ସୂର୍ଯ୍ୟଙ୍କ ତୃତୀୟ ମନ୍ଦିର
ଓଡ଼ିଶାର ଉପାସନା ଧାରା ପ୍ରାଚୀନକାଳରୁ ସାଂସ୍କୃତିକ ସଂହତିର ମାଧ୍ୟମ ହୋଇ ରହିଆସିଛି। ଆମର ମହାଜନମାନେ ଶ୍ରୀବିଷ୍ଣୁଙ୍କର ଚାରି ଆୟୁଧକୁ ନେଇ ଚାରୋଟି କ୍ଷେତ୍ର କରିଥିଲେ। ଏହି ଚାରି କ୍ଷେତ୍ରରେ ବିଷ୍ଣୁ, ଶିବ, ଦେବୀ ଓ ସୂର୍ଯ୍ୟଙ୍କର ଉପାସନା ପ୍ରଚଳିତ ଥିଲା। ଚାରି…
ଛୁଟିରେ ଥାଇ ପଦୋନ୍ନତି
କଟକ ଅଫିସ,୩।୫: ରାଜ୍ୟ ପୋଲିସ ବିଭାଗ ବିଭିନ୍ନ ସମୟରେ ନିଜସ୍ବ କାର୍ଯ୍ୟଶୈଳୀକୁ ନେଇ ସମାଲୋଚନା ଘେରକୁ ଆସିଛି। କେତେବେଳେ ପୋଲିସ କର୍ମଚାରୀ ନିଜ କ୍ଷମତାର ଦୂରୁପଯୋଗ କରି ତ ଆଉ କେବେ ଅପରାଧ ସହ ଯୋଡ଼ି ହେବା ଯୋଗୁ ଖାକିରେ ଦାଗ…
କୋଭିଡ୍ ନିୟନ୍ତ୍ରଣ ଲାଗି ୧୩ କଣ୍ଟ୍ରୋଲରୁମ୍
ଖୋର୍ଦ୍ଧା ଅଫିସ,୩।୫: ଖୋର୍ଦ୍ଧା ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି। ଉପରମୁହଁା ରହିଛି କରୋନା ଗ୍ରାଫ। କୋଭିଡ୍ ନିୟନ୍ତ୍ରଣ ଲାଗି ସରକାର ନାଇଟ କର୍ଫ୍ୟୁ, ସପ୍ତାହାନ୍ତ ଶଟ୍ଡାଉନ ପରେ ଏବେ ୧୪ଦିନିଆ ଲକ୍ଡାଉନ ନିଷ୍ପତ୍ତି ନେଇଛନ୍ତି। ଏନେଇ…
ହାରିଗଲେ ମମତା: ଜାଣନ୍ତୁ କେମିତି ହେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ
କୋଲକାତା, ୩।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳରେ ତୃଣମୂଳ କଂଗ୍ରେସ ଏକ ବଡ଼ ବିଜୟ ହାସଲ କରିଛି। ନିର୍ବାଚନରେ ଟିଏମ୍ସି ଭାଜପାକୁ ପରାସ୍ତ କରିଥିବା ସତ୍ତ୍ୱେ ରାଜ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସବୁଠାରୁ ହାଇପ୍ରୋଫାଇଲ୍ ଆସନ ଭାବରେ ବିବେଚନା କରାଯାଉଥିବା ନନ୍ଦିଗ୍ରାମରୁ…
ଆଇଡିଏଚ୍ରେ ଅବ୍ୟବସ୍ଥା ଅଭିଯୋଗ
ପୁରୀ ଅଫିସ,୩।୫: ପୁରୀ ଜିଲାରେ ଶନିବାର ୩୦୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ପୁରୀ ସହରରୁ ୧୩୩ ଜଣ ସଂକ୍ରମିତ ରହିଛନ୍ତି। ସେହିପରି ପୁରୀ ସଦରରୁ ୪୯, ଅସ୍ତରଙ୍ଗରୁ ୧୨, ବ୍ରହ୍ମଗିରିରୁ ୨୭, ଡେଲାଙ୍ଗରୁ ୧୫, ଗୋପରୁ ୧୭, କାକଟପୁରରୁ…
ଏହି ପାଣିକୁ ସକାଳେ ପିଇଲେ କିଡ୍ନୀ ଷ୍ଟୋନ୍ରୁ ମିଳିବ ମୁକ୍ତି
ପଇଡ଼ ପାଣି ସ୍ବାସ୍ଥ୍ୟ ଲାଗି ଅନେକ ଉପକାରୀ। କେବଳ ସେତିକି ନୁହେଁ, ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଗୁଣ ରହିଥାଏ। ଏହା ରୋଗ ପ୍ରତିରୋଧ ଶକ୍ତିକୁ ବଢ଼ାଇବା ସହ ବିଭିନ୍ନ ରୋଗରୁ ମୁକ୍ତି ଦେଇଥାଏ। ଜାଣନ୍ତୁ ପଇଡ଼ ପାଣିର ଔଷଧୀୟ ଗୁଣ…
