Home Left

ପ୍ରଚାରରେ ଭାଜପା ରଙ୍ଗରେ ସଜ୍ଜିତ ଘୋଡ଼ା

ଇନ୍ଦୋର,୨୦।୮ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ନୂଆ ଚେହେରାଙ୍କୁ ଜନସାଧାରଣଙ୍କ ସହ ପରିଚିତ କରିବା ଲାଗି ଭାଜପା ପକ୍ଷରୁ ବିଭିନ୍ନ ରାଜ୍ୟରେ ଜନ ଆଶୀର୍ବାଦ ଯାତ୍ରା ଆୟୋଜନ କରାଯାଉଛି। ଆଗକୁ ଥିବା ୫ ରାଜ୍ୟରେ ବିଧାନସଭା ନିର୍ବାଚନକୁ…

ଦେଶର ସ୍ଥିତିକୁ ନେଇ ଭାଙ୍ଗି ପଡ଼ିଛନ୍ତି ଏହି କ୍ରିକେଟର; ସ୍ବାଧୀନତା ଦିବସ ଅବସରରେ…

କାବୁଲ,୨୦।୮: ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ଏବେ କ୍ରିକେଟ ମୁଖ୍ୟାଳୟରେ ମଧ୍ୟ ପ୍ରବେଶ କରିଛି। ଏଭଳି ଭୟର ବାତାବରଣ ମଧ୍ୟରେ ଦେଶବାସୀ ନିଜ ଜୀବନ ରକ୍ଷା କରିବାକୁ ଯଥାସମ୍ଭବ ଚେଷ୍ଟା କରିଛନ୍ତି। ଏଭଳି ସମୟରେ ଆଫଗାନିସ୍ତାନ କ୍ରିକେଟ ଦଳର ତାରକା…

ଭାଜପା ନେତାଙ୍କ ଜନଆଶୀର୍ବାଦ ରାଲିରେ କରୋନା ନିୟମକୁ ଭୁଲିଗଲେ ଲୋକେ: ଦାଖଲ ହେଲା ୧୯ ଏଫ୍‌ଆଇଆର୍‌

ମୁମ୍ବାଇ,୨୦ ।୮: କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ମୁମ୍ବାଇରେ କରିଥିବା ଜନଆଶୀର୍ବାଦ ରାଲିରେ କରୋନା ନିୟମକୁ ଭୁଲିଯାଇଛନ୍ତି । ଏହାପରେ ପୋଲିସ ପକ୍ଷରୁ ଏହି ରାଲିକୁ ନେଇ ୧୯ଟି ଏଫ୍‌ଆଇଆର୍ ଦାଖଲ ହୋଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ, ନାରାୟଣ ରାଣେ ଗୁରୁବାର…

ଦେଶ ଛାଡ଼ି ପଳାଇବାରେ ସଫଳ ହେଲେ ଆଫଗାନିସ୍ତାନର ଏହି ଲୋକପ୍ରିୟ ପପ୍‌ ଷ୍ଟାର୍‌; ସୋସିଆଲ ମିଡିଆରେ ଲେଖିଲେ…

କାବୁଲ: ଆଫଗାନିସ୍ତାନକୁ ତାଲିବାନ କ୍ଷମତା ଦଖଲ କରିବା ପରେ ସେଠାକାର ପରିସ୍ଥିତି ଚିନ୍ତାଜନକ ରହିଛି। ଏଭଳି ସ୍ଥିତିରେ ସାଧାରଣଜନତା ଦେଶ ଛାଡ଼ି ଅନ୍ୟତ୍ର ଚାଲିଯିବାକୁ ପ୍ରୟାସ କରୁଛନ୍ତି। ଜୀବନ ବଞ୍ଚାଇବା ପାଇଁ ଅନେକ ଲୋକ ଆଫଗାନିସ୍ତାନରୁ ବାହାରି ଯିବାରେ ସଫଳ ହୋଇଥିବା…

ଲର୍ଡସ ଟେଷ୍ଟ ପରେ ଆଣ୍ଡରସନଙ୍କ ପୁରୁଣା ଭିଡିଓ ଭାଇରାଲ: ଖଣ୍ଡ ଖଣ୍ଡ କରୁଛନ୍ତି ଏହି ଭାରତୀୟ କ୍ରିକେଟରଙ୍କ ଫଟୋ

ଲଣ୍ଡନ,୨୦।୮: ଲୋକଙ୍କ ମୁହଁରେ କହିବାକୁ ନେଇ ବେଶ ଜଣାଶୁଣା ଜେମ୍ସ ଆଣ୍ଡରସନ। ସେ କ୍ରିକେଟ ପଡ଼ିଆରେ ବୋଲିଂ ସହ ବିରୋଧୀ ଟିମ୍‌ର ଖେଳାଳିମାନଙ୍କ ସହ ବଚସାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ଲର୍ଡସରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଖେଳାଳିଙ୍କ ସହ…

ଯେଉଁ ପୋଷ୍ଟ ପାଇଁ ଟୁଇଟର ବ୍ଲକ କରିଥିଲା ରାହୁଲଙ୍କ ଆକାଉଣ୍ଟ ଏବେ ଫେସବୁକ-ଇନଷ୍ଟାଗ୍ରାମ କଲେ ବ୍ଳକ

