Home Left

କରୋନା ନେଲା ପୁଣି ଜଣେ କଂଗ୍ରେସ ପ୍ରାର୍ଥୀଙ୍କ ଜୀବନ

କୋଲକାତା,୧୫।୪: ଦେଶରେ କରୋନା ମାମଲା ବୃଦ୍ଧି ପାଉଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢି ବଢି ଚାଲିଛି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଲଢୁଥିବା କଂଗ୍ରେସ ପ୍ରାର୍ଥୀ ରେଜୁଲ ହକଙ୍କର ଗୁରୁବାର ସକାଳେ ଦେହାନ୍ତ ହୋଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ମିଳିଛି।…

ବ୍ୟାଙ୍କ କର୍ମଚାରୀ କରୋନା ଆକ୍ରାନ୍ତ, ଦୁଇଦିନ ବ୍ୟାଙ୍କ ବନ୍ଦ

ପାଟଣା,୧୫।୪(ସ୍ବ.ପ୍ର.): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ପାଟଣା ବ୍ଲକ ତୁରୁମୁଙ୍ଗା ବଜାରସ୍ଥିତ ଏକ ବ୍ୟାଙ୍କର ଦୁଇ କର୍ମଚାରୀଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି। ଏହା ପରେ ବ୍ୟାଙ୍କ ପକ୍ଷରୁ ଦୁଇଦିନ ପର୍ଯ୍ୟନ୍ତ ବନ୍ଦ କରାଯାଇଛି।…

ଯୁବରାଜଙ୍କ ସହ ସମ୍ପର୍କକୁ ନେଇ ଥିଲେ ଚର୍ଚ୍ଚାରେ, ବିବାହର ୧୩ ବର୍ଷ ପରେ ହୋଇଥିଲେ ମା’; କିଛି ଏଭଳି…

ନୂଆଦିଲ୍ଲୀ,୧୫।୪: ଲୋକପ୍ରିୟ ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ଆଜି ଅର୍ଥାତ ଏପ୍ରିଲ ୧୫ ହେଉଛି ଜନ୍ମଦିନ। ୧୯୭୨ ମସିହାରେ କୋଲକାତାରେ ଜନ୍ମଗ୍ରହଣ କରିଥିଲେ ସେ। ପ୍ରଥମେ ଟେଲିଭିଜନରୁ ସେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ଦୁରଦର୍ଶନରେ ପ୍ରସାରିତ ହେଉଥିବା ଚର୍ଚ୍ଚିତ ଧାରାବାହିକ ‘ଶାନ୍ତି’ରେ…

ଘରକୁ ଯିବା ପରେ ଜେଲ୍‌ ଫେରିବାକୁ ଅମଙ୍ଗ…

ନୂଆଦିଲ୍ଲୀ,୧୫।୪: ତିହାର ଜେଲ୍‌ର ୩ ହଜାର ୪୬୮ କଏଦୀଙ୍କର କୌଣସି ଖୋଜ ଖବର ମିଳୁନି l ଜେଲ୍‌ରେ କରୋନା ସଂକ୍ରମଣ ଯୋଗୁ ସୃଷ୍ଟି ହୋଇଥିବା ସ୍ଥିତି ଯୋଗୁ ୬ ହଜାର ୭୪୦ ଜଣ କଏଦୀଙ୍କ୍‌ୁ ପାରୋଲରେ ଘକୁ ଛଡ଼ା ଯାଇଥିଲା। ତେବେ …

ମହିଳା କର୍ମଚାରୀଙ୍କୁ ମାଲିକ ପଠାଇଲେ ଅଶ୍ଳୀଳ ମେସେଜ, ଆଉ ତା’ ପରେ…

ଚାଇନାର ଜଣେ ମହିଳାଙ୍କ ଭିଡିଓ ଏବେ ଖୁବ୍‌ ଭାଇରାଲ ହେଉଛି। ଯେଉଁଥିରେ ମହିଳା ଜଣଙ୍କ ତାଙ୍କ ଅଫିସର ମାଲିକଙ୍କୁ ଝାଡୁରେ ପିଟୁଥିବା ନଜର ଆସିଛି। ମହିଳା ଜଣକ ଜଣେ ସରକାରୀ କର୍ମଚାରୀ। ସେ ଅଭିଯୋଗ କରିଛନ୍ତି କି, ବସ୍‌ ତାଙ୍କୁ କିଛିଦିନ…

ଦିଲ୍ଲୀରେ ଲାଗୁ ହୋଇପାରେ ସାପ୍ତାହିକ ଲକ୍‌ଡାଉନ: କେଜରିଓ୍ବାଲ-ଏଲ୍‌ଜିଙ୍କ ବୈଠକ ଜାରି

ନୂଆଦିଲ୍ଲୀ,୧୫।୪: ରାଜଧାନୀ ଦିଲ୍ଲୀରେ କରୋନା ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ସ୍ଥିତି ଏଭଳି ହୋଇଛି ଯେ, ହସ୍ପିଟାଲରେ ରୋଗୀଙ୍କ ଚିକିତ୍ସା ପାଇଁ ଶଯ୍ୟା ମଧ୍ୟ ନାହିଁ।…

