‘ଆତଙ୍କିତ ପରିସ୍ଥିତି ସୃଷ୍ଟି କରନ୍ତୁ ନାହିଁ’
ଭୁବନେଶ୍ୱର,୪।୫(ବ୍ୟୁରୋ): ଆସନ୍ତା ୫ ତାରିଖ ବୁଧବାରଠାରୁ ରାଜ୍ୟରେ ୧୪ ଦିନିଆ ଲକ୍ଡାଉନ ଆରମ୍ଭ ହେଉଛି। ଏଥିପାଇଁ ଲୋକେ ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ କିଣି ଘରେ ମହଜୁଦ ରଖିବାକୁ ଲାଗି ପଡିଛନ୍ତି। ଫଳରେ ହଜାର ବଜାରରେ ଏବେ ଆତଙ୍କିତ ପରିସ୍ଥିତି ସୃଷ୍ଟି…
କରୋନା ରୋକିବା ପାଇଁ ଲକଡାଉନ ହେଉଛି ଏକମାତ୍ର ସମାଧାନ: ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ,୪।୫:କରୋନା ଭାଇରସର ଦ୍ୱିତୀୟ ଲହର ଦେଶରେ ହଇଚଇ ସୃଷ୍ଟି କରିବାରେ ଲାଗିଛି। ଏହାକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ଦେଶରେ ସମ୍ପୂର୍ଣ୍ଣ ଲକ୍ଡାଉନ୍ କରିବାକୁ କହିଛନ୍ତି।…
ଓପିଏସ୍ସି ପରୀକ୍ଷା ସ୍ଥଗିତ
କଟକ ଅଫିସ,୪।୫: କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆସନ୍ତା ୫ରୁ ୧୯ ତାରିଖ ପର୍ଯ୍ୟନ୍ତ ଲକ୍ଡାଉନ ଘୋଷଣା କରାଯାଇଛି। ତେବେ ଏନେଇ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ପକ୍ଷରୁ ହେବାକୁ ଥିବା ସମସ୍ତ ଲିଖିତ ପରୀକ୍ଷାକୁ ସ୍ଥଗିତ…
ବ୍ରିଟେନ୍ରେ ୨୪୦ ମିଲିୟନ ପାଉଣ୍ଡ ନିବେଶ କରିବ ସେରମ ଇନ୍ଷ୍ଟିଚ୍ୟୁଟ୍
ଲଣ୍ଡନ,୪।୫: ଟିକା ନିର୍ମାତା କମ୍ପାନୀ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ(ଏସ୍ଆଇଆଇ) ବ୍ରିଟେନରେ ପୁଞ୍ଜି ନିବେଶ କରିବାକୁ ଯାଉଛି। ଭବିଷ୍ୟତରେ ଟିକା ବ୍ୟବସାୟକୁ ବିସ୍ତାର କରିବା ଏବଂ ବହୁ ସଂଖ୍ୟାରେ ନିଯୁକ୍ତି ସୃଷ୍ଟି କରିବା ପାଇଁ କମ୍ପାନୀ ଲଣ୍ଡନରେ ନୂଆ କାର୍ଯ୍ୟାଳୟ ପ୍ରତିଷ୍ଠା…
ଲକ୍ଡାଉନ୍ରେ ଅତ୍ୟାବଶ୍ୟକ ସାମଗ୍ରୀ ମିଳିବ
ଭୁବନେଶ୍ୱର,୪।୫(ବ୍ୟୁରୋ): ଆସନ୍ତା ବୁଧବାରଠାରୁ ସମଗ୍ର ରାଜ୍ୟରେ ଲକ୍ଡାଉନ୍ ଲାଗୁ ହେବ। ଏହା ପୂର୍ବରୁ ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ହାଟ ବଜାରରେ ଗହଳି ଲଗାଇଛନ୍ତି। ଲକ୍ଡାଉନ୍କୁ ନେଇ କୌଣସି ମତେ ଭୟଭୀତ ହେବାର ଆବଶ୍ୟକତା ନାହିଁ। ସମସ୍ତ ସୁବିଧା କରାଯାଇଛି।…
ଆଇପିଏଲ୍ରେ କରୋନା ମାଡ: ବିସିସିଆଇର ନେଲା ବଡ଼ ନିଷ୍ପତ୍ତି
ଅହମଦାବାଦ,୪।୫: ଆଇପିଏଲର ୧୪ତମ ସିଜିନ ରେ ମଧ୍ୟ କରୋନା ବିପଦ ଦେଖାଦେଇଛିି। କିଛି ଖେଳାଳି ଏବଂ ସପୋର୍ଟ ଷ୍ଟାଫ କରୋନା ଆକ୍ରାନ୍ତ ହୋଇଛନ୍ତି ଅଛନ୍ତି। କୋଲକାତା ନାଇଟ ରାଇଡର୍ସ (କେକେଆର୍) କ୍ରିକେଟର ବରୁଣ ଚକ୍ରବର୍ତ୍ତୀ ଏବଂ ସନ୍ଦୀପ ୱାରିୟରଙ୍କ କୋଭିଡ ରିପୋର୍ଟ…
