ବିବାହ ଦିନ ଜଣାପଡ଼ିଲା ବର-କନ୍ୟା,ଭାଇ-ଭଉଣୀ
ବେଜିଂ,୬।୪: ଚାଇନାରେ ଆୟୋଜିତ ହୋଇଥିବା ଏକ ବିବାହ ସମାରୋହରେ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ଯାହାକି କେହି କଳ୍ପନା ମଧ୍ୟ କରିପାରିବେ ନାହିଁ। ବିବାହ ଦିନ ବର ଓ କନ୍ୟା ଉଭୟ ଭାଇ ଭଉଣୀ ବୋଲି ଜଣାପଡ଼ିବା ସତ୍ତ୍ୱେ ତାଙ୍କର ବିବାହ…
ମୃତ୍ୟୁ ପରେ ବି ମସ୍ତିଷ୍କ ଜିନ୍ ରୁହେ ସକ୍ରିୟ…
ଓ୍ବାଶିଂଟନ,୬।୪: ମୃତ୍ୟୁ ଘଟିବାର ବହୁଘଣ୍ଟା ପରେ ବି ମସ୍ତିଷ୍କରେ କେତେକ ଜିନ୍ ସକ୍ରିୟ ରହିଥାନ୍ତି। ହୃଦ୍ସ୍ପନ୍ଦନ ବନ୍ଦ ହେବା ସହିତ ମସ୍ତିଷ୍କ ମଧ୍ୟ କାମ କରିବା ବନ୍ଦ କରିଦେଇଥାଏ। ତେବେ ମସ୍ତିଷ୍କର କ୍ରିୟାଶୀଳତା ଲୋପ ପାଇବା ପରେ କେତେକ ଜିନ୍ ହଠାତ୍…
ସ୍ବାମୀଙ୍କ ଶହୀଦ ହେବା କଥା ଶୁଣି ଚେତାଶୂନ୍ୟ ଗର୍ଭବତୀ ସ୍ତ୍ରୀ
ଲକ୍ଷ୍ନୌ,୬।୪: ଛତିଶଗଡର ବିଜାପୁରରେ ନକ୍ସଲ ଆକ୍ରମଣରେ ଉତ୍ତର ପ୍ରଦେଶର ଚାନ୍ଦୁଲିର କୋବ୍ରା ବ୍ୟାଟାଲିଅନର କମାଣ୍ଡୋ ଧର୍ମଦେବ ଶହୀଦ ହୋଇଛନ୍ତି। ତାଙ୍କ ମୃତଦେହ ମଙ୍ଗଳବାର ସକାଳେ ଠେକାହାଁ ଗ୍ରାମରେ ପହଞ୍ଚିଛି। ଏହି ସମୟରେ ହଜାର ହଜାର ଲୋକ ଲୁହ ଭିଜା ଆଖିରେ ଶହୀଦଙ୍କୁ…
ଏଥର ଜଗା ଦର୍ଶନ ଲାଗି ଆର୍ଟି-ପିସିଆର୍ ରିପୋର୍ଟ ବାଧ୍ୟତାମୂଳକ
ପୁରୀ ଅଫିସ,୬।୪: ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଛି। ଏ ନେଇ ପୁରୀ ଶ୍ରୀମନ୍ଦିରରେ କଟକଣା କଡ଼ାକଡ଼ି କରାଯାଇଛି। ୧୨ ରାଜ୍ୟରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ କଟକଣା ଜାରି ହୋଇଛି। ଦର୍ଶନ ପୂର୍ବରୁ ୧୨ ରାଜ୍ୟର ପର୍ଯ୍ୟଟକଙ୍କ ଆରଟି-ପିସିଆର୍ ନେଗେଟିଭ…
ରାକ୍ଷୀ ସାଓ୍ବନ୍ତଙ୍କୁ ଛୋଟ ପ୍ରଶଂସଙ୍କ ଦେଲେ ୧.୪ ଲକ୍ଷର ଉପହାର: ଜାଣନ୍ତୁ କ’ଣ…
ଛୋଟ ପରଦାର ଚର୍ଚ୍ଚିତ ଶୋ’ ‘ବିଗ୍ ବସ୍-୧୪’ର ପ୍ରତିଯୋଗୀ ରହିସାରିଥିବା ରାକ୍ଷୀ ଶାଓ୍ବନ୍ତ ତାଙ୍କ ଡ୍ରାମା ଯୋଗୁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କିନ୍ତୁ ଏବେ ସେ ଜଣେ ପ୍ରଶଂସକଙ୍କ ପାଇଁ ଖୁବ୍ ଚର୍ଚ୍ଚାରେ। ଜଣେ ଛୋଟ ପ୍ରଶଂସକ ତାଙ୍କୁ ଏକ ଉପହାର…
ଗୁଗଲର ନିଆରା ଡୁଡଲ: ମାସ୍କ ଲଗାଇ ଦେଲା ସଚେତନତା ବାର୍ତ୍ତା
ନୂଆଦିଲ୍ଲୀ,୬।୪: ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି। ଏହାର ନୂଆ ଷ୍ଟ୍ରେନ୍ ଏବେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଭାରତରେ କରୋନା ଭାକ୍ସିନ୍ ଆସିଯାଇଥିଲେ ମଧ୍ୟ ଏହାକୁ କାବୁ କରିହେଉନାହିଁ। ଫଳରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି…
ମୁଁ ଆସିବା ପରେ ଭାଜପାର ଭାବମୂର୍ତ୍ତି ବଦଳିଛି: ମେଟ୍ରୋ ମ୍ୟାନ୍
