Posted inଫୁରସତ

ଅଜବ ଜଙ୍ଗଲ

ଜଙ୍ଗଲ ନଁା ଶୁଣିବାମାତ୍ରେ ବିଭିନ୍ନ ପ୍ରକାରର
ଗଛ ଏବଂ ପଶୁପକ୍ଷୀରେ ପରିପୂର୍ଣ୍ଣ ଏକ ଘଞ୍ଚ ପରିବେଶର ଛବି ମନକୁ ଆସେ। ହେଲେ ପୃଥିବୀରେ ଏମିତି ବି କେତେକ ଜଙ୍ଗଲ ରହିଛି, ଯାହାର ଦୃଶ୍ୟ ଆପଣଙ୍କ ପୂର୍ବ ଧାରଣାକୁ
ସମ୍ପୂର୍ଣ୍ଣ ବଦଳାଇ ଦେବ। ଆସନ୍ତୁ ଜାଣିବା ଏଭଳି କିଛି
ଅଜବ ଜଙ୍ଗଲ ସମ୍ପର୍କରେ…

ନିଉ କାଲେଡୋନିଆ ଫରେଷ୍ଟ: ଅଷ୍ଟ୍ରେଲିଆର ଉତ୍ତର ଭାଗରେ ଥିବା ନିଉ କାଲେଡୋନିଆ ଦେଶରେ ରହିଛି ଏହି ଜଙ୍ଗଲ। ଏହା ମୋଟ ଅଞ୍ଚଳର ୨% ବା ୭୫୦ ମାଇଲ୍‌ ପର୍ଯ୍ୟନ୍ତ ବିସ୍ତୃତ। ଏଠାରେ କେବଳ ୯ଟି ସ୍ତନ୍ୟପାୟୀ ବାସ କରନ୍ତି। ସେମାନେ ସମସ୍ତେ ବାଦୁଡ଼ି ପ୍ରଜାତିର। ଏଠାରେ ବାସ କରୁଥିବା ‘କାଗୁ’ (ନିଉ କାଲେଡୋନିଆର ଜାତୀୟ ପକ୍ଷୀ) ନାମକ ଏକ ବାଦୁଡ଼ି ପ୍ରଜାତିର ପକ୍ଷୀଠାରେ ଉଭୟ ସ୍ତନ୍ୟପାୟୀ ପଶୁ ଏବଂ ପକ୍ଷୀର ଗୁଣ ରହିଛି। ହେଲେ ବର୍ତ୍ତମାନ ବାସସ୍ଥାନର ଅଭାବ ଓ ହିଂସ୍ର ଜୀବଜନ୍ତୁଙ୍କ ଆକ୍ରମଣ ଯୋଗୁ କାଗୁମାନଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି।
କ୍ରୁକଡ୍‌ ଫରେଷ୍ଟ, ପୋଲଣ୍ଡ: ପୋଲାଣ୍ଡର ପଶ୍ଚିମ ପୋମେରାନିଆରେ ରହିଛି କ୍ରୁକଡ୍‌ ଫରେଷ୍ଟ ନାମକ ଏକ ଅଜବ ଜଙ୍ଗଲ। ଏହି ଜଙ୍ଗଲର ବିଶେଷତ୍ୱ ହେଉଛି ଏଠାରେ ଦେଖାଯାଇଥାଏ ଏକ ଅଦ୍ଭୁତ ପ୍ରଜାତିର ପାଇନ୍‌ ଗଛ, ଯାହାର ମୂଳ ବକ୍ର ଆକୃତିର। ତେବେ ପ୍ରତିଟି ଗଛର ମୂଳ ବକ୍ର ଆକୃତିର ହୋଇଥିବାରୁ ଏହି କାଠରେ ଡଙ୍ଗା, ବିଭିନ୍ନ ଆସବାବପତ୍ର ପ୍ରସ୍ତୁତ କରାଯାଇଥାଏ। ଏହି ଜଙ୍ଗଲ ଦକ୍ଷିଣ ଆମେରିକାର ଆମାଜନ୍‌ ଜଙ୍ଗଲକୁ ଅଧିକାଂଶ ଆବୃତ କରିଥାଏ। ଏହା ପୃଥିବୀର ସବୁଠାରୁ ବଡ ରେନ୍‌ ଫରେଷ୍ଟ। ଏଠାରେ ୪୨୭ ସ୍ତନ୍ୟପ୍ରାୟୀ ପ୍ରାଣୀ, ୧୩୦୦ ପ୍ରଜାତିର ପକ୍ଷୀ, ୩୭୮ ସରୀସୃପ ଓ ୪୦୦ରୁ ଅଧିକ ଉଭୟଚର ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାଇଭୋଲଟେଜ୍‌ ଡ୍ରାମା କଲେ ରିଷଭ ପନ୍ତ: ଅମ୍ପାୟରଙ୍କ ସହ ଯୁକ୍ତିତର୍କ ପରେ ଘଟିଲା…

