ଓଜନ କମାଇ ସମସ୍ତଙ୍କୁ ଚକିତ କଲେ କମେଡି କୁଇନ୍‌

ମୁମ୍ବାଇ: ଏବେ ସମସ୍ତେ ନିଜକୁ ଫିଟ୍ ରଖିବାକୁ ସବୁ ପ୍ରକାର ଉଦ୍ୟମ ଜାରି ରଖୁଛନ୍ତି । ବିଶେଷ କରି ସେଲିବ୍ରିଟିମାନେ ଜିମ୍ ଯିବା, ଡାଏଟ୍ କଣ୍ଟ୍ରୋଲ କିରିବା ଆଦି ଫଲୋ କରି ନିଜକୁ ଫିଟ୍ ରଖି ପାରୁଛନ୍ତି । ଆଉ ସାଧାରଣ ଜନତାଙ୍କ ପାଇଁ ଫିଟନେସର ମନ୍ତ୍ର ବି ଦେଉଛନ୍ତି ଏହି ସେଲିବ୍ରିଟି । ତେବେ ମନୋରଞ୍ଜନ ଦୁନିଆର କମେଡି କୁଇନ୍ ଭାବେ ପରିଚିତ ଭାରତି ସିଂ ଏବେ ତାଙ୍କ ଶରୀରର ଓଜନ କମାଇ ସମସ୍ତଙ୍କୁ ଚକିତ କରି ଦେଇଛନ୍ତି । ସେ ୧୫ କିଲୋ ଓଜନ କମ୍ କରିଥିବା କହିଛନ୍ତି । ଏହାର କିଛି ଫଟୋ ବି ସେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଯାହାକୁ ଦେଖିବା ପରେ ଯେ କେହି ଚକିତ ହୋଇ ଯାଉଛି । ଆଗରୁ ୯୧ କିଲୋ ଥିବା ଭାରତି ଏବେ ୭୬ କେଜିରେ ପହଞ୍ଚିଛନ୍ତି । ଅସଲ କଥା ହେଲା ସେ ତାଙ୍କ ଡାଏଟ୍ କଣ୍ଟ୍ରୋଲ କରିଥିବା କହିଛନ୍ତି । ପୂର୍ବରୁ ସନ୍ଧ୍ୟା ୭ଟା ସୁଦ୍ଧା ଡିନର ନେଉଥିବା ଭାରତି ଏବେ ସନ୍ଧ୍ୟା ୭ଟା ପରେ ଆଉ କିଛି ଖାଦ୍ୟ ଖାଉ ନାହାନ୍ତି । ପୁଣି ତା’ପରଦିନ ଦିନ ୧୨ଟାରେ ସେ ଖାଦ୍ୟ ଖାଉଥିବା କହିଛନ୍ତି । ଏହାସହ ନିୟମିତ ବ୍ୟାୟମ କରୁଛନ୍ତି ଏହି ସେଲିବ୍ରିଟି । ଏବେ ସେ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଆଇପିଏସ୍ ଭୂମିକାରେ ୟାମି

ମୁମ୍ବାଇ: ବଲିଉଡ୍ ନାୟିକା ୟାମି ଗୌତମ ଖୁବ୍‌ଶୀଘ୍ର ଏକ ନୂଆ ଫିଲ୍ମରେ ନଜର ଆସିବେ । ଯାହାର ଲୁକ୍ ଏବେ ସାମ୍ନାକୁ ଆସିଛି । ଏହାସହ...

ବିରାଟ-ଅନୁଷ୍କା ମା’ ବାପା ହେବାପରେ ଏହି ଲୋକଙ୍କୁ ଦେଲେ ଉପହାର

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ନିକଟରେ କନ୍ୟା ସନ୍ତାନର ବାପା-ମା’ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି।...

