Posted inଜାତୀୟ

ଡେଙ୍ଗୁ ରୋକିବା ପାଇଁ ପୋଖରୀରେ ଛଡ଼ାଗଲା ୨୫ ହଜାର ମାଛ…

ଫିରୋଜାବାଦ,୬।୯: ଉତ୍ତରପ୍ରଦେଶର ଫିରୋଜାବାଦ ଜିଲାରେ ଡେଙ୍ଗୁ ସଂକ୍ରମଣ ରୋକିବା ଲାଗି ପ୍ରଶାସନ ପକ୍ଷରୁ ଶେଷରେ ମାଛର ସହାୟତା ନିଆଯାଇଛି। ଡେଙ୍ଗୁ ରୋକିବା ପାଇଁ ’ଗମ୍ବୁସିଆ’ ମାଛକୁ ଜିଲାର ବିଭିନ୍ନ ପୋଖରୀ ଏବଂ ପାଣି ଜମିଥିବା ସ୍ଥାନରେ ଛଡ଼ା ଯାଇଛି। ଫିରୋଜାବାଦ ନଗର ନିଗମ ଟିମ୍‌ ସୋମବାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି।

ବିଶେଷଜ୍ଞଙ୍କ ଅନୁଯାୟୀ, ଗମ୍ବୁସିଆ ମାଛ ମଶାର ଲାର୍ଭା ଖାଏ। ଏହା ଦ୍ୱାରା ମଶା ବଂଶ ବଢ଼ିବା ସମ୍ଭବ ହୋଇପାରି ନ ଥାଏ।

ନଗର ନିଗମ  ବଦାୟୁଁ ଠାରୁ ମାଛ କିଣିଛନ୍ତି। ଏହିମର୍ମରେ ମୁଖ୍ୟ ଚିକିତ୍ସା ଅଧିକାରୀ ଦୀନେଶ କୁମାର କହିଛନ୍ତି ଯେ ଏପର୍ଯ୍ୟନ୍ତ ପୋଖରୀ ଏବଂ ପାଣି ଜମିଥିବା ସ୍‌ତାନରେ ପ୍ରାୟ ୨୫ ହଜାର ମାଛ ଛଡ଼ାଯାଇଛି।

ଅନ୍ୟପକ୍ଷରେ ଡେଙ୍ଗୁ ରୋକିବା ପାଇଁ ସତର୍କତା ଅବଲମ୍ବନ କରିବାକୁ ମୁଖ୍ୟ ଚିକିତ୍ସା ଅଧିକାରୀ ଲୋକଙ୍କୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଜାବ ସହ ଦିଲ୍ଲୀର ବାହାଘର: ନିମନ୍ତ୍ରଣ ପତ୍ର ଭାଇରାଲ

ନୂଆଦିଲ୍ଲୀ,୧୦ ।୧: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଆନ୍ଦୋଳନ ରତ କୃଷକମାନେ ଦିନକୁ ଦିନ ନୂଆ ନୂଆ ଉପାୟ...

ସରକାର ବଦଳାଇପାରିବେ ଚାଷୀ

ଚଣ୍ଡିଗଡ଼,୨୩।୫: ଚାଷୀମାନେ ଚାହିଁଲେ ସରକାର ବଦଳାଇପାରିବେ। ଫସଲ ଉପରେ ସହାୟକ ମୂଲ୍ୟର ସାମ୍ବିଧାନିକ ଗ୍ୟାରେଣ୍ଟି ନ ପାଇବା ପର୍ଯ୍ୟନ୍ତ ଦେଶବ୍ୟାପୀ ଆନ୍ଦୋଳନ ଜାରି ରଖିବାକୁ ତେଲଙ୍ଗାନା...

୨୫ ବର୍ଷ ତଳେ ମୋଦିଙ୍କ ସହ ଯାଇଥିଲେ ଆମେରିକା ଏବେ ହେବେ କ୍ୟାବିନେଟ୍‌ ମନ୍ତ୍ରୀ

ନୂଆଦିଲ୍ଲୀ,୩୦।୫: ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ରେ ତେଲେଙ୍ଗାନାର ସିକନ୍ଦରାବାଦ ଲୋକ ସଭା ଆସନ ଏମ୍‌ପି ଜି.କିଶନ୍‌ ରେଡ୍ଡୀ ଯୋଗଦେବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତାଙ୍କ ପାଖକୁ ଫୋନ୍‌ କଲ୍‌...

