ଘର ଛାତ ଉପରେ ବିବାହ କରିଥିଲେ ଏହି ଲୋକପ୍ରିୟ ଅଭିନେତା

ବଲିଉଡ ଅଭିନେତା ଅଜୟ ଦେବ୍‌ଗନ୍‌ ଓ ବଭିନେତ୍ରୀ ଭିନେତ୍ରୀ କାଜଲ ଇଣ୍ଡଷ୍ଟ୍ରିର ଲୋକପ୍ରିୟ କପଲଙ୍କ ମଧ୍ୟରେ ଅନ୍ୟତମ। ତେବେ ଉଭୟଙ୍କ ଯୋଡିକୁ ଦର୍ଶକ ଖୁବ୍‌ ପସନ୍ଦ କରନ୍ତି। ଉଭୟ ଗୁଣ୍ଡାରାଜ୍‌ ଶୁଟିଂଶେଟ୍‌ରେ ପରସ୍ପରକୁ ଭେଟିଥିଲେ।
ଅଜୟ ସେତେବେଳେ କାହା ସହିତ ଅଧିକ କଥା ହେଉ ନ ଥିଲେ। ସେଠାରେ ଲୋକମାନେ ତାଙ୍କୁ ଅହଂକାରୀ ମନେ କରୁଥିଲେ। କିନ୍ତୁ ସେ କାଜଲଙ୍କ ସହ କଥା ହେବା ଆରମ୍ଭ କଲେ। ପରେ ଦୁହେଁ ପରସ୍ପରକୁ ଡେଟ୍‌ କରିଥିଲେ। ଏହା ପରେ

ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।
ଅଜୟ ଏକ ସାକ୍ଷାତକାରରେ କହିଛନ୍ତି, ସେ ବିବାହ କରିବାକୁ କୌଣସି ହୋଟେଲ୍‌ କିମ୍ବା ମଣ୍ଡପକୁ ଯାଇ ନଥିଲେ। ଘରର ଛାତ ଉପରେ ବିବାହ କରିଥିଲେ। ସେ ଶୋଇବା ଘରରୁ ଛାତକୁ ଯାଇଥିଲେ ସେଠାରେ ବିବାହ କରି ପୂନର୍ବାର ଶୋଇବା ଘରକୁ ଫେରିଲେ।


Enter your email to get our daily news in your inbox.

All Right Reserved By Dharitri.Com

କହିଥିଲେ ଶାହାରୁଖ: ‘କାଜୋଲ ମୋ’ ସାନ ଭଉଣୀ’

ବମ୍ବେ: ବଲିଉଡ୍‌ରେ ଏକାଠି କାମ କରୁଥିବା କଳାକାରଙ୍କ ଲିଙ୍କଅପ୍‌ର ଅନେକ ଖବର ଶୁଣିବାକୁ ମିଳେ। କେତେବେଳେ ଏହା ସତ ପାଲଟେ ତ କେତେବେଳେ ଗୁଜବ। ଏହି...

ପ୍ରତି ରବିବାର ଖାଲି ପାଦରେ ଫ୍ୟାନ୍ସଙ୍କୁ ଭେଟନ୍ତି ବିଗ୍‌ ବି, ଫଟୋ ସେୟାର କରି କହିଲେ କାରଣ…

ମୁମ୍ବାଇ: ବିଗ୍‌ ବି ଅମିତାଭ ବଚ୍ଚନଙ୍କୁ ଫ୍ୟାନ୍ସ ଭଗବାନଙ୍କ ପରି ପୂଜା କରନ୍ତି। ସେଥିପାଇଁ ତ ପ୍ରତି ରବିବାରକୁ ତାଙ୍କୁ ଦେଖା କରିବା ପାଇଁ ତାଙ୍କ...