ଅଙ୍କିତାଙ୍କୁ ସତର୍କ କରାଇଲେ ବିବେକ: କହିଲେ ଏବେ ସେମାନେ ତୁମ ପଛରେ ପଡ଼ିଯିବେ

ବମ୍ବେ: ଦୀର୍ଘ ଛଅ ବର୍ଷରୁ ଅଧିକ ସମୟ ସୁଶାନ୍ତ ସିଂ ରାଜପୁତଙ୍କ ସହ ସମ୍ପର୍କରେ ଥିଲେ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ। କୌଣସି କାରଣକୁ ନେଇ ଉଭୟ...

ଆଜି ରିଲିଜ୍‌ ହେବ ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାଧେଶ୍ୟାମ’

ଅପେକ୍ଷାର ହେଲା ଅନ୍ତ। ସାଉଥ୍‌ ସୁପରଷ୍ଟାର ପ୍ରଭାସ ଏବଂ ପୂଜା ହେଗ୍‌ଡେଙ୍କ ଅଭୀନିତ ଫିଲ୍ମ ‘ରାଧେଶ୍ୟାମ’ ଶୁକ୍ରବାର ପ୍ରେକ୍ଷାଳୟରେ ରିଲିଜ୍‌ ହେବ। ଅନେକ ଦିନରୁ ଦର୍ଶକ...

ଜୁସ୍‌ ଦୋକାନରୁ ପ୍ରେମ, ପରେ ଲିଭଇନ୍‌-ବିବାହ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରତ୍ନା ପାଠକ ଶାହଙ୍କୁ ଗୁରୁବାର ୬୪ ବର୍ଷ ପୂରଣ ହୋଇଛି। ସେ ୧୯୫୭ ମାର୍ଚ୍ଚ ୧୮ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ନିଜଠାରୁ...

ଅଜୟ ଦେବଗନ-କିଚା ସୁଦୀପ ମୁହାଁମୁହିଁ

ବମ୍ବେ: ଆଜିକାଲି ସମୟରେ ବଲିଉଡ୍‌ ସିନେମାଠାରୁ ଭଲ ବ୍ୟବସାୟ କରୁଛି ଦକ୍ଷିଣ ଭାରତୀୟ ସିନେମା। ନିକଟରେ ରିଲିଜ ହୋଇଥିବା ଆର୍‌ଆର୍‌ଆର୍‌, ପୁଷ୍ପା ଏବଂ କେଜିଏଫ୍‌-୨ ଆଦିକୁ...

ଏକଦା ରଜନୀକାନ୍ତଙ୍କ ଏଭଳି କଥା ଶୁଣି ହିସିଥିଲେ ବିଗ୍‌ ବି: ବୋହୂ ଐଶ୍ୱର୍ଯ୍ୟାଙ୍କ ସହ ‘ରୋବଟ୍‌’ରେ ରୋମାନ୍ସ କରିବାକୁ ନେଇ…

ରଜନୀକାନ୍ତ ଗତ ପାଞ୍ଚ ଦଶନ୍ଧି ଧରି ସିନେମା ଜଗତରେ ରାଜ କରି ଆସୁଛନ୍ତି। ତାଙ୍କର ଏହି ଦୀର୍ଘ କ୍ୟାରିୟରରେ, ଏପରି ଅନେକ କାହାଣୀ ଅଛିି, ଯାହାକୁ...

ମୋ ମ୍ୟାନେଜର ଭାବୁଥିଲେ ମୁଁ ପାଗଳ: ସୁସ୍ମିତା ସେନ

ମୁମ୍ବାଇ: ବଲିଉଡ ନାୟିକା ସୁସ୍ମିତା ସେନ ତାଙ୍କ ଅଭିନୟ ପାଇଁ ବେଶ ପରିଚିତ । ନିଜର ବଳିଷ୍ଠ ଅଭିନୟ ମାଧ୍ୟମରେ ସେ ତିଆରି କରିପାରିଛନ୍ତି ନିଜର...

Advertisement
Archives

Model This Week