ଦେଖି ପାରିବେନି କି ଶୁଣି ପାରିବେନି: କରୋନାର ନୂଆ ଲକ୍ଷଣ…

ନୂଆଦିଲ୍ଲୀ,୧୫।୪: ଦେଶରେ କରୋନା ସଂକ୍ରମଣର ନୂଆ ଷ୍ଟ୍ରେନ୍‌ ଯୋଗୁ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ତେବେ ନୂଆ ଷ୍ଟ୍ରେନ୍‌ ଯୋଗୁ ଏବେ ଦୃଷ୍ଟି ଶକ୍ତି ଏବଂ ଶ୍ରବଣ ଶକ୍ତି ଉପରେ ପ୍ରଭାବ ପଡ଼ିବ ବୋଲି ବିଶେଷଜ୍ଞ ସୂଚନା ଦେଇଛନ୍ତି। ସେହି ପେଟରେ…

କୋଟିପତି କିନ୍ନର, ହାଇପ୍ରୋଫାଇଲ ମର୍ଡର: ସୁପାରି ୫୫ ଲକ୍ଷ

କୋଟିପତି କିନ୍ନରଙ୍କ ହାଇପ୍ରୋଫାଇଲ ମର୍ଡର। ହତ୍ୟା ପାଇଁ ବଛା ଯାଇଥିଲେ ସୁପାରି କିଲର। କୋଟିଏରୁ କଥା ଛିଣ୍ଡିଥିଲା ୫୫ ଲକ୍ଷରେ। କିନ୍ନର ଗୋଷ୍ଠୀ ବିବାଦ, ଉତ୍ତରାଧିକାରୀ ବଛା ସହ ପତିଆରା ସୃଷ୍ଟି ଥିଲା ମୂଳ କାରଣ। ୭ ମାସ ତଳେ କିନ୍ନର…

‘ମୋ ଝିଅ ଚିକିତ୍ସାରେ ଅବହେଳା କରାଯାଉଛି’

କଟକ ଅଫିସ,୧୫ା୪: କଟକ ଶିଶୁଭବନର ପେଡିଆଟ୍ରିକ୍‌ ନ୍ୟୁବର୍ନ ୱାର୍ଡ ଆଇସିୟୁ କ୍ୟାବିନ୍‌ରେ ଗତ ୪ଦିନ ହେବ ଚିକିତ୍ସିତ ହେଉଛି କେନ୍ଦ୍ରାପଡାର ଦୁଇମୁଣ୍ଡିଆ ଶିଶୁକନ୍ୟା। ସେଠାରେ ଶିଶୁକନ୍ୟାକୁ ଉନ୍ନତ ଧରଣର ଚିକିତ୍ସା ଯୋଗାଇ ଦିଆଯାଉ ନ ଥିବା ତାଙ୍କ ବାପା ଉମାକାନ୍ତ ପରିଡ଼ା…

ଜୁନ୍‌ ୧୫ ପର୍ଯ୍ୟନ୍ତ ସମୁଦ୍ରରେ ମାଛଧରା ନିଷିଦ୍ଧ

ପାରାଦୀପ,୧୫ା୪(ସ୍ବ.ପ୍ର.): ମାଛବଂଶ ବୃଦ୍ଧି ନିମନ୍ତେ ଗୁରୁବାରଠାରୁ ଜୁନ୍‌ ୧୫ ପର୍ଯ୍ୟନ୍ତ ଓଡ଼ିଶାର ସମୁଦ୍ରସୀମାରେ ମାଛଧରିବା ଉପରେ ପ୍ରଶାସନ ପକ୍ଷରୁ କଟାକଣା ଲଗାଯାଇଛି। ମାଛ ଧରିଲେ ଯାଆଁଳ ନଷ୍ଟ ହେବାର ଆଶଙ୍କା ଥିବାରୁ ୧୦ ବର୍ଷ ହେବ ଏହି ସମୟରେ କଟାକଣା ଲଗାଯାଉଛି।…

୭ ବର୍ଷ ପରେ ଆଇପିଏଲ୍‌ରେ ଏମିତି କଲା ଆରସିବି

ଚେନ୍ନାଇ,୧୫।୪: ଆଇପିଏଲ ୨୦୨୧ର ଷଷ୍ଠ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସନରାଇଜର୍ସ ହାଇଦ୍ରାବାଦକୁ ୬ ରନରେ ପରାସ୍ତ କରିଛି। ଚେନ୍ନାଇରେ ସନରାଇଜର୍ସ ହାଇଦ୍ରାବାଦ ଏହା କ୍ରମାଗତ ପଞ୍ଚମ ପରାଜୟ ଚାରିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଆଇପିଏଲର ଦ୍ୱିତୀୟ ମ୍ୟାଚରେ ପ୍ରଥମେ…

ଶ୍ରଦ୍ଧାଳୁଙ୍କୁ ଆଖଣ୍ଡଳମଣି ମନା

ଭଦ୍ରକ ଅଫିସ,୧୫।୪: ରାଜ୍ୟରେ କରୋନା ଆତଙ୍କ ଖେଳାଇବାରେ ଲାଗିଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଇତିମଧ୍ୟରେ ଗୁରୁବାର ଭଦ୍ରକ ଆରଡି ଆଖଣ୍ଡଳମଣି ମନ୍ଦିରର ଜଣେ ସେବାୟତ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ମନ୍ଦିରକୁ ୩ ଦିନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri