Home Left

ନଦୀରୁ ମିଳିଲା ଭାରତୀୟ ବଂଶୋଦ୍ଭବ ଗଣିତଜ୍ଞଙ୍କ ମୃତଦେହ

ନ୍ୟୁୟର୍କ, ୧୬ା୪- କ୍ରିପ୍ଟୋକରେନ୍ସି ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସରେ କାର୍ଯ୍ୟ କରୁଥିବା ଭାରତୀୟ ବଂଶୋଦ୍ଭବ ଗଣିତଜ୍ଞଙ୍କ ମୃତଦେହ ହଡ୍‌ସନ ନଦୀରୁ ଉଦ୍ଧାର କରାଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୩୧ ବର୍ଷୀୟ ଗଣିତଜ୍ଞ ମାନସିକ ରୋଗରେ ପୀଡ଼ିତ ଥିଲେ। ଶୁଭ୍ରୋ ବିଶ୍ୱାସଙ୍କ ମୃତ୍ୟୁ ଯୋଗୁ…

ଡ୍ୟାମ୍‌ରେ ମରିକି ପଡିଛନ୍ତି କୁଇଣ୍ଟାଲ କୁଇଣ୍ଟାଲ ମାଛ

ଖପ୍ରାଖୋଲ,୧୬।୪: ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ମହୁରୁଣ୍ଡି ଅପର ସୁକତେଲ ଡ୍ୟାମରେ ପ୍ରାୟ ୫ ଦିନ ହେଲା ମାଛ ମଡ଼କ ଦେଖିବାକୁ ମିଳିଛି। ଡ୍ୟାମରେ କୁଇଣ୍ଟାଲ କୁଇଣ୍ଟାଲ ମଲା ମାଛ ଭାସୁଥିବା ବେଳେ କାଉ, ବଗ ଖାଉଥିବା ଦେଖିବାକୁ ମିଳିଛି। ଡ୍ୟାମରେ…

ଶାହାରୁଖଙ୍କୁ ଛାଡ଼ି ସବୁ ଫେଲ୍‌

ମୁମ୍ବାଇ, ୧୬ା୪- ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବୋଲର ଓ ରବୀନ୍ଦ୍ର ଜାଡେଜାଙ୍କ ଫିଲ୍ଡିଂ ଯୋଗୁ ଧରାଶାୟୀ ହୋଇପଡ଼ିଲା ପଞ୍ଜାବ କିଙ୍ଗ୍ସ। ଶାହାରୁଖ ଖାନଙ୍କୁ ଛାଡ଼ି ଦେଲେ ଫେଲ୍‌ ମାରିଲେ ସମସ୍ତ ବ୍ୟାଟ୍ସମ୍ୟାନ। ମୟଙ୍କ ଅଗ୍ରଓ୍ବାଲ ଓ ନିକୋଲାସ ପୁରନ ଖାତା…

ପୁଅ ଆଗରେ ମା’ଙ୍କୁ ହାଣି ହତ୍ୟା

ଦେବଗଡ଼,୧୬।୪: ପୈତୃକ ଜମି ଭାଗବଣ୍ଟାକୁ କେନ୍ଦ୍ରକରି ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ତୁଙ୍ଗାମାଳ ଗ୍ରାମରେ ହତ୍ୟାକାଣ୍ଡ ଘଟିଛି। ଦିଅର ଟାଙ୍ଗିଆ ଚୋଟରେ ଭାଉଜ ଗୋଲାପ ସାହୁ(୬୦)ଙ୍କ ମୃତ୍ୟୁ ଘଟିଥିବା ବେଳେ ପୁତୁରା ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି। ଶୁକ୍ରବାର…

ଭୁଲ୍‌ ଥିଲା ଦିଲ୍ଲୀ କ୍ୟାପିଟାଲ୍ସ ପେସର ନର୍ଟଜେଙ୍କ କୋଭିଡ୍‌ ରିପୋର୍ଟ

ମୁମ୍ବାଇ, ୧୬ା୪- ଦିଲ୍ଲୀ କ୍ୟାପିଟାଲ୍ସ ପେସର ଅନରିଚ ନର୍ଟଜେ ଶୁକ୍ରବାର କଠିନ କ୍ୱାରେଣ୍ଟିନ ଶେଷ କରିଛନ୍ତି। ଭୁଲ କୋଭିଡ୍‌-୧୯ ରିପୋର୍ଟ ଯୋଗୁ ତାଙ୍କୁ ଅଧିକ କିଛି ଦିନ କ୍ୱାରେଣ୍ଟିନରେ ରହିବାକୁ ପଡ଼ିଥିଲା। ଗତ ସିଜନରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିବା…

୭ ଦିନିଆ ରିମାଣ୍ଡରେ ହାଇଦର

କଟକ, ୧୬ା୪- ଗାଙ୍ଗଷ୍ଟର ଶେକ୍‌ ହାଇଦରଙ୍କୁ ୭ ଦିନିଆ ରିମାଣ୍ଡରେ ନେବ କମିଶନରେଟ୍‌ ପୋଲିସ। ଗତ ଶନିବାର ଏହି କୁଖ୍ୟାତ ଅପରାଧୀ କଟକ ବଡ଼ ମେଡିକାଲରୁ ଖସି ପଳାଇଥିଲା। ସେ ତେଲେଙ୍ଗାନାରେ ଲୁଚି ରହିଥିବା ବେଳେ ସେଠାକାର ପୋଲିସ ତାକୁ ଗିରଫ…

