ପିଉଛନ୍ତି କି ଗ୍ରୀନ୍‌ ଟି ?

ଶରୀର ଲାଗି ଗ୍ରୀନ୍‌ ଟି ଉପକାରୀ। ଏହା କୋଲେଷ୍ଟରଲ କମ୍‌ କରିବା ସହ ହୃଦ୍‌ଘାତରୁ ଆରମ୍ଭ କରି ଷ୍ଟ୍ରୋକ୍‌ ପର୍ଯ୍ୟନ୍ତ ଅନେକ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ। କେହି କେହି ସକାଳେ ଗ୍ରୀନ୍‌ ଟି ପିଇବାକୁ ଭଲ ପାଉଥିବା ବେଳେ କେହି ରାତିରେ ଶୋଇବା ପୂର୍ବରୁ ପିଇଥାନ୍ତି। ତେବେ ଗ୍ରୀନ୍‌ ଟି ଶୋଇବା ପୂର୍ବରୁ ପିଇବା କେତେଦୂର ଠିକ୍‌ ଜାଣନ୍ତୁ।

ତେବେ ଅନେକଙ୍କର ଏହି ଅଭ୍ୟାସ ଥିଲେ ମଧ୍ୟ ଏହାକୁ ବଦଳାଇବା ଜରୁରୀ । କାରଣ ଏହା କରିବା ଦ୍ୱାରା ନିଦ ଠିକ୍‌ରେ ହୋଇ ନ ଥାଏ। ଏହାଛଡା ୯୫ ମିଲିଗ୍ରାମ ଗ୍ରୀନ୍‌ ଟିରେ ଏକ କପ୍‌ କପିରୁ ୩ ଗୁଣ କପିଏନ୍‌ ବା ଉତ୍ତେଜକ ପଦାର୍ଥ ରହିଥାଏ, ଯାହା ନିଦ ହେବାକୁ ଦେଇ ନ ଥାଏ।

ନ୍ୟୁଟ୍ରେଶନ ସାରହା ଆଡଲରଙ୍କ କହିବା ଅନୁଯାୟୀ ରାତିରେ ଶୋଇବା ପୂର୍ବରୁ ଗ୍ରୀନ୍‌ ଟି ପିଇବା ଫଳରେ ଉତ୍ତେଜକ ପଦାର୍ଥ ଶରୀରକୁ ଯାଇ ନିଦ ଖରାପ କରିଥାଏ। ଏହା ଏକ ଖରାପ ଅଭ୍ୟାସ ହୋଇଥାଏ। ଦିନକୁ ୨ କପ୍‌ ଗ୍ରୀନ୍‌ ଟି ଶରୀର ଲାଗି ଯଥେଷ୍ଟ ହୋଇଥାଏ।

କିଡ୍‌ନୀଷ୍ଟୋନରେ ଆକ୍ରାନ୍ତ ବ୍ୟକ୍ତି ଏହାକୁ ପିଇବା ଠିକ୍‌ ହୋଇ ନ ଥାଏ। ଏହାର ଅନେକ ଉପକାରୀ ଗୁଣ ଥିଲେ ମଧ୍ୟ ରାତିରେ ଏହାର ସେବନ ସ୍ବାସ୍ଥ୍ୟଲାଗି କ୍ଷତିକାରକ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଉପକାରୀ ତୁଳସୀ ରସ

ତୁଳସୀ ରସରେ ବହୁ ଔଷଧୀୟ ଗୁଣ ରହିଛି। ନିୟମିତ ତୁଳସୀ ପତ୍ର ଚୋବାଇ ଖାଇଲେ ଶରୀର ରୋଗ ପ୍ରତିରୋଧକ ଶକ୍ତି ବଢ଼ିବା ସହ ଥଣ୍ଡାକାଶରୁ ମଧ୍ୟ...

ସୁନିଦ୍ରା ପାଇଁ

ଭଲ ନିଦ ପାଇଁ ଶୋଇବା ଘରର ବାତାବରଣ ଶାନ୍ତ ହେବା ଜରୁରୀ। ଏଠାରେ କୌଣସି ବୈଦ୍ୟୁତିକ ଉପକରଣ ଯେମିତିକି, ଟିଭି, ମୋବାଇଲ ଆଦି ରଖନ୍ତୁ ନାହିଁ।...