ପୁଣି କରୋନାରେ ଆଖିବୁଜିଲେ ୧୫ ଆକ୍ରାନ୍ତ
ଭୁବନେଶ୍ୱର,୪।୫(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର କରୋନାରେ ୧୫ ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୮୮ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୧୫ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ…
‘୫ ଦିନ ପରେ ମୁଖ୍ୟମନ୍ତ୍ରୀଙ୍କ ସହ ବଡ଼ ଦୁର୍ଘଟଣା ଘଟିବ’
ଲକ୍ଷ୍ନୌ,୪।୫: ଉତ୍ତରପ୍ରଦେଶ ପୋଲିସର ହ୍ବାଟସଆପ୍ ନମ୍ବରରେ ଏକ ଧମକପୂର୍ଣ୍ଣ ମେସେଜ୍ ଆସିଛି। ଏହି ମେସେଜ୍ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନାଁରେ ଆସିଛି। ଯେଉଁଥିରେ ଲେଖାଯାଇଛି ପାଞ୍ଚ ଦିନ ପରେ ମୁଖ୍ୟମନ୍ତ୍ରୀଙ୍କ ସହ ଏକ ବଡ ଦୁର୍ଘଟଣା ଘଟିବ। ପୋଲିସର ଡାୟଲ୍…
କୋଷ୍ଠକାଠିନ୍ୟର ମୁକ୍ତିଦାତା କିସ୍ମିସ୍
ଆୟୁର୍ବେଦ ଶାସ୍ତ୍ରାନୁଯାୟୀ ଦୈନିକ ଖାଦ୍ୟପେୟ ଉପରେ ଧ୍ୟାନ ଦେଲେ ଅନେକ ରୋଗ ଲାଗି ମେଡିକାଲ ଯିବାକୁ ପଡ଼ି ନ ଥାଏ। କାରଣ ପ୍ରାଥମିକ ଅବସ୍ଥାରେ ଅନେକ ସମସ୍ୟାକୁ ରୋକାଯାଇପାରେ। ହେଲେ ସ୍ବାସ୍ଥ୍ୟଗତ ସମସ୍ୟା ବଡ଼ରୂପ ନେଲେ ତାହାକୁ ରୋକିବା ସମ୍ଭବ ହୋଇ…
କରୋନା: ବନ୍ୟଜନ୍ତୁ ବି କଲବଲ
କେନ୍ଦୁଝର, ୪ା୫ (ସ୍ବ.ପ୍ର.): ଏକ ପକ୍ଷରେ ବ୍ୟାପକ ଜଙ୍ଗଲ ଧ୍ୱଂସ ଯୋଗୁ ବନ୍ୟ ଜନ୍ତୁ ବାସହରା ହୋଇଯାଇଥିବାବେଳେ ଖାଦ୍ୟାଭାବ ଯୋଗୁ ଜଙ୍ଗଲ ଛାଡି ଜନବସତି ମୁହାଁ ହେଉଛନ୍ତି । ଏଭଳି ବାଂଶପାଳ ଓ ତେଲକୋଇ ବ୍ଲକ ଅଞ୍ଚଳର ବଣ ଜଙ୍ଗଲରେ ରହୁଥିବା…
ବଜାର କରିଦେଲେ ଜାମ
ଅନୁଗୋଳ ଅଫିସ, ୪ା୫ ନିୟନ୍ତ୍ରଣ ବାହାରକୁ ଚାଲିଯାଉଥିବା କୋଭିଡ୍ ସଂକ୍ରମଣର ଚେନ୍ ଭାଙ୍ଗିବାକୁ ରାଜ୍ୟ ସରକାର ଆସନ୍ତା ୫ରୁ ୧୯ ତାରିଖ ଯାଏ ଲକ୍ଡାଉନ୍ ଘୋଷଣା କରିଛନ୍ତି। ବଜାର ବନ୍ଦ ହେଲେ ଓ ଚଳପ୍ରଚଳ ହ୍ରାସ ପାଇଲେ ପଜିଟିଭ୍ଙ୍କ ସଂଖ୍ୟା ତଳମୁହାଁ…
ଶ୍ରୀଲଙ୍କାର ସିରିଜ ବିଜୟ
ପାଲିକେଲ, ୪ା୫ (ଏପି)-ପଦାର୍ପଣ ମ୍ୟାଚରେ ପ୍ରବୀଣ ଜୟବିକ୍ରମଙ୍କ ୧୧ ଉଇକେଟ ସଫଳତା ଯୋଗୁ ଶ୍ରୀଲଙ୍କା ଏଠାରେ ବାଂଲାଦେଶ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟକୁ ୨୦୯ ରନରେ ଜିତି ନେଇଛି। ଫଳରେ ଘରୋଇ ଦଳ ୨ ମ୍ୟାଚ ବିଶିଷ୍ଟ ସିରିଜ ୧-୦ରେ ବିଜୟୀ…
Archives


