୨୭ ବର୍ଷ ଧରି ଲାଇମ୍‌ଲାଇଟ୍‌ରୁ ଦୂରେଇ ଯାଇଥିଲେ ଅକ୍ଷୟ କୁମାରଙ୍କ ଏହି ହିରୋଇନ୍‌: ଅଧାବାଟରେ ହାତ ଛାଡ଼ିଦେଲେ ସ୍ବାମୀ

ଅକ୍ଷୟ କୁମାରଙ୍କ ବିପକ୍ଷରେ ଫିଲ୍ମ ‘ସୌଗନ୍ଧ’ରୁ ବଲିଉଡରେ ଡେବ୍ୟୁ କରିଥିବା ସୁନ୍ଦର ଅଭିନେତ୍ରୀ ଶାନ୍ତିପ୍ରିୟାଙ୍କୁ ଆପଣ ସମସ୍ତେ ଜାଣିଥିବେ। ତାଙ୍କ ହସ ସହ ବଡ ଆଖି ପ୍ରଶଂସକଙ୍କୁ ଖୁବ୍‌ ପସନ୍ଦଥିଲା । ୧୯୯୪ ମସିହାରେ ଶାନ୍ତିପ୍ରିୟା ଫିଲ୍ମ ‘ଇକ୍କେ ପେ ଇକ୍କା’ରେ ନଜର ଆସିଥିଲେ କିନ୍ତୁ ସେବେଠାରୁ ସେ ଚଳଚ୍ଚିତ୍ରରୁ ନିଜକୁ ଦୂରେଇ ରଖିଥିଲେ। ଗତ ୨୭ ବର୍ଷ ଧରି ଶାନ୍ତିପ୍ରିୟା ପରଦାରୁ ଦୂରରେ ରହିଛନ୍ତି। ଯଦିଓ ମଝିରେ ସେ ଫେରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେ ଏଥିରେ ସଫଳ ହୋଇ ନ ଥିଲେ । ଶାନ୍ତିପ୍ରିୟା ଅକ୍ଷୟ କୁମାରଙ୍କ ସହ ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ପ୍ରବେଶ କରିବା ପୂର୍ବରୁ ତାମିଲ ଏବଂ ତେଲୁଗୁ ସିନେମାରେ କାମ କରିଥିଲେ।
ସେ ୧୯୯୯ ମସିହାରେ ଅଭିନେତା ସିଦ୍ଧାର୍ଥ ରାୟଙ୍କୁ ବିବାହ କରିଥିଲେ। ସିଦ୍ଧାର୍ଥ ବାଜିଗର ଏବଂ ‘ବଂଶ’ ଭଳି ଚଳଚ୍ଚିତ୍ରରେ କାମ କରିଥିଲେ। ବିବାହର ପାଞ୍ଚ ବର୍ଷ ରେ ଉଭୟ ଦୁଇ ସନ୍ତାନର ମା’ବାପା ହୋଇଥିଲେ। କିନ୍ତୁ ସେମାନଙ୍କର ଦାମ୍ପତ୍ୟ ଜୀବନ ବେଶୀ ଦିନ ତିଷ୍ଟି ରହିଲା ନାହିଁ । ୨୦୦୪ ରେ ୪୦ ବର୍ଷ ବୟସରେ ହୃଦଘାତରେ ସିଦ୍ଧାର୍ଥ ରାୟଙ୍କର ମୃତ୍ୟୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସବୁଠାରୁ ମହଙ୍ଗା ହେବ ହ୍ରିତିକ-ଦୀପିକାଙ୍କ ଫିଲ୍ମ ‘ଫାଇଟର’!

ମୁମ୍ବାଇ: ବଲିଉଡ୍ ନାୟିକା ଦୀପିକା ପାଦୁକୋନ ଓ ନାୟକ ହ୍ରିତିକ ରୋଶନଙ୍କ ଯୋଡିକୁ ଖୁବଶୀଘ୍ର ବଡ ପରଦାରେ ଦେଖିବାକୁ ମିଳିବ । ନିକଟରେ ହ୍ରିତିକଙ୍କ ଜନ୍ମଦିନ...