ଜାଣନ୍ତି ମା’ ଲକ୍ଷ୍ମୀଙ୍କ ଭାଇ କିଏ? ଯାହାଙ୍କ ବିନା ସମସ୍ତ ପୂଜା ରହିଥାଏ ଅଧା…

ଦୀପାବଳିରେ ମା’ ଲକ୍ଷ୍ମୀଙ୍କ ପୂଜା କରାଯାଇଥାଏ। କୁହାଯାଏ ଦୀପାବଳି ଦିନ ରାତିରେ ସମସ୍ତଙ୍କ ଘରେ ଲକ୍ଷ୍ମୀ ବାସ କରିବା ସହ ଅନ୍ନ-ଧନରେ ଭଣ୍ଡାର ଭରି ଦିଅନ୍ତି।...

ମା’ବାପା ପିଲାମାନଙ୍କୁ ଶିଖାନ୍ତୁ ଏହି ସବୁ ବ୍ୟବହାର: ଯାହା ଭବିଷ୍ୟତରେ ହେବ ବରଦାନ ସଦୃଶ

ମା’ବାପା ପିଲାମାନଙ୍କର ସବୁଠୁ ପ୍ରିୟ ହୋଇଥା’ନ୍ତି। ତେବେ ମା’ବାପା ହେବା କୌଣସି ସହଜ କଥା ନୁହେଁ। ପିଲାଙ୍କୁ ଛୋଟରୁ ବଡ଼ କରି ସେମାନଙ୍କୁ ଭଲ ନୀତି,...

ଇନ୍‌ସୁଲିନ୍‌ ନେଉଛନ୍ତି କି? ଏହି ୪ଟି ଜିନିଷ ପ୍ରତି ନିଶ୍ଚିତ ଦିଅନ୍ତୁ ଧ୍ୟାନ

ଆଜିକାଲି ସମୟରେ ଡାଇବେଟିସ୍‌ ବା ମଧୁମେହ ଏକ ସାଧାରଣ ରୋଗ କହିଲେ ଭୁଲ ହେବ ନାହିଁ। ଥରେ ଏହି ରୋଗ ହେବା ମାତ୍ରେ ରୋଗୀଙ୍କୁ ନିଜର...

ଗଛଲତାଙ୍କ ରାସାୟନିକ ଭାଷା

ସେମାନେ ଏବେ ଏବର ଭାଷା ସହିତ ସଂପୃକ୍ତ ରସାୟନଗୁଡିକ ଉପରେ ଅଧ୍ୟୟନ ଚଳାଇଛନ୍ତି। ତାଙ୍କ ଦ୍ୱାରା ଅନୁଷ୍ଠିତ ଏକ ସଦ୍ୟ ପରୀକ୍ଷା ଏବର ମତବାଦ ଉପରେ...

ମଡନ୍‌ ମରଣ

ଅଙ୍କଲ ଜଣଙ୍କ ସହର ସେମୁଣ୍ଡରୁ,ଏମୁଣ୍ଡ ଆଣ୍ଟିଙ୍କ ଘରକୁ ବେଳକାଳ ଉଣ୍ଡି ଉଣ୍ଡି ପ୍ରାୟ ଆସୁଥିଲେ। ଆଜିକାଲିର ବଡ଼ ମିଡିଏଟର ମୋବାଇଲ୍‌ ଫୋନ୍‌ ଏମିତିଆ ମଧୁର ସମ୍ପର୍କ...

ଏହି ୪ ରାଶିରେ ଜନ୍ମିତ ଯୁବତୀ ହୋଇଥାନ୍ତି ଭଲ ସ୍ତ୍ରୀ; ଚମକାଇଥାନ୍ତି ସ୍ବାମୀଙ୍କ ଭାଗ୍ୟ 

ଜ୍ୟୋତିଷଶାସ୍ତ୍ରରେ ମୋଟ ୧୨ଟି ରାଶି ବିଷୟରେ ଅଧ୍ୟୟନ କରାଯାଇଛି। କୌଣସି ବ୍ୟକ୍ତିର ରାଶିରୁ ତାର ଭବିଷ୍ୟତରେ ହେବାକୁ ଥିବା ଘଟଣା ବିଷୟରେ ଅନେକ କିଛି ଜଣାପଡ଼ିଥାଏ।...

Advertisement
Archives

Model This Week