ଦେଶରେ ଅକ୍ସିଜେନ ଅଭାବ ସ୍ବୀକାର କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୬।୪: କରୋନାର ଦ୍ୱିତୀୟ ଲହର ଦେଶବାସୀଙ୍କୁ ଚିନ୍ତାରେ ପକାଇଛି। ଦିନକୁ ଦିନ ଲକ୍ଷାଧିକ ସଂକ୍ରମିତ ହେଉଥିବା ବେଳେ ଦେଶର ବଡବଡ ଡାକ୍ତରଖାନାରେ ଅକ୍ସିଜେନ ଅଭାବ ଦେଖାଦେଇଛି। ଏନେଇ କରୋନା ସଂକ୍ରମିତଙ୍କ ମୃତ୍ୟୁ ହେଉଥିବା ପରିବାର ଲୋକେ ଅଭିଯୋଗ କରୁଛନ୍ତି। ଏଭଳିସ୍ଥତିରେ ସମସ୍ୟାର…

ପ୍ରଥମେ ବ୍ୟାଟିଂ କରିବ ପଞ୍ଜାବ

ମୁମ୍ବାଇ, ୧୬ା୪- କିଙ୍ଗ୍ସ ପଞ୍ଜାବ ବିପକ୍ଷ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବ୍ୟାଟିଂ ପିଚ୍‌ ଓ ଦ୍ୱିତୀୟ ଇନିଂସରେ କାକର ପଡ଼ିବାର ସମ୍ଭାବନା ଥିବାରୁ…

ଧୋନୀଙ୍କୁ ଏହି ଗୀତ ଡେଡିକେଟ୍‌ କଲେ ଓସ୍କାର ବିଜେତା

ମୁମ୍ବାଇ, ୧୬ା୪- ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଓସ୍କାର ବିଜେତା ମ୍ୟୁଜିକ କମ୍ପୋଜର ଏ. ଆର. ରେହମାନ ବଲିଉଡ୍‌ ଫିଲ୍ମ ଲଗାନର ‘ଚାଲେ ଚାଲୋ’ ଗୀତ ଡେଡିକେଟ୍‌ କରିଛନ୍ତି। ଏହି ଗୀତଟି ଖେଳାଳିଙ୍କୁ ଏକାଠି ହୋଇ…

ଭୁଲ କେଉଁଠି କଲା ଦିଲ୍ଲୀ କ୍ୟାପିଟାଲ୍ସ

ମୁମ୍ବାଇ, ୧୬ା୪- ଓ୍ବାଙ୍ଖଡେ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୩ ଉଇକେଟରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ଦେଇଛି। ମ୍ୟାଚ୍‌ରେ ଦିଲ୍ଲୀ ୧୪୮ ରନ୍‌ର ଛୋଟିଆ ଟାର୍ଗେଟ ଛିଡ଼ା କରିଥିଲେ ମଧ୍ୟ ଦଳୀୟ ବୋଲରଙ୍କ ଯୋଗୁ ରାଜସ୍ଥାନ ପାଇଁ ବିଜୟ…

ଦ୍ୱିତୀୟ ସନ୍ତାନର ଫଟୋ ଶେୟାର କଲେ କରିନା, ବାପା-ଭାଇଙ୍କ ସହ ଖେଳୁଥିବା ଆସିଲେ ନଜର

ବଲିଉଡ୍‌ ଅଭିନେତ୍ରୀ କରିନା କପୁର ଏବଂ ଅଭିନେତା ସୈଫ ଅଲ୍ଲୀ ଖାନ ବର୍ତ୍ତମାନ ପରିବାର ସହ ସମୟ ବିତାଉଛନ୍ତି। ଦ୍ୱିତୀୟ ପୁତ୍ର ଜନ୍ମ ଦେବା ପରେ କରିନା ତାଙ୍କର ଯତ୍ନ ନେଉଛନ୍ତି। ଏଥି ସହିତ, ଏହି କାର୍ଯ୍ୟରେ ସୈଫ୍‌ ମଧ୍ୟ ତାଙ୍କୁ…

କରୋନା ମଧ୍ୟରେ ହଜ୍‌ ଯାତ୍ରାକୁ ନେଇ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୬।୪: ଦେଶରେ କରୋନା ସ୍ଥିତି ଧିରେ ଧିରେ ବିଗିଡ଼ିବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଏବେ ଭୟାନକ ରୂପ ଧାରଣ କରୁଛି। ପ୍ରତିଦିନ କରୋନା ସଂକ୍ରମଣ ନୂଆ ନୂଆ ରେକର୍ଡ ଭାଙ୍ଗୁଛି। ଏଭଳି ସ୍ଥିତିରେ ଦେଶରେ ସମସ୍ତ ଧାର୍ମିକ କାର୍ଯ୍ୟ ଉପରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri