Posted inଜାତୀୟ

କଂଗ୍ରେସ ଛାଡିଲେ ସୁସ୍ମିତା

ନୂଆଦିଲ୍ଲୀ,୧୬।୮: କଂଗ୍ରେସର ପୂର୍ବତନ ଏମ୍‌ପି ତଥା ମହିଲା କଂଗ୍ରେସ ସଭାପତି ସୁସ୍ମିତା ଦେବ ଦଳରୁ ଇସ୍ତଫା ଦେଇଛନ୍ତି। ସୋନିଆ ଗାନ୍ଧୀଙ୍କୁ ସେ ନିଜ ଇସ୍ତଫା ପତ୍ର ପଠାଇଛନ୍ତି। ଇସ୍ତଫା ଦେବା ପୂର୍ବରୁ ସେ ନିଜ ଟୁଇଟର୍‌ ବାୟୋ ପରିବର୍ତ୍ତନ କରି କଂଗ୍ରେସର ଜଣେ ପୂର୍ବତନ ସଦସ୍ୟଙ୍କୁ ଲେଖିଥିଲେ। ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଯାଇଥିବା ଇସ୍ତଫା ବିଷୟରେ ସେ କୌଣସି ଠୋସ କାରଣ ଦେଇ ନାହାଁନ୍ତି। ଇସ୍ତଫା ପତ୍ରରେ ସେ ଲେଖିଛନ୍ତି ଯେ, ସେ ଜନସେବାର ଏକ ନୂତନ ଅଧ୍ୟାୟ ଆରମ୍ଭ କରୁଛନ୍ତି। ସେ ଅଲ ଇଣ୍ଡିଆ ମହିଲା କଂଗ୍ରେସ ହ୍ବାଟସଆପ ଗ୍ରୁପ୍‌ରୁ ମଧ୍ୟ ସୁସ୍ମିତା ଛାଡିଥିଲେ। ସୂଚନାଯୋଗ୍ୟ ଯେ, କିଛି ଦିନ ହେବ ସୁସ୍ମିତା କଂଗ୍ରେସ ଦଳକୁ ନେଇ ନିଜ ଅସନ୍ତୋଷ ଜାହିର କରିଥିଲେ। ସୁସ୍ମିତା କଂଗ୍ରେସ ଛାଡି ତୃଣମୂଳ କଂଗ୍ରେସରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନାରେ ମାତାପିତାଙ୍କୁ ହରାଇଥିବା ଶିଶୁଙ୍କ ନିକଟକୁ ଭାବୁକ ପତ୍ର ଲେଖିଲେ ମୋଦି

ନୂଆଦିଲ୍ଲୀ,୩୧ ।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ସମୟରେ ନିଜ ମାତାପିତାଙ୍କୁ ହରାଇଥିବା ପିଲାମାନଙ୍କ ପାଖକୁ ଭାବୁକ ପତ୍ର ଲେଖିଛନ୍ତି । ଦିଲ୍ଲୀରେ ରହୁଥିବା ଜଣେ...

କୃଷକଙ୍କ ଆନ୍ଦୋଳନ ସ୍ଥଳରେ ହେଲା ନଗର କୀର୍ତ୍ତନ

ନୂଆଦିଲ୍ଲୀ,୧ ।୧: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ପାଖାପାଖି ୩୭ ଦିନ ହେବ ସିନ୍ଧୁ ସୀମା ସମେତ ଦିଲ୍ଲୀର ଆଉ କିଛି...

ଭାଜପା-ଜେଡିୟୁ ଆସନ ବୁଝାମଣା: ୫୦-୫୦ ଫର୍ମୂଲା ଉପରେ ନୀତିଶ ରାଜି !

ପାଟନା, ୪।୧୦: ବିହାର ବିଧାନ ସଭା ନିର୍ବାଚନ ପାଇଁ ଭାଜପା ଏବଂ ଜେଡିୟୁ ମଧ୍ୟରେ ଆସନ ବୁଝାମଣାରେ ସହମତି ପ୍ରକାଶ ପାଇଥିବା କୁହାଯାଉଛିି। ୫୦-୫୦ ଫର୍ମୂଲା...

ଭୋଟ ବର୍ଜନ କଲେ ଚାନ୍ଦୋରା ଗ୍ରାମବାସୀ

ପାଟନା,୧୯।୫: ବିହାରର ନାଳନ୍ଦା ଜିଲା ରାଜଗିର ବ୍ଲକରେ ଥିବା ଚାନ୍ଦୋରା ଗ୍ରାମର ୨୯୯ ନମ୍ବର ବୁଥ୍‌ରେ କେହି ଭୋଟ ଦେଇ ନ ଥିବା ସୂଚନା ମିଳିଛି।...

ଗାନ୍ଧୀ-ଜୟପ୍ରକାଶଙ୍କ ଐତିହ୍ୟ ସର୍ବ ସେବା ସଂଘ ଭାଙ୍ଗିବାକୁ ପହଞ୍ଚିଲା ପ୍ରଶାସନ: ବହୁ ଗାନ୍ଧୀବାଦୀ ନେତା ହାଜତରେ …

ବାରାଣସୀ,୨୨।୭ : ଉତ୍ତରପ୍ରଦେଶର ବାରାଣସୀର ରାଜଘାଟରେ ଅବସ୍ଥିତ ସର୍ବ ସେବା ସଂଘ ଭବନର ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିବା ପରେ ଶନିବାର ସକାଳେ ପ୍ରଶାସନିକ କାର୍ଯ୍ୟ...

ଆଜି ପହଞ୍ଚିବେ ୧୨ ଚିତା

ନୂଆଦିଲ୍ଲୀ, ୧୮ା୨: ଦକ୍ଷିଣ ଆଫ୍ରିକାରୁ ଆସୁଥିବା ୧୨ ଚିତାବାଘ ଶନିବାର ଭାରତରେ ପହଞ୍ଚତ୍ବେ। ସେଥିରେ ୭ ପୁରୁଷ ଓ ୫ ମାଈ ଚିତା ଅଛନ୍ତି। ଭାରତୀୟ...

ଚାଉଳ ବିକିବେ ତେଜ ପ୍ରତାପ

ପାଟନା,୬ ।୨: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କ ବଡପୁଅ ତଥା ହସନପୁର ବିଧାୟକ ତେଜ ପ୍ରତାପ ଯାଦବ ଏବେ ଭିନ୍ନ ଭିନ୍ନ କାମ ଉପରେ...

ରାସ୍ତାରୁ ସଂସଦ ପର୍ଯ୍ୟନ୍ତ ଲଢିବାକୁ ପଡ଼ିବ: ଖାର୍ଗେ

ନୂଆଦିଲ୍ଲୀ,୧୯।୧୦: କଂଗ୍ରେସର ନୂତନ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ମଲ୍ଲିକାର୍ଜୁନ ଖାର୍ଗେ। ବିଜୟ ପରେ ସେ ଏକ ଖବରଦାତା ଏକ ଖବରଦାତା ସମ୍ମିଳନୀ କରି ନିଜ...

Advertisement
Archives

Model This Week