ଭାଇ ବୋହୂଙ୍କ ସହ ରୋମାଣ୍ଟିକ୍‌ ସିନ୍‌ କରି ଚର୍ଚ୍ଚାରେ ଥିଲେ ଏହି ଅଭିନେତା

ବଲିଉଡ ଫିଲ୍ମରେ ଅନେକ ଅଭିନେତା ଅଭିନେତ୍ରୀଙ୍କ ମଧ୍ୟରେ ଭଲ ସମ୍ପର୍କ ଥାଏ। କାମ ସମୟରେ ଅଭିନେତା ଏବଂ ଅଭିନେତ୍ରୀମାନଙ୍କ ମଧ୍ୟରେ ପ୍ରାୟତଃ ରୋମାଣ୍ଟିକ ସିନ ଦେଖିବାକୁ ମିଳେ। କିନ୍ତୁ ଯେତେବେଳେ ବାସ୍ତବ ଜୀବନରେ ସେମାନଙ୍କ ସମ୍ପର୍କକୁ ଦେଖାଯାଏ ସେମାନେ କିଏ କାହାର ଭାଇ-ବୋହୂ ହୋଇଥିବେ ବା ଆଉ କିଛି। ଅନେକ ଅଭିନେତା ଅଛନ୍ତି ଯେଉଁମାନେ ଫିଲ୍ମରେ ସମ୍ପର୍କୀୟଙ୍କ ସହିତ ରୋମାଣ୍ଟିକ ସିନ କରିଛନ୍ତି। ଏକାଠି କାମ କରି ସେମାନେ ଏକ ସମ୍ପର୍କରେ ବାନ୍ଧି ହୋଇଛନ୍ତି। ଜାଣନ୍ତୁ ସେ ସମ୍ପର୍କରେ ….

ନୀତୁ କପୁର ଏବଂ ରଣଧୀର କପୁର ପ୍ରାୟ ପାଞ୍ଚଟି ଫିଲ୍ମରେ ଏକାଠି କାମ କରଛନ୍ତି। ହେଲେ ଦୁହେଁ ସମ୍ପର୍କରେ ବାନ୍ଧି ହୋଇ ଯିବେ ବୋଲି ଜାଣି ନ ଥିଲେ। ନୀତୁ ଋଷି କପୁରଙ୍କୁ ବିବାହ କରିଥିଲେ। ସମ୍ପର୍କରେ ରଣଧୀରଙ୍କ ଭାଇ ବୋହୂ ହୋଇଗଲେ ନୀତୁ। ‘ହିରାଲାଲ’, ‘ପନ୍ନାଲାଲ’, ‘କସମେ ଓ୍ବ।ଦା’, ‘ଭଲା ମନୁସ’ ଏବଂ ‘ଢୋଙ୍ଗୀ’ ଫିଲ୍ମରେ ରଣଧୀର ଏବଂ ନୀତୁ ଏକାଠି କାମ କରିଥିଲେ। ଫିଲ୍ମରେ ତାଙ୍କ ରୋମାଣ୍ଟିକ ସିନ୍‌କୁ ଦର୍ଶକ ଏବେବି ମନେ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଟିଟିରେ ଡେବ୍ୟୁ କରିବେ ବେବୋ

ବମ୍ବେ: ଖୁବ୍‌ଶୀଘ୍ର ଓଟିଟିରେ ଡେବ୍ୟୁ କରିବେ ବଲିଉଡ୍‌ ଅଭିନେତ୍ରୀ କରିନା କପୁର ଖାନ୍‌। ସୁଜୟ ଘୋଷଙ୍କ ଆଗାମୀ ଫିଲ୍ମରେ ସେ ନଜର ଆସିବେ। ଫିଲ୍ମଟି ଜାପାନୀ...

ନାସିରୁଦ୍ଦିନ ଶାହା ଗୁରୁତର; ଡାକ୍ତରଖାନାରେ ହେଲେ ଭର୍ତ୍ତି

ବମ୍ବେ: ବୁଧବାର ବଲିଉଡ୍‌ ପାଇଁ ଏକ କଳାଦିନ କହିଲେ ଭୁଲ ହେବ ନାହିଁ। କାରଣ ଗୋଟିଏ ପରେ ଗୋଟିଏ ଖରାପ ଖବର ଶୁଣିବାକୁ ମିଳୁଛି। ପ୍ରଥମେ...

