିଭାଜିତ ହେଲା ଏବଂ ପାକିସ୍ତାନ ଏକ ଅଲଗା ରାଷ୍ଟ୍ର ହେଇଥିଲା
୧୯୬୮: ମୋରାରଜୀ ଦେଶାଇଙ୍କୁ ପାକିସ୍ତାନର ସର୍ବୋଚ୍ଚ ନାଗରିକ ସମ୍ମାନ ନିଶାନ-ଇ-ପାକିସ୍ତାନ ପ୍ରଦାନ କରାଯାଇଥିଲା
୧୯୭୧: ୧୧୦ ବର୍ଷ ପରେ ବାହାରେନ୍‌ ବ୍ରିଟିଶ ଶାସନରୁ ସ୍ବାଧୀନତା ଲାଭ କରିଥିଲା
୨୦୦୩: ପୂର୍ବ ଆମେରିକା ଏବଂ କାନାଡାରେ ଦୀର୍ଘ ସମୟ ଧରି ବିଦ୍ୟୁତ୍‌ ଯୋଗାଣ ବନ୍ଦ ହୋଇଗଲା। ଏହାର ପ୍ରଭାବ ନ୍ୟୁୟର୍କ ଏବଂ ଓଟୋବା ଭଳି ବଡ଼ ସହର ଉପରେ ପଡ଼ିଥିଲା
୨୦୦୬: ମିଳିତ ଜାତିସଂଘର ଉଦ୍ୟମରେ ଇସ୍ରାଏଲ ଏବଂ ଦକ୍ଷିଣ ଲେବନାନରେ ପାଞ୍ଚ ସପ୍ତାହ ଧରି ଜାରି ରହିଥିବା ବିବାଦ ସମାପ୍ତ ହେଲା
୨୦୦୬: ଇରାକର କାହଟାନିଆରେ ବୋମା ବିସ୍ଫୋରଣରେ ୪୦୦ ଲୋକ ପ୍ରାଣ ହରାଇଲେ
୨୦୧୩: ମିସ୍ରରେ ପୋଲିସ ଏବଂ ବିକ୍ଷୋଭକାରୀଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷରେ ୬୩୮ ଜଣ ଲୋକ ପ୍ରାଣ ହରାଇଥିଲେ


Enter your email to get our daily news in your inbox.

All Right Reserved By Dharitri.Com

ଦୁନିଆର ଭୟଙ୍କର ଗୁମ୍ଫା: ବୁଲିବା ପାଇଁ ପର୍ଯ୍ୟଟକଙ୍କୁ କିଣିବାକୁ ପଡ଼େ ୨ ଲକ୍ଷ ଟଙ୍କାର ଟିକଟ

ଦୁନିଆର ଭୟଙ୍କର ଗୁମ୍ଫା ବୁଲିବା ପାଇଁ ପର୍ଯ୍ୟଟକଙ୍କୁ ୨ ଲକ୍ଷ ଟଙ୍କାର ଟିକଟ କିଣିବାକୁ ପଡ଼େ। ଏହା ଶୁଣିଲେ ହୁଏତ ଯେ କେହି ଆଶ୍ଚର୍ଯ୍ୟ ହେବା...

ଭୂକମ୍ପକୁ ନ ଡରି ତୁରନ୍ତ କରନ୍ତୁ ଏପରି, ହୋଇଯିବ ଜୀବନ ରକ୍ଷା

ଭୂକମ୍ପ ନାଁ ଶୁଣିଲେ ମନରେ ଅଜଣା ଭୟ ଜାଗିଉଠେ। ଭୂକମ୍ପ ଆସିଲେ ଲୋକେ ହଡ଼ବଡ଼େଇ ଯାଇଥାନ୍ତି। ତେଣୁ ଏହି ସମୟରେ ଲୋକେ କ’ଣ କରିବେ ନ...