ଗୃହ ସଙ୍ଗରୋଧ ପାଇଁ ଭିତ୍ତିଭୂମି ନାହିଁ
କେନ୍ଦ୍ରାପଡ଼ା ଅଫିସ,୩।୫: କରୋନା ସଂକ୍ରମିତଙ୍କ ସଂଖ୍ୟା କେନ୍ଦ୍ରାପଡ଼ା ଜିଲାରେ ୧୦ ହଜାର ଟପିଛି। ଶନିବାର ଚିହ୍ନଟ ୭୦ଜଣଙ୍କ ସହ ଏମାନଙ୍କ ସଂଖ୍ୟା ୧୦,୧୦୬ରେ ପହଞ୍ଚତ୍ଛି। ଏଥିମଧ୍ୟରୁ ୯,୫୨୩ ସୁସ୍ଥ ଥିବା ବେଳେ ଜିଲାର ୫୫୩ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି। ତେବେ ଅଧିକାଂଶ…
ଶୁଖିଲା ପଡ଼ିଛି କେନାଲ, ପାଣି ଛାଡ଼ିବାକୁ ଦାବି
ପଟ୍ଟାମୁଣ୍ଡାଇ,୩।୫(ସ୍ବ.ପ୍ର.): କଟକ ଜିଲା ଜଗତପୁର ମହାନଦୀ ବ୍ୟାରେଜରୁ ବାହାରି ଥିବା ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲରେ ପାଣି ଛାଡିବାକୁ ଚାଷୀମାନେ ଦାବି କରିଛନ୍ତି। ମୁଖ୍ୟ କେନାଲରେ ପାଣି ନ ଆସିବାରୁ ଶୁଖିଲା ପଡିଛି। ପାଣି ଅଭାବରୁ ମୁଖ୍ୟ କେନାଲରୁ ବାହାରିଥିବା ଶାଖାଗୁଡିକ ମଧ୍ୟ…
ଅଧାପନ୍ତରିଆ ରାସ୍ତା ମରାମତି ଦାବି
ଯାଜପୁର ଅଫିସ/ରଗଡି (ଡି.ଏନ.ଏ.),୩।୫: ଯାଜପୁର ଜିଲାର ଗ୍ରାମ୍ୟ ଉନ୍ନୟନ ବିଭାଗରେ ଠିକାଦାରଙ୍କ ମନମୁଖି କାର୍ଯ୍ୟ ବଢ଼ିବାରେ ଲାଗିଛି। କେଉଁଠି ନିମ୍ନମାନର କାମ କରି ଠିକାଦାର ଆବଣ୍ଟିତ ଅନୁଦାନର ସିଂହଭାଗ ଅର୍ଥ ଚଳୁ କରୁଛନ୍ତି ତ ଆଉ କେଉଁଠି ଅଧାପନ୍ତରିଆ କାର୍ଯ୍ୟ କରି…
ବାଲି ଟଙ୍କା ୪ ଭାଗ
ଯାଜପୁର ଅଫିସ,୩।୫: ଯାଜପୁର ଜିଲା ଦେଇ ପ୍ରବାହିତ ବୈତରଣୀ ନଦୀରୁ ବାଲି ଲୁଟ୍୍ ସୁଚିନ୍ତିତ ଯୋଜନାରେ ଚାଲିଛି। ଯୋଜନା ଅନୁଯାୟୀ ଲୁଟ୍ ବାଲି ବାବଦ ଅର୍ଥକୁ ୪ ଭାଗ କରାଯାଉଛି। ଗୋଟିଏ ଭାଗ ସରକାରଙ୍କ ରାଜସ୍ବ ଆଦାୟରେ ଦର୍ଶାଯାଉଥିବାବେଳେ ଆଉ ୩…
ଶେଷରେ ଶେଷ ଅସ୍ତ୍ର
ଅନୁଗୋଳ ଅଫିସ, ୩ା୫: କରୋନା ସଂକ୍ରମଣ ରୋକିବାକୁ ସରକାର କଟକଣା କଡ଼ାକଡ଼ି କରିଛନ୍ତି। ମାସ୍କ, ସାମାଜିକ ଦୂରତ୍ୱ ନିୟମ ପାଳନ କରୁ ନ ଥିବା ଲୋକଙ୍କ ଠାରୁ ଜରିମାନା ଆଦାୟ କରୁଛନ୍ତି। ଆବଶ୍ୟକସ୍ଥଳେ ସେମାନଙ୍କ ନାମରେ ମାମଲା ରୁଜୁ କରାଯାଉଛି। ବ୍ୟବସାୟୀମାନେ ଏହାର…
ଜୁଲାଇ ପର୍ଯ୍ୟନ୍ତ ରହିବ ଟିକା ସଙ୍କଟ: ଅଦାର ପୁନାଓ୍ବାଲା
ନୂଆଦିଲ୍ଲୀ,୩।୫: କରୋନା ଏବେ ସାରା ଦେଶରେ ଏକ ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରିଛି। କରୋନା ବିରୋଧ ଲଢେଇରେ ଏକମାତ୍ର ଅସ୍ତ୍ର ହେଉଛି ଏହାର ଟିକା। କିନ୍ତୁ ଦେଶରେ ଅନେକ ରାଜ୍ୟ ଏବଂ ଜିଲାରେ ଟିକା ଅଭାବ ଅଭିଯୋଗ ରହିଛି। ଦେଶରେ ତୃତୀୟ…
Archives