ଥିରୁଭାନନ୍ତପୁରମ୍,୬।୪: କେରଳ ବିଧାନସଭା ନିର୍ବାଚନ ୨୦୨୧ ପାଇଁ ମଙ୍ଗଳବାର ମତଦାନ ଚାଲିଛି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସକାଳ ୭ଟାରୁ ୧୪୦ଟି ଆସନ ପାଇଁ ମତଦାନ ଆରମ୍ଭ ହୋଇଛି। ଏହି ନିର୍ବାଚନରେ ସମସ୍ତଙ୍କ ଆଖି ଏଠାରେ ଥିବା ପଲକ୍କଡ ବିଧାନସଭା ଆସନ…
‘ଅନୁପମା’ ଫେମ୍ କରୋନା ପଜିଟିଭ: ଘର ବାହାରେ ଜନ୍ମଦିନ ପାଳନ କଲେ ପରିବାର ଲୋକେ
ମୁମ୍ବାଇ,୬।୪: ଟେଲି ଜଗତର ବେଶ୍ ପପୁଲାର ଶୋ’ ‘ଅନୁପମା’ ଫେମ୍ ରୁପାଲୀ ଗାଙ୍ଗୁଲୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ପଜିଟିଭ୍ ଚିହ୍ନଟ ହେବା ପରେ ସେ ହୋମ୍ କ୍ୱାରାଣ୍ଟାଇନ୍ରେ ଥିବା ଜଣାପଡ଼ିଛି। ତେବେ କରୋନାରେ ଆକ୍ରାନ୍ତ ହୋଇଥିବା ଯୋଗୁ ଚଳିତ ଥର ରୁପାଲୀ…
ମଇଳା ଭିତରେ ରହୁଛନ୍ତି ଆଇପିଏଲ୍ର ଏହି ଖେଳାଳି: ଫଟୋ ଶେୟାର କରି କହିଲେ…
ଆଇପିଏଲ୍ର ସବୁଠାରୁ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ ଏବେ ଭାରତରେ ପହଞ୍ଚି ସାରିଛନ୍ତି। ତେବେ ସେ ଏ ପର୍ଯ୍ୟନ୍ତ ନିଜ ଦଳ ସହ ଅଭ୍ୟାସ ପାଇଁ ଯୋଗ ଦେଇ ନାହାନ୍ତି। କୋଭିଡ୍-୧୯ ଯୋଗୁ ଏବେ ସେ ହୋଟେଲରେ କ୍ୱାରାଣ୍ଟାଇନ୍ରେ ଅଛନ୍ତି। କିନ୍ତୁ…
ରାଜ୍ୟରେ ହୁ ହୁ ହୋଇ ବଢ଼ୁଛି କରୋନା: ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୬।୪(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଛି। ପରିସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ମଙ୍ଗଳବାର ରାଜ୍ୟରେ ୫୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୩୪୨ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୨୪୬ ଜଣ ଲୋକାଲ କେସ୍ ଥିବା…
ବୟଫ୍ରେଣ୍ଡଙ୍କ ସହ ହୋଟେଲରେ ରହିବାକୁ ଯାଇଥିଲେ ମହିଳା, ହଠାତ୍ ଆସିଲେ ସ୍ବାମୀ: ଆଉ ତା’ପରେ
ଅମୃତସର,୬।୪: ପଞ୍ଜାବର ଅମୃତସରରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଏକ ହୋଟେଲରେ ଜଣେ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ହାଇଭୋଲଟେଜ୍ ଡ୍ରାମା ଦେଖିବାକୁ ମିଳିଛି। ବୟଫ୍ରେଣ୍ଡ୍ ସହ ହୋଟେଲ ଯାଇଥିବା ଜଣେ ମହିଳାଙ୍କୁ ଚାପୁଡା ମାରିଥିବାର ଦୃଶ୍ୟ ସିସିଟିଭିରେ କଏଦ…
ସୁନ୍ଦରଗଡରେ ନାଇଟ କର୍ଫ୍ୟୁ ଜାରି
ସୁନ୍ଦରଗଡ଼,୬।୪: ସୁନ୍ଦରଗଡ ଜିଲାରେ ସୋମବାର ରାତି ୧୦ ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଜାରି ହୋଇଛି। ଛତିଶଗଡ଼ ଓ ଝାଡ଼ଖଣ୍ଡ ସୀମାନ୍ତକୁ ଲାଗିଥିବା ଏହି ଜିଲାରେ ପୋଲିସ ପାଟ୍ରୋଲିଂକୁ କଡ଼ାକଡି କରାଯାଇଛି। ସୁନ୍ଦରଗଡ଼ ସୀମା ତଥା ସୁନ୍ଦରଗଡ଼, ରାଉରକେଲାର…
Archives