ଏନ୍‌ସିବି ରିମାଣ୍ଡରେ ଥାଇ ବିଜ୍ଞାନ ବହି ମାଗିଲେ ଶାହାରୁଖଙ୍କ ପୁଅ; ସାଧାରଣ କଏଦୀ ଭଳି ଖାଇଲେ…

ବମ୍ବେ: ଡ୍ରଗ୍ସ ମାମଲାରେ ଛନ୍ଦି ହୋଇ ରିମାଣ୍ଡରେ ଅଛନ୍ତି ବଲିଉଡ୍‌ କିଙ୍ଗ ଖାନ୍‌ ଶାହାରୁଖଙ୍କ ପୁଅ ଆର୍ୟନ। ଅଭିନେତାଙ୍କ ପୁଅ ହୋଇଥିଲେ ହେଁ ଏନ୍‌ସିବି ତାଙ୍କୁ...

‘ରାଜନୀତି ମୋ ଦୁନିଆ ନୁହେଁ’

ପ୍ରସିଦ୍ଧ ହିନ୍ଦୀ ସିନେମା ଅଭିନେତା ସନ୍ନି ଦେଓଲ ୯୦ ଦଶକରେ ଗୋଟିଏ ପରେ ଗୋଟିଏ ସୁପରହିଟ ଫିଲ୍ମ ଦେଇଥିଲେ। ଗତ ମାସରେ ମୁକ୍ତିଲାଭ କରିଥିବା ସନ୍ନି...

କାହିଁକି ଫରହାନଙ୍କୁ ବିବାହ କଲେ ଶିବାନୀ

ବଲିଉଡ ଅଭିନେତା-ନିର୍ଦ୍ଦେଶକ ଫରହାନ ଅଖତର ଏବଂ ଶିବାନୀ ଦାଣ୍ଡେକର ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସୋସିଆଲ ମିଡିଆରେ ସେମାନଙ୍କ ବିବାହ ଫଟୋ ଏବଂ ଭିଡିଓ...

କପିଲଙ୍କ ଶୋ’ରେ ଯୋଗଦେବାକୁ ସିଧାସିଧା ମନା କରିଦେଇଛନ୍ତି ଏହି ୫ ହେଭିଓ୍ବେଟ୍‌; କୁହନ୍ତି ଏପରି..

ବମ୍ବେ: ଟେଲିଭିଜନର ସବୁଠାରୁ ଲୋକପ୍ରିୟ କମେଡି ଶୋ’ ମଧ୍ୟରୁ ଗୋଟିଏ ହେଉଛି ‘ଦ କପିଲ ଶର୍ମା ଶୋ’। ମନୋରଞ୍ଜନଜଗତ, ଖେଳଠାରୁ ଆରମ୍ଭ କରି ଅନ୍ୟାନ୍ୟ କ୍ଷେତ୍ର...

ଅଟୋରେ ମୁମ୍ବାଇ ବୁଲା

ମୁମ୍ବାଇ: ବଲିଉଡ୍‌ ଅଭିନେତା ବରୁଣ ଧଓ୍ବନ୍‌ ଅଟୋ ରିକ୍ସାରେ ବସି ମୁମ୍ବାଇ ବୁଲିଛନ୍ତି। ତେବେ ଏହାର ଭିଡିଓ ବରୁଣ ନିଜ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଅଟୋରେ...

ରିଲିଜ୍‌ ହେଲା ଆମିରଙ୍କ ଫିଲ୍ମ: ସିନେମା ହଲ୍‌ରେ ଦର୍ଶକଙ୍କ ଭିଡ

ବହୁ ପ୍ରତୀକ୍ଷାର ହେଲା ଅନ୍ତ। ଅଭିନେତା ଆମିର ଖାଁ ଏବଂ କରୀନା କପୁରଙ୍କ ଅଭିନୀତ ଫିଲ୍ମ ‘ଲାଲ୍‌ ସିଂ ଚଡ୍ଡା’ ଗୁରୁବାର ରିଲିଜ୍‌ ହୋଇଯାଇଛି। ଯାହାକୁ...

Advertisement
Archives

Model This Week