‘ରଘୁପତି ରାଘବ’ ଗାନକୁ ମେହବୁବାଙ୍କ ବିରୋଧ

ଶ୍ରୀନଗର,୨୧ା୯: କଶ୍ମୀରୀ ଛାତ୍ରୀଛାତ୍ର କ୍ଲାସରେ ମହାତ୍ମା ଗାନ୍ଧୀଙ୍କ ପ୍ରିୟ ଭଜନ ‘ରଘୁପତି ରାଘବ ରାଜା ରାମ’ ଗାନକୁ ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି) ଅଧ୍ୟକ୍ଷା ମେହବୁବା...

ଭାଜପା କରିଥିଲା ପୁଲଓ୍ବାମା ଆକ୍ରମଣ, ରାମ ମନ୍ଦିର ଉପରେ ମଧ୍ୟ ଏଭଳି କରିବା ଆଶଙ୍କା ରହିଛି: ଉଦ୍ଧବ…

ମୁମ୍ବାଇ,୨୮।୮ : ଶିବସେନା (ୟୁବିଟି) ନେତା ଉଦ୍ଧବ ଠାକରେ ମହାରାଷ୍ଟ୍ରର ହିଙ୍ଗୋଲିରେ ଏକ ରାଲି କରିଥିଲେ ଯେଉଁଠାରେ ସେ ତାଙ୍କ ଦଳର କର୍ମୀଙ୍କୁ ସମ୍ବୋଧିତ କରିଥିଲେ।...

ଶତ୍ରୁଙ୍କୁ କଡ଼ା ଜବାବ ଦେବ ଭାରତର ଏଏଲ୍‌ଏସ୍‌-୫୦…

ପୋଖରନ, ୨୪।୯ : ସ୍ବଦେଶୀ ଅସ୍ତ୍ରଶସ୍ତ୍ର ପ୍ରସଙ୍ଗରେ ଭାରତ ଆତ୍ମନିର୍ଭରଶୀଳ ହେବା ଦିଗରେ ଆଗେଇବାରେ ଲାଗିଛି। ପ୍ରତିରକ୍ଷା କ୍ଷେତ୍ରରେ ଦେଶରେ ଘଟୁଥିବା ନୂତନତ୍ୱ ମଧ୍ୟ ବିଶ୍ୱକୁ...

୯୧ ବର୍ଷ ବୟସରେ ପ୍ରେମରେ ପଡିଲେ ଡିଏଲଏଫ୍‌ ଚେୟାର୍‌ମ୍ୟାନ୍‌

ନୂଆଦିଲ୍ଲୀ,୨୮।୨:ଦେଶର ପ୍ରମୁଖ ବ୍ୟବସାୟୀ ତଥା ଡିଏଲଏଫ୍‌ ଚେୟାର୍‌ମ୍ୟାନ୍‌ କୁଶଲ ପାଲ ସିଂ ୯୧ ବର୍ଷ ବୟସରେ ପ୍ରେମରେ ପଡିଛନ୍ତି। ୨୦୧୮ରେ ସେ ସ୍ତ୍ରୀଙ୍କୁ କ୍ୟାନସର ରୋଗରେ...

ଅନିଲ ଅମ୍ବାନୀଙ୍କୁ ମିଳିଲା ଆଶ୍ୱସ୍ତି

ମୁମ୍ବାଇ,୨୬।୯: ୪୨୦ କୋଟି ଟଙ୍କା ଟିକସ ଛାଡ ମାମଲାରେ ବ୍ୟବସାୟୀ ଅନିଲ ଅମ୍ବାନୀଙ୍କୁ ବମ୍ବେ ହାଇକୋର୍ଟ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ନଭେମ୍ବର ୧୭ ପର୍ଯ୍ୟନ୍ତ...

Advertisement
Archives

Model This Week