‘ପୁଣି ହସିବ ଓଡ଼ିଶା’ରେ ହେମା ମାଳିନୀଙ୍କ ଓଡ଼ିଶୀନୃତ୍ୟ

ଭୁବନେଶ୍ୱର,୫।୫(ବ୍ୟୁରୋ): କରୋନା ଯୋଦ୍ଧାଙ୍କ ମନୋବଳ ବୃଦ୍ଧି କରିବାକୁ ପ୍ରସ୍ତୁତ ହୋଇଥିବା ‘ପୁଣି ହସିବ ଓଡ଼ିଶା’ ମ୍ୟୁଜିକ୍‌ ଭିଡ଼ିଓ ପୁଣିଥରେ ଭାଇରାଲ ହୋଇଛି। ଏହି ଗୀତର ତାଳେ...

ପୂର୍ବରୁ ବିଗ୍‌ ବିଙ୍କୁ ବି ଆସିଥିଲା ଏମିତି ଧମକ, ସୁରକ୍ଷାକୁ ବଢ଼ାଇଦେଇଥିଲା ପୋଲିସ

ଚଳଚ୍ଚିତ୍ର ତାରକାମାନଙ୍କ ସୁରକ୍ଷା ପାଇଁ ଲକ୍ଷ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବା କିମ୍ବା ସର୍ବୋତ୍ତମ ଅଙ୍ଗରକ୍ଷୀ ନିଯୁକ୍ତି କରିବା ବଡ଼ କଥା ନୁହେଁ। ଏପରି...

ଭାଇଜାନଙ୍କ ବାର୍ଥ୍‌ ଡେ’ ପାର୍ଟିରେ ଶାହରୁଖ

ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାନ୍‌ ଆଜି ତାଙ୍କର୫୭ ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ବି-ଟାଇନ୍‌ର ସେଲିବ୍ରେଟିମାନେ ସଲମାନଙ୍କ ବାର୍ଥ୍‌ ଡେ ପାର୍ଟିରେ...

୩୮ ବର୍ଷରେ ପାଦ ଦେଲେ ଅଙ୍କିତା

ମୁମ୍ବାଇ: ଛୋଟପରଦାର ପ୍ରସିଦ୍ଧ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଆଜି ଅର୍ଥାତ୍‌ ଡିସେମ୍ବର ୧୯ରେ ତାଙ୍କର ୩୮ ତମ ଜନ୍ମଦିନ ପାଳନ କରୁଛନ୍ତି। ୧୯୮୪ରେ ଇନ୍ଦୋରର ଏକ...

ଝିଅ ରାହାଙ୍କ ସହ ସମୟ ବିତାଇବା ପାଇଁ ୬ ମାସ ଛୁଟିରେ ଯିବେ ରଣବୀର

ମୁମ୍ବାଇ: ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟ ନିକଟରେ ମା’ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏହି ସମୟରେ ରଣବୀର ଝିଅ ରାହାଙ୍କ ସହ...

ରଣବୀରଙ୍କ ବୋଲ୍ଡ ଫଟୋଶୁଟ୍‌

ବଲିଉଡ ଅଭିନେତା ରଣବୀର ସିଂ ତାଙ୍କ ଫ୍ୟାଶନ୍‌ ଷ୍ଟାଇଲ୍‌କୁ ନେଇ ପ୍ରାୟତଃ ଚର୍ଚ୍ଚାରେ ଥାାନ୍ତି। ବେଳେବେଳେ ନିଜ ଶୈଳୀକୁ ନେଇ ଟ୍ରୋଲର ଶିକାର ହୁଅନ୍ତି। କିନ୍ତୁ...

ରିଲିଜ୍ ହେଲା ‘ଟାଇମ୍ ଟୁ ଡ୍ୟାନ୍ସ’ର ଟ୍ରେଲର

ମୁମ୍ବାଇ: ବଲିଉଡ୍ ନାୟିକା କ୍ୟାଟ୍ରିନା କୈଫଙ୍କ ଭଉଣୀ ଇସାବେଲ କୈଫଙ୍କ ଡେବ୍ୟୁ ଫିଲ୍ମ ‘ଟାଇମ୍ ଟୁ ଡ୍ୟାନ୍ସ’ର ଟ୍ରେଲର ରିଲିଜ୍ ହୋଇଛି । ଏହା ଏକ...

Advertisement
Archives

Model This Week