ଚିଲିକା ମଝିରେ ଲଞ୍ଚ ଅଚଳ: ଫସିରହିଲେ ଯାତ୍ରୀ

କୃଷ୍ଣପ୍ରସାଦ,୧୮।୯(ଡି.ଏନ୍‌.ଏ.): ଚିଲିକା ମଧ୍ୟରେ ଶନିବାର ଏକ ଲଞ୍ଚ ଅଚଳ ହୋଇଯାଇଥିଲା। ଫଳରେ ଯାତ୍ରୀ ୨ ଘଣ୍ଟା ଜଳବନ୍ଦୀ ହୋଇ ରହିଥିଲେ। ଅନ୍ତର୍ଜାତୀୟ ଜଳପଥ ପରିବହନ ବିଭାଗର ଏହି ଲଞ୍ଚଟି ପୁରୀ ଜିଲା କୃଷ୍ଣପ୍ରସାଦ ଜେଟିରୁ ଶନିବାର ସକାଳେ ବାଲୁଗାଁ ଅଭିମୁଖେ ଯାଉଥିବା ବେଳେ ଚିଲିକା ମଧ୍ୟରେ ଅଚଳ ହୋଇ ପଡିଥିଲା । ଲଞ୍ଚର ଯାନ୍ତ୍ରିକ ତ୍ରୁଟି ଯୋଗୁ ଅଚଳ ହୋଇଥିବା ଜଣାପଡ଼ିଛି। ତେବେ ଚିଲିକା ପାଣି ମଧ୍ୟରେ ଯାତ୍ରୀମାନେ ୨ ଘଣ୍ଟା ଜଳବନ୍ଦୀ ପରେ ବାଲୁଗାଁରୁ ଏକ ଲଞ୍ଚ ସେମାନଙ୍କୁ ଉଦ୍ଧାର କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନୂଆରୂପ ନେବ ଅସୁରଖୋଲ ଜଳପ୍ରପାତ : ସ୍ଥିତି ଅନୁଧ୍ୟାନ କରି ଫେରିଲେ ବିଭାଗୀୟ ଅଧିକାରୀ

କେନ୍ଦୁଝର,୨।୧୧(ସ୍ବ.ପ୍ର.)- କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ମହାଦେଇଯୋଡ଼ା ପଞ୍ଚାୟତ ନିକଟସ୍ଥ କୁଡ଼ିଆଘରା ଜଙ୍ଗଲରେ ଥିବା ମନୋରମ ଜଳପ୍ରପାତ ଅସୁରଖୋଲ ଅବହେଳିତ ଅବସ୍ଥାରେ ପଡ଼ିରହିଛି। ଏହାକୁ ପର୍ଯ୍ୟଟନ...

ଫେସ୍‌ବୁକ୍‌ ଲାଇଭ୍‌ରେ ସମଲେଇଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ

ସମ୍ବଲପୁର,୨୩।୮(ବ୍ୟୁରୋ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇରେ  ନୂଆ ଖାଇବା ପରେ ବିଭନ୍ନ ଦେବୀଦେବଙ୍କୁ ଲୋକେ ଦର୍ଶନ କରିଥାନ୍ତି। ସେହିପରି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କ...

ବିପଦସଙ୍କୁଳ ଅବସ୍ଥାରେ ପ୍ରାଚୀନ କୁଶଭଦ୍ରା ସେତୁ

ନିମାପଡ଼ା,୧୨।୭(ଡି.ଏନ୍‌.ଏ.):ନିମାପଡ଼ା ଦୋଳବେଦୀ ଛକଠାରେ କୁଶଭଦ୍ରା ନଦୀ ଉପରେ ଥିବା କୁଶଭଦ୍ରା ସେତୁଟି ଏବେ ବିପଦସଙ୍କୁଳ, ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ପୂର୍ତ୍ତ ବିଭାଗର ରକ୍ଷଣାବେକ୍ଷଣ ଅଭାବରୁ ଶହ...

ଓଡ଼ଗାଁରେ ଲକ୍‌ଡାଉନ

ଓଡଗାଁ, ୨୪।୩(ସ୍ବ. ପ୍ର.): ନୟାଗଡ ଜିଲା ଓଡଗାଁ ଆଦର୍ଶ ଥାନା ଅଞ୍ଚଳରେ ସୋମବାର ସନ୍ଧ୍ୟାରୁ ଲକ୍‌ଡାଉନ୍‌ ପ୍ରଭାବ ଦେଖିବାକୁ ମିଳିଛି। ସାଧାରଣ ଲୋକେ କରୋନାର ଭୟାବହତାକୁ...

ଧରିତ୍ରୀ ଖବରକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‌: ରକ୍ତ କର୍କଟ ପୀଡ଼ିତ ଶିଶୁଙ୍କ ଚିକିତ୍ସା ସହାୟତା ପାଇଁ ନିବେଦନ କଲେ ସ୍ବେଚ୍ଛାସେବୀ

ବରଗଡ଼ ଅଫିସ, ୧୪।୩- ବରଗଡ଼ ପୌର ପରିଷଦ ଅଧୀନ ୱାର୍ଡ ନଂ-୧୬ ଡ୍ୟାମ୍‌ କଲୋନୀ (ଗାନ୍ଧୀନଗର) ନିବାସୀ ଅଜୟ ଦୀପଙ୍କ ଏକମାତ୍ର ଶିଶୁପୁତ୍ର ରୋହିତ(୫) ରକ୍ତ...

ଚେତିଲେ ଜିଲା ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷ : ରିଫିଲିଂ ପାଇଁ ଗଲା ୮୧ ଅଗ୍ନି ନିର୍ବାପକ ସିଲିଣ୍ଡର

ଅନୁଗୋଳ ଅଫିସ, ୩୦।୬ – ବିଳମ୍ବରେ ହେଲେ ବି ଚେତିଛନ୍ତି ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷ। ଡାକ୍ତରଖାନାରେ ଲାଗିଥିବା ୮୧ଟି ଅଗ୍ନି ନିର୍ବାପକ ସିଲିଣ୍ଡରକୁ...

ବିନା ହେଲମେଟରେ ପେଟ୍ରୋଲ ମନା

ଭଞ୍ଜନଗର,୧୫।୮(ଡି.ଏନ.ଏ)- ସେପ୍ଟେମ୍ବର ୧ରୁ ହେଲମେଟ୍‌ ବ୍ୟବହାର ଆଇନକୁ କଡ଼ାକଡ଼ି କରିବାକୁ ଯାଉଛି ଜିଲା ପ୍ରଶାସନ। ଏନେଇ ବୁଧବାର ଅପରାହ୍ନରେ ସ୍ଥାନୀୟ ଉପ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ...

ଗାଁରେ ବାଘ: ଗାଈ ବେକକୁ ଟାଣି ନେଇ ପିଇଗଲା ରକ୍ତ

ନୂଆପଡା ଅଫିସ,୧୬।୧: ନୂଆପଡ଼ା ସଦର ବ୍ଲକ ଧରମବନ୍ଧା ଥାନା କୁଟରେଙ୍ଗା ପଡା ଗାଁରେ ବାଘ ଆତଙ୍କ ଦେଖିବାକୁ ମିଳିଛି। ରବିବାର ସକାଳେ ଏଭଳି ଅଘଟଣ ଘଟିଛି।...

Advertisement
Archives

Model This Week