ନୂଆଦିଲ୍ଲୀ,୨୦ ।୮: ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ ଓ ଇନଷ୍ଟାଗ୍ରାମ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସେହି ପୋଷ୍ଟକୁ ହଟାଇ ଦେଇଛନ୍ତି , ଯେଉଁଥିରେ ବଳାତ୍କାର ପୀଡ଼ିତା ଓ ତାଙ୍କ ପରିବାରଙ୍କର ପରିଚୟ ପ୍ରଦାନ କରୁଥିଲା । ରାଷ୍ଟ୍ରୀୟ ବାଳ ଅଧିକାର…

ଦିନିକିଆ ରାୟଗଡ଼ା ଗସ୍ତରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ରାୟଗଡା ଅଫିସ,୨୦।୮: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶୁକ୍ରବାର ଦିନିକିଆ ରାୟଗଡ଼ା ଗସ୍ତ କରିଛନ୍ତି। ମନ୍ତ୍ରୀ ହୀରାଖଣ୍ଡ ଏକ୍ସପ୍ରେସରେ ଯାଇ ସକାଳେ ରାୟଗଡ଼ାରେ ପହଞ୍ଚିଛିଥିଲେ। ସେ ଭାଜପା ପକ୍ଷରୁ ଆୟୋଜନ ହୋଇଥିବା ଜନ ଆଶୀର୍ବାଦ ଯାତ୍ରାରେ ସାମିଲ ହୋଇଛନ୍ତି। ପରେ ରାୟଗଡ଼ାର…

ବିମାବନ୍ଦରରେ ସଲମାନଙ୍କୁ ଅଟକାଇଦେଲେ ସିଆଇଏସ୍‌ଏଫ୍‌ ଅଧିକାରୀ; କହିଲେ…

ବମ୍ବେ: ବିମାନବନ୍ଦରରେ ଦବଙ୍ଗ ଖାନ୍‌ ସଲମାନଙ୍କୁ ରୋକିଲେ ସିଆଇଏସ୍‌ଏଫ୍‌ ଅଧିକାରୀ। ଏପରି କିଛି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅଭିନେତା ‘ଟାଇଗର ୩’ ଶୁଟିଂ ପାଇଁ ରୁଷିଆ ଯାଉଥିବା ବେଳେ ଘଟଣା ଘଟିଥିବା ଜଣାପଡ଼ିଛି। ବମ୍ବେରେ ଫିଲ୍ମର…

୩୬ ବର୍ଷ ପରେ ନିୟମ ବଦଳାଇବାକୁ ଯାଉଛି ଚାଇନା

ବେଜିଂ,୨୦ ।୮: ଚାଇନାର ରାଷ୍ଟ୍ରୀୟ ବିଧାୟିକା ଶାସକ କମ୍ୟୁନିଷ୍ଟପାର୍ଟି ଦ୍ୱାରା ଆଗତ ୩ ସନ୍ତାନ ନିୟମକୁ ଶୁକ୍ରବାର ଔପଚାରିକ ଭାବେ ସମର୍ଥନ କରାଯାଇଛି । ଏହି ନୀତି ବିଶ୍ୱର ସବୁଠାରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶରେ କରାଯାଇଛି । କାରଣ ଆମେ…

ଭେଣ୍ଟିଲେଟରରେ କଲ୍ୟାଣ ସିଂ: ଦିଲ୍ଲୀରୁ ସିଧା ହସ୍ପିଟାଲ ପହଞ୍ଚିଲେ ଯୋଗୀ

ଲକ୍ଷ୍ନୌ,୨୦ ।୮: ପୁଣିଥରେ ବିଗିଡି ଯାଇଛି ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ସ୍ୱାସ୍ଥ୍ୟାବସ୍ଥା । ଶୁକ୍ରବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପିଜିଆଇରେ ଭର୍ତ୍ତି ଥିବା ଶ୍ରୀ ସିଂଙ୍କୁ ଦେଖିବାକୁ ଯାଇଛନ୍ତି । ଦିଲ୍ଲୀ ଗସ୍ତରେ ଥିବା ଯୋଗୀ ସିଧା ସଞ୍ଜୟ ଗାନ୍ଧୀ…

ଜୁଆ ଆଡ୍ଡା ଉପରେ ଚଢ଼ାଉ: ଗୋଡ଼ାଇ ଗୋଡ଼ାଇ ୭ ଜଣଙ୍କୁ ବାନ୍ଧିଲା ପୋଲିସ

ପୁରୁଷୋତ୍ତମପୁର,୨୦।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଭାଟକୁମରଡ଼ା ଗ୍ରାମରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଗୁରବାର ସନ୍ଧ୍ୟାରେ ପୋଲିସ ଅତର୍କିତ ଚଢ଼ାଉ କରିଛି। ଏହି ସମୟରେ କିଛି ଜୁଆଡ଼ି ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ବେଳେ ଗୋଡ଼ାଇ ଗୋଡ଼ାଇ ପୋଲିସ ୭ଜଣଙ୍କୁ…

ସୋମବାର ଖୋଲିବ ବାବା ଆଖଣ୍ଡଳମଣିଙ୍କ ମନ୍ଦିର

ଆରଡ଼ି,୨୦।୮(ଡି.ଏନ୍‌.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ଥିବା ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଆସନ୍ତା ୨୩ ତାରିଖ ସୋମବାର ଖୋଲିବ। ଏ ନେଇ ସଂକ୍ରାନ୍ତରେ ଜିଲା ପ୍ରଶାସନ ନିଷ୍ପତ୍ତି ନେଇଥିବା ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ନିଷ୍ପତ୍ତି ଅନୁସାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?