Home Left

ସିଦ୍ଧୁଙ୍କ ପରେ କଂଗ୍ରେସକୁ ଆଉ ଏକ ଝଟ୍‌କା

ଚଣ୍ଡିଗଡ଼,୨୮ ।୯: ନବଜୋତ ସିଂ ସିଦ୍ଧୁ କଂଗ୍ରେସ ଅଧ୍ୟକ୍ଷ ପଦ ଛାଡିବା ପରେ ପଞ୍ଜାବ ରାଜନୀତି ହୋଇଛି ଆହୁରି ସରଗରମ । ସିଦ୍ଧୁଙ୍କ ପରେ ଏବେ ତାଙ୍କ ନିକଟତର ଥିବା ନେତାମାନେ ଇସ୍ତଫା ଦେବା ଆରମ୍ଭ କରିଛନ୍ତି । ଏହି କ୍ରମରେ…

ସେହ୍ବାଗଙ୍କୁ ପଛରେ ଛାଡ଼ିଲେ ପନ୍ତ

ଶାରଜା,୨୮।୯: କେକେଆର୍‌ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତ ୩୯ ରନ୍‌ର ଇନିଂସ ଖେଳିବା ଅବସରରେ ପୂର୍ବତନ ବିସ୍ଫୋରକ ଓପନର ବୀରେନ୍ଦ୍ର ସେହ୍ବାଗଙ୍କୁ ପଛରେ ପକାଇଛନ୍ତି। ଏଥିସହ ଆଇପିଏଲରେ ଦିଲ୍ଲୀ ଫ୍ରାଞ୍ଚାଇଜ ପାଇଁ ସର୍ବାଧିକ ରନ୍‌ କରିବାର…

କଂଗ୍ରେସ ଏକ ବଡ଼ ଜାହାଜ, ଏହାକୁ ବୁଡ଼ିଯିବାରୁ ରକ୍ଷା କରିବାକୁ ହେବ: କହ୍ନେୟା କୁମାର

ନୂଆଦିଲ୍ଲୀ,୨୮।୯: ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନ୍‌ୟୁ) ଛାତ୍ର ସଂଗଠନର ପୂର୍ବତନ ସଭାପତି ତଥା ସିପିଆଇ ନେତା କହ୍ନେୟା କୁମାର ମଙ୍ଗଳବାର କଂଗ୍ରେସରେ ଯୋଗ ଦେଇଛନ୍ତି। ଏହି ଅବସରରେ ସେ କହିଛନ୍ତି, କଂଗ୍ରେସ ଏକ ବଡ଼ ଜାହାଜ। ଏହାକୁ ବୁଡିଯିବାରୁ ରକ୍ଷା କରିବାକୁ ହେବ।…

ଶକିରାଙ୍କ ପରି ଗୀତ ଗାଇ ପିଜା ଅର୍ଡର କଲେ ଯୁବତୀ; ମିଳିଲା ଏଭଳି..

ବମ୍ବେ: ପପ୍‌ ସିଙ୍ଗର୍‌ ଶକିରାଙ୍କୁ କିଏ ବା ନ ଜାଣେ। ସାରା ବିଶ୍ୱରେ କଲମ୍ବିଆର ଏହି ଗାୟିକା ବେଶ ଲୋକପ୍ରିୟ। କୋଟି କୋଟି ପ୍ରଶଂସକଙ୍କ ହୃଦୟରେ ରାଜ୍‌ କରୁଥିବା ଶକିରା ଖୁବ୍‌ କମ୍‌ଜଣଙ୍କୁ ନିଜର ପ୍ରତିକ୍ରିୟା ଦେଇଥାନ୍ତି। କାରଣ ତାଙ୍କ ମନ…

ହୃଦଘାତ ଖବର ଶୁଣିବା ପରେ ସଚିନଙ୍କ ଟୁଇଟ୍‌; କହିଲେ ଏହି ପରିସ୍ଥିତିରୁ…

ଲାହୋର,୨୮।୯: ପାକିସ୍ତାନର ପୂର୍ବତନ ଅଧିନାୟକ ଇଞ୍ଜାମାମ୍‌-ଉଲ-ହକ୍‌ ହୃଦଘାତର ଶିକାର ହୋଇ ଚିକିତ୍ସିତ ହେଉଛନ୍ତି। ସର୍ଜରୀ ପରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିଲେ ହେଁ ସେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଅଛନ୍ତି। ଏନେଇ ଜଣାପଡ଼ିବା ପରେ ଭାରତର ମହାନ କ୍ରିକେଟର ସଚିନ ତେନ୍ଦୁଲକର ତାଙ୍କର…

ରାଣା ଗୁରଜିତ ସିଂଙ୍କୁ ନେଇ ସରଗରମ ପଞ୍ଜାବ ରାଜନୀତି

ଚଣ୍ଡିଗଡ଼,୨୮ ।୯: ପଞ୍ଜାବ ରାଜନୀତିରେ ସଂଘର୍ଷ ଲାଗି ରହିଛି । କଂଗ୍ରେସ ଶାସିତ ଏହି ରାଜ୍ୟରେ ସବୁବେଳେ କିଛି ନା କିଛି ଅସୁବିଧା ପରିଲକ୍ଷିତ ହେଉଛି । ଏହି କାରଣରୁ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଇସ୍ତଫା ଦେଇଥିବା…

