ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ ପାଇଁ ବାରବାଟୀ ପ୍ରସ୍ତୁତ: ପିଚ୍ ଯାଞ୍ଚ କଲେ କ୍ୟୁରେଟର୍
କଟକ,୨।୧୨: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି୨୦ କ୍ରିକେଟ ସିରିଜର ପ୍ରଥମ ମ୍ୟାଚ ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ମ୍ୟାଚ ପୂର୍ବରୁ ପିଚ ଯାଞ୍ଚ କରିଛନ୍ତି କ୍ୟୁରେଟର। କ୍ୟୁରେଟର୍ ଆଶିଷ ଭୌମିକଙ୍କ ସହ ଅନ୍ୟ…
ଶବଦାହ ଲାଗି ହୀନସ୍ଥା ହେଉଛନ୍ତି ପୁରୁଷୋତ୍ତମପୁରବାସୀ: ଗୁରୁତ୍ୱ ଦେଉନି ପ୍ରଶାସନ
ପୁରୁଷୋତ୍ତମପୁର,୦୨।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ଶବଦାହ କରିବା ସମସ୍ୟା ଲୋକଙ୍କ ଲାଗି ଚିନ୍ତାର ବଡ କାରଣ ପାଲଟିଛି। ଏଥିଲାଗି ଏନଏସି ପ୍ରଶାସନ, ଅଧ୍ୟକ୍ଷ କି ଏମ୍ପି, ବିଧାୟକ ଓ ଜନପ୍ରତିନିଧିମାନେ କେହି ମଧ୍ୟ ଗୁରୁତ୍ୱ ଦେଉ ନାହାନ୍ତି। ଏହା…
ପ୍ରଦୀପ ଅମାତଙ୍କ ନାଁରେ ସଂଘାତିକ ଅଭିଯୋଗ: ଭିଜିଲାନ୍ସ ତଦନ୍ତ ଦାବି କଲେ…
ଭୁବନେଶ୍ୱର,୨।୧୨: ପୂର୍ବତନ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ଦାବି ହୋଇଛି। ଗୃହରେ କବିସୂର୍ଯ୍ୟନଗର ଭାଜପା ବିଧାୟକ ପ୍ରତାପ ନାୟକ ଦାବି କରିଛନ୍ତି। ମେଗା ପାନୀୟ ଜଳ ପ୍ରକଳ୍ପ ଦୁର୍ନୀତିରେ ପ୍ରଦୀପଙ୍କ ସମ୍ପୃକ୍ତି ଥିବା ପ୍ରତାପ ଅଭିଯୋଗ କରିଛନ୍ତି। ବିଧାନସଭାରେ…
ଗୁଡ୍ନ୍ୟୁଜ୍ ଦେଲେ ପଲାଶ ମୁଛଲ: ଏହି ଦିନ କରିବେ ବିବାହ!
ଗାୟକ-ଫିଲ୍ମ ନିର୍ମାତା ପଲାଶ ମୁଛଲ ତାଙ୍କ ପ୍ରଶଂସକଙ୍କ ସହ ପୁଣି ଏକ ଖୁସି ଖବର ଶେୟାର କରିଛନ୍ତି। ଗାୟକ ଭାରତୀୟ ମହିଳା କ୍ରିକେଟର ସ୍ମୃତି ମନ୍ଧାନାଙ୍କ ସହିତ ତାଙ୍କ ବିବାହ ବିଷୟରେ ଏକ ବଡ଼ ସୂଚନା ଦେଇଛନ୍ତି। ସ୍ମୃତି ଏବଂ ପଲାଶ…
ଗୁରୁତର ଅସୁସ୍ଥ ଅଛନ୍ତି ଖଲିଦା ଜିଆ, ଚାଇନାରୁ ବାଂଲାଦେଶ ପହଞ୍ଚିଲେ ବିଶେଷଜ୍ଞ ଡାକ୍ତରୀ ଦଳ, ସୁରକ୍ଷା କଡ଼ାକଡି
ଢାକା,୨।୧୨: ତିନିଥର ବାଂଲାଦେଶ ପ୍ରଧାନମନ୍ତ୍ରୀ ରହିଥିବା ଏବଂ ନ୍ୟାସନାଲିଷ୍ଟ ପାର୍ଟି (BNP) ଅଧ୍ୟକ୍ଷା ଖାଲିଦା ଜିଆଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି। ତାଙ୍କୁ ଚିକିତ୍ସା ପାଇଁ ଢାକାର ଏଭରକେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ଖରାପ ହେଉଥିବା ଦେଖି, ସୋମବାର ଏକ…
କଶ୍ମୀରରେ ଅନୁପ୍ରବେଶ ଅପେକ୍ଷାରେ ୧୨୦ ଆତଙ୍କବାଦୀ
ଶ୍ରୀନଗର,୨।୧୨: ନିୟନ୍ତ୍ରଣ ରେଖା (ଏଲ୍ଓସି) ଅତିକ୍ରମ କରି କଶ୍ମୀରରେ ଅନୁପ୍ରବେଶ କରିବାକୁ ସୀମା ସେପାଖ ଲଞ୍ଚ୍ପ୍ୟାଡ୍ଗୁଡ଼ିକରେ ୧୦୦ରୁ ୧୨୦ ଆତଙ୍କବାଦୀ ଅପେକ୍ଷାରେ ରହିଥିବା ସୀମା ସୁରକ୍ଷା ବଳ (ବିଏସ୍ଏଫ୍)ର ଜଣେ ବରିଷ୍ଠ ଅଧିକାରୀ ସୋମବାର କହିଛନ୍ତି। ଏଲ୍ଓସିର ପାକିସ୍ତାନ ପାର୍ଶ୍ୱରେ ଆତଙ୍କବାଦୀମାନଙ୍କର…
