ସ୍ମିଥଙ୍କୁ ଟପ୍ ୩ରେ ବ୍ୟାଟିଂ କରିବାକୁ ପଡ଼ିବ
ମୁମ୍ବାଇ, ୬ା୪- ପୂର୍ବତନ ଅଷ୍ଟ୍ରେଲିଆନ୍ ଅଧିନାୟକ ଷ୍ଟିଭ ସ୍ମିଥ ଯଦି ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ ସ୍ଥାନ ପାଆନ୍ତି, ତେବେ ୩ୟ କ୍ରମରେ ବ୍ୟାଟିଂ କରିବେ। ଦଳର ମୁଖ୍ୟ କୋଚ୍ ରିକି ପଣ୍ଟିଂ ଏହା ମଙ୍ଗଳବାର କହିିଛନ୍ତି। ଅଷ୍ଟ୍ରେଲିଆନ୍ ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ…
ଆନ୍ଧ୍ରପ୍ରଦେଶ ପଞ୍ଚାୟତ ନିର୍ବାଚନ ଉପରେ ରୋକ
ହାଇଦ୍ରାବାଦ,୬।୪: ଆନ୍ଧ୍ରପ୍ରଦେଶରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ସ୍ଥଗିତ କରିଦିଆଯାଇଛି। ବିଜ୍ଞପ୍ତିର ୮ ଦିନ ମଧ୍ୟରେ ଭୋଟିଂ ହେଉଥିବାରୁ ଆନ୍ଧ୍ର ହାଇକୋର୍ଟ ମଙ୍ଗଳବାର ଏହା ଉପରେ ରୋକ ଲଗାଇଛନ୍ତି। ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଲାଗି ଗତ ୧ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା।…
ମତଦାନ ସାବ୍ୟସ୍ତ କଲେ ସାଉଥ୍ ସୁପରଷ୍ଟାର: ଫ୍ୟାନଙ୍କ ଭିଡ଼କୁ ହଟାଇବା ପାଇଁ ଲାଠିଚାର୍ଜ କଲା ପୋଲିସ
ନୂଆଦିଲ୍ଲୀ, ୬ା୪- ତାମିଲନାଡୁ ବିଧାନସଭା ନିର୍ବାଚନରେ ମତଦାନ ସାବ୍ୟସ୍ତ କରିବା ପାଇଁ ସାଇକେଲରେ ପହଞ୍ଚିଥିଲେ ସାଉଥ୍ ସୁପର ଷ୍ଟାର ବିଜୟ। ଏଥି ଯୋଗୁ ପୂରା ରାସ୍ତାରେ ଭିଡ ଜମାଇଥିଲେ ବିଜୟଙ୍କ ଫ୍ୟାନ। ରାସ୍ତାରେ ସୃଷ୍ଟି ହୋଇଥିଲା ଟ୍ରାଫିକ୍ ଜାମ୍ ଭଳି ପରିସ୍ଥିତି।…
ରାଜଧାନୀରେ ଏକ ଆପାର୍ଟମେଣ୍ଟକୁ ସିଲ୍ କଲା ବିଏମ୍ସି, ୧୦ ଦିନ ଯାଏ ପ୍ରବେଶ-ପ୍ରସ୍ଥାନ ମନା
ଭୁବନେଶ୍ୱର,୬।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏଭଳି ସ୍ଥିତିରେ ବିଏମ୍ସି ପକ୍ଷରୁ ରାଜଧାନୀର ଏକ ଆପାଟମେଣ୍ଟକୁ ସିଲ୍ କରିଦିଆଯାଇଛି। ଏକାଧିକ କରୋନା ଆକ୍ରାନ୍ତି ଚିହ୍ନଟ ପରେ ଟଙ୍କପାଣି ରୋଡ୍ର ତରୁ…
ଅକ୍ସିଜେନ ସପୋର୍ଟରେ ଥିବା ରୋଗୀଙ୍କୁ ମିଳୁନି ବେଡ୍
ପୁଣେ, ୬ା୪- ମହାରାଷ୍ଟ୍ର ପୁଣେର ପିମ୍ପରି ଠାରେ ଥିବା ମେଡିକାଲରେ ରୋଗୀଙ୍କ ବେଡ୍ର ଅଭାବ ଦେଖାଦେଇଛି। ସ୍ଥିତି ଏଭଳି ଯେ, ଗୁରୁତର ଓ ତୁରନ୍ତ ଚିକିତ୍ସା ଆବଶ୍ୟକ କରୁଥିବା ରୋଗୀଙ୍କୁ ବେଡ୍ ପାଇଁ କରିବାକୁ ପଡ଼ୁଛି ଅପେକ୍ଷା। ଏପରି କି ଅକ୍ସଜେନ…
ହାତ ଛାଡ଼ିଲେ ସ୍ମୃତିରେଖା
ଭୁବନେଶ୍ୱର,୬।୪(ବ୍ୟୁରୋ): କଂଗ୍ରେସ ଛାଡ଼ିଲେ ସ୍ମୃତିରେଖା ପହି। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଥିବା ନେଇ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ସେ ସୂଚନା ଦେଇଛନ୍ତି। ତେବେ ସେ ଗତ ସାଧାରଣ ନିର୍ବାଚନରେ ଧର୍ମଶାଳାରୁ କଂଗ୍ରେସ ପ୍ରାର୍ଥୀ ହୋଇଥିଲେ। ଏବେ…