ଗପିଲେ ମାଗଣାରେ ମିଳିବ ପିଜା

ଆଜିକାଲି ଦେଖିବାକୁ ମିଳୁଛି, ପିଲାଙ୍କଠୁ ବୃଦ୍ଧ ଏବେ ପ୍ରାୟତଃ ସମସ୍ତେ ମୋବାଇଲ୍‌ ନିଶାରେ ଏମିତି ପଡିଯାଇଛନ୍ତି ଯେ, ସେମାନଙ୍କ ପାଖେ ପରସ୍ପର ସହ ଭଲମନ୍ଦ କଥା...

ସୂର୍ଯ୍ୟପରାଗରେ ଏସବୁ ରାଶିଙ୍କ ଭାଗ୍ୟ ଚମକିବ !

ନୂଆଦିଲ୍ଲୀ, ୨୦।୬: ରବିବାର ରାହୁଗ୍ରସ୍ତ ସୂର୍ଯ୍ୟପରାଗ ହେବାକୁ ଯାଉଛି। ଜୁନ୍‌ ୨୧ ପୂର୍ବାହ୍ନ ୧୦ଟା ୩୮ ମିନିଟ୍‌ ୧୭ ସେକେଣ୍ଡରେ ପରାଗ ଆରମ୍ଭ ହେବ। ମଧ୍ୟାହ୍ନ...

ଉଡ଼ାଣ ଆଉ ଅବତରଣ ସମୟରେ ଖୋଲି ଦିଆଯାଏ ବିମାନର ଝରକା, କାରଣ ଜାଣିଲେ…

ବିମାନରେ ବସିବାକୁ କାହାର ବା ଇଚ୍ଛା ନ ଥାଏ। କିନ୍ତୁ ଏହି ଯାତ୍ରା ସହିତ ଜଡ଼ିତ ଅନେକ ନିୟମ ଅଛି, ଯାହା କି ଅନେକ ଲୋକ...

ମା’ ଭଳି ବାପା ବି ହୋଇପାରିବେ ଝିଅର ଭଲ ବନ୍ଧୁ: ଏହି ୪ ଦିଗ ଉପରେ ଦିଅନ୍ତୁ ଧ୍ୟାନ

ଅନେକ ସମୟରେ ଝିଅଟି ତା’ ଜୀବନରେ ଘଟୁଥିବା ପ୍ରତ୍ୟେକ କଥା ବିନା ସଙ୍କୋଚରେ ମା’ଙ୍କୁ କହିବା ଦେଖାଯାଇଥାଏ। ଏପରିକି କେତେକ ସ୍ଥାନରେ ପିତାଙ୍କ ଅନୁମତି ଲାଗି...

ମରୁଭୂମିରେ ସ୍ବପ୍ନ ସହର, ୫୦ ଲକ୍ଷ ଲୋକଙ୍କ ପାଇଁ ରହିବା ସୁବିଧା…

ଓ୍ବାଶିଂଟନ,୧୨।୯: ମରୁଭୂମିରେ ଜଣେ ଅବା ଦୁଇ ଜଣଙ୍କ ପାଇଁ ନୁହେଁ, ୫୦ ଲକ୍ଷ ଲୋକଙ୍କ ପାଇଁ ନିର୍ମାଣ କରାଯିବ ସ୍ବପ୍ନର ସହର। ଏନେଇ ଆମେରିକାର କୋଟିପତି...

ସମୃଦ୍ଧ ପୃଥିବୀ ପାଇଁ ଯୁଦ୍ଧ ନୁହେଁ ଶାନ୍ତି ଅପରିହାର୍ଯ୍ୟ

ଶାନ୍ତି ଏବଂ ସହନଶୀତଳା ଦ୍ୱାରା ବିକାଶର ଲକ୍ଷ୍ୟ ହାସଲ କରିବା ସହଜ ହୋଇଥାଏ। କାରଣ ହିଂସା ଦ୍ୱାରା କେବେ ମଧ୍ୟ ବିଜୟ ଲାଭ କରାଯାଇ ପାରେନା।...

Advertisement
Archives

Model This Week