ହାସିନାଙ୍କୁ ପୁଣି ୫ ବର୍ଷ ଜେଲଦଣ୍ଡ
ଢାକା,୨ା୧୨: ବାଂଲାଦେଶର କ୍ଷମତାଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କୁ ଏକ ଜମି ଦୁର୍ନୀତି ମାମଲାରେ ସେଠାର ଏକ ଅଦାଲତ ଦୋଷୀସାବ୍ୟସ୍ତ କରିବା ସହ ୫ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଉକ୍ତ ମାମଲାରେ ହାସିନାଙ୍କ ଝିଆରୀ ତଥା ବ୍ରିଟିଶ ପାର୍ଲାମେଣ୍ଟାରିଆନ୍ ତୁଲିପ୍ ସିଦ୍ଦିକଙ୍କୁ…
ଇମ୍ରାନଙ୍କୁ ନେଇ ପାକିସ୍ତାନରେ ହଙ୍ଗାମା! ରାଓ୍ବଲପିଣ୍ଡିରେ ୧୪୪ ଧାରା ଜାରି
ଇସଲାମାବାଦ,୨।୧୨: ପାକିସ୍ତାନ ସରକାର ରାୱଲପିଣ୍ଡି ଜିଲାରେ ଧାରା ୧୪୪ ଲାଗୁ କରିବାକୁ ଘୋଷଣା କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟ ଏବଂ ଉପସ୍ଥିତି ବିଷୟରେ ଗୁଜବ ତୀବ୍ର ହେବା ପରେ ଏହି ପଦକ୍ଷେପ ନିଆଯାଇଛି। ପ୍ରଶାସନ ଭୟ କରିଥିଲା ଯେ…
ଚକ୍ରଧରଙ୍କୁ ଦଳିଦେଲା ବଣୁଆ ହାତୀ: ଘଉଡାଇବା ହେଲା କାଳ
କେନ୍ଦୁଝର,୨।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ତେଲକୋଇ ରେଞ୍ଜ ଅଞ୍ଚଳରେ ହାତୀ ଉପଦ୍ରବ ଜାରି ରହିଥିବାବେଳେ ଗତକାଲି ରାତିରେ ଏକ ବଣୁଆ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଅନ୍ୟ ଜଣେ ଗୁରୁତର ଆହତ…
IPL 2026 Auction: ଆଇପିଏଲ ନ ଖେଳିବାକୁ ନିଷ୍ପତ୍ତି ନେଲେ ଏହି ୪ ଖେଳାଳି
ନୂଆଦିଲ୍ଲୀ,୨।୧୨: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସଂସ୍କରଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏଥିପାଇଁ ଡିସେମ୍ବର ୧୬ରେ ଆବୁଧାବିରେ ଏକ ମିନି ନିଲାମ ଅନୁଷ୍ଠିତ ହେବ। ବିଶ୍ୱର ଅନେକ ପ୍ରମୁଖ ଖେଳାଳି ପୂର୍ବରୁ ସେମାନଙ୍କର ନାମାଙ୍କନ ଦାଖଲ କରିସାରିଛନ୍ତି। ତଥାପି, ଏକ…
ଇଣ୍ଡିଗୋ ଫ୍ଲାଇଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ, ଏମରଜେନ୍ସି ଲ୍ୟାଣ୍ଡିଂ
ମୁମ୍ବାଇ,୨।୧୨: ମୁମ୍ବାଇ ବିମାନବନ୍ଦରରେ ଏକ ଇଣ୍ଡିଗୋ ବିମାନ ଜରୁରୀକାଳୀନ ଅବତରଣ କରିଥିଲା। ବିମାନଟି କୁଏତରୁ ହାଇଦ୍ରାବାଦ ଯାତ୍ରା କରୁଥିଲା। ବିମାନକୁ ଉଡ଼ାଣ ସମୟରେ, ଏକ ବୋମା ଧମକ ମିଳିଥିଲା। ବିମାନଟିକୁ ତୁରନ୍ତ ମୁମ୍ବାଇ ବିମାନବନ୍ଦରରେ ଅବତରଣ କରାଯାଇଥିଲା। ରିପୋର୍ଟ ଅନୁଯାୟୀ, ଇମେଲ…
ଆସୁଛି ବରଗଡ଼ ଧନୁଯାତ୍ରା: ଆରମ୍ଭ ହେଲା କଳାକାରଙ୍କ ପୂର୍ବାଭ୍ୟାସ
ବରଗଡ଼,୨।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୪ତାରିଖରୁ ଆରମ୍ଭ ହେବ। ଏହି ମହୋତ୍ସବ ୨୦୨୬ ମସିହା ଜାନୁଆରୀ ମାସ ୩ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୧ଦିନ ଧରି ଚାଲିବ। ଏଥିପାଇଁ ଆଜିଠାରୁ ବରଗଡ଼ ଗାନ୍ଧିଛକ ନିକଟ କଲ୍ୟାଣ ମଣ୍ଡପରେ ଧନୁଯାତ୍ରା…
Archives