ଅମରିନ୍ଦରଙ୍କ ସ୍ତ୍ରୀଙ୍କ କଟାକ୍ଷ: ସିଦ୍ଧୁଙ୍କୁ ବାଳୁଙ୍ଗା ପିଲା ପରି ବ୍ୟବହାର କରିବା ଉଚିତ ନୁହେଁ

ଚଣ୍ଡିଗଡ଼,୨୮।୯: ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ନବଜୋତ ସିଂ ସିଦ୍ଧୁ। ସେ ନିଜର ଇସ୍ତଫା ପତ୍ର ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପଠାଇଛନ୍ତି। ପଞ୍ଜାବର ଭବିଷ୍ୟତ ସହ କୌଣସି ସାଲିସ କରିପାରିବି ନାହିଁ ବୋଲି ସିଦ୍ଧୁ କହିଥିବା ବେଳେ…

ବିସିସିଆଇକୁ କମ୍ପ୍ଲେନ କରିଥିଲେ ସିନିୟର ଖେଳାଳି

ମୁମ୍ବାଇ,୨୮।୯: ଭାରତୀୟ ଅଧିନାୟକ ବିରାଟ କୋହଲି ନିକଟରେ ଟି୨୦ ଦଳର ନେତୃତ୍ୱ ଛାଡ଼ିବା ନେଇ ଘୋଷଣା କରିଥିଲେ। ତେବେ ଏହା ପଛରେ ଏକ ବଡ଼ କାରଣ ରହିଛି। ଭାରତୀୟ ଦଳର ଜଣେ ବରିଷ୍ଠ ଖେଳାଳି ବିସିସିଆଇ ନିକଟରେ କୋହଲିଙ୍କ ବିରୋଧରେ ଅଭିଯୋଗ…

କଂଗ୍ରେସରେ ଯୋଗ ଦେଲେ କହ୍ନେୟା କୁମାର, ଜିଗ୍ନେଶ ମେୱାନି

ନୂଆଦିଲ୍ଲୀ,୨୮ ।୯: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନ୍‌ୟୁ)ର ପୂର୍ବତନ ଛାତ୍ର ନେତା ତଥା ସିପିଆଇ ନେତା କହ୍ନେୟା କୁମାର ଓ ଗୁଜରାଟର ନିର୍ଦ୍ଦଳୀୟ ବିଧାୟକ ଜିଗ୍ନେଶ ମେୱାନି ମଙ୍ଗଳବାର କଂଗ୍ରେସରେ ଯୋଗ ଦେଇଛନ୍ତି । ଏହା ପୂର୍ବରୁ ଦୁଇଜଣ ଯାକ ନେତା କଂଗ୍ରେସର…

କେକେଆର୍‌ର କ୍ଲାସିକାଲ ବୋଲିଂ, ୧୨୭ରେ ଅଟକିଲା ଦିଲ୍ଲୀ

ଶାରଜା,୨୮।୯: ଶାରଜା ଷ୍ଟାଡିୟମରେ ମଙ୍ଗଳବାର ଅପରାହ୍ନରେ ଖେଳାଯାଇଥିବା ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି)କୁ ୧୨୭ ରନ୍‌ରେ ରୋକି ଦେଇଛି କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)। ଦଳୀୟ ବୋଲରଙ୍କ କାରଣରୁ ଏହା ସଫଳ ହୋଇପାରିଛି। ଲୋକି ଫର୍ଗୁସନ, ଭେଙ୍କଟେଶ ଆୟାର ଓ ସୁନିଲ…

ହଇରାଣ କରୁଥିଲା କୁକୁର; ରାଗରେ ବାଡି ଧରି ଗୋଡାଇଲା ମାଙ୍କଡ: ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପଶୁପକ୍ଷୀଙ୍କ ଅନେକ ଭିଡିଓ ଭାଇରାଲ ହୋଇଥାଏ। ଏଥିରୁ କିଛି ହସର ଖୋରାକ ଯୋଗାଉଥିବା ବେଳେ କିଛି ଉପରେ ବିଶ୍ୱାସ କରିବା କଷ୍ଟକର ହୋଇଥାଏ। ଏହି କ୍ରମରେ ଏବେ ଏକ କୁକୁର ଏବଂ ମାଙ୍କଡର ଭିଡିଓ ଭାଇରାଲ ହେଉଛି। ଲୋକମାନେ…

ସିଦ୍ଧୁଙ୍କ ଇସ୍ତଫା ପରେ ପ୍ରତିକ୍ରିୟା ରଖିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର

ଚଣ୍ଡିଗଡ଼,୨୮ ।୯: ମାତ୍ର ୭୨ ଦିନର ପିସିସି ସଭାପତି ନବଜୋତ ସିଂ ସିଦ୍ଧୁ ଇସ୍ତଫା ଦେବା ପରେ ଏବେ ପଞ୍ଜାବ ରାଜନୀତିରେ ପୁଣି ସଂଘର୍ଷ ଆରମ୍ଭ ହୋଇଛି । ସିଦ୍ଧୁଙ୍କ ସହ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ସବୁବେଳେ ଅହିନକୁଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?