ହଲିଉଡ୍‌ରେ ଏଣ୍ଟ୍ରି କରିବେ ଆଲିଆ

ମୁମ୍ବାଇ: ବଲିଉଡ୍‌ର ସବୁଠୁ ଟ୍ୟାଲେଣ୍ଟେଡ୍‌ ଅଭିନେତ୍ରୀଙ୍କ ମଧ୍ୟରୁ ଆଲିଆ ହେଉଛନ୍ତି ଜଣେ। ସେ ଫିଲ୍ମ ‘ରାଜି’, ‘ଡିଅର ଜିନ୍ଦେଗୀ’, ‘କପୁର ଆଣ୍ଡ୍‌ ସନ୍‌ସ’ରେ ଅଭିନୟ କରି...

ତାନାଜୀ ରଚିଲା ଇତିହାସ: ୩ସେନା ମୁଖ୍ୟ ଏକାଠି ଦେଖିଲେ ଫିଲ୍ମ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ‘ତାନାଜୀ-ଦ ଅନସଙ୍ଗ୍‌ ଓ୍ବାରିୟର’ ବକ୍ସ ଅଫିସ୍‌ରେ ଏବେ ଧମାଲ୍‌ କରୁଛି। ଦର୍ଶକ ଏହାକୁ ବେଶ୍‌ ପସନ୍ଦ...

ବିଗ ବସ ୫ର ପ୍ରତିଯୋଗୀ ଥିଲେ ଆଣ୍ଡ୍ରିୟୁ ସାଇମଣ୍ଡସ, ସନ୍ନି ଲିଓନଙ୍କ ସହ ଥିଲା ଭଲ ବନ୍ଧୁତା

ମୁମ୍ବାଇ,୧୫ ।୫: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଆଣ୍ଡ୍ରିୟୁ ସାଇମଣ୍ଡସଙ୍କର କାର ଦୁର୍ଘଟଣାରେ ମାତ୍ର ୪୬ ବର୍ଷ ବୟସରେ ପରଲୋକ ହୋଇଛି । କ୍ରିକେଟ କ୍ୟାରିୟରରେ ଚର୍ଚ୍ଚାରେ...

ପ୍ରିୟଙ୍କା ଶେୟାର କଲେ ନିଜ ପୁସ୍ତକ ‘ଅନଫିନିସ୍‌ଡ’ର ପ୍ରଥମ ଝଲକ

ମୁମ୍ବାଇ:ବଲିଉଡ୍‌ରୁ ନେଇ ହଲିଉଡ୍ ପର୍ଯ୍ୟନ୍ତ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ବଲିଉଡ୍ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା । ନିକଟରେ ତାଙ୍କର ପୁସ୍ତକ...

ବିବାହ କଲେ ଏହି ପ୍ରସିଦ୍ଧ ଅଭିନେତା

ବଲିଉଡ୍‌ ଅଭିନେତା ପ୍ରିୟାଂଶୁ ପେନୟୁଲି ବିବାହ ବନ୍ଧନରେ ବାନ୍ଧିହୋଇଛନ୍ତି। ସେ ନିଜର ପ୍ରେମିକା ଭନ୍ଦନା ଯୋଶୀଙ୍କୁ ଦେହରାଦୁନରେ ବିବାହ କରିଛନ୍ତି। ଫିଲ୍ମ ‘ମିର୍ଜାପୁର’ରେ ରବିନ ଚରିତ୍ରରେ...

ବେବି ବମ୍ପ ସହିତ ଭାଇରାଲ୍‌ ହେଉଛି ଅନୁଷ୍କାଙ୍କ ଫଟୋ: ପ୍ରଶଂସକ ଲେଖିଲେ ଏମିତି

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି। ବର୍ତ୍ତମାନ ସେ ତାଙ୍କ ଗର୍ଭଧାରଣ ସମୟକୁ ଉପଭୋଗ କରୁଛନ୍ତି। ବେବି ବମ୍ପ ସହିତ ତାଙ୍କର...

Advertisement
Archives

Model This Week