ନା ଧୋନୀ, ନା କୋହଲି; କେକେଆର୍ର ଏହି ମହଙ୍ଗା ଖେଳାଳିଙ୍କ ପସନ୍ଦର ଅଧିନାୟକ ହେଲେ…
ନୂଆଦିଲ୍ଲୀ,୬।୪: ଅଷ୍ଟ୍ରେଲିୟ ଦ୍ରୁତ ବୋଲର ପ୍ୟାଟ୍ କୁମିନ୍ସଙ୍କୁ କୋଲକାତା ନାଇଟ୍ ରାଇଡର୍ସ ସାଢ଼େ ୧୫ କୋଟି ଟଙ୍କାରେ କିଣିଥିଲା। ଏବେ କୁମିନ୍ସ ଆଗାମୀ ଆଇପିଏଲ୍ରେ କେକେଆର୍ ପକ୍ଷରୁ ଖେଳିବା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ସମୟରେ ହାଇଦ୍ରାବାଦ ହୋଟେଲରେ…
ରାତ୍ରୀକାଳୀନ କର୍ଫ୍ୟୁ ସମୟରେ କାହାକୁ ମିଳିବ ଇ-ପାସ୍
ନୂଆଦିଲ୍ଲୀ,୬।୪: ରାଜଧାନୀ ଦିଲ୍ଲୀରେ ବର୍ଦ୍ଧିତ କରୋନା ମାମଲାକୁ ଦେଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ମଙ୍ଗଳବାରଠୁଁ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ କରାଯାଇଛି। ଏପ୍ରିଲ ୩୦ ପର୍ଯ୍ୟନ୍ତ ରାତ୍ର ୧୦ଟାରୁ ସକାଳ ୫ଟା ଯାଏଁ ଏହି କର୍ଫ୍ୟୁ…
ସତ ହେଲା ସ୍ବପ୍ନ: ପ୍ରଥମ ଥର ଅମିତାଭଙ୍କ ସହ ସ୍କ୍ରିନ୍ ଶେୟାର କରିବେ ନୀନା ଗୁପ୍ତା
ମୁମ୍ବାଇ: ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହୁଥିବା ବଲିଉଡ୍ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ବହୁ ଦିନର ସ୍ବପ୍ନ ଏବେ ପୂରା ହେବାକୁ ଯାଉଛି। ‘ବଧାଇ ହୋ’ କିମ୍ବା ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ ଭଳି ଫିଲ୍ମ ଗୁଡ଼ିକରେ ନିଜ ଅଭିନୟର ଯାଦୁ…
ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଶାନ୍ତ: ଭଙ୍ଗାରୁଜା, ଲାଠିଚାର୍ଜ
ସମ୍ବଲପୁର, ୬।୪ (ବ୍ୟୁରୋ): ସମ୍ବଲପୁର ବିଶ୍ୱବିଦ୍ୟାଳୟ ମଙ୍ଗଳବାର ଅଶାନ୍ତ ହୋଇ ପଡିଛି । ଯୁକ୍ତ ୩ ଥାର୍ଡ ସେମିଷ୍ଟାରର ପରୀକ୍ଷାକୁ ଅନ୍ଲାଇନ ପ୍ରକ୍ରିୟାରେ କରିବାକୁ ଛାତ୍ରୀଛାତ୍ରମାନେ ଦାବି କରିଥିଲେ। ଏହାପରେ କୁଳପତିଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଏହି ସମୟରେ…
ପ୍ରାର୍ଥୀ ଶେୟାର କଲେ ଛିଣ୍ଡା ଚପଲ: କହିଲେ, ସରିଲା ନିର୍ବାଚନ ପ୍ରଚାର
ଚେନ୍ନାଇ,୬।୪: ତାମିଲନାଡୁରେ ବିଧାନସଭା ନିର୍ବାଚନ ପାଇଁ ମଙ୍ଗଳବାର ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହୋଇଛି। କରୋନା ନିୟମ ପାଳନ କରି ସକାଳୁ ମତଦାତାମାନେ ଲାଇନ୍ରେ ଠିଆ ହୋଇ ମତଦାନ କରିଛନ୍ତି। ତାମିଲନାଡ଼ୁରେ ବିଧାନସଭା ନିର୍ବାଚନ ପାଇଁ ଗତ କିଛି ଦିନରୁ ରାଜନୈତିକ…
ଘରୋଇ ଫେସ୍ପ୍ୟାକ୍
ଖରାଦିନେ ପ୍ରଖର ସୂର୍ଯ୍ୟକିରଣ ପ୍ରଭାବରେ ସନ୍ଟ୍ୟାନ୍ଠାରୁ ଆରମ୍ଭ କରି ତ୍ୱଚା ସମ୍ବନ୍ଧିତ ଅନ୍ୟାନ୍ୟ ସମସ୍ୟା ବି ଦେଖାଦେଇଥାଏ। ଯାହାକୁ ଦୂର କରିବାକୁ ଅନେକେ ବିଭିନ୍ନ ସୌନ୍ଦର୍ଯ୍ୟ ପ୍ରସାଧନ ବ୍ୟବହାର କରୁଥିବା ଦେଖିବାକୁ ମିଳିଥାଏ, ଯାହାକି ବ୍ୟୟ ବହୁଳ ମଧ୍ୟ। ହେଲେ ଆପଣ…
Archives