ନୂଆଦିଲ୍ଲୀ,୨।୧୦:ଭାରତୀୟ କ୍ରିକେଟ ଦଳର ଉଇକେଟକିପର-ବ୍ୟାଟର ଋଷଭ ପନ୍ତଙ୍କ ପାଇଁ ଇରାନୀ କପ୍‌ର ପ୍ରଥମ ଦିନ ମଇଦାନରେ ହାଇଭୋଲଟେଜ୍‌ ଡ୍ରାମା କରିଛନ୍ତି। ରେଷ୍ଟ ଅଫ ଇଣ୍ଡିଆର ଅଧିନାୟକ ଭାବେ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ଘର ଘର ବୁଲି କ୍ଷୀର ବିକୁଥିଲେ ନିତେଶ: ଏବେ ୬୪ ବର୍ଷର ଇତିହାସ ବଦଳାଇଦେଲେ ନିତେଶ

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ କୁସ୍ତି ପାଇଁ ଆସିଛି ଐତିହାସିକ ସଫଳତା। ଗ୍ରୀକୋ-ରୋମାନ କୁସ୍ତିର ୯୭+ କିଲୋଗ୍ରାମ ବର୍ଗରେ ଭାରତର ନିତେଶ ସିୱାଚ ରୌପ୍ୟ ପଦକ…

ହୀରାକୁଦ ଜଳଭଣ୍ଡାର ପୁଣି ପୂର୍ଣ୍ଣଗର୍ଭା: ଦ୍ବିତୀୟ ଥର ୬୩୦ ଫୁଟ ଛୁଇଁଲା ଜଳସ୍ତର

​ସମ୍ବଲପୁର,୨।୧୦(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ବର୍ତ୍ତମାନ ମାତ୍ର ଗୋଟିଏ ସ୍ଲୁଇସ ଗେଟ୍ ଖୋଲା ରହିଛି । ଫଳରେ ଶୁକ୍ରବାର ସକାଳେ ହୀରାକୁଦ ଜଳଭଣ୍ଡାରର ପୁଣିଥରେ ପୂର୍ଣ୍ଣଗର୍ଭା ହୋଇଛି…

ବିନା ଛାତ୍ରରେ ଚାଲିଛି ବିଦ୍ୟାଳୟ: ସ୍କୁଲ ଜଗି ରହିଛନ୍ତି ଭାରପ୍ରାପ୍ତ ହେଡ୍‌ ପଣ୍ଡିତ

ବଲାଙ୍ଗୀର,୨ା୧୦(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ସହର ମୁଖ୍ୟରାସ୍ତା ପାର୍ଶ୍ୱରେ ଥିବା ବିଦ୍ୟାଭୂଷଣ ସଂସ୍କୃତ ପ୍ରଥମା-ମଧ୍ୟମା ବିଦ୍ୟାଳୟରେ ୬ଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଏକଦା ଏହି ବିଦ୍ୟାଳୟରେ ୧୦୦ରୁ…

ଆଜି ଇଣ୍ଡିଆ ମେଣ୍ଟର ‘ଗଣତନ୍ତ୍ର ବଞ୍ଚାଓ’ ପଦଯାତ୍ରା, ଫର୍ମ-୬ ପରିବର୍ତ୍ତନକୁ ନେଇ ରାହୁଲ କହିଲେ…

ନୂଆଦିଲ୍ଲୀ,୨।୧୦(ପି.ଟି.): ନୂତନ ଭୋଟର ପଞ୍ଜୀକରଣ ପାଇଁ ଭାରତର ନିର୍ବାଚନ ଆୟୋଗ (ଇସିଆଇ) ଦ୍ୱାରା ବ୍ୟବହୃତ ଅନ୍‌ଲାଇନ୍‌ ‘ଫର୍ମ-୬’ରେ ବେଆଇନ ଭାବେ ପରିବର୍ତ୍ତନ ପାଇଁ ଟାଟା କନ୍ସଲଟାନ୍ସି ସର୍ଭିସେସ୍‌…

ଗିଲ୍‌ଙ୍କ ଅଧିନାୟକତ୍ୱକୁ ନେଇ ଗମ୍ଭୀରଙ୍କ ବଡ଼ ବୟାନ, ବୋଲରଙ୍କ…

ନୂଆଦିଲ୍ଲୀ,୨।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ୪୦୬ ରନ୍‌ର ବଡ଼ ଲକ୍ଷ୍ୟକୁ ହାସଲ କରି ଭାରତ ଚମତ୍କାର ବିଜୟ ହାସଲ କରିଛି। ଏହି ମ୍ୟାଚ୍‌ରେ ଶୁବମନ ଗିଲ୍‌ଙ୍କ…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?