Home Left

ଏହି ୫ ମନ୍ଦିରକୁ ଗଲେ ପ୍ରାପ୍ତ ହୁଏ ପୁତ୍ର ସନ୍ତାନ: ଜାଣନ୍ତୁ ରୋଚକ ତଥ୍ୟ

ଦେଶରେ ଲକ୍ଷ ଲକ୍ଷ ମନ୍ଦିର ଅଛି। କିଛି ମନ୍ଦିର ଅନନ୍ୟ ବିଶ୍ୱାସ ଏବଂ ଚମତ୍କାର ପାଇଁ ଲୋକପ୍ରିୟ। କିଛି ମନ୍ଦିର ପାପରୁ ମୁକ୍ତି ପାଇଁ, କିଛି ଇଚ୍ଛା ପୂରଣ ପାଇଁ, କିଛି ଋଣରୁ ମୁକ୍ତି ପାଇଁ ଏବଂ କିଛି ସନ୍ତାନର ଆଶୀର୍ବାଦ…

କୋଣାର୍କର ପଞ୍ଚବଟ ମଧ୍ୟରୁ ଅର୍କବଟ ଥିଲା ସିଦ୍ଧିପ୍ରଦ

ଗତ ସଂଖ୍ୟାରେ ବିଶୁ ମହାରଣାଙ୍କ ଗାଁ ନୂଆଗଡ଼ କଥା ଲେଖିଥିଲୁ। ନୂଆଗଡ଼ ଗାଁ ୧୬୨୬ରେ ହୋଇଥିବା ସୁନାମିରେ ମହୋଦଧିରେ ଲୀନ ହୋଇଯାଇଥିଲା। ଗଡ଼ ସହିତ ସାମିଲ ଥିଲା ‘ଗୋ-ଧନପଡ଼ା’। ଆଶ୍ଚର୍ଯ୍ୟଜନକ ଭାବରେ ଏହି ପଡ଼ା ରହିଯାଇଥିଲା। ନୂଆଗଡ଼ର ଆରାଧ୍ୟା ଥିଲେ ଜାଗୁଳାଈ।…

ପଣସ ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ

ମୋହନା,୧୦ା୧୧(ମନ୍ମଥ ମିଶ୍ର): ପଣସ ଗଛରେ ଜଣେ ଯୁବକଙ୍କ ମୃତଦେହ ଝୁଲୁଛି। ମୃତ ଯୁବକ ଜଣକ ହେଲେ ମୋହନା ଥାନା ଅନ୍ତର୍ଗତ ମାଣିକପୁର ପଞ୍ଚାୟତ ସରପଞ୍ଚ ଲକ୍ଷ୍ମଣ ଦଳାଇଙ୍କ ସାନ ପୁଅ କୁମୁଦ(୨୫)। ଚନ୍ଦ୍ରଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ…

ରାଜଧାନୀରେ ଖସୁଛି ତାପମାତ୍ରା: ୪ ଦିନରେ ଖସିଲାଣି ୪.୬ ଡିଗ୍ରୀ ପାରଦ

ଭୁବନେଶ୍ୱର,୧୦।୧୧: କିଛି ଦିନ ହେଲା ରାଜ୍ୟରେ ପାରଦ ତଳ ମୁହାଁ ରହିଛି। ଏପରିକି ରାଜଧାନୀ ଭୁବନେଶ୍ବରରେ ମଧ୍ୟ ପାରଦ ତଳକୁ ଖସି ଶୀତ ବଢିବାରେ ଲାଗିଛି। ଗତ ୪ ଦିନ ମଧ୍ୟରେ ରାଜଧାନୀର ତାପମାତ୍ରା ୪.୬ ଡିଗ୍ରୀ ତଳକୁ ଖସ ଆସିଛି।…

ଜି.ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା ଅଞ୍ଚଳ, ତାପମାତ୍ରା ରହିଛି…

ଜି.ଉଦୟଗିରି,୧୦ା୧୧(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ରାଜ୍ୟର ସବୁଠାରୁ କମ୍‌ ତାପମାତ୍ରା ସହ ପ୍ରବଳରୁ ଅତି ପ୍ରବଳ ଶୀତ ଅନୁଭୂତ ହେଉଛି। ରବିବାର ସନ୍ଧ୍ୟାଠାରୁ ଶୀତ କ୍ରମଶଃ ବୃଦ୍ଧି ଘଟିଛି। ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ,…

୩୦ ବର୍ଷ ପରେ ଦୁର୍ଲଭ ସଂଯୋଗ: ୩ ରାଶିର ବ୍ୟକ୍ତି ହେବେ ମାଲାମାଲ

ଜ୍ୟୋତିଷ ଶାସ୍ତ୍ରରେ, ଶନି ଏବଂ ଶୁକ୍ର ଉଭୟଙ୍କୁ ଅତ୍ୟନ୍ତ ଲାଭଦାୟକ ଗ୍ରହ ଭାବରେ ବିବେଚନା କରାଯାଏ। କୁହାଯାଏ ଯେ, ଯେଉଁମାନଙ୍କର ଜାତକରେ ଏହି ଗ୍ରହଗୁଡ଼ିକ ଏକ ଶକ୍ତିଶାଳୀ ସ୍ଥିତିରେ ଥାଆନ୍ତି, ସେମାନଙ୍କୁ ଧନୀ ହେବାରୁ ରୋକି ହେବ ନାହିଁ। ଯେତେବେଳେ ଏହି…

ନୂଆପଡ଼ା ଉପନିର୍ବାଚନ: ସକାଳ ୭ରୁ ମତଦାନ ଆରମ୍ଭ, ରହିଛି ୧୦୧ ଗୁରୁତ୍ୱପୂର୍ଣ୍ଣ ବୁଥ୍‌

ନୂଆପଡ଼ା,୧୦।୧୧(ମକାରୁ ବେମାଲ): ନୂଆପଡ଼ା ବିଧାନସଭା ଉପନିର୍ବାଚନ ଲାଗି ମଙ୍ଗଳବାର ସକାଳେ ମତଦାନ ଆରମ୍ଭ ହେବ। ଏହି ନିର୍ବାଚନମଣ୍ଡଳୀରେ ମୋଟ ୩୫୮ଟି ବୁଥ ରହିଥିବାବେଳେ ସେଥିମଧ୍ୟରୁ ୧୦୧ ଗୁରୁତ୍ୱପୂର୍ଣ୍ଣ ବୁଥ୍‌। ଏହି ୧୦୧ ବୁଥ୍‌ ମଧ୍ୟରୁ ୪୭ ମାଓବାଦୀ ପ୍ରଭାବିତ ଅଞ୍ଚଳରେ, ୫୪ଟି…

ବିନା ପରୀକ୍ଷାରେ ମିଳିବ ସରକାରୀ ଚାକିରି: ୨.୮ ଲକ୍ଷ ଟଙ୍କା ଦରମା ପାଇଁ ତୁରନ୍ତ କରନ୍ତୁ ଆବେଦନ, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୧୦।୧୧: ଯଦି ସରକାରୀ ଚାକିରି ଖୋଜୁଛନ୍ତି, ତେବେ ଖୁବ୍‌ଶୀଘ୍ର ଅପେକ୍ଷାର ଅନ୍ତ ହୋଇପାରେ। ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ଲିମିଟେଡ (DMRC) ଜେନେରାଲ ମ୍ୟାନେଜର ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି। ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ପ୍ରାର୍ଥୀମାନେ ନଭେମ୍ବର…

ହେଲିକପ୍ଟରରେ ନୂଆପଡ଼ା ଯିବେ ପୋଲିଂ ପାର୍ଟି

ନୂଆପଡ଼ା,୧୦ା୧୧(ମକାରୁ ବେମାଲ): ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାର ଅନୁଷ୍ଠିତ ହେବ ନୂଆପଡ଼ା ଉପନିର୍ବାଚନ। ଏନେଇ ପୋଲିଂ ପାର୍ଟି ହେଲିକପ୍ଟରରେ ନୂଆପଡ଼ା ଯିବେ ବୋଲି ବ୍ୟବସ୍ଥା କରାଯାଇଛି। ସୁନାବେଡ଼ା ପୋଲିଂ ପାର୍ଟି ପାଇଁ ୨ଟି ସ୍ବତନ୍ତ୍ର ହେଲିକପ୍ଟର ବ୍ୟବସ୍ଥା କରାଯାଇଛି। ଏହି ହେଲିକପ୍ଟର ଗୋତମା…

ବଡ଼ ଆତଙ୍କବାଦୀ ଆକ୍ରମଣ ଯୋଜନା ପଣ୍ଡ: ମେଡିକାଲ କଲେଜରୁ ୨ AK-47 ରାଇଫଲ ଜବତ

ଫରିଦାବାଦ,୧୦।୧୧: ହରିୟାଣାର ଫରିଦାବାଦ ଜିଲାର ଏକ ମେଡିକାଲ କଲେଜରୁ ଦୁଇଟି AK-47 ରାଇଫଲ ଏବଂ ପ୍ରାୟ ୩୫୦ କିଲୋଗ୍ରାମ ବିସ୍ଫୋରକ ଜବତ କରାଯାଇଛି। ଜମ୍ମୁ-କଶ୍ମୀର ପୋଲିସ ଏହି ଜବତ କରିଛି। ମେଡିକାଲ କଲେଜ ମାମଲାରେ ଗିରଫ ହୋଇଥିବା ଆଉ ଜଣେ ଡାକ୍ତରଙ୍କ…

ମୁଁ କୁରାନ ଛୁଇଁ କହୁଛି…ଭାଜପା ସହ ମେଣ୍ଟକୁ ନେଇ ଓମାର ଅବଦୁଲ୍ଲା କଲେ ଚାଞ୍ଚଲ୍ୟକର ଖୁଲାସା

ଶ୍ରୀନଗର,୧୦।୧୧: ନଭେମ୍ବର ୧୧ ତାରିଖରେ ବଡଗାମ ଏବଂ ନାଗ୍ରୋଟା ବିଧାନସଭା ଆସନରେ ଉପନିର୍ବାଚନ ପୂର୍ବରୁ ଜମ୍ମୁ ଏବଂ କଶ୍ମୀରରେ ରାଜନୈତିକ ତାପମାତ୍ରା ବୃଦ୍ଧି ପାଇଛି। ନ୍ୟାଶନାଲ କନଫରେନ୍ସ (ଏନସି) ଏବଂ ଭାଜପା ମଧ୍ୟରେ ବାକ ଯୁଦ୍ଧ ତୀବ୍ର ହୋଇଛି। ଭାଜପା ନେତା…

ସର୍ପଦେବୀ ରୂପେ ପୂଜା ପାଆନ୍ତି ମା’ ମନସା: ଧର୍ମନିକିତିରେ ଏଠି ଓଜନ ହୁଅନ୍ତି ଶିଶୁ, କାରଣ ଜାଣିଲେ…

ମହାକାଳପଡ଼ା,୧୦ା୧୧ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପିତାପାଟ ଗାଁରେ ପୂଜା ପାଆନ୍ତି ଅକାଳ ବୋଧନ ସର୍ପ ଦେବୀ ମା’ ମନସା। ୨୯ ବର୍ଷ ପୂର୍ବେ କାର୍ତ୍ତିକ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ୨ ପରିବାରରେ ଦିନେ ଦୁଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri